ମାଡ୍ରାସ ହାଇକୋର୍ଟରୁ କିରଣ ବେଦୀଙ୍କୁ ଝଟକା: ସରକାରଙ୍କ ଦୈନିକ କାର୍ଯ୍ୟକଳାପ ଉପରେ କରିପାରିବେନି ହସ୍ତକ୍ଷେପ
ପଣ୍ଡୁଚେରୀ,୩୦।୪: ପଣ୍ଡୁଚେରୀର ଉପ ରାଜ୍ୟପାଳ କିରଣ ବେଦୀଙ୍କୁ ମାଡ୍ରାସ ହାଇକୋର୍ଟ ଏକ ବଡ଼ ଝଟକା ଦେଇଛନ୍ତି। କେନ୍ଦ୍ର ଶାସିତ ରାଜ୍ୟର ଦୈନିକ ଗତିବିଧି ଉପରେ ଦଖଲ ଦେବାର ଅଧିକାର କିରଣ ବେଦୀଙ୍କର ନାହିଁ ବୋଲି ଅଦାଲତ ରାୟ ଶୁଣାଇଛନ୍ତି। ଏଥିସହ କିରଣ…
କଂଗ୍ରେସରେ ସାମିଲ ହେଲେ ବିଏସପି ପ୍ରାର୍ଥୀ, କଂଗ୍ରେସ ସମର୍ଥନ ଉପରେ କରାଯିବ ପୁନଃବିଚାର:ମାୟାବତୀ
ଭୋପାଳ,୩୦।୪: ଉତରପ୍ରଦେଶରେ ଏସ୍ପି-ବିଏସ୍ପି ସହ କଂଗ୍ରେସର ମେଣ୍ଟ ହୋଇ ପାରି ନ ଥିବା ବେଳେ କଂଗ୍ରେସ ଲଗାତାର ମାୟାବତୀଙ୍କୁ ଗୋଟିଏ ପରେ ଗୋଟିଏ ଝଟକା ଦେବାରେ ଲାଗିଛି। ଗତ ମାସରେ ଅନେକ ବିଏସ୍ପି ନେତା ଦଳ ଛାଡିଥିବା ବେଳେ ଚତୁର୍ଥ ପର୍ଯ୍ୟାୟ…
ମା’ଙ୍କୁ ସ୍ବଦେଶ ଫେରାଇ ଆଣିବା ପାଇଁ ସୁଷମାଙ୍କୁ ଗୁହାରି କଲେ ଝିଅ
ହାଇଦ୍ରାବାଦ,୩୦।୪: ହାଇଦ୍ରାବାଦରେ ସାହିଦା ବେଗମଙ୍କ ଝିଅ ସୈୟଦା ଫାତିମା ନିଜ ମା’ଙ୍କୁ ସୁରକ୍ଷିତ ଭାବେ ସ୍ବଦେଶ ଫେରାଇ ଆଣିବା ପାଇଁ ବିଦେଶ ମନ୍ତ୍ରୀ ସୁଷମା ସ୍ବରାଜଙ୍କୁ ଗୁହାରୀ କରିଛନ୍ତି। ସୂଚନାଯୋଗ୍ୟ, ସାହିଦା ଦୁବାଇରେ ଚାକିରି ବାହାନାରେ ଓମାନରେ ଚାଲାଣର ଶୀକାର ହୋଇଥିବା…
ଏମିତି କ’ଣ ହେଲା ଯେ, ଗତ ୩ମାସରୁ ଲୋକେ ମଦ ପିଇବା କମ୍ କରିଦେଇଛନ୍ତି
ନୂଆଦିଲ୍ଲୀ,୩୦।୪: ଗତ ୩ମାସରୁ ଏମିତି କ’ଣ ହେଲା ଯେ ଲୋକେ ମଦ ପିଇବା କମ୍ କରିଦେଇଛନ୍ତି। ବାସ୍ତବରେ ଲୋକମାନେ ମଦରୁ ନିଜେ ପିଛା ଛଡ଼େଇନାହାନ୍ତି ବରଂ ବାଧ୍ୟବାଧକତାରେ ତାଙ୍କୁ ମଦରୁ ଦୂରେଇ ଦିଆଯାଇଛି। ଗତ ୩ମାସରୁ ଦେଶରେ ନିର୍ବାଚନ ଗିତିବିଧି ଜାରି…
ରାହୁଲଙ୍କ ନାଗରିକତାଙ୍କୁ ନେଇ ନୋଟିସ୍ ଜାରି କଲା ଗୃହ ମନ୍ତ୍ରଣାଳୟ
ନୂଆଦିଲ୍ଲୀ,୩୦।୪: ଭାଜପାର ବରଷ୍ଠ ନେତା ତଥା ରାଜ୍ୟ ସଭା ଏମ୍ପି ଡ. ସୁବ୍ରମଣ୍ୟମ୍ ସ୍ବାମୀ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନାଗରିକତାକୁ ନେଇ ଅଭିଯୋଗ ଆଣିଥିଲେ। ସେ କହିଥିଲେ ରାହୁଲ ହେଉଛନ୍ତି ବ୍ରିଟିଶ ନାଗରିକ। ଏବେ ଏହି ଅଭିଯୋଗକୁ ନେଇ ଗୃହମନ୍ତ୍ରଣାଳୟ…
ଘୁଞ୍ଚିଲା ପ୍ରିୟଙ୍କାଙ୍କ ଭାଇ ବାହାଘର
ମୁମ୍ବାଇ,୩୦।୪: ବଲିଉଡ୍ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଜୋନସଙ୍କ ଭାଇ ସିଦ୍ଧାର୍ଥ ଚୋପ୍ରାଙ୍କ ବିବାହ ତାରିଖ ଘୁଞ୍ଚି ଯାଇଛି। ଚଳିତ ସପ୍ତାହରେ ଏହା ହେବାକୁ ଥିବା ବେଳେ ଏବେ କିନ୍ତୁ ଆଉ ଏକ ଶୁଭ ମହୁରତ ଖୋଜୁଛନ୍ତି ପ୍ରିୟଙ୍କାଙ୍କ ମା’ ମଧୁ…
‘ତିତଲି’ଠାରୁ ଭୟଙ୍କର ହେବ ‘ଫନୀ’
ନୂଆଦିଲ୍ଲୀ/ଭୁବନେଶ୍ୱର,୩୦।୪: ବାତ୍ୟା ‘ଫନୀ’କୁ ନେଇ ଏବେ ସବୁଆଡେ ଚର୍ଚ୍ଚା। ଏହା ଓଡ଼ିଶା ଉପକୂଳର ପୁରୀଠାରେ ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନା ରହିଛି। ତେଣୁ ଓଡ଼ିଶାର ଉପକୂଳ ଅଞ୍ଚଳ ଏଥିଯୋଗୁ ବିଶେଷ ପରିମାଣରେ କ୍ଷତିଗ୍ରସ୍ତ ହେବ ବୋଲି କହିଛି ପାଣିପାଗ ବିଭାଗ। ବେଳକୁ ବେଳେ…
ସେନା ଜାରି କଲା ହୀମମାନବ ପାଦର ଛବି
ନୂଆଦିଲ୍ଲୀ,୩୦।୪: ପିଲାବେଳେ ବହିରେ ପଢିଥିବା ହୀମମାନବକୁ ହୁଏତ କେହି ଆଜି ପର୍ଯ୍ୟନ୍ତ ଦେଖି ନ ଥିବେ। ତେବେ ଏହାକୁ ନେଇ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ପ୍ରକାର ଅନୁମାନ ଲଗାଯାଇଛି। ଏବେ କିନ୍ତୁ ଭାରତୀୟ ସେନା ଏହି ହୀମମାନବର ଉପସ୍ଥିତି ସମ୍ପର୍କରେ…
ଜଳ ସଙ୍କଟରେ ଜୁଝୁଛନ୍ତି ଆଗ୍ରାବାସୀ: ୪ଟଙ୍କାରେ ମିଳୁଛି ବାଲଟିଏ ପାଣି
ଆଗ୍ରା,୨୯।୪: ଆଗ୍ରାରେ ଭୀଷଣ ଖରା ଯୋଗୁ ଲୋକେ ବେହାଲ ହୋଇପଡ଼ିଥିବା ବେଳେ ଅନ୍ୟପଟେ ଜଳ ସଙ୍କଟ ମୁଣ୍ଡ ବଥାର କାରଣ ପାଲଟିଛି। ସହରର ବହୁ ଅଞ୍ଚଳରେ ଲୋକମାନେ ପାଣି ଟ୍ୟାଙ୍କରରୁ ପାଣି କିଣିବାକୁ ପଡ଼ୁଛି। ଗୋଟିଏ ବାଲଟି ପିଛା ୪ ଟଙ୍କା…
ସ୍ମୃତି ଇରାନୀଙ୍କ ନୂଆ ଅବତାର: ଚାଷ ଜମିରେ ଲାଗିଥିବା ନିଅଁ। ଲିଭାଇଲେ ସ୍ମୃତି, ଭିଡିଓ ଭାଇରାଲ
ଆମେଠୀ,୨୯।୪: ଲୋକ ସଭା ନିର୍ବାଚନ ସରଗରମ ଥିବା ବେଳେ ରବିବାର କେନ୍ଦ୍ରମନ୍ତ୍ରୀ ବା ଆମେଠୀରୁ ଭାଜପାର ଆଶାୟୀ ପ୍ରାର୍ଥୀ ସ୍ମୃତି ଇରାନୀ ନିର୍ବାଚନୀ ପ୍ରଚାର ପାଇଁ ଉତ୍ତରପ୍ରଦେଶ ଆମେଠୀରେ ପହଞ୍ଚିଥିଲେ। ସେଠାରେ ସ୍ମୃତି ଇରାନୀଙ୍କୁ ନୂଆ ଅବତାର ବା ଫାୟାର ବିଗ୍ରେଡର…
ଭାଜପାରୁ ପ୍ରାର୍ଥୀ ହେବା ସନ୍ନିଙ୍କର ଭଲ ନିଷ୍କତ୍ତି: ହେମା ମାଳିନୀ
ମୁମ୍ବାଇ,୨୯।୪: ପଞ୍ଜାବ ଗୁରୁଦାସପୁର ଆସନରୁ ଭାଜପା ପ୍ରାର୍ଥୀ ଭାବେ ବଲିଉଡ୍ ନାୟକ ସନ୍ନି ଦେଓଲ ପ୍ରାର୍ଥିପତ୍ର ଦାଖଲ କରିବା ପରେ ଏହାକୁ ନେଇ ମତ ରଖିଛନ୍ତି ତାଙ୍କ ସାବତା ମା’ ତଥା ବଲିଉଡ୍ ଡ୍ରିମଗର୍ଲ ଓ ମଥୁରାର ଭାଜପା ଏମ୍ପି ହେମା…
ମହାଗୁନ ବିଲଡର ଅଫିସରେ ଡକାୟତି, ୬ଶହ କେଜି ଟ୍ରେଜେରୀକୁ ଉଠାଇନେଲେ ଦୁର୍ବୃତ୍ତ
ନୂଆଦିଲ୍ଲୀ,୨୯।୪: ନୂଆଦିଲ୍ଲୀର ଗ୍ରେଟର ନୋଏଡା ସେକ୍ଟରରେ ଥିବା ମହାଗୁନ ବିଲଡର ଅଫିସରେ ଡକାୟତି ହୋଇଛି। ଶନିବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ କାନ୍ଥ ଡେଇଁ ଅଫିସ ଭିତରେ ପଶିଯାଇଥିଲେ। ଅଫିସରେ ଥିବା ୩ସୁରକ୍ଷାକର୍ମୀଙ୍କ ବନ୍ଧୁକ ଛଡ଼ାଇ ନେବା ସହ ତାଙ୍କୁ ବହୁ…
Archives


