ଜାତୀୟ

ଜେଟଲୀଙ୍କ ପରଲୋକ

ନୂଆଦିଲ୍ଲୀ,୨୪।୮: ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କର ଦିଲ୍ଲୀସ୍ଥିତ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ୍‌ ସାଇନସେସ୍‌(ଏମ୍ସ)ରେ ୬୬ ବର୍ଷ ବୟସରେ ପରଲୋକ ହୋଇଛି। ଏମ୍ସର ଆଇସିୟୁରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ଦିନ ୧୨ଟା ୭ରେ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ଶଯ୍ୟା…

ବିଚାରପତିଙ୍କ ଡ୍ରାଇଭର୍‌ ଥିଲେ ପିତା: ୨୬ ବର୍ଷରେ ପୁଅ ହେଲେ ସିଭିଲ୍‌ ଜଜ୍‌

ଭୋପାଳ,୨୪।୮: ଇଛାଶକ୍ତି ଥିଲେ ସଫଳତା ନିଶ୍ଚୟ ମିଳିଥାଏ। ଏଭଳି ଏକ ଘଟଣା ମଧ୍ୟପ୍ରଦେଶ ଇନ୍ଦୋରରେ ଘଟିଛି। ଜଣେ ବିଚାରପତିଙ୍କ ଡ୍ରାଇଭର ଥିବା ବ୍ୟକ୍ତିଙ୍କ ପୁଅ ଏବେ ୨୬ ବର୍ଷରେ ସିଭିଲ୍‌ ଜଜ୍‌ ହେବାର ସୌଭାଗ୍ୟ ଲାଭ କରିଛନ୍ତି। ଗୋବର୍ଦ୍ଧନଲାଲ୍‌ ବଜାଡ୍‌ ଇନ୍ଦୋର…

୩୦ ବର୍ଷ ହେବ ୩ ସରକାରୀ ବିଭାଗରେ କାମ କରୁଥିଲେ ଇଞ୍ଜିନିୟର

ପାଟନା,୨୪।୮: ବିହାରର ସୁରେଶ ରାମ ନାମକ ଜଣେ ଇଞ୍ଜିନିୟର ୩୦ ବର୍ଷ ହେବ ଏକାସାଙ୍ଗେ ୩ଟି ବିଭାଗରେ କାମ କରୁଥିବା ଜଣାପଡିଛି। ସେ ୩ଜିଲାର ୨ ବିଭାଗରେ ୩ଟି ପଦବୀରେ କାମ କରିବା ସହ ସବୁଠାରୁ ଦରମା ମଧ୍ୟ ନେଉଥିଲେ। ଏବେ…

ଆଜମ୍‌ ଖାଁଙ୍କ ବିରୋଧରେ ୨ ହଜାରରୁ ଅଧିକ ଗଛ କାଟିବା ଅଭିଯୋଗ

ଲକ୍ଷ୍ନୌ,୨୪।୮: ଉତ୍ତରପ୍ରଦେଶ ରାମପୁର ଲୋକସଭା ଆସନରୁ ସମାଜବାଦୀ ପାର୍ଟିର ଏମ୍‌ପି ଥିବା ଆଜମ୍‌ ଖାଁଙ୍କ ବିରୋଧରେ ଏବେ ଏକ ନୂଆ ବିବାଦ ମୁଣ୍ଡ ଟେକିଛି। ତାଙ୍କ ନିର୍ଦ୍ଦେଶରେ ୨ ହଜାର ଶହେ ୭୩ ଗଛ କଟାଯାଇଥିବା ଅଭିଯୋଗ ହୋଇଛି। ତାଙ୍କ ଦ୍ୱାରା…

ପ୍ରଶାସନର ବାରଣ ସତ୍ତ୍ୱେ କଶ୍ମୀର ଗସ୍ତ କରିବେ ରାହୁଲଙ୍କ ସମେତ ୧୨ ନେତା

ନୂଆଦିଲ୍ଲୀ,୨୪।୮: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବା ପରେ ପ୍ରଥମ କରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଜମ୍ମୁ-କଶ୍ମୀର ଗସ୍ତ କରୁଛନ୍ତି। ଶନିବାର ରାହୁଲଙ୍କ ସହ ଗୁଲାମ ନବି ଆଜାଦ, କେସି ଭେଣୁଗୋପାଳ, ଆନନ୍ଦ ଶର୍ମା, ସୀତାରାମ ୟେଚୁରୀ, ଡି ରାଜା,…

ଆଇଏନ୍‌ଏକ୍ସ୍‌ ମିଡ଼ିଆ ମାମଲା: ନିୟମ ଉଲ୍ଲଂଘନ ସମ୍ପର୍କରେ ଅଜଣା ଥିଲା ଏଫ୍‌ଆଇପିବି

ନୂଆଦିଲ୍ଲୀ,୨୪।୮: ଆଇଏନ୍‌ଏକ୍ସ୍‌ ମିଡ଼ିଆ ମାମଲାରେ ନିୟମ ଉଲ୍ଲଂଘନ ସମ୍ପର୍କରେ ଏଫ୍‌ଆଇପିବି ଅଜଣା ରହିଥିଲା। ଏନେଇ ତତ୍କାଳୀନ ଏଫ୍‌ଆଇପିବି ଅଧ୍ୟକ୍ଷ ସୁବ୍ବା ରାଓ ବୟାନ ଦେଇଛନ୍ତି। ସୁବ୍ବା ରାଓଙ୍କ ବୟାନକୁ ରେକର୍ଡ କରାଯାଇଛି। ତାଙ୍କ ସମୟରେ ଏହାକୁ କ୍ଲିୟରାନ୍ସ୍‌ ମିଳିଥିଲା। ଆଇଏନ୍‌ଏକ୍ସ୍‌ ମିଡ଼ିଆରେ…

ନାରାୟଣପୁର ଏନ୍‌କାଉଣ୍ଟର: ୫ ମାଓବାଦୀ ମୃତ

ରାୟପୁର,୨୪।୮: ଛତିଶଗଡ଼ ନାରାୟଣପୁରରେ ଶନିବାର ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୫ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଥିରେ ୨ ଯବାନ ଆହତ ମଧ୍ୟ ହୋଇଛନ୍ତି। ଏବେବି ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେଶନ ଜାରି ରହିଛି। ଗଣମାଧ୍ୟମର ସୂଚନା ଅନୁଯାୟୀ, ସେହି ଅଞ୍ଚଳରେ…

ବନ୍ୟା ପରେ ଉଦ୍ଧାର ହେଲେ ୫୨ କୁମ୍ଭୀର

ଭଦୋଦରା,୨୪।୮: ଚଳିତ ବର୍ଷ ବନ୍ୟାରେ ଦେଶର ଅଧାଭାଗ ବୁଡି ଯାଇଥିବା ବେଳେ ଏଥିରୁ ବାଦ୍‌ ପଡି ନ ଥିଲା ଗୁଜରାଟ। ଏଠାରେ ଆସିଥିବା ବନ୍ୟାରେ ଗୁଜରାଟର ଅଧିକାଂଶ ସ୍ଥାନରେ ବନ୍ୟା ହେବା ସହ ଲକ୍ଷ ଲକ୍ଷ ଲୋକ ଏଥିରେ ପ୍ରଭାବିତ ହୋଇଥିଲେ।…

ଟଙ୍କାଏରେ ମିଳୁଛି ପେଟପୁରା ଭୋଜନ: ଆଗକୁ ମିଳିବ ମଧ୍ୟାହ୍ନ ଭୋଜନରେ ମିଠା ଓ ସକାଳ ଜଳଖିଆ

ନୂଆଦିଲ୍ଲୀ,୨୪।୮: ଦିଲ୍ଲୀର ନୋଏଡାସ୍ଥିତ ସେକ୍ଟର-୫୫ରେ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଟଙ୍କାଏରେ ଲୋକଙ୍କୁ ପେଟପୁରା ଭୋଜନ ମିଳୁଛି। ଅଗଷ୍ଟ ୨୩ରୁ ଏହି ଯୋଜନା ଆରମ୍ଭ ହୋଇଛି। ଶ୍ରୀ ଚିତ୍ରଗୁପ୍ତ ସଭା ଟ୍ରଷ୍ଟ୍‌ ଏବଂ ଶ୍ରୀ ନାରାୟଣ ସାଂସ୍କୃତିକ ଚେତନା ନ୍ୟାସ ପକ୍ଷରୁ…

ଆସାମ ଏନ୍‌ଆର୍‌ସି ତାଲିକା: ବିଏସ୍‌ଏଫ୍‌ ଅଫିସର ଏବଂ ତାଙ୍କ ସ୍ତ୍ରୀ ବିଦେଶୀ ଘୋଷିତ

ଗୁଆହାଟୀ,୨୪।୮: ଆସାମ ଏନ୍‌ଆର୍‌ସି ତାଲିକାରେ ଜଣେ ବିଏସ୍‌ଏଫ୍‌ ଅଫିସର ଏବଂ ତାଙ୍କ ସ୍ତ୍ରୀଙ୍କୁ ବିଦେଶୀ ଘୋଷଣା କରାଯାଇଛି। ଏନେଇ ଜୋର୍‌ହାଟ ଟ୍ରିବ୍ୟୁନାଲ୍‌ ପକ୍ଷରୁ ସେମାନଙ୍କୁ ଗିରଫ କରିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି। ୧୪୪ ବାଟାଲିୟନ୍‌ ବିଏସ୍‌ଏଫ୍‌ ସହାକାରୀ ସବ୍‌ ଇନସ୍ପେକ୍ଟର…

ଫେଲ୍‌ ମାରିଲା ‘ଜନନୀ ଏକ୍ସପ୍ରେସ୍‌’: ରାଜ୍ୟ ରାଜପଥ କଡ଼ରେ ପ୍ରସବ କଲେ ମହିଳା

ବୁରହାନପୁର,୨୪।୮: ମଧ୍ୟପ୍ରଦେଶ ବୁରହାନପୁରରେ ଜଣେ ମହିଳା ରାଜ୍ୟ ରାଜପଥ କଡ଼ରେ ପ୍ରସବ କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରସବ ଯନ୍ତ୍ରଣା ପରେ ‘ଜନନୀ ଏକ୍ସପ୍ରେସ୍‌’ ସହ ଯୋଗାଯୋଗ କରାଯାଇଥିଲେ ବି ଏହା ନ ପହଞ୍ଚିବାରୁ ମହିଳା ଜଣଙ୍କ ତାଙ୍କ…

ମହାରାଷ୍ଟ୍ରରେ ଆଦିବାସୀ ମହିଳା ଚଲାଇବେ ସରକାରୀ ବସ୍‌

ପୁଣେ,୨୪।୮: ମହାରାଷ୍ଟ୍ର ସରକାର ଏବେ ଆଦିବାସୀ ମହିଳାମାନଙ୍କୁ ସଶକ୍ତ କରିବାକୁ ଚାହୁଁଛନ୍ତି। ଆଦିବାସୀ ମହିଳାଙ୍କୁ ମହାରାଷ୍ଟ୍ର ରାଜ୍ୟ ସଡ଼କ ପରିବହନ ନିଗମ(ଏମ୍‌ଏସ୍‌ଟିଆର୍‌ସି) ବସ୍‌ ଚଳାଇବାକୁ ଏଣିକି ପ୍ରଶିକ୍ଷଣ ଦିଆଯିବ। ଶୁକ୍ରବାର ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ଦେବୀ ସିଂ ପାଟିଲ ଏହି ପ୍ରଶିକ୍ଷଣ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri