ଜାତୀୟ

ମହିଳା ସଂରକ୍ଷଣ ବିଲ୍‌ ଲୋକସଭାରେ ପାସ୍‌

ନୂଆଦିଲ୍ଲୀ,୨୦।୯: ମହିଳା ସଂରକ୍ଷଣ ବିଲ (ନାରୀ ଶକ୍ତି ବନ୍ଦନ ଅଧିନିୟମ-୨୦୨୩) ଲୋକସଭାରେ ପାରିତ ହୋଇଛି। ସ୍ଲିପ ଦ୍ୱାରା ଭୋଟିଂ କରାଯାଇଥିଲା। ବିଲ ସପକ୍ଷରେ ୪୫୪ ଭୋଟ ଏବଂ ବିରୋଧରେ ଦୁଇଟି ଭୋଟ ଦିଆଯାଇଥିଲା। ଭୋଟ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

ମହିଳା ସଂରକ୍ଷଣ ବିଲ୍‌ ଆଜିଠାରୁ ଲାଗୁ ହେବା ଉଚିତ୍‌: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୨୦।୯: ଲୋକସଭାରେ ମହିଳା ସଂରକ୍ଷଣ ବିଲ ଉପରେ ବୁଧବାର ବିତର୍କରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଅଂଶଗ୍ରହଣ କରିଥିଲେ। ରାହୁଲ କହିଛନ୍ତି ଯେ, ମହିଳା ସଂରକ୍ଷଣ ବିଲ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ବିଲ ତୁରନ୍ତ କାର୍ଯ୍ୟକାରୀ ହେବା ଉଚିତ୍‌। ମୁଁ...

୨୦୨୯ ପରେ ମହିଳା ସଂରକ୍ଷଣ ବିଲ କାର୍ଯ୍ୟକାରୀ ହେବ: ସ୍ପଷ୍ଟ କଲେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ

ନୂଆଦିଲ୍ଲୀ,୨୦।୯: ୨୦୨୯ ପରେ ମହିଳା ସଂରକ୍ଷଣ ବିଲ କାର୍ଯ୍ୟକାରୀ ହେବ ବୋଲି ବୁଧବାର ଲୋକସଭାରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ ଏହା ଏକ ଯୁଗ ପରିବର୍ତ୍ତନକାରୀ ବିଲ। ମୋ ଦଳ ତଥା...

ମହିଳା ସଂରକ୍ଷଣ ବିଲ୍‌କୁ ନେଇ ଅଭିମୁଖ୍ୟ ସ୍ପଷ୍ଟ କଲା ଏଏପି

ନୂଆଦିଲ୍ଲୀ,୨୦।୯: ନୂତନ ସଂସଦ ଗୃହରେ ମହିଳା ସଂରକ୍ଷଣ ବିଲ ସମ୍ପର୍କରେ ଆଲୋଚନା ଚାଲିଛି। ପ୍ରଥମ ଦିନରେ କେନ୍ଦ୍ର ସରକାର ସ୍ବତନ୍ତ୍ର ଅଧିବେଶନରେ ଲୋକସଭା ଗୃହରେ ମହିଳା ସଂରକ୍ଷଣ ବିଲ ଆଗତ କରିଥିଲେ। ମହିଳା ସଂରକ୍ଷଣ ବିଲ୍‌କୁ ନାରୀ ଶକ୍ତି ବନ୍ଦନ...

ଏଥର ମୋଦିଙ୍କ ପ୍ରଭାବ ପଡ଼ିବ ନାହିଁ: ସଚିନ ପାଇଲଟ

ଜୟପୁର,୨୦।୯: ରାଜସ୍ଥାନ ବିଧାନସଭା ନିର୍ବାଚନ ପାଖେଇ ଆସୁଛି। ଏଥିପାଇଁ ସମସ୍ତ ଦଳ ଜିତିବାକୁ ଉଦ୍ୟମ କରୁଛନ୍ତି। ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ କଂଗ୍ରେସ ଦଳର ପ୍ରସ୍ତୁତି ବିଷୟରେ ବୁଧବାର ସୂଚନା ଦେଇଛନ୍ତି। ପାଇଲଟ କହିଛନ୍ତି, ରାଜସ୍ଥାନ କଂଗ୍ରେସରେ ବିବାଦ...

ଶେୟାର ବଜାର: ନିବେଶକମାନେ ୩ ଲକ୍ଷ କୋଟି ହରାଇଲେ, ସେନସେକ୍ସ ୮୦୦ ପଏଣ୍ଟ ହ୍ରାସ ପାଇଛି, ନିଫ୍ଟି ୧୯୯୫୦ରୁ ଖସିଲା..

ମୁମ୍ବାଇ,୨୦।୯ : ବୁଧବାର ଷ୍ଟକ ମାର୍କେଟରେ ବଡ ବିକ୍ରି ଦେଖିବାକୁ ମିଳିଥିଲା। ବମ୍ବେ ଷ୍ଟକ ଏକ୍ସଚେଞ୍ଜ ସେନସେକ୍ସ ପ୍ରାୟ ୮୦୦ ପଏଣ୍ଟ ବା ଏକ ପ୍ରତିଶତ ହ୍ରାସ ପାଇ ୬୭,୦୦୦ ସ୍ତର ତଳକୁ ଆସିଥିଲା। ବାଣିଜ୍ୟ ସମୟରେ ଏହା ୬୬,୭୨୮...

୧୯୮୪ ଶିଖ ଦଙ୍ଗା ମାମଲା: ସଜ୍ଜନ କୁମାରଙ୍କ ସମେତ ସମସ୍ତ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ…

ନୂଆଦିଲ୍ଲୀ,୨୦।୯ : ୧୯୮୪ ଶିଖ ଦଙ୍ଗା ରେ ଦିଲ୍ଲୀର ସୁଲତାନପୁରୀରେ ୬ ଜଣଙ୍କ ହତ୍ୟା ମାମଲାରେ ଦିଲ୍ଲୀ କୋର୍ଟ କଂଗ୍ରେସର ପୂର୍ବତନ ଏମପି ସଜ୍ଜନ କୁମାରଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଏହି ମାମଲାରେ ସଜ୍ଜନ କୁମାରଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କୁ...

୫୦ ପ୍ରତିଶତ ଭୋଟର ନୋଟା ବଟନ ଦବାଇଲେ ଛାଡିଦେବି ରାଜନୀତି: ଓମାର ଅବଦୁଲ୍ଲା…

ଶ୍ରୀନଗର,୨୦।୯ : ନ୍ୟାଶନାଲ କନଫରେନ୍ସ ନେତା ଓମାର ଅବଦୁଲ୍ଲା କହିଛନ୍ତି ଯଦି ଜମ୍ମୁ କଶ୍ମୀରର ୫୦ ପ୍ରତିଶତ ଭୋଟର ନିର୍ବାଚନରେ ନୋଟା ବଟନ ଦବାନ୍ତି ତେବେ ମୁଁ ରାଜନୀତି ଛାଡି ଉପରାଜ୍ୟପାଳଙ୍କୁ ମୁକୁଟ ପିନ୍ଧାଇବି। ଜମ୍ମୁ କଶ୍ମୀରର ଉପରାଜ୍ୟପାଳ ମନୋଜ...

ମଧ୍ୟପ୍ରଦେଶରେ ଭାଜପାକୁ ଝଟକା: ପୂର୍ବତନ ଏମପିଙ୍କ ସହିତ ବହୁ ନେତା କଂଗ୍ରେସରେ ଯୋଗ ଦେଲେ…

ଭୋପାଳ,୨୦।୯ : ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଦଳ ପରିବର୍ତ୍ତନ ପ୍ରକ୍ରିୟା ଦ୍ରୁତ ଗତିରେ ଜାରି ରହିଛି। କେତେବେଳେ କଂଗ୍ରେସ ଭାଜାପା ବିରୋଧରେ ଗତି କରୁଛି, ଆଉ କେବେ ଭାଜପା କଂଗ୍ରେସର ଦୁର୍ଗକୁ ଭାଙ୍ଗିବାରେ ଲାଗିଛି। ବୁଧବାର କଂଗ୍ରେସ ମହାକୋଶଲରେ...

ରାମ ମନ୍ଦିରକୁ ବୋମାରେ ଉଡାଇବାକୁ ଧମକ, ପୋଲିସର ହଜିଲା ନିଦ…

ଲକ୍ଷ୍ନୌ,୨୦।୯ : ଅଯୋଧ୍ୟାରେ ଶ୍ରୀ ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ଚାଲିଛି। ଏହି ସମୟରେ ଏକ ଧମକପୂର୍ଣ୍ଣ କଲ ପୋଲିସର ନିଦ ହଜାଇ ଦେଇଛି। କଲର୍‌ କହିଛନ୍ତି ଖୁବ ଶୀଘ୍ର ରାମ ମନ୍ଦିର ଉପରେ ବୋମା ପକାଯିବ। ଏହା ଶୁଣି...

କାନାଡା ଖଲିସ୍ତାନୀଙ୍କୁ ପାଣ୍ଠି ଯୋଗାଉଛି ଆଇଏସଆଇ…

ନୂଆଦିଲ୍ଲୀ,୨୦।୯ : ଖାଲିସ୍ତାନୀ ଆତଙ୍କବାଦୀଙ୍କୁ ସୁରକ୍ଷା ଦେବା ପାଇଁ ଅନ୍ତର୍ଜାତୀୟ ସ୍ତରରେ କାନାଡା ସରକାରଙ୍କ ଭାବମୂର୍ତ୍ତି କ୍ଷୁର୍ଣ୍ଣ ହେଉଛି। ଏଥି ସହିତ ଭାରତ ସହ ସମ୍ପର୍କରେ ସମସ୍ୟା ସୃଷ୍ଟି ହେବାରେ ଲାଗିଛି। ଏହି ସମୟରେ ଗୁପ୍ତଚର ସୂତ୍ରରୁ ଆଶ୍ଚର୍ଯ୍ୟଜନକ ତଥ୍ୟ...

ଏବେ ମାତ୍ର ୯ ବର୍ଷ ହୋଇଛି,ଏତେ ଚିନ୍ତିତ କାହିଁକି ମୋଦି ସରକାର: ପିକେ

ମୁଜାଫରପୁର,୨୦।୯: ନିର୍ବଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଆଜିକାଲି ବିହାରର ମୁଜାଫରପୁର ଜିଲାରେ ଜନ ସୁରଜ ପଦଯାତ୍ରା କରୁଛନ୍ତି। ବୁଧବାର ମୋଦି ସରକାର, ଇନ୍ଦିରା ଗାନ୍ଧୀ ଏବଂ ମିଳିତ ମେଣ୍ଟ ‘ଇଣ୍ଡିଆ’ ନାଁ ନେଇ ଏକ ବିବୃତ୍ତି ଜାରି କରିଛନ୍ତି। ପ୍ରଶାନ୍ତ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri