ଜାଣନ୍ତୁ କେଉଁଠୁ ଆରମ୍ଭ ହୋଇଥିଲା ଶପଥ ଗ୍ରହଣ ପରମ୍ପରା
ନୂଆଦିଲ୍ଲୀ, ୩୦।୫: ଦେଶର ପ୍ରଧାନମନ୍ତ୍ରୀ ଭାବେ ପୁଣି ଥରେ ଶପଥ ନେବାକୁ ଯାଉଛନ୍ତି ନରେନ୍ଦ୍ର ମୋଦି। ତାଙ୍କ ସହ ଅନ୍ୟ ମନ୍ତ୍ରୀମାନଙ୍କୁ ମଧ୍ୟ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇବେ। ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହେବାକୁ…
ଶପଥ ଗ୍ରହଣ ପୂର୍ବରୁ ବାଜପେୟୀଙ୍କୁ ମନେ ପକାଇଲେ ମୋଦି
ନୂଆଦିଲ୍ଲୀ,୩୦।୫: ଦ୍ୱିତୀୟ ଥର ଲାଗି ଦେଶର ଶାସନ ଭାର ସମ୍ଭାଳିବାକୁ ଯାଉଛନ୍ତି ନରେନ୍ଦ୍ର ଦାମୋଦର ଦାସ ମୋଦି। ଗୁରୁବାର ସନ୍ଧ୍ୟାରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବାକୁ ଥିବା ବେଳେ ସକାଳୁ ମୋଦି ମହାତ୍ମା ଗାନ୍ଧୀ ଓ ଅଟଳ ବିହାରୀ ବାଜପେୟୀଙ୍କୁ…
ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଜଗନ ମୋହନ
ହାଇଦ୍ରାବାଦ,୩୦।୫: ଓ୍ବାଏସ୍ଆର୍ କଂଗ୍ରେସର ମୁଖ୍ୟ ଓ୍ବାଇ. ଏସ୍. ଜଗନ ମୋହନ ରେଡ୍ଡି ଗୁରୁବାର ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ବିଜୟଓ୍ବାଡାଠାରେ ଆୟୋଜିତ କାର୍ଯ୍ୟକ୍ରମରେ ସେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି। ଏହି ଉତ୍ସବରେ ପ୍ରାୟ…
ମୋଦି ପୁଣି ହେବେ ପ୍ରଧାନମନ୍ତ୍ରୀ: ଖୁସିରେ ମାଗଣାରେ ବୁଟ୍ ପଲିସ୍ କଲେ ଲଣ୍ଡ୍ରି ମାଲିକ
ଇନ୍ଦୋର,୩୦।୫: ନୂଆ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଦେଶର ଶାସନ ଡୋର ଧରୁଥିବାରୁ ମଧ୍ୟପ୍ରଦେଶ ଇନ୍ଦୋରର ରେଡିଶନ ଛକରେ ଜଣେ ଲଣ୍ଡ୍ରି ମାଲିକ ମାଗଣାରେ ବୁଟ୍ ପଲିସ୍ କରିଛନ୍ତି। ଖବର ପ୍ରଚାରିତ ହେବା ପରେ ଶହ ଶହ ସଂଖ୍ୟାରେ ଲୋକ ଏଠାରେ…
ବିବାହ, ହନିମୁନ୍ ପାଇଁ ୭ବର୍ଷର ଶିଶୁଙ୍କୁ ଅପହରଣ କଲେ ଯୁବକ
କାନପୁର, ୩୦।୫: ଉତ୍ତର ପ୍ରଦେଶର କାନପୁରରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ପାଖରେ ଟଙ୍କ ନ ଥିବାରୁ ନିଜ ବିବାହ ଏବଂ ହନିମୁନ ପାଇଁ ଦେଢବର୍ଷର ଶିଶୁଙ୍କୁ ଅପହରଣ କରି ନେଇ ଦେଢ ଲକ୍ଷ ଟଙ୍କାରେ ବିକିଦେଇଛନ୍ତି। ସୂଚନାଯୋଗ୍ୟ, କାନପୁରର…
ନିର୍ବାଚନରେ ହାରିବା ପରେ ଟ୍ୟୁବଓ୍ବେଲ ଭାଙ୍ଗୁଛନ୍ତି ଟିଏମ୍ସି କର୍ମୀ: ଭାଜପା
କୋଲକାତା,୩୦।୫: ପଶ୍ଚିମବଙ୍ଗରେ ତ୍ରୁଣମୂଳ କଂଗ୍ରେସ(ଟିଏମ୍ସି)ର ପରାଜୟ ପରେ ବହୁ ନେତା ଟିଏମ୍ସି ଛାଡି ଭାଜପାରେ ଯୋଗ ଦେବା ପରେ ଏହା ଦଳ ପାଇଁ ଶକ୍ତ ଧକ୍କା ବୋଲି ଆଲୋଚନା ହେଉଛି। ହେଲେ ଏତିକି ବେଳେ ଭାଜପା ଟିଏସ୍ସି ଉପରେ ଆଉ ଏକ…
‘ମୋଦିଙ୍କ ସହ ଆଖି ମିଶାଇବାର ସାହସ ମମତାଙ୍କର ନାହିଁ’
ନୂଆଦିଲ୍ଲୀ, ୩୦।୫: ନରେନ୍ଦ୍ର ମୋଦି ଗୁରୁବାର ପୁଣି ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ମୋଦିଙ୍କ ଶପଥଗ୍ରହଣ ସମାରୋହରେ ଦେଶ ବିଦେଶର ଅନେକ ନେତା, ଶିଳ୍ପପତି ଏବଂ ମୁଖ୍ୟମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। କିନ୍ତୁ ଏହି ଉତ୍ସବରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ…
ସେଲ୍ଫି ନେବା ବାହାନାରେ ୧୦ ରାଜନେତାଙ୍କ ପକେଟ୍ମାର
ଜଳନ୍ଧର,୩୦।୫: ପଞ୍ଜାବ ଫତେହଗଡ଼ ସାହିବ୍ରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଏକ ସମ୍ବର୍ଦ୍ଧନା ସଭାରେ ଯୋଗଦେଇଥିବା ୧୦ ରାଜନେତାଙ୍କ ସହିତ ସେଲ୍ଫି ନେବା ବାହାନାରେ ସେମାନଙ୍କର ପକେଟ୍ମାର୍ କରିଯାଇଥିବା ଅଭିଯୋଗ ହୋଇଛି। ଏହି ଲୋକ ସଭା ଆସନରୁ ନିର୍ବାଚିତ ହୋଇଥିବା…
ଖଣ୍ଡାଧାରରେ ସ୍ବାସ୍ଥ୍ୟସେବା: ୫୪ ପ୍ରତିଶତ କର୍ମଚାରୀଙ୍କର ନାହିଁ ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା
ନୂଆଦିଲ୍ଲୀ, ୩୦।୫: ଦେଶରେ ସ୍ବାସ୍ଥ୍ୟସେବା ଖଣ୍ଡାଧାରରେ ଚାଲିଛି। ଏହି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଡାକ୍ତର, ନର୍ସ, ମିଡ୍ଓ୍ବାଇଫ୍ ଏବଂ ପାରାମେଡିକାଲ କର୍ମଚାରୀଙ୍କର ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା ନାହିଁ। ଏହା ଦ୍ୱାରା ରୋଗୀଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟସେବା ମିଳିପାରୁ ନ ଥିବା ବ୍ରିଟିଶ୍ ମେଡିକାଲ…
ଶଗଡ ଗାଡିରେ ବିବାହ କରିବାକୁ ଗଲେ ବର
ଭୋପାଳ, ୩୦।୫: ବିବାହରେ ଅଯଥା ଖର୍ଚ୍ଚ ରୋକିବା ପାଇଁ ଜଣେ ଯୁବକ ଅଭିନବ ପ୍ରନ୍ଥା ଆପଣାଇଛନ୍ତି। ପୁରୁଣା ପ୍ରଥା ଏବଂ ପରମ୍ପରାକୁ ବଜାୟ ରଖି ଶଗଡ ଗାଡିରେ ବସି ବିବାହ ମଣ୍ଡପକୁ ଯାଇଥିଲେ। ମଧ୍ୟପ୍ରଦେଶର ଛପ୍ରା ଗାଁରେ ରହୁଥିବା ସୋନେବନ ନିଜ…
ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ଲାଗି ଦିଲ୍ଲୀ ପହଞ୍ଚିଲେ ମୃତ ୫୪ ଜଣ ଭାଜପା କର୍ମୀଙ୍କ ପରିବାର ସଦସ୍ୟ
ନୂଆଦିଲ୍ଲୀ,୩୦।୫: ଲୋକ ସଭା ନିର୍ବାଚନ ପ୍ରଚାର ହେଉ ଅବା ପ୍ରାର୍ଥିପତ୍ର ଦାଖଲ ସମୟରେ ଦେଶର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଥିଲା ରାଜନୈତିକ ହିଂସା। ତେବେ ସବୁଠାରୁ ଅଧିକ ହିଂସା ଉପୁଜିଥିଲା ପଶ୍ଚିମବଙ୍ଗରେ। ଏଠାରେ ପାଖାପାଖି ୫୪ ଜଣ ଭାଜପା କର୍ମୀଙ୍କୁ ରାଜନୈତିକ…
ମୋଦିଙ୍କ ଶପଥ ଗ୍ରହଣ ଲାଗି ଦିଲ୍ଲୀରେ ୧୦ ହଜାର ଯବାନ ମୁତୟନ
ନୂଆଦିଲ୍ଲୀ,୩୦।୫: ସଜେଇ ହୋଇଛି ରାଜଧାନୀ ଦିଲ୍ଲୀ, ମଞ୍ଚ ପ୍ରସ୍ତୁତ, ଅତିଥି ମଧ୍ୟ ପହଞ୍ଚି ସାରିଛନ୍ତି। ଗୁରୁବାର ସନ୍ଧ୍ୟା ୭ଟାରେ ଦ୍ୱିତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନରେନ୍ଦ୍ର ଦାମୋଦାର ଦାସ ମୋଦି। ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ଏହି…
Archives


