ନିଜ ଦରମା ଟଙ୍କା ବି ଦାନ କରିଦେଉଥିଲେ ସର୍ବପଲ୍ଲୀ ରାଧାକ୍ରିଷ୍ଣନ, ଜାଣନ୍ତୁ ତାଙ୍କ ବିଷୟରେ କିଛି ରୋଚକ ତଥ୍ୟ
ସମାଜ ପାଇଁ ଗୁରୁଙ୍କ ଅବଦାନ ଅତୁଳନୀୟ। ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମଦିବସ ସେପ୍ଟେମ୍ବର ୫କୁ ୧୯୬୨ ମସିହାରୁ ଗୁରୁଦିବସ ଭାବେ ପାଳନ ହୋଇଆସୁଛି। ଡକ୍ଟର ରାଧାକ୍ରିଷ୍ଣନ ଏକାଧାରରେ ଜଣେ ଶିକ୍ଷାବିତ୍, ଦାର୍ଶନିକ ଓ କୁଟନୀତିଜ୍ଞ ଭାବେ ବେଶ ଖ୍ୟାତି…
ମାଲେସିଆ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମୋଦି: ଜାକିର ନାଇକଙ୍କ ପ୍ରତ୍ୟର୍ପଣ ନେଇ ଆଲୋଚନା
ଭ୍ଲାଡିଭୋଷ୍ଟକ୍,୫।୯: ଭାରତରୁ ପଳାୟନ କରିଥିବା ଜାକିର୍ ନାଇକଙ୍କ ପ୍ରତ୍ୟର୍ପଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ମାଲେସିଆ ପ୍ରତିପକ୍ଷ ମହାତିର୍ ବିନ୍ ମହମ୍ମଦଙ୍କ ସହିତ ଆଲୋଚନା କରିଛନ୍ତି। ରୁଷିଆର ଭ୍ଲାଡିଭୋଷ୍ଟକ୍ରେ ଏନେଇ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି। ବିବାଦୀୟ ଇସଲାମିକ୍…
ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସରେ ନିଆଁ
ନୂଆଦିଲ୍ଲୀ, ୫ା୯(ପି.ଟି.): ଦରଭଙ୍ଗା-ନୂଆଦିଲ୍ଲୀ ବିହାର ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସରେ ବୁଧବାର ରାତିରେ ଅଗ୍ନିକାଣ୍ଡ ଘଟିଛି। ରିପୋର୍ଟ ମୁତାବକ ରାତି ୧୦ଟାରେ ପ୍ରଥମେ ଗୋଟିଏ ସ୍ଲିପର କୋଚରେ ନିଆଁ ଲାଗିଥିଲା। ଦମକଳ ବାହିନୀର କର୍ମଚାରୀ ଓ ଉଦ୍ଧାରକାରୀ ଦଳ ସେଠାରେ ପହଞ୍ଚି ସହଯୋଗ…
୬ ଆଇଏସ୍ ଆତଙ୍କବାଦୀ ନିହତ
କରାଚୀ, ୫ା୯(ପି.ଟି.): ପାକିସ୍ତାନର ବେଲୁଚିସ୍ତାନ ଅନ୍ତର୍ଗତ କ୍ୱେଟ୍ଟାରେ ବୁଧବାର ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରରେ ଜଣେ ମହିଳାଙ୍କ ସମେତ ୬ ଆଇଏସ୍ ଆତଙ୍କବାଦୀ ନିହତ ହୋଇଛନ୍ତି। ଅପରେଶନରେ ଜଣେ କର୍ମଚାରୀ ପ୍ରାଣ ହରାଇଥିବାବେଳେ ୮ ସୁରକ୍ଷାକର୍ମୀ ଆହତ ହୋଇଥିବା ଆଇଜିପି ମହସିନ୍ ହାସନ୍ ବଟ୍ଟ…
ମଧ୍ୟପ୍ରଦେଶ କଂଗ୍ରେସରେ ମତଭେଦ
ଗ୍ବାଲିୟର,୫ା୯: ମଧ୍ୟପ୍ରଦେଶ କଂଗ୍ରେସରେ ମତଭେଦ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ କମଳନାଥ ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ଆବଶ୍ୟକ ବୋଲି ଦଳର ସାଧାରଣ ସମ୍ପାଦକ ଜ୍ୟୋତିରାଦିତ୍ୟ ସିନ୍ଧିଆ ବୁଧବାର କହିଛନ୍ତି। ଏଥିସହିତ ସରକାରରେ କେହି ଯେପରି ହସ୍ତକ୍ଷେପ ନ କରନ୍ତି ତାହା ନିଶ୍ଚିତ…
ଗିରଫ ଲଶ୍କର ଆତଙ୍କବାଦୀ ମାନିଲେ: ପାକ୍ ସହାୟତାରେ ଅନୁପ୍ରବେଶ କରିଥିଲେ
ଶ୍ରୀନଗର,୫ା୯: ଗତ ମାସରେ ଜମ୍ମୁ-କଶ୍ମୀର ସୀମାନ୍ତରୁ ଗିରଫ ହୋଇଥିବା ଲଶ୍କର-ଇ-ତୋଇବାର ଦୁଇଜଣ ଆତଙ୍କବାଦୀ ପାକିସ୍ତାନ ସରକାରଙ୍କ ସହାୟତାରେ ଅନୁପ୍ରବେଶ କରିଥିଲେ ବୋଲି ସ୍ବୀକାର କରିଛନ୍ତି। ଜମ୍ମୁ-କଶ୍ମୀରରେ ଆକ୍ରମଣ କରିବା ଲାଗି ସେମାନଙ୍କୁ ପଠାଯାଇଥିଲା ବୋଲି ବୁଧବାର ଖବରଦାତା ସମ୍ମିଳନୀରେ ଜଣେ ବରିଷ୍ଠ…
ବାଟଲା ବାଣ କାରଖାନା ବିସ୍ଫୋରଣରେ ମୃତାହତଙ୍କ ପାଇଁ ସହାୟତା ଘୋଷଣା କଲେ ପଞ୍ଜାବ ସରକାର
ଗୁରୁଦାସପୁର,୪।୯: ପଞ୍ଜାବ ଗୁରୁଦାସପୁର ବାଟଲା ବାଣ କାରଖାନାରେ ବିସ୍ଫୋରଣ ଘଟି ବୁଧବାର ୧୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୭ରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି। ଏହି ଘଟଣାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମବେଦନା ଜ୍ଞାପନ କରିଛନ୍ତି। ତେବେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ…
ଖାରଜ ହେଲା ଶିବକୁମାରଙ୍କ ଆବେଦନ
ନୂଆଦିଲ୍ଲୀ,୪।୯: ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା କର୍ନାଟକର କଂଗ୍ରେସ ନେତା ଡିକେ ଶିବକୁମାରଙ୍କ ଜାମିନ ଆବେଦନକୁ ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟ ଖାରଜ କରି ଦେଇଛନ୍ତି। ଏହାପରେ କୋର୍ଟ ତାଙ୍କୁ ୧୩ ସେପ୍ଟେମ୍ବର ପର୍ଯ୍ୟନ୍ତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର କଷ୍ଟୋଡିକୁ ପଠାଇ…
ଚନ୍ଦ୍ରର ନିକଟତର ହେଲା ଲ୍ୟାଣ୍ଡର୍
ଚେନ୍ନାଇ: ଚନ୍ଦ୍ରଯାନ-୨ ଅର୍ବିଟରରୁ ପ୍ରଥମ ମୁନ୍ ଲ୍ୟାଣ୍ଡର ବିକ୍ରମ ଅଲଗା ହେବା ପରେ ମଙ୍ଗଳବାର ପ୍ରଥମ ଓ ବୁଧବାର ଦ୍ୱିତୀୟ ଡି-ଅର୍ବିଟାଲ ଅପରେଶନ ସକାଳ ୩ ଟା୪୨ ମିନିଟ୍ରେ ଅନ-ବୋର୍ଡ ପ୍ରୋପଲ୍ଶନ ସିଷ୍ଟମ ମାଧ୍ୟମରେ ଆରମ୍ଭ କରାଯାଇ ୯ମିନିଟ୍ରେ ଶେଷ କରାଯାଇଛି।…
ଚାଳକଙ୍କୁ ହୃଦ୍ଘାତ ଯୋଗୁ ପେଟ୍ରୋଲ ପମ୍ପରେ ପଶିଲା ଟ୍ରକ
ଭୋପାଳ,୪।୯: ମଧ୍ୟପ୍ରଦେଶ ସାଗର ସହର କେଣ୍ଟ ଥାନା ଅଞ୍ଚଳ ନିକଟ ଏକ ବାଇପାସ୍ରେ ବୁଧବାର ଏକ ଦୁର୍ଘଟଣା ଘଟିଛି। ଗ୍ୟାସ ସିଭିଣ୍ଡର ଭର୍ତ୍ତି ଥିବା ଟ୍ରକ୍ଟି ବାଇପାସ୍ ଦେଇ ଯାଉଥିବା ବେଳେ ହଠାତ୍ ଚାଳକଙ୍କୁ ହୃଦ୍ଘାତ ଆସିଥିଲା। ଏଥିଯୋଗୁ ଟ୍ରକଟି ଭାରସାମ୍ୟ…
ଗୁରୁଦାସପୁର ବାଣ କାରଖାନାରେ ପ୍ରଚଣ୍ଡ ବିସ୍ଫୋରଣ
ଗୁରୁଦାସପୁର,୪।୯: ପଞ୍ଜାବର ଗୁରୁଦାସପୁରରେ ଥିବା ଏକ ବାଣ କାରଖାନାରେ ବୁଧବାର ଏକ ପ୍ରଚଣ୍ଡ ବିସ୍ଫୋରଣ ହୋଇଛି। ଏଥିରେ ଅତିକମରେ ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଆହତ ହୋଇଥିବା ସୂଚନା ମିଳିଛି। ଖବର ପାଇ ବହୁ ଫାୟାର ଇଞ୍ଜିନିୟର ସେଠାରେ…
ଖାରଜ ହେଲା ହନିପ୍ରିତଙ୍କ ଜାମିନ ଆବେଦନ
ଚଣ୍ଡିଗଡ,୪।୯: ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରମିତ ରାମ ରହିମ ସିଂଙ୍କ ମୁଖ୍ୟ ସହଯୋଗୀ ଥିବା ହନିପ୍ରିତଙ୍କ ଜାମିନ ଆବେଦନ ବୁଧବାର ଖାରଜ ହୋଇଯାଇଛି। ପଞ୍ଜାବ ଓ ହରିୟାଣା ହାଇକୋର୍ଟ ଏହି ଆବେଦନକୁ ଖାରଜ କରି ଦେଇଛନ୍ତି। ସୂଚନାଯୋଗ୍ୟ, ୨୦୧୭ରେ ରାମ…
Archives


