ସର୍ବକାଳୀନ ରେକର୍ଡ: ୫ ଘଣ୍ଟାରେ ୫ ରୁ ୬ ଲକ୍ଷ ଭକ୍ତ ଲାଲ୍ବାଗ୍ ରାଜାଙ୍କୁ କଲେ ଦର୍ଶନ
ମୁମ୍ବାଇ,୨।୯:ଭାରତର ସବୁ ସ୍ଥାନରେ ଗଣେଶ ପୂଜା ଖୁବ ଧୁମଧାମରେ ପାଳନ କରାଯାଇଥାଏ। କିନ୍ତୁ ମହାରାଷ୍ଟ୍ରର ଗଣେଶ ପୂଜା ସାରା ବିଶରେ ପ୍ରସିଦ୍ଧ। ମହାରାଷ୍ଟ୍ରର ସବଠୁ ଆକର୍ଷଣୀୟ ହେଉଛି ‘ଲାଲବାଗ୍ ଚା ରାଜା’। ଏଠାରେ ଚଳିତବର୍ଷ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି। ୫…
ମୋଦି ଚା’ ବିକୁଥିବା ସ୍ଥାନ ହେବ ପର୍ଯ୍ୟଟନସ୍ଥଳୀ
ଅହମଦାବାଦ,୨।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଲାଦିନେ ଯେଉଁଠି ଚା’ ବିକୁଥିଲେ ସେହି ସ୍ଥାନଟି ଏବେ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇବାକୁ ଯାଉଛି। ଗୁଜରାଟର ବଡନଗର ରେଳ ଷ୍ଟେସନ ନିକଟରେ ଥିବା ଏକ ଛୋଟ ଚା’ ଦୋକାନଟିକୁ ନୂଆ ରୂପ ଦେବା ପାଇଁ ପ୍ରସ୍ତୁତି…
ମଧ୍ୟାହ୍ନ ଭୋଜନରେ ଲୁଣ,ରୁଟି ଦିଆଯିବା ଘଟଣା: ଭିଡିଓ ଉତ୍ତୋଳନ କରିଥିବା ଖବରଦାତାଙ୍କ ବିରୋଧରେ ମାମଲା ରୁଜୁ
ଲକ୍ଷ୍ନୌ,୨।୯: ଉତ୍ତର ପ୍ରଦେଶ ମିର୍ଜାପୁର ଜିଲାର ଏକ ସରକାରୀ ସ୍କୁଲରେ କିଛି ଦିନ ପୂର୍ବରୁ କେନ୍ଦ୍ର ସରକାରଙ୍କ ମଧ୍ୟାହ୍ନ ଭୋଜନ ଯୋଜନା ବାଟବଣା ହୋଇଥିବା ଦୃଶ୍ୟ ସାମ୍ନାକୁ ଆସିଥିଲା। ଛାତ୍ରୀଛାତ୍ରଙ୍କୁ ମଧ୍ୟାହ୍ନ ଭୋଜନରେ ଲୁଣ ଓ ରୁଟି ଦିଆଯାଉଥିବାର ଏକ ଭିଡିଓ…
ଭାଜପା- ଟିଏମ୍ସି କର୍ମକର୍ତ୍ତା ମୁହାଁମୁହିଁ
କୋଲକାତା,୨।୯: ପଶ୍ଚିମବଙ୍ଗ ବାରାକପୁରରେ ସୋମବାର ଭାରତୀୟ ଜନତା ପାର୍ଟି(ଭାଜପା) ଓ ତୃଣମୂଳ କଂଗ୍ରେସ(ଟିଏମ୍ସି)ର କର୍ମୀମାନେ ମୁହାଁମୁହିଁ ହୋଇଛନ୍ତି। ଏଥିରେ ଭାଜପାର ୨୫ କର୍ମକର୍ତ୍ତା ଆହତ ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ରବିବାର ଭାଜପା ଏମ୍ପି ଅର୍ଜୁନ ସିଂହଙ୍କ ଉପରେ ହୋଇଥିବା ଆକ୍ରମଣକୁ ବିରୋଧ…
ମୋଦିଙ୍କୁ ମିଳିବ ଆଉ ଏକ ସମ୍ମାନ
ନୂଆଦିଲ୍ଲୀ,୨।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱରେ ଜଣେ ପ୍ରଭାବଶାଳୀ ନେତା ଭାବେ ପରିଚିତ। ଏହା ତାଙ୍କୁ ମିଳିଥିବା ବିଭିନ୍ନ ଦେଶର ସମ୍ମାନ ପ୍ରମାଣିତ କରେ। ନିକଟରେ ସେ ୟୁଏଇ ଗସ୍ତ କରିଥିବା ବେଳେ ତାଙ୍କୁ ସେଠାକାର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଦି…
ଜେଲ୍ ଯିବେ ନାହିଁ ଚିଦାମ୍ବରମ
ନୂଆଦିଲ୍ଲୀ,୨।୯: ଆଇଏନ୍ଏକ୍ସ ମିଡିଆ ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମଙ୍କର ସୋମବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଏହି ସମୟରେ ତାଙ୍କ ଓକିଲ କପିଲ ଶିବ୍ବଲ କୋର୍ଟଙ୍କୁ ଅନୁରୋଧ କରିଥିଲେ କି ଚିଦାମ୍ବରଙ୍କୁ ଜେଲ୍ ପଠା ନ ଯାଇ ଗୃହବନ୍ଦୀ ଭାବେ ରଖାଯାଉ।…
ସୁଶୀଲ ମୋଦିଙ୍କ ଅଜବ ଯୁକ୍ତି: ଶ୍ରାବଣ-ଭାଦ୍ରବ ମାସରେ ଦେଖାଦିଏ ଆର୍ଥିକ ମାନ୍ଦାବସ୍ଥା
ପାଟଣା,୨।୯: : ବିହାରର ଉପ ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ଦେଶରେ ଆର୍ଥିକ ମାନ୍ଦାବସ୍ଥାକୁ ନେଇ ଅଜବ ମତ ଦେଇଛନ୍ତି। ସେ ଟୁଇଟରେ କହିଛନ୍ତି, ଶ୍ରାବଣ-ଭାଦ୍ରବ ମାସରେ ଦେଶରେ ମାନ୍ଦାବସ୍ଥା ଦେଖାଯାଇଥାଏ। ଏହି ଦୁଇମାସରେ ହିନ୍ଦୁ ଧର୍ମାବଲମ୍ବୀମାନେ କୌଣସି ନୂଆ କାମ ଆରମ୍ଭ…
ଚନ୍ଦ୍ରୟାନ-୨ରୁ ଅଲଗା ହେଲା ବିକ୍ରମ ଲ୍ୟାଣ୍ଡର
ବେଙ୍ଗାଲୁରୁ,୨।୯: ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋର)ର ବୈଜ୍ଞାନିକ ସୋମବାର ଅର୍ଥାତ ସେପ୍ଟେମ୍ବର ୨ ଦିନ ପ୍ରାୟ ୧ଟା ୩୦ରେ ଚନ୍ଦ୍ରୟାନ-୨ର ଅର୍ବିଟରରୁ ବିକ୍ରମ ଲ୍ୟାଣ୍ଡରକୁ ଅଲଗା କରିଦେଇଛନ୍ତି। ଆସନ୍ତା ୨୦ ଘଣ୍ଟା ପର୍ଯ୍ୟନ୍ତ ଏହା ନିଜ କକ୍ଷପଥ ପଛେପଛେ ୨ କିଲୋମିଟର…
ସିଦ୍ଧିବିନାୟକଙ୍କୁ ପୂଜାର୍ଚ୍ଚନା କଲେ ଅମିତ ଶାହ
ମୁମ୍ବାଇ,୨।୯: ମାୟାନଗରୀ ମୁମ୍ବାଇରେ ଧୂମଧାମରେ ପାଳନ କରାଯାଉଛି ଗଣେଶ ଚତୁର୍ଥୀ। ଏହି ଅବସରରେ ମୁମ୍ବାଇର ପ୍ରସିଦ୍ଧ ସିଦ୍ଧିବିନାୟକ ମନ୍ଦିରରେ ଭକ୍ତଙ୍କ ଭିଡ ଜମିଛି। ସ୍ବରାଷ୍ଟ୍ର ମନ୍ତ୍ରୀ ତଥା ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ସିଦ୍ଧିବିନାୟକଙ୍କ ଦର୍ଶନ କରି ଆଳତି କରିଥିଲେ।…
ଜମି କାଗଜପତ୍ର ପାଇଁ ସରକାରୀ ଅଧିକାରୀଙ୍କ ପାଦ ତଳେ ପଡିଗଲେ ଦୁଇ କୃଷକ
ହାଇଦ୍ରାବାଦ୍,୨।୯: ଜମି କାଗଜପତ୍ର ପାଇଁ ସରକାରୀ ଅଧିକାରୀଙ୍କ ପାଦ ତଳେ ଦୁଇ କୃଷକ ପଡୁଥିବାର ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଛି। ନିଜ ପୈତୃକ ଜମିକୁ ଅନ୍ୟ ଜଣକ ହାତରେ ଟେକି ଦିଆଯିବାକୁ ନେଇ ରଙ୍ଗା ରେଡ୍ଡୀ ଜିଲାର ଦୁଇ…
ଚାଷୀଙ୍କ ପାଇଁ ୪ହଜାର ୭ଶହ ୫୦ କୋଟିର ପ୍ୟାକେଜ ଘୋଷଣା କଲେ ହରିୟାଣା ସରକାର
ଭିଓ୍ବଣ୍ଡି,୨।୯: ଆଗକୁ ବିଧାନସଭା ନିର୍ବାଚନ। ଏହାକୁ ଦୃଷ୍ଟିରେ ରଖି ହରିୟାଣା ସରକାର ଚାଷୀଙ୍କ ଲାଗି ୪ହଜାର ୭ଶହ ୫୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି। ସୋମବାର ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ଏହି ଘୋଷଣା କରିଛନ୍ତି। ଆହୁରି ମଧ୍ୟ ଋଣ ନେଇଥିବା…
ଉନ୍ନାଓ ପୀଡିତାଙ୍କ ବୟାନ ରେକର୍ଡ କଲା ସିବିଆଇ
ନୂଆଦିଲ୍ଲୀ,୨।୯: ଦିଲ୍ଲୀସ୍ଥିତ ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନସେସ୍(ଏମ୍ସ)ରେ ଚିକିତ୍ସାଧିନ ଥିବା ଉନ୍ନାଓ ବଳାତ୍କାର ପୀତାଙ୍କ ବୟାନ ସିବିଆଇ ରେକର୍ଡ କରିଥିବା ସୂଚନା ମିଳିଛି। ଗୁରୁତର ଥିବା ପୀଡିତା ଆଇସିୟୁରେ ଚିକିତ୍ସିତ ହେଉଥିବା ବେଳେ ରବିବାର ତାଙ୍କୁ ସାଧାରଣ ଓ୍ବାର୍ଡକୁ…

