ଜାତୀୟ

ବାୟୁସେନାର ଏଏନ୍‌-୩୨ ବିମାନ ନିଖୋଜ

ଜୋରହାଟ,୩।୬: ଭାରତୀୟ ବାୟୁସେନାର ଏଏନ୍‌-୩୨ ବିମାନ ଆସାମର ଜୋରହାଟରୁ ଅରୁଣାଚଳ ପ୍ରଦେଶ ଯିବା ପାଇଁ ଉଡାଣ ଭରିବା ପରେ ନିଖୋଜ ହୋଇଯାଇଥିବା ସୂଚନା ମିଳିଛି। ମଧ୍ୟାହ୍ନ ୧୨ଟା ୨୫ରେ ଜୋରହାଟରୁ ଏହି ବିମାନ ଉଡାଣ ଆରମ୍ଭ କରିଥିଲା। ଶେଷ ଥର ପାଇଁ…

ପତ୍ନୀଙ୍କୁ ବି ଜିତାଇପାରିଲେନି ଅଖିଳେଶ: ମାୟାବତୀ

ନୂଆଦିଲ୍ଲୀ,୩।୬: ଲୋକ ସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଉତ୍ତରପ୍ରଦେଶ ନେତାଙ୍କ ସହ ସୋମବାର ନୂଆଦିଲ୍ଲୀରେ  ଏକ ସମୀକ୍ଷା ବୈଠକ କରିଛନ୍ତି ବିଏସ୍‌ପି ମୁଖ୍ୟ ମାୟାବତୀ। ଏହି ବୈଠକରେ ସେ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ନିର୍ବାଚନରେ ମେଣ୍ଟରୁ ଯେତିକି…

୩ହଜାରରୁ ୧୦ ହଜାର ଟଙ୍କା ହେଲା ଆଶା କର୍ମୀଙ୍କ ପାରିଶ୍ରମିକ

ଅମରାବତୀ,୩।୬: ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିବା ପରେ ଓ୍ବାଇଏସ୍‌ ଜଗନ ମୋନହ ରେଡ୍ଡି ପ୍ରଥମ ପର୍ଯ୍ୟାୟରେ ଆଶା କର୍ମୀଙ୍କୁ ଦେଇଛନ୍ତି ଆଶନୁରୂପ ଭେଟି। ମେଡିକାଲ ଓ ସ୍ବାସ୍ଥ୍ୟ ବିଭାଗରେ କାମ କରୁଥିବା ଆଶାକର୍ମୀଙ୍କ ଦରମା ୩ହଜାର ଟଙ୍କାରୁ…

ରାସନ କାର୍ଡଧାରୀଙ୍କୁ ମିଳିପାରେ ଆଉ ୧ କିଲୋ ଅଧିକ ଗହମ, ଚିନି, ଚାଉଳ

ନୂଆଦିଲ୍ଲୀ,୩।୬: ଖୁବ୍‌ଶୀଘ୍ର ରାସନ କାର୍ଡଧାରୀଙ୍କୁ ଅଧିକ ୧ କିଲୋ ଚାଉଳ, ଚିନି ଓ ଗହମ କେନ୍ଦ୍ର ସରକାର ଦେଇପାରନ୍ତି ବୋଲି କୁହାଯାଉଛି। ଏହାମଧ୍ୟ ସବ୍‌ସିଡି ଦରରେ ମିଳିବ। ଯଦି ଏହା ଲାଗୁ କରାଗଲା ତେବେ ଏହାଦ୍ୱାରା ୧୬.୩ କୋଟି ଲୋକ ଉପକୃତ…

ଅକ୍ସିଜେନ୍‌ ସିଲିଣ୍ଡର ସହ ୟୁପିଏସ୍‌ସି ପରୀକ୍ଷା ହଲ୍‌ରେ ବସିଲେ ଛାତ୍ରୀ

ନୂଆଦିଲ୍ଲୀ,୩।୬: ଗମ୍ଭୀର ହାଡ଼ ଜନିତ ସମସ୍ୟା ଓ ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହେଉଥିଲେ ମଧ୍ୟ ନିଜର ମନୋବଳକୁ ଦୃଢ ରଖିଛନ୍ତି କେରଳର ୨୪ ବର୍ଷୀୟା ଛାତ୍ରୀ ଲତିଶା ଅଂସାରୀ। ରବିବାର ସେ ଏକ ହ୍ବିଲ ଚେୟାର୍‌ରେ ବସି ଅକ୍ସିଜେନ୍‌ ସିଲିଣ୍ଡର…

ପୁଣିଥରେ କେରଳକୁ ନିପା ଭାଇରସ୍‌ ଭୟ

ଥିରୁଭାନନ୍ତପୁରମ,୩।୬: କେରଳର ଜଣେ ୨୩ ବର୍ଷୀୟ ବ୍ୟକ୍ତି ନିପା ଭାଇରସ୍‌ରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି। ପ୍ରାଥମିକ ଅବସ୍ଥାରେ ତାଙ୍କ ଦେହରେ ନିପା ଭାଇରସ୍‌ର ଲକ୍ଷଣ ଦେଖାଯାଇଥିବା କୁହାଯାଉଛି। ସୋମବାର କେରଳର ସ୍ବାସ୍ଥ୍ୟମନ୍ତ୍ରୀ କେକେ ଶୈଳଜା ଏହି ସୂଚନା ଦେଇଛନ୍ତି। ଏହାକୁ…

କାରଗିଲ୍‌ ଯୋଦ୍ଧା ବିଦେଶୀ ଘୋଷିତ ମାମଲା: ଯାଞ୍ଚ୍‌ ଅଧିକାରୀଙ୍କ ଉପରେ ଉଠିଲା ଅଙ୍ଗୁଳି

ନୂଆଦିଲ୍ଲୀ,୩।୬: କାରଗୀଲ୍‌ ଯୋଦ୍ଧା ମହମ୍ମଦ ସନାଉଲ୍ଲାହଙ୍କୁ ଏନଆର୍‌ସି ଆଇନ ଅନ୍ତର୍ଗତ ବିଦେଶୀ ଘୋଷଣା ମାମଲାରେ ନୂଆ ମୋଡ଼ ଆସିଛି। ଯାଞ୍ଚ୍‌ ଅଧିକାରୀଙ୍କ ଉପରେ ଏନେଇ ଅଙ୍ଗୁଳି ଉଠିଛି। ଅଧିକାରୀମାନେ ସାକ୍ଷୀଙ୍କ ବୟାନ ନ ନେଇ ଯାଞ୍ଚ୍‌ କରିଥିବା ସନାଉଲ୍ଲ୍ଲାହଙ୍କ ସମ୍ପର୍କୀୟ ପଜୁଲୁଲ୍‌…

ମମତା ‘ରାମ ନାମ’ ନେଲେ ଖରାପ ଶକ୍ତିର ପ୍ରଭାବ କମିଯିବ: ଭାଜପା ନେତା

ନୂଆଦିଲ୍ଲୀ,୩।୬: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବେ ଭାଜପା ଟାର୍ଗେଟରେ। ଜୟ ଶ୍ରୀରାମକୁ ନେଇ ଉଭୟ ଦଳ ଭିତରେ ଚାଲିଥିବା ତୁତୁ ମେମେ ଏବେ ଚରମ ସୀମାରେ ପହଞ୍ଚିଛି। ରବିବାର ଦିଲ୍ଲୀର ଭାଜପା ନେତା ପ୍ରବୀଣ ଶଙ୍କର କପୁର କହିଛନ୍ତି ମମତା…

ନାବାଳିକା ବଳାତ୍କାର ଅଭିଯୁକ୍ତଙ୍କୁ ପିଟି ପିଟି ମାରିଦେଲେ ଉତ୍ତ୍ୟକ୍ତ ଲୋକେ

ଜଲନ୍ଧର,୩।୬: ଜଲନ୍ଧର ସହରରେ ୮ବର୍ଷର ନାବାଳିକା ସହ ବଳାତ୍କାର କରିଥିବା ଅଭିଯୁକ୍ତଙ୍କୁ ଉତ୍ତ୍ୟକ୍ତ ସ୍ଥାନୀୟ ଲୋକେ ପିଟି ପଟି ମାରି ଦେଇଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ, ରବିବାର ଦିନ ଘରେ କେହି ନ ଥିବା ବେଳେ ନାବାଳିକା ଜଣଙ୍କ ଏକୁଟିଆ ଥିଲେ।…

ମହିଳାଙ୍କ ପାଇଁ କେଜରିଓ୍ବାଙ୍କ ବଡ ଉପହାର

ନୂଆଦିଲ୍ଲୀ,୩।୬: ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ମହିଳାମାନଙ୍କୁ ବଡ ଉପହାର ଦେଇଛନ୍ତି। ଏବେ ରାଜଧାନୀରେ ମହିଳାମାନେ ସରକାରୀ ବସ୍‌, କ୍ଲଷ୍ଟର ବସ୍‌ ଓ ମେଟ୍ରୋ ଟ୍ରେନ୍‌ରେ ମାଗଣାରେ ଯାତ୍ରା କରିପାରିବେ। ସୋମବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଏହି…

ଡୋଭାଲ୍‌ଙ୍କୁ କ୍ୟାବିନେଟ୍‌ ର଼୍ୟାଙ୍କ୍‌: ବଢ଼ିଲା କାର୍ଯ୍ୟକାଳ

ନୂଆଦିଲ୍ଲୀ,୩।୬: ଭାରତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍‌ ଡୋଭାଲ୍‌ଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  କ୍ୟାବିନେଟ୍‌ ର଼୍ୟାଙ୍କ୍‌ ପ୍ରଦାନ କରିଛନ୍ତି। ଏହା ସହିତ ସେ ଏହି ପଦବୀରେ ଆଗାମୀ ୫ ବର୍ଷ ପାଇଁ କାମ କରିବେ ବୋଲି କୁହାଯାଉଛି। ମୋଦି ସରକାରଙ୍କ ସହିତ ସେ…

ଆକ୍ସନ୍‌ ମୋଡ୍‌ରେ ଶାହ: ଆଭ୍ୟନ୍ତରୀଣ ସୁରକ୍ଷା ନେଇ ଡୋଭାଲ-ର-ଆଇବି ମୁଖ୍ୟଙ୍କ ସହ କଲେ ବୈଠକ

ନୂଆଦିଲ୍ଲୀ,୩।୬: ଭାର ସମ୍ଭାଳିବା ପରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏବେ ଆକ୍ସନ୍‌ ମୋଡ୍‌କୁ ଆସିଛନ୍ତି। ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ନେଇ ସେ ସୋମବାର ସୁରକ୍ଷା ପରାମର୍ଶ ଦାତା ଅଜିତ୍‌ ଡୋଭାଲ, ର ମୁଖ୍ୟ, ଆଇବି ମୁଖ୍ୟ ତଥା ସ୍ବରାଷ୍ଟ୍ର ସଚିବଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri