ଡେରାଡୁନ୍ରେ ଆର୍ଏସ୍ଏସ୍ ଖୋଲିବ ଆଧୁନିକ ମଦ୍ରାସା
ଡେରାଡୁନ୍,୨୨।୫: ଆର୍ଏସ୍ଏସ୍ ପକ୍ଷରୁ ଡେରାଡୁନ୍ରେ ଆଧୁନିକ ମଦ୍ରାସା ଖୋଲିବା ଯୋଜନା କରାଯାଇଛି। ଆର୍ଏସ୍ଏସ୍ର ମୁସଲମାନ୍ ମଞ୍ଚ ଶାଖା ପକ୍ଷରୁ ଏନେଇ ଉଦ୍ୟମ ଆରମ୍ଭ ହୋଇଛି। ମଦ୍ରାସା ପାଇଁ ଆବଶ୍ୟକ ଜମି ମଧ୍ୟ ଆବଣ୍ଟନ କରାଯାଇଥିବା କୁହାଯାଉଛି। ଏହି ମଦ୍ରାସରେ ଧାର୍ମିକ ପୁସ୍ତକ…
ଟଙ୍କାଏରେ ହେବ ଅନ୍ତିମ ସଂସ୍କାର
ହାଇଦ୍ରାବାଦ୍,୨୨।୫: ପୂର୍ବରୁ ଟଙ୍କାଏରେ ଖାଦ୍ୟ ଯୋଜନା ଆରମ୍ଭ ହୋଇଥିଲା। ତେବେ ଏବେ ତେଲେଙ୍ଗାନାର କରିମ୍ନଗର ନଗର ନିଗମ ପକ୍ଷରୁ ଆରମ୍ଭ ହୋଇଛି ଏକ ନିଆରା ଯୋଜନା। ଏହା ଦେଶରେ ପ୍ରଥମକରି ଆରମ୍ଭ ହୋଇଥିବା କୁହାଯାଉଛି। ଏଠାରେ ମୃତକଙ୍କ ଅନ୍ତିମ ସଂସ୍କାର କେବଳ…
ଥରିଲା ଆଣ୍ଡାମାନ
ପୋର୍ଟବ୍ଲେୟାର,୨୨।୫: ଆଣ୍ଡାମାନ ନିକୋବରରେ ବୁଧବାର ଭୂକମ୍ପ ଅନୁଭୁତ ହୋଇଛି। ଭୋର୍ ୬ଟା ୯ରେ ଏଠାରେ ଭୂକମ୍ପ ହୋଇଛି। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୮ ଥିବାଭାରତୀୟ ଭୂବିଜ୍ଞାନ ସଂସ୍ଥା ପକ୍ଷରୁ କୁହାଯାଇଛି। ଭୋର୍ ସମୟରେ ଭୂକମ୍ପ ହେବାରୁ ଘରେ ଥିବା ଲୋକେ…
ରିସାଟ୍-୨-ବି ଉପଗ୍ରହର ସଫଳ ଉତ୍କ୍ଷେପଣ: ସୀମାରେ ରହିବ କଡ଼ା ନଜର
ଶ୍ରୀହରିକୋଟା,୨୨।୫: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ଶ୍ରୀହରିକୋଟାଠାରୁ ବୁଧବାର ରିସାଟ୍-୨-ବି ଉପଗ୍ରହର ସଫଳ ଉତ୍କ୍ଷେପଣ କରାଯାଇଛି। ଏହା ପିଏସ୍ଏଲ୍ଭି-ସି-୪୬ରୁ ଉତ୍କ୍ଷେପଣ କରାଯାଇଛି। ଏହି ରାଡାର ଇମେଜିଂ ଆର୍ଥ ସାଟେଲାଇଟ୍ ଭୋର୍ ୫ଟା ୨୭ରେ ମହାକାଶକୁ ଉତ୍କ୍ଷେପଣ କରାଯାଇଛି। ୬ଶହ…
କୁଲଗାମ୍ରେ ଏନ୍କାଉଣ୍ଟର: ୨ ଆତଙ୍କବାଦୀ ନିହତ
ଶ୍ରୀନଗର ୨୨।୫: ଜମ୍ମୁ-କଶ୍ମୀର କୁଲଗାମ୍ରେ ମିଳିତ ସୁରକ୍ଷାକର୍ମୀଙ୍କ ଏନ୍ କାଉଣ୍ଟରରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି। ସ୍ଥାନୀୟ ଗୋପାଲପୋରାରେ କିଛି ଆତଙ୍କବାଦୀ ଲୁଚିଥିବା ଖବର ପାଇ ସୁରକ୍ଷାକର୍ମୀ ଘେରାବନ୍ଦୀ ଆରମ୍ଭ କରିଥିଲେ। ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ ପାଇଁ ସତର୍କ ସୂଚନା ଦିଆଯାଇଥିଲା। ତେବେ…
ଜାଲିଆତି ଅଭିଯୋଗ ଚିନ୍ତାଜନକ: ପ୍ରଣବ
ନୂଆଦିଲ୍ଲୀ,୨୨ା୫(ପି.ଟି.): ଇଭିଏମ୍କୁ ନେଇ ବିବାଦ ଲାଗି ରହିଥିବାବେଳେ ଭୋଟରଙ୍କ ରାୟରେ ଜାଲିଆତି ଅଭିଯୋଗ ଚିନ୍ତାଜନକ ବୋଲି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କହିଛନ୍ତି। ସଂସ୍ଥାଗତ ସାଧୁତା ସୁନିଶ୍ଚିତ କରିବା ନିର୍ବାଚନ କମିଶନଙ୍କ ଦାୟିତ୍ୱ। ଏହା ସମସ୍ତ କଳ୍ପନାଜଳ୍ପନାର ଅବସାନ ଘଟାଇବା ଆବଶ୍ୟକ…
ଶାହଙ୍କ ଡିନର୍ ପାର୍ଟି
ନୂଆଦିଲ୍ଲୀ,୨୨ା୫: ସାଧାରଣ ନିର୍ବାଚନର ଫଳାଫଳକୁ ନେଇ ଭବିଷ୍ୟବାଣୀ କରିଥିବା ୧୪ ଏକ୍ଜିଟ୍ ପୋଲ ମଧ୍ୟରୁ ୧୨ଟି ଏନ୍ଡିଏ ସପକ୍ଷରେ ଜନମତ ରହିଥିବା କହିଛନ୍ତି। ଏଭଳି ସମୟରେ ସରକାର ଗଠନ ପାଇଁ ମେଣ୍ଟ ରଣନୀତି ସ୍ଥିର କରିବା ଲାଗି ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ…
୫ ହିନ୍ଦୀଭାଷୀ ରାଜ୍ୟ ଉପରେ ଭାଜପା ଭରସା
ନୂଆଦିଲ୍ଲୀ,୨୨ା୫(ପି.ଟି.): ଏକ୍ଜିଟ୍ ପୋଲ୍ଗୁଡ଼ିକ ଭାଜପା ସପକ୍ଷରେ ଜନମତ ରହିଥିବା ଭବିଷ୍ୟବାଣୀ କରିଥିବାବେଳେ ୫ ହିନ୍ଦୀଭାଷୀ ରାଜ୍ୟ ଉପରେ ଭରସା କରିଛି ଗୈରିକ ଦଳ। ୨୦୧୪ ସାଧାରଣ ନିର୍ବାଚନରେ ଉତ୍ତରପ୍ରଦେଶ, ବିହାର, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ର ୧୮୫ ଆସନ ମଧ୍ୟରୁ ଭାଜପାକୁ…
୧୦୦% ଭିଭିପିଏଟି ସ୍ଲିପ୍ ଯାଞ୍ଚ ଆବେଦନ ଖାରଜ
ନୂଆଦିଲ୍ଲୀ,୨୨ା୫(ପି.ଟି.): ଭୋଟ ଗଣତି ଦିନ ଇଲେକ୍ଟ୍ରୋନିକ୍ ଭୋଟିଂ ମେଶିନ୍(ଇଭିଏମ୍) ସହ ୧୦୦ ପ୍ରତିଶତ ଭୋଟର ଭେରିଫାଏବ୍ଲ ପେପର ଅଡିଟ ଟ୍ରେଲ୍ (ଭିଭିପିଏଟି) ସ୍ଲିପ୍ ମେଳ କରାଇବା ପାଇଁ ଦାଏର ଜନସ୍ବାର୍ଥ ମାମଲା (ପିଆଇଏଲ୍)କୁ ସୁପ୍ରିମକୋର୍ଟ ମଙ୍ଗଳବାର ଖାରଜ କରିଦେଇଛନ୍ତି। ପ୍ରଧାନ ବିଚାରପତି…
କମଲନାଥଙ୍କ ଗୋଡ଼ ଟାଣିବାକୁ ଉଦ୍ୟମ
ଭୋପାଳ,୨୨ା୫(ପି.ଟି.): ସାଧାରଣ ନିର୍ବାଚନ ଶେଷହେବା ପରେ ମଧ୍ୟପ୍ରଦେଶର କଂଗ୍ରେସ ନେତୃତ୍ୱାଧୀନ କମଲନାଥ ସରକାର ଉପରେ ଅସ୍ଥିରତାର କଳାବାଦଲ ଘନେଇବାରେ ଲାଗିଛି। କଂଗ୍ରେସ ନେତୃତ୍ୱାଧୀନ ରାଜ୍ୟ ସରକାରଙ୍କ ଗୋଡ଼ ଟାଣିବାକୁ ଭାଜପା ଉଦ୍ୟମ କରୁଛି। ଏଥିଲାଗି ଗୈରିକ ଦଳ କଂଗ୍ରେସ ବିଧାୟକମାନଙ୍କୁ ଅର୍ଥ…
ଅରୁଣାଚଳରେ ଉଗ୍ରପନ୍ଥୀ ଆକ୍ରମଣ: ବିଧାୟକଙ୍କ ସମେତ ୧୧ ଜଣଙ୍କୁ ହତ୍ୟା
ଇଟାନଗର,୨୨ା୫(ପି.ଟି./ଆଇଏନ୍ଏସ୍): ଅରୁଣାଚଳ ପ୍ରଦେଶରେ ନାଗା ଉଗ୍ରପନ୍ଥୀମାନେ ମଙ୍ଗଳବାର ଜଣେ ବିଧାୟକଙ୍କ ସମେତ ୧୧ ଜଣଙ୍କୁ ହତ୍ୟା କରିଛନ୍ତି। ବିଧାୟକ ତଥା ନ୍ୟାଶନାଲ ପିପୁଲ୍ସ ପାର୍ଟି (ଏନ୍ପିପି) ପ୍ରାର୍ଥୀ ତିରୋଙ୍ଗ ଓ ଅନ୍ୟମାନେ ୩ଟି କାର୍ରେ ଆବୋହ ଆସାମରୁ ଫେରୁଥିବାବେଳେ ଅରୁଣାଚଳର ତିରାପ…
ଏବେ ପୁରା ଦେଶରେ ଚାଲିବ ଗୋଟିଏ ସମୟ, ଶୀଘ୍ର ଆସିବ ନିୟମ
ନୂଆଦିଲ୍ଲୀ,୨୧।୫: ଯେଉଁଭଳି ଭାବେ ଜର୍ମାନୀରେ ଜର୍ମାନ ସମୟ ନିର୍ଦ୍ଧାରିତ ହୋଇଛି, ସେହିଭଳି ଭାରତରେ ମଧ୍ୟ ନିର୍ଦ୍ଧାରିତ ସମୟର ବ୍ୟବହାର କରାଯିବ। ଦେଶରେ ଭାରତୀୟ ସମୟକୁ ବ୍ୟବହାର କରିବାକୁ ଏକ ଆଇନ ପ୍ରସ୍ତୃତ କରାଯିବ। ଏହାପରେ ଦେଶର ଏକ ସ୍ବତନ୍ତ୍ର ସମୟ ହେବ…
Archives


