ମାନ୍ଦାବସ୍ଥା ମାଡ଼:ମାରୁତି ସୁଜୁକିର ୩୦୦୦ ଅସ୍ଥାୟୀ କର୍ମଚାରୀଙ୍କୁ ଛଟେଇ
ନୂଆଦିଲ୍ଲୀ,୨୮-୮:ଅଟୋ ଉଦ୍ୟୋଗରେ ମାନ୍ଦାବସ୍ଥା ଉତ୍କଟ ହେବାରେ ଲାଗିଛି। ଦୈନିକ ବିକ୍ରି ହ୍ରାସ ପାଇବା କାରଣରୁ ମାରୁତି ସୁଜୁକି ଏହାର ୩୦୦୦ ଅସ୍ଥାୟୀ କର୍ମଚାରୀଙ୍କୁ ଛଟେଇ କରିବାକୁ ବାଧ୍ୟ ହୋଇଛି। କମ୍ପାନୀ ଅଧ୍ୟକ୍ଷ ଆର୍.ସି.ଭାର୍ଗବ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। କମ୍ପାନୀର ବାର୍ଷିକ…
ଆର୍ଥିକ ସଙ୍କଟ: ଶ୍ୱେତପତ୍ର ଦାବି କଲା କଂଗ୍ରେସ
ନୂଆଦିଲ୍ଲୀ,୨୮ା୮(ପି.ଟି./ଆଇଏଏନ୍ଏସ୍):ବିମଲ ଜଲାନ କମିଟିର ସୂୁପାରିସକ୍ରମେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ଲାଭାଂଶ ଓ ବଳକା ପୁଞ୍ଜି ବାବଦରେ କେନ୍ଦ୍ର ସରକାରଙ୍କୁ ୧.୭୬ ଲକ୍ଷ କୋଟି ଟଙ୍କା ଦେବା ନେଇ ବିବାଦ ଉଠିଛି। ଗୁଳିମାଡ଼ର କ୍ଷତରେ ଚୋରି କରାଯାଇଥିବା ବ୍ୟାଣ୍ଡ-ଏଡ୍ ଲଗାଇ ଚିକିତ୍ସା…
୨ ବର୍ଷର କମ୍ ଶିଶୁଙ୍କୁ ଫଳ ରସ ଦେଉଛନ୍ତି କି, ତାହେଲେ ହୋଇଯାଆନ୍ତୁ ସାବଧାନ
ଫଳ ରସ ପିଇବା ଛୋଟ ଛୁଆଙ୍କ ଠାରୁ ଆରମ୍ଭ କରି ବୃ୍ଦ୍ଧ ଯାଏଁ ସମସ୍ତଙ୍କୁ ଭଲ ଲାଗିଥାଏ। ଏହାଦ୍ୱାରା ଜରୁରୀ ପୋଷକ ତତ୍ତ୍ୱ ମିଳିବା ସହ ଶରୀରରେ ପାଣିର ଅଭାବକୁ ମଧ୍ୟ ଦୂର କରିଥାଏ। କିନ୍ତୁ ଆପଣ ଜାଣିଛନ୍ତି କି, ଛୋଟ…
ଅରୁଣ ଜେଟ୍ଲୀଙ୍କ ନାଁରେ ନାମିତ ହେବ କୋଟଲା ଷ୍ଟାଡିୟମ
ନୂଆଦିଲ୍ଲୀ,୨୭।୮: ଦିଲ୍ଲୀର ଫିରୋଜ ଶାହ କୋଟଲା ଷ୍ଟାଡିୟମର ନାଁ ବଦଳାଯାଇ ଭାଜପାର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ସ୍ବର୍ଗତ ଅରୁଣ ଜେଟଲୀଙ୍କ ନାମରେ ନାମିତ ହେବ। ଫିରୋଜ ଶାହ କୋଟଲା ପରିବର୍ତ୍ତେ ଅରୁଣ ଜେଟଲୀ କ୍ରିକେଟ ଷ୍ଟାଡିୟମ ରଖାଯିବ ବୋଲି…
ଗୁରମୀତ୍ ରାମ ରହିମଙ୍କ ପାରୋଲ ଆବେଦନ ଖାରଜ
ଚଣ୍ଡିଗଡ଼,୨୭।୮: ଆତ୍ମଘୋଷିତ ଧର୍ମଗୁରୁ ତଥା ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରମିତ୍ ରାମ ରହିମ ସିଂହଙ୍କୁ ପଞ୍ଜାବ ଓ ହରିୟାଣା କୋର୍ଟ ପକ୍ଷରୁ ବଡ଼ ଝଟ୍କା ଲାଗିଛି। ମଙ୍ଗଳବାର ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଗୁରମୀତ୍ଙ୍କ ପାରୋଲ ଆବେଦନକୁ ୪ର୍ଥ…
ବାରମୁଳାରୁ ୨ ଆତଙ୍କବାଦୀ ଗିରଫ: ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ
ଶ୍ରୀନଗର,୨୭।୮: ଜମ୍ମୁ-କଶ୍ମୀର ବାରମୁଳାରୁ ୨ ଆତଙ୍କବାଦୀ ଗିରଫ ହୋଇଛନ୍ତି। ଏହା ସହିତ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ ହୋଇଛି। ଏନେଇ ସିଆର୍ପିଏଫ୍ ୫୩ ବାଟାଲିୟନ୍ ପକ୍ଷରୁ ସୂଚନା ଦିଆଯାଇଛି। କିଛି ଆତଙ୍କବାଦୀ ଲୁଚିଥିବା ଖବର ପାଇ ସିଆର୍ପିଏଫ୍, ଭାରତୀୟ ସେନା…
ଚିଦାମ୍ବରମଙ୍କ ହେବ ଲାଏ ଡିଟେକ୍ଟର ଟେଷ୍ଟ: ସିବିଆଇ
ନୂଆଦିଲ୍ଲୀ,୨୭।୮: ଆଇଏନ୍ଏକ୍ସ ମିଡିଆ ମାମଲାରେ ଛନ୍ଦି ହୋଇ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କ ସିବିଆଇ ରିମାଣ୍ଡରେ ଅଛନ୍ତି। ଅଗଷ୍ଟ ୩୦ ପର୍ଯ୍ୟନ୍ତ ସେ ସିବିଆଇ ହେପାଜତରେ ରହିଥିବା ବେଳେ ତାଙ୍କୁ ଆଇଏନ୍ଏକ୍ସ ମିଡିଆ ମାମଲାରେ ଜେରା କରାଯାଉଛି। ଜେରା ସମୟରେ ଚିଦାମ୍ବରମଙ୍କଠାରୁ…
ରୋହିଙ୍ଗ୍ୟାଙ୍କ ମନରେ ଭାରତ ବିରୋଧରେ ବିଷ ମଞ୍ଜି ବୁଣୁଛି ଜୈଶ୍: ବିଏସ୍ଏଫ୍ ରିପୋର୍ଟ
ନୂଆଦିଲ୍ଲୀ,୨୭।୮: ଭାରତରେ ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍ଆଇ ଷଡ଼ଯନ୍ତ୍ର ଜାରି ରଖିଛି। ମ୍ୟାନ୍ମାର୍ରୁ ଭାରତ ଏବଂ ବାଂଲାଦେଶରେ ଶରଣ ନେଇଥିବା ରୋହିଙ୍ଗ୍ୟାଙ୍କ ମନରେ ଆଇଏସ୍ଆଇ ନିର୍ଦ୍ଦେଶରେ ଜୈଶ୍-ଇ-ମହମ୍ମଦ୍ ଆତଙ୍କବାଦୀ ସଂଗଠନ ବିଷ ମଞ୍ଜି ବୁଣୁଛି। ରୋହିଙ୍ଗ୍ୟାଙ୍କୁ ସଂଗଠନରେ…
ଏବେ ୧ ଟଙ୍କାରେ ସାନିଟାରୀ ନ୍ୟାପକିନ୍: ୫ ହଜାର ୫ଶହ ଜନ ଔଷଧୀ କେନ୍ଦ୍ରରେ ମିଳିବ
ନୂଆଦିଲ୍ଲୀ,୨୭।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଦେଶର ସାଧାରଣ ଲୋକଙ୍କ ପାଇଁ ଏକ ନୂଆ ଉପହାର ଆଣିଛନ୍ତି। ଭାଜପା ନିର୍ବାଚନୀ ଇସ୍ତାହାରରେ ପ୍ରକାଶ ପାଇଥିବା ପ୍ରତିଶ୍ରୁତି ଅନୁସାରେ ଏଣିକି ୧ ଟଙ୍କାରେ ଶସ୍ତା ସାନିଟାରୀ ନ୍ୟାପକିନ୍ ମିଳିବ। ଏହା ଦେଶର ୫…
୧୦ ବର୍ଷରେ ୫୦ ଲକ୍ଷ ହେକ୍ଟର ପଡ଼ିଆ ଜମିରେ ହେବ ଚାଷ: ୭୫ ଲକ୍ଷଙ୍କୁ ମିଳିବ କର୍ମ ନିଯୁକ୍ତି
ନୂଆଦିଲ୍ଲୀ,୨୭।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଆସନ୍ତା ୧୦ ବର୍ଷ ମଧ୍ୟରେ ଦେଶର ୫୦ ଲକ୍ଷ ହେକ୍ଟର ପଡ଼ିଆ ଜମିକୁ ଚାଷ ଯୋଗ୍ୟ କରିବା ଲାଗି ଯୋଜନା ପ୍ରସ୍ତୁତ କରିଛନ୍ତି। ଏହା ଦ୍ୱାରା ୭୫ ଲକ୍ଷ ଲୋକଙ୍କୁ କର୍ମ ନିଯୁକ୍ତି ମିଳିପାରିବ…
ଝାଡ଼ଖଣ୍ଡ ସରକାରଙ୍କ ସ୍ବାସ୍ଥ୍ୟ ସେବା: ଗୋଟିଏ ବିଲ୍ଡିଂର ଉପର ମହଲାରେ ହସ୍ପିଟାଲ ତଳେ ମଦ ଦୋକାନ; ସୋସିଆଲ ମିଡ଼ିଆରେ ଭାଇରାଲ
ଧାନବାଦ,୨୭।୮: ଝାଡ଼ଖଣ୍ଡ ସରକାରଙ୍କ ସ୍ବାସ୍ଥ୍ୟ ସେବା ନେଇ ଏବେ ଏକ ଭିଡ଼ିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବାରେ ଲାଗିିଛି। ଭିଡ଼ିଓରେ ଦେଖାଯାଉଛି ଏକ ବିଲ୍ଡିଂର ଉପର ମହଲାରେ ହସ୍ପିଟାଲ ଥିବାବେଳେ ତଳ ମହଲାରେ ମଦ ଦୋକାନ ରହିଛି। ଭିଡ଼ିଓଟି ଧାନବାଦର ଗୋବିନ୍ଦପୁର…
ପାଣି ବିଲ ଛାଡ଼ କଲେ କେଜରିଓ୍ବାଲ
ନୂଆଦିଲ୍ଲୀ,୨୭।୮: ଦିଲ୍ଲୀବାସୀଙ୍କ ପାଇଁ ପୁଣି ଥରେ ଏକ ବଡ଼ ଉପହାର ଘୋଷଣା କରାଯାଇଛି। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଏକ ନୂଆ ଯୋଜନା ଘୋଷଣା କରିଛନ୍ତି। ଏହି ଯୋଜନା ଅନୁସାରେ ଲୋକଙ୍କର ପାଣିର ବକେୟା ବିଲକୁ ଛାଡ଼ କରାଯାଇଛି। ନଭେମ୍ବର ୩୦…

