ଜାତୀୟ

ନିଜ ଗାଁର ପ୍ରତି ପରିବାରକୁ ୧୦ ଲକ୍ଷ ଲେଖାଏଁ ଦେବେ କେସିଆର୍‌: ରାଜ୍ୟ ସରକାରଙ୍କ ଉପରେ ପଡ଼ିବ ଅତିରିକ୍ତ ୨ ହଜାର କୋଟି ବୋଝ

ହାଇଦ୍ରାବାଦ୍‌,୨୩।୭: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ(କେସିଆର୍‌) ନିଜ ଗାଁର ପ୍ରତି ପରିବାର ପାଇଁ ୧୦ ଲକ୍ଷ ଟଙ୍କା ଲେଖାଏଁ ଅନୁଦାନ ଘୋଷଣା କରିଛନ୍ତି। ସେ ପୈତୃକ ଗାଁ ଚିନ୍ତାମଡାକା ଗସ୍ତ କରିଥିବା ଅବସରରେ ଏହା କହିଛନ୍ତି। ଗାଁର ୨ ହଜାର…

ସୁରକ୍ଷା କର୍ମୀ ମାଓବାଦୀ ମୁହାଁମୁହିଁ: ଲକ୍ଷେ ଟଙ୍କା ପୁରସ୍କାର ଘୋଷିତ ଥିବା ମାଓବାଦୀ ନିହତ

ରାୟପୁର,୨୩।୭: ଛତିଶଗଡ଼ ସୁକମାର ବିରାଭଟ୍ଟି ଜଙ୍ଗଲରୁ ଡିଆରଜି ଯବାନ ଜଣେ ମାଓବାଦୀଙ୍କ ମୃତଦେହ ଜବତ କରିଛନ୍ତି। ସେଠାରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ତେବେ ମୃତ ମାଓବାଦୀ ହେଉଛନ୍ତି ମଡକମ ହିଡମା। ତାଙ୍କୁ ଧରାଇଦେଲେ ଏକ ଲକ୍ଷ…

କଶ୍ମୀର ଦ୍ୱିପାକ୍ଷିକ ସମସ୍ୟା ଲାଗି ମଧ୍ୟସ୍ଥ ଲୋଡ଼ି ନାହାନ୍ତି ମୋଦି: ବୈଦେଶିକ ମନ୍ତ୍ରୀ ଦେଲେ ସଂକ୍ଷିପ୍ତ ଉତ୍ତର

ନୂଆଦିଲ୍ଲୀ,୨୩।୭: କଶ୍ମୀର ସମସ୍ୟା ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ମନ୍ତବ୍ୟ ଉପରେ ମଙ୍ଗଳବାର ସଂସଦର ଉଭୟ ଗୃହରେ ପ୍ରବଳ ହଟ୍ଟଗୋଳ ହୋଇଛି। ଏନେଇ ବୈଦେଶିକ ମନ୍ତ୍ରୀ ଏସ୍‌.ଜୟଶଙ୍କର ସଂକ୍ଷିପ୍ତ ଉତ୍ତର ଦେଇଛନ୍ତି। କଶ୍ମୀର ଭାରତ-ପାକିସ୍ତାନର ଦ୍ୱିପାକ୍ଷିକ ସମସ୍ୟା। ଏନେଇ ପ୍ରଧାନମନ୍ତ୍ରୀ…

ରାଜ୍ୟ ସଭା: ୧୨ ଟା ପର୍ଯ୍ୟନ୍ତ ଗୃହ ମୁଲତବି

ନୂଆଦିଲ୍ଲୀ,୨୩।୭: କାଶ୍ମୀର ପ୍ରସଙ୍ଗକୁ ନେଇ ପାକିସ୍ତାନ ସହ କଥା ହେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପକୁ କୁଆଡେ ଅନୁରୋଧ କରିଛନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଆମେରିକା ଗସ୍ତ କରିଥିବା ସମୟରେ ଏମିତି ଏକ ମନ୍ତବ୍ୟ…

୧୦ଦିନ ବଢ଼ିପାରେ ଚଳିତ ଅଧିବେଶନର କାର୍ଯ୍ୟକାଳ: ଶାହ ଦେଲେ ସୂଚନା

ନୂଆଦିଲ୍ଲୀ,୨୩।୭: ଚଳିତ ଅଧିବେଶନର କାର୍ଯ୍ୟକାଳ ୧୦ ଦିନ ବଢ଼ିପାରେ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସୂଚନା ଦେଇଛନ୍ତି। ମଙ୍ଗଳବାର ସଂସଦୀୟ ଦଳ ବୈଠକରେ ଶାହ ସମସ୍ତ ସଦସ୍ୟଙ୍କୁ ଏଥିପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଣ ଦେଇଛନ୍ତି। ସଂସଦର ଲାଇବ୍ରେରୀ ବିଲ୍ଡିଂରେ ହୋଇଥିବା…

ଟ୍ରମ୍ପ ଯାହା କହୁଛନ୍ତି ତାହା ସେ ବୁଝି ନାହାଁନ୍ତି: ଥରୁର

ନୂଆଦିଲ୍ଲୀ,୨୩।୭: କାଶ୍ମୀର ପ୍ରସଙ୍ଗକୁ ନେଇ ଭାରତ ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା କରିବାକୁ ଟ୍ରମ୍ପ ଯାହା କହିଛନ୍ତି ତାହାର ଜବାବ ରଖିଛନ୍ତି କଂଗ୍ରେସ ନେତା ଶଶି ଥରୁର। ଥରୁର କହିଛନ୍ତି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଯାହା କହୁଛନ୍ତି ତାହା ସେ ନିଜେ ବୁଝି…

ସାଧାରଣ ଲୋକଙ୍କ ସୂଚନା ଅଧିକାରକୁ ଦୁର୍ବଳ କରୁଛନ୍ତି ମୋଦି ସରକାର: ସୋନିଆ

ନୂଆଦିଲ୍ଲୀ,୨୩।୭: ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଲୋକସଭାରେ ୨୦୦୫ ସୂଚନା ଅଧିକାର ଆଇନର ସଂଶୋଧନ ପାଇଁ ଆଗତ ହୋଇଥିବା ପ୍ରସ୍ତାବ ପାସ୍‌ ହୋଇଛି। ତେବେ ଏହାର ସଂଶୋଧନ ଦ୍ୱାରା…

ପୈତୃକ ଗ୍ରାମର ୨ ହଜାର ପରିବାରକୁ ଦିଆଯିବ ୧୦ ଲକ୍ଷ ଟଙ୍କା ଲେଖାଏ ପୁରସ୍କାର: ଚନ୍ଦ୍ରଶେଖର ରାଓ

ହାଇଦ୍ରାବାଦ୍‌, ୨୩।୭: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ(କେସିଆର୍‌) ନିଜ ପୈତୃକ ଗ୍ରାମ ଚିନ୍ତାମଡାକାର ରହୁଥିବା ୨ ହଜାର ପରିବାରକୁ ୧୦-୧୦ ଲକ୍ଷ ଟଙ୍କା ଲେଖାଏଁ ପୁରୁସ୍କାର ଦିଆଯିବ ବୋଲି ଘୋଷଣା କରିଛନ୍ତି। ଏହି ଟଙ୍କାରେ ଯାହା ଇଚ୍ଛା ଗ୍ରାମବାସୀ ତାହା କିଣିପାରିବେ…

କଶ୍ମୀର ମଧ୍ୟସ୍ଥତା ପ୍ରସଙ୍ଗ: ଭାରତ କହିଲା, ମିଛ କହୁଛନ୍ତି ଟ୍ରମ୍ପ

ନୂଆଦିଲ୍ଲୀ,୨୩।୭: କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମନ୍ତବ୍ୟକୁ ଖଣ୍ଡନ କରିଛି ଭାରତ। ଟମ୍ପ ମିଛ କହୁଛନ୍ତି ବୋଲି ଭାରତ କହିଛି। ଏନେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାାଳୟର ମୁଖପାତ୍ର ରବୀଶ କୁମାର ଟୁଇଟ କରି କହିଛନ୍ତି, ପ୍ରଧାନମନ୍ତ୍ରୀ…

ଟଙ୍କା ମାଗିବାରୁ ଆଇସ୍‌କ୍ରିମ୍‌ ବିକାଳିଙ୍କୁ ନିସ୍ତୁକ ପିଟିଲେ ପୋଲିସ ବାବୁ: ଏସ୍‌ଏସ୍‌ପି ଦେଲେ ତଦନ୍ତ ନିର୍ଦ୍ଦେଶ

ନୋଏଡ଼ା,୨୩।୭: ଉତ୍ତରପ୍ରଦେଶରେ ସାଧାରଣ ଆଇନ ଶୃଙ୍ଖଳା ଭୁଶୁଡ଼ି ପଡ଼ିଥିବା ଅଭିଯୋଗ ହେଉଛି। ଏଠାରେ ଟଙ୍କା ମାଗିବାରୁ ଜଣେ ଆଇସ୍‌କ୍ରିମ୍‌ ବିକାଳିଙ୍କୁ ଜଣେ ପୋଲିସ ବାବୁ ଏବଂ କନେଷ୍ଟବଳ ନିସ୍ତୁକ ପିଟିଛନ୍ତି। ନୋଏଡ଼ା ଗୌତମ ବୁଦ୍ଧ ନଗରରେ ଘଟିଥିବା ଏହି ଘଟଣାର ଭିଡ଼ିଓ…

କର୍ନାଟକର ବିଦ୍ରୋହୀ ବିଧାୟକ ମାଗିଲେ ୪ ସପ୍ତାହ ସମୟ

ବେଙ୍ଗାଲୁରୁ,୨୩।୭: କର୍ନାଟକ ରାଜନୀତି ଦିନକୁ ଦିନ ନୂଆ ମୋଡ ନେଉଛି। ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ବାମୀଙ୍କ ମେଣ୍ଟ ସରକାରର ଆସ୍ଥା ଭୋଟକୁ ନେଇ ଚାଲିଛି ନାଟକ। ସୋମବାର ଏହି ଆସ୍ଥା ଭୋଟ ହେବ ବୋଲି ଆଶା କରାଯାଉଥିବା ବେଳେ ଏହା କିନ୍ତୁ ଛିଡି…

ଭଗବାନ ରାମଙ୍କ ସର୍ବୋଚ୍ଚ ମୂର୍ତ୍ତି ସ୍ଥାପନ କରିବେ ୟୁପି ସରକାର

ଲକ୍ଷ୍ନୌ,୨୩।୭: ଉତ୍ତର ପ୍ରଦେଶ ସରକାର ଭଗବାନ ରାମଙ୍କର ଏକ ୨୫୧ ମିଟର ଉଚ୍ଚତା ବିଶିଷ୍ଟ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ଯୋଜନା କରିଛନ୍ତି। ଅଯୋଧ୍ୟାରେ ଏହା ସ୍ଥାପନ କରାଯିବ। ଗୁଜରାଟରେ ପ୍ରତିଷ୍ଠା ହୋଇଥିବା ଷ୍ଟାଚ୍ୟୁ ଅଫ୍‌ ୟୁନିଟି ବା ସର୍ଦ୍ଦାର ବଲ୍ଲଭ ଭାଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri