ଜାତୀୟ

ନକଲି ପରିଚୟ ପତ୍ର ତିଆରିକରି ଏମ୍‌ବିଏ ହେଲେ ଆଇପିଏସ୍‌ ଅଫିସର: ଫେସବୁକ୍‌ ବାନ୍ଧବୀଙ୍କୁ ବଳାତ୍କାର ଅଭିଯୋଗ

ନୂଆଦିଲ୍ଲୀ,୧୫।୬: ନକଲି ପରିଚୟ ପତ୍ର ତିଆରି କରି ନିଜକୁ ଆଇପିଏସ୍‌ ଅଫିସର କହୁଥିବା ଜଣେ ଏମ୍‌ବିଏ ପାସ୍‌ କରିଥିବା ଯୁବକଙ୍କୁ ପୂର୍ବ ଦିଲ୍ଲୀର ମୟୂର ବିହାର ପୋଲିସ ଗିରଫ କରିଛି। ନକଲି ଆଇପିଏସ୍‌ ଅଫିସର ପୀୟୂଷଙ୍କୁ ସ୍ଥାନୀୟ ନ୍ୟୁ ଅଶୋକ ନଗରସ୍ଥିତ…

ଜୟ ଶ୍ରୀରାମ ସ୍ଲୋଗାନ ମୌଳିକ ଅଧିକାର ହେଉ

କୋଲକାତା,୧୫ା୬(ପି.ଟି.): ‘ଜୟ ଶ୍ରୀରାମ’ ସ୍ଲୋଗାନକୁ ମୌଳିକ ଅଧିକାର କରିବା ଲାଗି କାଲକାଟା ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା (ପିଆଇଏଲ୍‌) ଦାଏର ହୋଇଛି। ପଶ୍ଚିମବଙ୍ଗରେ ଜୟ ଶ୍ରୀରାମ ସ୍ଲୋଗାନ ଦେଉଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଏଥିରେ ହସ୍ତକ୍ଷେପ କରିବା ନିମନ୍ତେ…

ଅକ୍ଷୟ ପାତ୍ର ଫାଉଣ୍ଡେଶନକୁ ଗ୍ଲୋବାଲ ଚାମ୍ପିୟନ୍‌ ଆଓ୍ବାର୍ଡ

ଲଣ୍ଡନ,୧୫ା୬(ପି.ଟି.): ଭାରତର ଏକ ଅଣଲାଭକାରୀ ସଂସ୍ଥା ଅକ୍ଷୟ ପାତ୍ର ସ୍କୁଲ୍‌ ମିଲ୍‌ ପ୍ରୋଜେକ୍ଟକୁ ବିବିସି ଓ୍ବାର୍ଲଡ ସର୍ଭିସ ଗ୍ଲୋବାଲ ଚାମ୍ପିୟନ୍‌ ଆଓ୍ବାର୍ଡ ପ୍ରଦାନ କରାଯାଇଛି। ଚଳିତ ସପ୍ତାହରେ ବ୍ରିଷ୍ଟଲ୍‌ଠାରେ ଆୟୋଜିତ ବିବିସି ଫୁଡ ଆଣ୍ଡ ଫାର୍ମିଂ ଉତ୍ସବରେ ଏହି ପୁରସ୍କାର ପ୍ରଦାନ…

ଅଶାନ୍ତ ପଶ୍ଚିମବଙ୍ଗ: ଟିଏମ୍‌ସି-କଂଗ୍ରେସ ମୁହାଁମୁହିଁ; ୩ ମୃତ

କୋଲକତା,୧୫।୬: ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ଥମିବାର ନା ଧରୁନି। ଶନିବାର ମୁର୍ଶିଦାବାଦ୍‌ରେ ତୃଣମୂଳ କଂଗ୍ରେସ(ଟିଏମ୍‌ସି) ଏବଂ କଂଗ୍ରେସ ଦଳ ସଦସ୍ୟ ମୁହାଁମୁହିଁ ହୋଇଛନ୍ତି। ଏଥିରେ ତୃଣମୂଳ କଂଗ୍ରେସର ୩ ଜଣ କର୍ମକର୍ତ୍ତାଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ଟିଏମ୍‌ସିର ଖୈରୁଦ୍ଦିନ୍‌ ଶେଖ୍‌ ଏବଂ…

ମାଓବାଦୀଙ୍କ ପାଖରେ ପାକିସ୍ତାନ ଆର୍ମି ରାଇଫଲ୍‌

ରାୟପୁର, ୧୫।୬: ପାକିସ୍ତାନ ମାଓବାଦୀଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା କଥା ଏବେ ସ୍ପଷ୍ଟ ହୋଇଛି। ନିକଟରେ ଛତିଶଗଡ଼ ଉତ୍ତର ବସ୍ତରର କାଙ୍କେରରେ ପୋଲିସ ଏବଂ ମାଓବାଦୀ ମୁହାଁମୁହିଁ ହେବା ପରେ ଜବତ ହୋଇଥିବା ଅସ୍ତ୍ରଶସ୍ତ୍ର ମଧ୍ୟରେ ପାକିସ୍ତାନ ଆର୍ମିର ରାଇଫଲ ଥିବା କୁହାଯାଉଛି।…

ହଟିଲା ଚନ୍ଦ୍ରାବାବୁଙ୍କ ଜେଡ୍‌ ପ୍ଲସ୍‌ ସୁରକ୍ଷା: ବିମାନ ବନ୍ଦରରେ କରାଗଲା ଯାଞ୍ଚ୍‌

ହାଇଦ୍ରାବାଦ୍‌ ୧୫।୬: ଆନ୍ଧ୍ରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁଙ୍କ ସୁରକ୍ଷା ବ୍ୟବସ୍ଥା ହଟାଇ ଦିଆଯାଇଛି। ଶୁକ୍ରବାର ବିଳମ୍ବିତ ରାତିରେ ଗନ୍ନବରମ୍‌ ବିମାନବନ୍ଦରରେ ଚନ୍ଦ୍ରାବାବୁଙ୍କୁ ସୁରକ୍ଷା ଯାଞ୍ଚ୍‌ କରାଯାଇଛି। ବିମାନ ପର୍ଯ୍ୟନ୍ତ ଯିବା ପାଇଁ ତାଙ୍କୁ ଭିଆପି ସୁବିଧାରୁ ମଧ୍ୟ ବଞ୍ଚିତ କରାଯାଇଥିବା…

ସୀମାନ୍ତ ସ୍ଥିତି ସମୀକ୍ଷା କଲେ ରାଜନାଥ

ନୂଆଦିଲ୍ଲୀ,୧୫ା୬(ପି.ଟି.): ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶୁକ୍ରବାର ସେନାବାହିନୀର ଶୀର୍ଷ ପଦାଧିକାରୀମାନଙ୍କ ବୈଠକରେ ପାକିସ୍ତାନ ଓ ଚାଇନା ସୀମାନ୍ତର ସ୍ଥିତି ସମୀକ୍ଷା କରିଛନ୍ତି। ବୈଠକରେ ସ୍ଥଳସେନା ମୁଖ୍ୟ ଜେନେରାଲ ବିପିନ ରାଓ୍ବତ, ଉପମୁଖ୍ୟ ଲ୍ୟୁଟ୍‌ନାଣ୍ଟ ଜେନେରାଲ ଦେବରାଜ ଅନ୍‌ବୁ ଏବଂ ସମସ୍ତ…

ବିହାରରେ ଏଲ୍‌ଜେପି ଦୁଇଭାଗ

ପାଟନା,୧୫ା୬: କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶ୍ୱାନଙ୍କ ଲୋକ ଜନଶକ୍ତି ପାର୍ଟି (ଏଲ୍‌ଜେପି) ବିହାରରେ ଦୁଇଭାଗ ହୋଇଛି। ଦଳର ବରିଷ୍ଠ ନେତା ତଥା ସାଧାରଣ ସମ୍ପାଦକ ସତ୍ୟାନନ୍ଦ ଶର୍ମା ଓ ଅନ୍ୟ କେତେଜଣ କାର୍ଯ୍ୟକର୍ତ୍ତା ଏଲ୍‌ଜେପିରୁ ଇସ୍ତଫା ଦେଇ ନୂଆ ଦଳ ଏଲ୍‌ଜେପି (ଧର୍ମନିରପେକ୍ଷ)…

ଷଢ଼େଇକଳାରେ ମାଓବାଦୀ ଆକ୍ରମଣ: ୫ ପୋଲିସ ଶହୀଦ

ରାଞ୍ଚତ୍,୧୫ା୬: ଝାଡ଼ଖଣ୍ଡର ଷଢ଼େଇକଳା ଜିଲାରେ ମାଓବାଦୀଙ୍କ ଅତର୍କିତ ଆକ୍ରମଣରେ ୫ ପୋଲିସ ଶହୀଦ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୨ ଜଣ ସବ୍‌ଇନ୍ସିପେକ୍ଟର ଓ ୩ କନ୍‌ଷ୍ଟେବଲ ଅଛନ୍ତି। ଶୁକ୍ରବାର ସନ୍ଧ୍ୟା ୬ଟା ୩୦ ମିନିଟ ସମୟରେ ପୋଲିସ ପାଟ୍ରୋଲିଂ ଟିମ୍‌ ଜିଲାର…

ପଶ୍ଚିମବଙ୍ଗ ଡାକ୍ତରଙ୍କୁ ଆଇଏମ୍‌ଏର ସମର୍ଥନ: ୧୭ରେ କାର୍ଯ୍ୟବନ୍ଦ ଆନ୍ଦୋଳନ

ନୂଆଦିଲ୍ଲୀ,୧୫ା୬(ପି.ଟି.) କୋଲକାତାରେ ଡାକ୍ତରଙ୍କୁ ମରଣାନ୍ତକ ଆକ୍ରମଣ ପ୍ରତିବାଦରେ ୪ ଦିନ ଧରି ଚାଲିଥିବା ଆନ୍ଦୋଳନ ବ୍ୟାପକ ହୋଇଛି। ଡାକ୍ତରମାନଙ୍କ ଆନ୍ଦୋଳନକୁ ବିଭିନ୍ନ ମହଲରୁ ସମର୍ଥନ ମିଳିଛି। ଭାରତୀୟ ଡାକ୍ତରୀ ମହାସଂଘ (ଆଇଏମ୍‌ଏ) ଶୁକ୍ରବାରଠାରୁ ତିନିଦିନିଆ ବିକ୍ଷୋଭ ଆରମ୍ଭ କରିବା ସହ ୧୭…

କଂଗ୍ରେସ ନେତୃତ୍ୱ ନେବାକୁ ଆଣ୍ଟୋନୀ ମନାକଲେ

ନୂଆଦିଲ୍ଲୀ,୧୫ା୬(ଆଇଏଏନ୍‌ଏସ୍‌): କଂଗ୍ରେସରେ ନେତୃତ୍ୱ ସଙ୍କଟ ଜାରି ରହିଥିବାବେଳେ ପୂର୍ବତନ ପ୍ରତିରକ୍ଷାମନ୍ତ୍ରୀ ଏ.କେ. ଆଣ୍ଟୋନୀ ଏବଂ ଦଳର ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳ ଅଧ୍ୟକ୍ଷ ପଦ ଗ୍ରହଣ କରିବାକୁ ମନା କରିଦେଇଛନ୍ତି। ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଆଣ୍ଟୋନୀ ଅଧ୍ୟକ୍ଷ ପଦ ଭାର ନେବାକୁ…

ଅଯୋଧ୍ୟାରେ ହାଇ ଆଲଟ

ଅଯୋଧ୍ୟା,୧୫ା୬(ଆଇଏଏନ୍‌ଏସ୍‌): ଉତ୍ତରପ୍ରଦେଶର ଅଯୋଧ୍ୟା ସହରରେ ଆତଙ୍କବାଦୀ ଆକ୍ରମଣ ସମ୍ଭାବନା ଥିବା ଗୋଇନ୍ଦା ସୂଚନା ମିଳିବା ପରେ ଏହାକୁ ହାଇ ଆଲର୍ଟରେ ରଖାଯାଇଛି। ଆତଙ୍କବାଦୀମାନେ ନେପାଳ ଦେଇ ଉକ୍ତ ସହରରେ ପ୍ରବେଶ କରିପାରନ୍ତି ବୋଲି ଜଣେ ବରିଷ୍ଠ ସୁରକ୍ଷା ଅଧିକାରୀ କହିଛନ୍ତି। ସେଥିପାଇଁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri