ପାକିସ୍ତାନ ସତ୍ଲେଜ ନଦୀରୁ ଆସୁଛି ବିଷାକ୍ତ ପାଣି: ରୋଗରେ ପଡୁଛନ୍ତି ପଞ୍ଜାବ ଲୋକେ
ଚଣ୍ଡିଗଡ଼,୨୪।୮: ଭାରତ ବିରୋଧରେ ପାକିସ୍ତାନ ନୂଆ ନୂଆ ଷଡ଼ଯନ୍ତ୍ର ରଚିବାରେ ଲାଗିଛି। ପାକିସ୍ତାନର ଚମଡା କାରଖାନାରୁ ନିର୍ଗତ ହେଉଥିବା ଗନ୍ଧଯୁକ୍ତ ରାସାୟନିକ ପଦାର୍ଥ ଓ ଆବର୍ଜନା ସବୁ ସତ୍ଲେଜ ନଦୀରେ ମିଶି ଜଳ ପ୍ରଦୂଷିତ କରୁଛି। ଫଳରେ ପଞ୍ଜାବ ସୀମାନ୍ତରେ ଥିବା…
ଜରୁରୀ କାଳୀନ ପରିସ୍ଥିତିରେ ୨୨ ବର୍ଷ ବୟସ୍କ ଜେଟଲୀ ଇନ୍ଦିରା ଗାନ୍ଧୀଙ୍କ ବିରୋଧରେ କରିଥିଲେ ସତ୍ୟାଗ୍ରହ
ନୂଆଦିଲ୍ଲୀ,୨୪।୮: ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଜଣେ ନିର୍ଭୀକ ରାଜନେତା ଥିଲେ। ୧୯୭୫ରେ ଦେଶରେ ଜରୁରୀ କାଳୀନ ପରିସ୍ଥିତି ଜାରି ସମୟରେ ଜେଟଲୀ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ବିରୋଧରେ ସତ୍ୟାଗ୍ରହ କରିଥିଲେ। ୧୯୭୫ ଜୁନ୍ ୨୫-୨୬ ମଧ୍ୟ ରାତ୍ରରେ ଦେଶର…
କ୍ରିକେଟରଙ୍କ କଷ୍ଟକୁ ନିଜର ବୋଲି ଭାବୁଥିଲେ ଜେଟଲୀ
ନୂଆଦିଲ୍ଲୀ,୨୪।୮: ରାଜନୀତିର ମହାରଥି ଅରୁଣ ଜେଟଲୀ କେବେବି ବିସିସିଆଇର ଅଧ୍ୟକ୍ଷ ପଦରେ ନ ଥିଲେ। ହେଲେ କ୍ରିକେଟ ପ୍ରତି ତାଙ୍କର ଥିବା ଭଲପାଇବା ବେଶ୍ ବାରି ହୋଇ ପଡିଥିଲା। କାରଣ ଭାରତୀୟ କ୍ରିକେଟରମାନେ କେବେ କୌଣସି ଅସୁବିଧାରେ ପଡିଲେ ଜେଟଲୀଙ୍କୁ ମନେ…
ରବିବାର ଅପରାହ୍ନ ୨ଟାରେ ନିଗମ ବୋଧ ଘାଟରେ ଜେଟଲୀଙ୍କର ହେବ ଅନ୍ତିମ ସଂସ୍କାର
ନୂଆଦିଲ୍ଲୀ,୨୪।୮: ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଶନିବାର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ରବିବାର ଅପରାହ୍ନ ୨ଟାରେ ଦିଲ୍ଲୀ ସ୍ଥିତ ନିଗମ ବୋଧ ଘାଟରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ। ଏମ୍ସ୍ରୁ ତାଙ୍କ ମର ଶରୀରକୁ କୈଳାସ କଲୋନୀ ସ୍ଥିତ ବାସଭବନକୁ…
ଜେଟଲୀଙ୍କୁ କ୍ଷମା ମାଗିଥିଲେ କେଜରିଓ୍ବାଲ
ନୂଆଦିଲ୍ଲୀ,୨୪।୮: ପୂର୍ବତନ ଅର୍ଥମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତା ଅରୁଣ ଜେଟଲୀ ଆଉ ଆମ ଗହଣରେ ନାହାଁନ୍ତି ସତ। ହେଲେ ତାଙ୍କର କିଛି କାର୍ଯ୍ୟ ଏବେବି ଅନେକଙ୍କ ମନରେ ଅଭୁଲା ହୋଇ ରହିଯାଇଛି। ୬୬ ବର୍ଷ ବୟସରେ ଶନିବାର ଜେଟଲୀଙ୍କର ପରଲୋକ…
ଦେଶ ସର୍ବଦା ଜେଟଲୀଙ୍କୁ ମନେ ରଖିବ: ସୋନିଆ ଗାନ୍ଧୀ
ନୂଆଦିଲ୍ଲୀ,୨୪।୮: ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଶନିବାର ୧୨ଟା ୭ରେ ଏମ୍ସ୍ରେ ପରଲୋକ ଘଟିଛି। ଏନେଇ ଦେଶର ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଜେଟଲୀଙ୍କୁ ଦେଶ ସର୍ବଦା ମନେ ରଖିବ ବୋଲି ଟୁଇଟ୍ କରି…
ଜେଟଲୀ ଥିଲେ ଜଣେ କବି
ନୂଆଦିଲ୍ଲୀ,୨୪।୮: ଚିରନିଦ୍ରାରେ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ। ଶନିବାର ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ବେଳେ ଭାରତୀୟ ରାଜନୀତିରେ ସୃଷ୍ଟି ହୋଇଛି ଏକ ଶୂନ୍ୟସ୍ଥାନ। ତେବେ ଜେଟଲୀ କେବଳ ଜଣେ ରାଜନେତା ନ ଥିଲେ। ସେ ଥିଲେ ଜଣେ କବି।…
ପିତା ଅରୁଣଙ୍କ ପରି ଝିଅ ସୋନାଲୀ ଏବଂ ପୁଅ ରୋହନ ମଧ୍ୟ ଆଇନଜୀବୀ
ନୂଆଦିଲ୍ଲୀ, ୨୪।୮: ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କର ଶନିବାର ୬୬ ବର୍ଷ ବୟସରେ ପରଲୋକ ଘଟିଛି। ୧୯୫୨ ଡିସେମ୍ବର ୨୮ରେ ସେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ଅରୁଣଙ୍କ ବିବାହ ୧୯୮୨ରେ ସଙ୍ଗୀତାଙ୍କ ସହିତ ହୋଇଥିଲା। ଅରୁଣଙ୍କ ପରି ଝିଅ ସୋନାଲୀ ଜେଟଲୀ…
ରାଷ୍ଟ୍ରପତିଙ୍କ ଶୋକବ୍ୟକ୍ତ: ଜେଟଲୀଙ୍କ ସ୍ତ୍ରୀ, ପୁଅଙ୍କ ସହ କଥା ହେଲେ ମୋଦି
ନୂଆଦିଲ୍ଲୀ,୨୪।୮: ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କର ଶନିବାର ପରଲୋକ ହୋଇଥିବା ବେଳେ ତାଙ୍କ ବିୟୋଗରେ ଭାଙ୍ଗି ପଡିଛନ୍ତି ସମସ୍ତ ପରିବାର ସଦସ୍ୟ। ଏହି ଖବର ଶୁଣିବା ପରେ ବିଦେଶ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜେଟଲୀଙ୍କ ସ୍ତ୍ରୀ ସଙ୍ଗିତା ଜେଟଲୀ…
ଅରୁଣ ଜେଟଲୀ: ଛାତ୍ରନେତାରୁ ଅର୍ଥମନ୍ତ୍ରୀ; ୪୫ ବର୍ଷର ରାଜନୈତିକ ଜୀବନ
ନୂଆଦିଲ୍ଲୀ,୨୪।୮: ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଶନିବାର ପରଲୋକ ହୋଇଛି। ୧୯୫୨ ଡିସେମ୍ବର ୨୮ରେ ସେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ମାତା ରତ୍ନପ୍ରଭା ଏବଂ ପିତା କିଶନ ଜେଟଲୀ ପୁଅ ଜନ୍ମ ନେଇ ବେଶ୍ ଆନନ୍ଦିତ ଥିଲେ। ପିତା ପେଶାରେ…
ମୁମ୍ବାଇରେ ଭୁଶୁଡ଼ିଲା ୪ମହଲା କୋଠା
ମୁମ୍ବାଇ,୨୪।୮: ମହାରାଷ୍ଟ୍ର ରାଜ୍ୟ ଭିଓ୍ବାଣ୍ଡିର ଶାନ୍ତିନଗରରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ୪ ମହଲା ବିଶିଷ୍ଟ କୋଠାଘର ଭୁଶୁଡ଼ିପଡ଼ିଛି। ଏହି ଦୁଃଖଦ ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି…
ଅଟୋ-ଟ୍ୟାକ୍ସିରେ ଲାଗିଲା କ୍ୟୁଆର୍ କୋଡ୍: ସ୍କାନ୍ କଲେ ମିଳିବ ଡ୍ରାଇଭରଙ୍କ ସମ୍ପୂର୍ଣ୍ଣ ସୂଚନା
ନୂଆଦିଲ୍ଲୀ,୨୪।୮: ଏବେ ଅଟୋ-ଟ୍ୟାକ୍ସିରେ ଯାତ୍ରା କରିବା ଅଧିକ ସୁରକ୍ଷିତ ହୋଇପାରିବ। ଦିଲ୍ଲୀର ୬ ହଜାରରୁ ଅଧିକ ଅଟୋ-ଟ୍ୟାକ୍ସିରେ କ୍ୟୁଆର୍ କୋଡ୍ ଲଗାଯାଇଛି। ଏହାକୁ ସ୍କାନ୍ କଲେ ସମ୍ପୃକ୍ତ ଡ୍ରାଇଭର୍ଙ୍କ ସମ୍ପୂର୍ଣ୍ଣ ସୂଚନା ମିଳିପାରିବ। ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଦିଲ୍ଲୀର ଉପରାଜ୍ୟପାଳ ଅନୀଲ…
Archives


