କଶ୍ମୀରରେ ପଶିଛନ୍ତି ପାକିସ୍ତାନୀ ଆତଙ୍କବାଦୀ: ଟାର୍ଗେଟରେ ଅମରନାଥ ଯାତ୍ରୀ
ଶ୍ରୀନଗର,୩ା୮(ପି.ଟି./ ଆଇଏଏନ୍ଏସ୍): ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ରୁ ଜୈଶ୍-ଇ-ମହମ୍ମଦ (ଜେଇଏମ୍) ସମେତ ଆଉ କେତେକ ସଙ୍ଗଠନର ଆତଙ୍କବାଦୀମାନେ ଉପତ୍ୟକାରେ ଅନୁପ୍ରବେଶ କରିଛନ୍ତି। ଜୁଲାଇ ଶେଷ ସପ୍ତାହରେ ୫ ସଶସ୍ତ୍ର ଆତଙ୍କବାଦୀ ନିୟନ୍ତ୍ରଣରେଖା (ଏଲ୍ଓସି) ଅତିକ୍ରମ କରି ଜମ୍ମୁ-କଶ୍ମୀରରେ ବୁଲୁଛନ୍ତି। ପାକିସ୍ତାନରେ ଉଚ୍ଚ…
ଅଗଷ୍ଟ ୧୫ ପୂର୍ବରୁ ହୋଇପାରେ ବଡ଼ ନିଷ୍ପତ୍ତି : ଆଶଙ୍କାରେ କଶ୍ମୀରବାସୀ
ଶ୍ରୀନଗର,୩ା୮(ଆଇଏଏନ୍ଏସ୍): ଜମ୍ମୁ-କଶ୍ମୀରକୁ ସପ୍ତାହକ ମଧ୍ୟରେ ଅତିରିକ୍ତ ୩୮,୦୦୦ ଯବାନଙ୍କୁ ପଠାଯିବା ପରେ ଉପତ୍ୟକାବାସୀ ଆଶଙ୍କାରେ ରହିଛନ୍ତି। କେନ୍ଦ୍ର ସରକାର ଗତ ୨୭ ତାରିଖରେ ୧୦ ହଜାର ଓ ଗୁରୁବାର ୨୮ ହଜାର କେନ୍ଦ୍ରୀୟ ଯବାନଙ୍କୁ କଶ୍ମୀରକୁ ପଠାଇଛନ୍ତି। ଆଭ୍ୟନ୍ତରୀଣ ନିରାପତ୍ତା ଆବଶ୍ୟକତା…
ହାଡ଼ ମଜଭୁତ କରେ କଞ୍ଚା ପନିର
ପନିର ଖାଇଲେ ଶରୀରରେ ଚର୍ବି ଅଂଶ ବୃଦ୍ଧି ପାଇଥାଏ ବୋଲି ଅଧିକାଂଶ ଲୋକଙ୍କ ମନରେ ଧାରଣା ଅଛି। ହେଲେ କଞ୍ଚା ପନିର ଶରୀର ପାଇଁ ଖୁବ୍ ଉପକାରୀ ବୋଲି ଗବେଷକମାନେ କହିଛନ୍ତି। ବିଶେଷ କରି ସକାଳ ଜଳଖିଆରେ ଖଣ୍ଡେ କଞ୍ଚା ପନିର…
ଦିଲ୍ଲୀରେ କଂଗ୍ରେସକୁ ଝଟ୍କା
ନୂଆଦିଲ୍ଲୀ,୨।୮: ଦିନକୁ ଦିନ କଂଗ୍ରେସ ତା’ର ଶକ୍ତି ହରାଉଛି ବୋଲି ଆଲୋଚନା ହେଉଛି। କାରଣ ଲୋକ ସଭା ନିର୍ବାଚନ ପୂର୍ବରୁ ହେଉ ଅବା ପରେ କଂଗ୍ରେସର ନେତାମାନେ ଅନେକ ସମୟରେ ଦଳ ତ୍ୟାଗ କରୁଥିବା ଦେଖିବାକୁ ମିଳୁଛି। ଏପର୍ଯ୍ୟନ୍ତ ଦଳର ଅଧ୍ୟକ୍ଷ…
ତେଲେଙ୍ଗାନାରେ କେସିଆର୍ଙ୍କ ଦ୍ୱାରା ପରିଚାଳିତ ହେଉଛି ଭାଜପା: କଂଗ୍ରେସ
ହାଇଦ୍ରାବାଦ,୨।୮: ତେଲେଙ୍ଗାନା କଂଗ୍ରେସର କାର୍ଯ୍ୟକାରୀ ସଭାପତି ପୁନମ ପ୍ରଭାକର ଗୌଡ ଶୁକ୍ରବାର କହିଛନ୍ତି ତେଲେଙ୍ଗାନାରେ ଭାରତୀୟ ଜନତା ପାର୍ଟି(ଭାଜପା) ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଦ୍ୱାରା ପରିଚାଳିତ ହେଉଛି। ସେ କହିଛନ୍ତି ଭାଜପାର ଚାବିକାଠି କେସିଆର୍ଙ୍କ ହାତରେ। ତେଣୁ ଦଳକୁ ମଜଭୁତ…
ଲୁଣ ପାଣିରେ ସ୍ନାନ କଲେ ମିଳିବ ଅନେକ ଫାଇଦା
ଖାଦ୍ୟରେ ଲୁଣ ରହିବା ଜରୁରୀ। ଲୁଣ ବିନା ଖାଦ୍ୟରେ ସ୍ବାଦ ଆସି ନ ଥାଏ। ଜାଣିଛନ୍ତି କେବଳ ଖାଦ୍ୟ ନୁହେଁ ଏହା ଆପଣଙ୍କର ସୌନ୍ଦର୍ଯ୍ୟକୁ ମଧ୍ୟ ବଢ଼ାଇଥାଏ। ଗାଧୋଇବା ବେଳେ ହାଲୁକା ଉଷୁମ ପାଣିରେ ଲୁଣକୁ ମିଶାଇ ଗାଧୋଇବା ଦ୍ୱାରା ଏହା…
କୋମଳମତି ଶିଶୁଙ୍କ ଚିତ୍କାର ଶୁଣି ସାହାଯ୍ୟର ହାତ ବଢ଼ାଇଲେ ଭାଜପା ଏମ୍ପି
ନୂଆଦିଲ୍ଲୀ,୨।୮: ଭୋଜପୁରୀ ସୁପରଷ୍ଟାର ତଥା ଭାଜପା ଏମ୍ପି ରବି କିଶନ ଶୁକ୍ରବାର ଇନ୍ଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ସେ ପ୍ରବଳ ବର୍ଷାରେ କିଛି ସ୍କୁଲ ପିଲାଙ୍କୁ ସାହାଯ୍ୟ କରୁଥିବା ଦେଖିବାକୁ ମିଳିଛି। ରବି କିଶନ ଫଟୋ ଶେୟାର କରିବା…
ସେପ୍ଟେମ୍ବରରେ ଏକାଠି ବୈଠକ କରିବେ ଆର୍ଏସ୍ଏସ୍-ଭାଜପା
ନୂଆଦିଲ୍ଲୀ,୨।୮: ରାଜସ୍ଥାନର ପୁଷ୍କରରେ ଆସନ୍ତା ସେପ୍ଟେମ୍ବର ୭-୯ ମଧ୍ୟରେ ଆର୍ଏସ୍ଏସ୍ ଓ ଭାଜପା ମଧ୍ୟରେ ଏକ ୩ ଦିନିଆ ବୈଠକ ଆୟୋଜନ କରାଯିବ ବୋଲି ସୂଚନା ମିଳିଛି। ଏଥିରେ ଆର୍ଏସ୍ଏସ୍ ମୁଖ୍ୟ ମୋହନ ଭାଗବତ ଓ ଭାଜପା କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି…
ଜଗନ ମୋହନଙ୍କ ଜେରୁଜେଲମ ଗସ୍ତ: ସୁରକ୍ଷାରେ ଖର୍ଚ୍ଚ ହେବ ୨୨.୫ ଲକ୍ଷ ଟଙ୍କା
ହାଇଦ୍ରାବାଦ,୨।୮: ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଗତ ଗୁରୁବାର ଜେରୁଜେଲମ ଗସ୍ତ କରିଛନ୍ତି। ସେଠାରେ ତାଙ୍କ ସୁରକ୍ଷା ପାଇଁ ସୁରକ୍ଷାକର୍ମୀଙ୍କୁ ୨୨,୫୨,୫୦୦ ଟଙ୍କା ଆନ୍ଧ୍ର ସରକାରଙ୍କ ପାଣ୍ଠିରୁ ଆସିଥିବା ସୂଚନା ମିଳିଛି। ଜଗନ ମୋହନଙ୍କ ଏହି ୪ ଦିନିଆ…
ପାକିସ୍ତାନର ଅମରନାଥ ଯାତ୍ରା ଆକ୍ରମଣ ଯୋଜନା ପଣ୍ଡ
ଶ୍ରୀନଗର:୨।୮: ଜମ୍ମୁ-କଶ୍ମୀର ଘାଟିରେ ପାକିସ୍ତାନ ସେନା ଓ ଆତଙ୍କବାଦୀଙ୍କ ଅନୁପ୍ରବେଶକୁ ନେଇ ଲାଗିରହିଥିବା ଅଶାନ୍ତ ପରିସ୍ଥିତିର ମୁକାବିଲା କରିବାକୁ ଯାଇ ଶୁକ୍ରବାର ଶ୍ରୀନଗରରେ ସେନା ଓ ପୋଲିସ ପକ୍ଷରୁ ଏକ ମିଳିତ ଖବରଦାତା ସମ୍ମିଳନୀ ଆୟୋଜନ କରାଯାଇଥିଲା। ଏଥିରେ ସେନା କମାଣ୍ଡର…
ଅଗଷ୍ଟ ୬ରୁ ଆରମ୍ଭ ହେବ ଅଯୋଧ୍ୟା ମାମଲାର ଶୁଣାଣି
ନୂଆଦିଲ୍ଲୀ,୨।୮: ବହୁ ଚର୍ଚ୍ଚିତ ରାମ ଜନ୍ମଭୂମି-ବାବ୍ରୀ ମସଜିଦ ଜମି ବିବାଦ ମାମଲାର ଶୁଣାଣି ଆସନ୍ତା ୬ ତାରିଖ ଅର୍ଥାତ୍ ମଙ୍ଗଳବାରଠାରୁ ଆରମ୍ଭ ହେବ ବୋଲି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ ଶୁକ୍ରବାର କହିଛନ୍ତି। ଏହି ମାମଲାର ଶୁଣାଣି ପ୍ରତିଦିନ କରାଯିବ।…
ନଏଡାରେ ଆରମ୍ଭ ହେଲା ଫିଙ୍କ୍ ଟଏଲେଟ
ନଏଡା,୨।୮: ମହିଳାଙ୍କ ସୁବିଧା ପାଇଁ ଦିଲ୍ଲୀର ନଏଡାର ସେକ୍ଟର-୫୦ ସ୍ଥିତ ଏକ ମାର୍କେଟରେ ପିଙ୍କ ଟଏଲେଟ ଆରମ୍ଭ ହୋଇଛି। ଗୁରୁବାର ନଏଡା ପ୍ରଶାସନର ଅଧ୍ୟକ୍ଷ ଆଲୋକ ଟଣ୍ଡନ ଓ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ରିତୁ ମହେଶ୍ୱରୀ ପ୍ରଥମ ପିଙ୍କ ଟଏଲେଟକୁ ଉଦ୍ଘାଟନ…
Archives


