ଜାତୀୟ

ମୋଦି ଅଛନ୍ତି ତ ସବୁ ସମ୍ଭବ: ସ୍ମୃତି ଇରାନୀ

ନୂଆଦିଲ୍ଲୀ,୨୨।୯: ସଂସଦରେ ମହିଳା ସଂରକ୍ଷଣ ବିଲ ପାରିତ ହେବା ପରେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଖୁସି ବ୍ୟକ୍ତ କରିଛନ୍ତି। ଏହି ଐତିହାସିକ ମୁହୂର୍ତ୍ତ ପାଇଁ ସେ ସମସ୍ତଙ୍କୁ ପ୍ରଶଂସା କରିଥିଲେ। ସେ ବିଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ...

ସଂଯୋଗ: ମୋଦିଙ୍କ ଜନ୍ମଦିନରେ ମହିଳା ସଂରକ୍ଷଣ ବିଲ ପାରିତ

ନୂଆଦିଲ୍ଲୀ,୨୨।୯: ରାଜ୍ୟ ସଭାରେ ଆଲୋଚନା ପରେ ମହିଳା ସଂରକ୍ଷଣ ବିଲ ପାରିତ ହୋଇଛି। ଏହାର ସପକ୍ଷରେ ୨୧୪ ଭୋଟ ଦିଆଯାଇଥିବାବେଳେ ଏହା ବିରୋଧରେ ଗୋଟିଏ ବି ଭୋଟ ଦିଆଯାଇ ନାହିଁ। ରାଜ୍ୟ ସଭାରୁ ନାରୀ ଶକ୍ତି ବନ୍ଦନ ଅଧିନିୟମ ବିଲ...

‘ଯେଉଁଠି ମହିଳାଙ୍କୁ ସମ୍ମାନ ଦିଆଯାଏ, ସେଠାରେ ଦେବତା ବାସ କରନ୍ତି’

ନୂଆଦିଲ୍ଲୀ,୨୨।୯: ସଂସଦର ସ୍ବତନ୍ତ୍ର ଅଧିବେଶନରେ ରାଜ୍ୟ ସଭାରେ ମହିଳା ସଂରକ୍ଷଣ ବିଲ ସର୍ବସମ୍ମତି କ୍ରମେ ପାରିତ ହୋଇଛି। ଏହି ବିଲ ସବୁ ଦଳର ସମର୍ଥନ ପାଇବା ପରେ ବର୍ତ୍ତମାନ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି।...

ସର୍ବସମ୍ମତ ସମର୍ଥନ ପ୍ରକୃତରେ ହୃଦୟସ୍ପର୍ଶୀ: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୨।୯: ମହିଳା ସଂରକ୍ଷଣ ବିଲ ମଧ୍ୟ ରାଜ୍ୟ ସଭାରେ ମଞ୍ଜୁରୀ ମଳିଛି। ସମସ୍ତ ସାଂସଦ ଏହି ବିଲ ସପକ୍ଷରେ ମତ ଦେଇଛନ୍ତି। ଏହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟରେ ୧୪୦ କୋଟି...

ମଣିପୁରରେ ସର୍ଚ୍ଚ ଅପରେଶନ, ବିପୁଳ ଅସ୍ତ୍ରଶସ୍ତ୍ର ଜବତ

ଇମ୍ଫାଲ,୨୧।୯: ହିଂସା ପ୍ରଭାବିତ ମଣିପୁରର ବିଭିନ୍ନ ଜିଲାରେ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେଶନ କରିବା ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଥିବା ପୋଲିସ କହିଛି। ଏଥିସହ ୧୨୭ଟି ଚେକ୍‌ ପୋଷ୍ଟ ନିର୍ମାଣ କରାଯିବା ସହ ଆଇନ ଅମାନ୍ୟ ଅଭିଯୋଗରେ ୮୭୩...

ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ବିରୋଧରେ ପୋଲିସରେ ଅଭିଯୋଗ

ଗୁଆହାଟୀ,୨୧।୯: କଂଗ୍ରେସର ଆସାମ ୟୁନିଟର ବରିଷ୍ଠ ନେତା ଦେବବ୍ରତ ସୌକିଆ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ବିରୋଧରେ ପୋଲିସରେ ଅଭିଯୋଗ କରିଛନ୍ତି। ଦଳର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ବିରୋଧରେ ଘୃଣା ଭାଷଣ ଦେଇଥିବା ନେଇ ଅଭିଯୋଗ ହୋଇଛି। ଆସାମ...

ମହିଳା ସଂରକ୍ଷଣ ବିଲ୍‌ ଉପରେ ହେମାମାଳିନୀ କହିଲେ…

ନୂଆଦିଲ୍ଲୀ,୨୧ା୯: ଭାଜପା ଏମ୍‌ପି ହେମାମାଳିନୀ ମହିଳା ସଂରକ୍ଷଣ ବିଲ୍‌କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ବିରୋଧ କରିବା ବିରୋଧୀଙ୍କ କାମ ଏବଂ ଶାସକ ଦଳ ଏହାକୁ ନେଇ ଜମା ବ୍ୟସ୍ତ ନୁହନ୍ତି। ଗୁରୁବାର ନୂଆଦିଲ୍ଲୀରେ...

ହଷ୍ଟେଲ ଅନ୍ତେବାସୀଙ୍କ ପାଇଁ ନାଇଟ୍‌ କର୍ଫ୍ୟୁ କଡ଼ାକଡ଼ି କଲା ଜେୟୁ

କୋଲକାତା,୨୧ା୯: ଭାରତର ଯାଦବପୁର ବିଶ୍ୱବିଦ୍ୟାଳୟ ପ୍ରଥମ ବର୍ଷର ଛାତ୍ର ଆତ୍ମହତ୍ୟା ପରେ ହଷ୍ଟେଲ ଅନ୍ତେବାସୀଙ୍କ ପାଇଁ ନୂତନ ନିୟମ ଲାଗୁ କରିଛି। ଛାତ୍ରମାନେ ବର୍ତ୍ତମାନ ରାତି ୧୦ଟା ପରେ ହଷ୍ଟେଲ ଅଧୀକ୍ଷକଙ୍କଠାରୁ ଅନୁମତି ନେବା ଆବଶ୍ୟକ ଏବଂ ପରିଦର୍ଶକମାନଙ୍କୁ କେବଳ...

କୁଲି ସାଜିଲେ ରାହୁଲ

ନୂଆଦିଲ୍ଲୀ,୨୧।୯: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦିଲ୍ଲୀର ଆନନ୍ଦ ବିହାର ରେଳ ଷ୍ଟେଶନରେ ପହଞ୍ଚି ସେଠାରେ କୁଲିମାନଙ୍କୁ ଭେଟିଛନ୍ତି। ଏହି ସମୟରେ ରାହୁଲ ଗାନ୍ଧୀ ମଧ୍ୟ କୁଲି ପୋଷାକ ପିନ୍ଧିଥିବାର ନଜର ଆସିଛନ୍ତି। ନାଲି ସାର୍ଟ, ମୁଣ୍ଡରେ ଠେକା...

ଉଡାଣ ସମୟରେ ଜରୁରୀକାଳୀନ ଫାଟକ ଖୋଲିବାକୁ ଚେଷ୍ଟା କରୁଥିଲେ ବ୍ୟକ୍ତି, ବିମାନବନ୍ଦରରେ କରାଗଲା ଗିରଫ

ଅଗରତାଲା,୨୧।୯: ଇଣ୍ଡିଗୋ ବିମାନର ଜଣେ ଯାତ୍ରୀଙ୍କୁ ଗୁରୁବାର ଅଗରତାଲା ବିମାନବନ୍ଦରରେ ଉଡାଣ ସମୟରେ ବିମାନ ଜରୁରୀକାଳୀନ ଫାଟକ ଖୋଲିବାକୁ ଚେଷ୍ଟା କରିବା ସହ କ୍ରୁ ସଦସ୍ୟଙ୍କ ସହ ଅସଦାଚରଣ ଅଭିଯୋଗରେ ଗିରଫ କରାଯାଇଛି। ତ୍ରିପୁରା ପୋଲିସର ମୁଖପାତ୍ର ଜ୍ୟୋତିସ୍ମାନ ଦାସ...

ବେକାରୀ, ମୁଦ୍ରାସ୍ଫୀତିକୁ ନେଇ କେନ୍ଦ୍ର ଉପରେ ବର୍ଷିଲେ ପ୍ରିୟଙ୍କା

ରାୟପୁର,୨୧।୯: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଛତିଶଗଡର ଭିଲାଇ ଗସ୍ତ କରିଛନ୍ତି। ଏଠାରେ ସେ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲଙ୍କ ସହ ମହିଳା ସମୃଦ୍ଧି ସମ୍ମିଳନୀରେ ୩୦୯.୫୬ କୋଟି ଟଙ୍କା ମୂଲ୍ୟର ବିକାଶ କାର୍ଯ୍ୟର ଉଦ୍‌ଘାଟନ ଏବଂ ଭୂମି ପୂଜନ କରିଛନ୍ତି।...

ଭାରତରେ ଆବଶ୍ୟକତାଠାରୁ ଅଧିକ କାନାଡା କୂଟନୀତିଜ୍ଞ ଅଛନ୍ତି: ବୈଦେଶିକ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୨୧।୯: ଖାଲିସ୍ତାନୀ ନେତାଙ୍କ ହତ୍ୟାକୁ ନେଇ ଭାରତ ଏବଂ କାନାଡା ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ କୂଟନୀତିଜ୍ଞଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ଗୁରୁବାର ସରକାର ଏହାର ଜବାବ ଦେଇଛନ୍ତି। ଭାରତରେ କାନାଡାର କୂଟନୀତିଜ୍ଞଙ୍କୁ ମିଳିଥିବା ଧମକପୂର୍ଣ୍ଣ ରିପୋର୍ଟ ଉପରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri