ଜାତୀୟ

ଏନ୍‌ଆର୍‌ସି ସଂଯୋଜକଙ୍କ ନାଁରେ ମାମଲା

ଗୁଆହାଟୀ,୬-୯(ପି.ଟି.):ଆସାମରେ ଏନ୍‌ଆର୍‌ସି(ଜାତୀୟ ନାଗରିକ ପଞ୍ଜିକା) କାର୍ଯ୍ୟରେ ନିୟୋଜିତ ସଂଯୋଜକ ପ୍ରତୀକ ହାଜେଲାଙ୍କ ବିରୋଧରେ ଦୁଇଟି ମାମଲା ରୁଜୁ କରାଯାଇଛି। ଚୂଡ଼ାନ୍ତ ତାଲିକା ପ୍ରସ୍ତୁତିରେ ସେ ଜାଲିଆତି କରିଥିବା ନେଇ ଅଭିଯୋଗ ହେବା ପରେ ‘ଅଲ୍‌ ଅସମ ଗୋରିୟା-ମୋରିୟା ଯୁବ ସଙ୍ଗଠନ’ ପକ୍ଷରୁ…

୭ରେ ଚନ୍ଦ୍ରକୁ ଛୁଇଁବ ଚନ୍ଦ୍ରୟାନ-୨: ୧୧ ବର୍ଷ ତଳର କାମ ସମ୍ପୂର୍ଣ୍ଣ କରିବ

ନୂଆଦିଲ୍ଲୀ,୬-୯(ପି.ଟି.): ୨୦୦୮-୦୯ରେ ଚନ୍ଦ୍ରକୁ ପଠାଯାଇଥିବା ଚନ୍ଦ୍ରୟାନ-୧ର ଅଧୁରା କାର୍ଯ୍ୟକୁ ୧୧ ବର୍ଷ ପରେ ପୂରା କରିବା ଲାଗି ଚନ୍ଦ୍ରୟାନ-୨ର ଅଭିଯାନ ଜାରି ରହିଛି। ଚନ୍ଦ୍ରରେ ଲୋକଙ୍କ ଉପସ୍ଥିତି ଲାଗି ଚନ୍ଦ୍ରୟାନ-୨ ବିଶେଷ ସହାୟତା କରିବ ବୋଲି ମହାକାଶଚାରୀମାନେ ପ୍ରକାଶ କରିଛନ୍ତି। ଇସ୍ରୋ…

ପବିତ୍ର ମୋହନ ଦାସଙ୍କୁ ମିଳିଲା ଜାତୀୟ ଶିକ୍ଷକ ପୁରସ୍କାର

ନୂଆଦିଲ୍ଲୀ, ୬-୯(ପି.ଟି.):ଗୁରୁଦିବସରେ ଭାରତର ୪୬ ଶିକ୍ଷକଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗୁରୁବାର ଜାତୀୟ ଶିକ୍ଷକ ପୁରସ୍କାର-୨୦୧୯ରେ ସମ୍ମାନିତ କରିଛନ୍ତି। କୋରାପୁଟର ବୋରିଗୁମାସ୍ଥିତ ପ୍ରୋଜେକ୍ଟ ୟୁପି ସ୍କୁଲ ଶିକ୍ଷକ ପବିତ୍ର ମୋହନ ଦାସ ଏହି ଅବସରରେ ସମ୍ମାନିତ ହୋଇଛନ୍ତି। ବିଜ୍ଞାନ ଭବନରେ ଅନୁଷ୍ଠିତ…

ପିଓକେରେ ଆତଙ୍କବାଦୀଙ୍କ ଭ୍ରାମ୍ୟମାଣ ଶିବିର

ନୂଆଦିଲ୍ଲୀ,୬-୯:କଶ୍ମୀର ସମ୍ପର୍କିତ କେନ୍ଦ୍ରର ନିଷ୍ପତ୍ତିକୁ ମାସେ ପୂରିଥିବାବେଳେ ଏହି ପ୍ରସଙ୍ଗକୁ ନେଇ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ପ୍ରଶମିତ ହୋଇନାହିଁ। ଅନ୍ତର୍ଜାତୀୟ ସମୁଦାୟ ନିକଟରେ କଶ୍ମୀର ପ୍ରସଙ୍ଗ ଉଠାଇ ବିଫଳ ହେବା ପରେ ପାକିସ୍ତାନ ଏବେ ଜମ୍ମୁ-କଶ୍ମୀର ସଂଲଗ୍ନ ନିୟନ୍ତ୍ରଣରେଖା (ଏଲ୍‌ଓସି)କୁ ଅଧିକ…

ଆଇଏନ୍‌ଏକ୍ସ ମିଡିଆ ମାମଲା:ଜେଲ ଗଲେ ଚିଦାମ୍ବରମ,୭୪ତମ ଜନ୍ମଦିନ ଜେଲରେ କଟିବ

ନୂଆଦିଲ୍ଲୀ,୬-୯(ଆଇଏଏନ୍‌ଏସ୍‌):ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇବା ପାଇଁ କୋର୍ଟ ନିର୍ଦ୍ଦେଶ ଦେବା ପରେ ତାଙ୍କୁ ତିହାର ଜେଲକୁ ନିଆଯାଇଛି। ସେ ସେଠାରେ ୧୯ ତାରିଖ ପର୍ଯ୍ୟନ୍ତ ରହିବେ।…

ମାନ୍ଦାବସ୍ଥା ନେଇ ମୁଡିଜ୍‌ ରିପୋର୍ଟ:ଟ୍ରକ୍‌ ଅପରେଟର ଋଣ ଶୁଝିପାରିବେନି

ନୂଆଦିଲ୍ଲୀ,୬-୯:ଦେଶର ଅର୍ଥନୀତିରେ ଦେଖାଦେଇଥିବା ମାନ୍ଦାବସ୍ଥାର ପ୍ରଭାବକୁ ଏବେ ଟ୍ରକ୍‌ ଅପରେଟର ସେକ୍ଟର ମର୍ମେ ମର୍ମେ ଅନୁଭବ କରୁଛନ୍ତି। ବ୍ୟବସାୟ କମିବା କାରଣରୁ ସେମାନେ ନିଜର ଋଣ ପରିଶୋଧ କରିପାରୁ ନାହାନ୍ତି। ପରିସ୍ଥିତି ଏପରି ହେଲାଣି ଯେ, ସେମାନେ ନୂଆ ଟ୍ରକ୍‌ କିଣିବାଠାରୁ…

କଶ୍ମୀରରେ କଟକଣା ହ୍ରାସ ସତ୍ତ୍ୱେ ଦୋକାନ ଖୋଲିବାକୁ ବ୍ୟବସାୟୀ ନାରାଜ

ଶ୍ରୀନଗର,୬-୯:ଭାରତ କଶ୍ମୀରର ସ୍ବାୟତ୍ତତା ପ୍ରତ୍ୟାହାର କରି ହଜାର ହଜାର ସଂଖ୍ୟକ ଅତିରିକ୍ତ ସାମରିକ ବଳ ମୁତୟନ ଓ ବହୁ ନେତାଙ୍କୁ ଗୃହବନ୍ଦୀ କରିବାର ମାସକ ପରେ ସ୍ଥାନୀୟ ବାସିନ୍ଦା ପ୍ରଶାସନକୁ ବିରୋଧ କରିଛନ୍ତି। ମୁସଲମାନ ବହୁଳ ଉପତ୍ୟକାରେ ସ୍ବାଭାବିକ ସ୍ଥିତି ଫେରିଆସିଛି…

ଇନସୁଲିନ୍‌ସ୍ତରକୁ ସ୍ବାଭାବିକ କରେ ଏହି ପାଣି …

ପ୍ରତିଦିନ ସକାଳେ ଜୁଆଣି ପାଣିରେ ଲେମ୍ବୁ ରସ ମିଶାଇ ପିଇଲେ ଅନେକ ଉପକାର ମିଳିଥାଏ। ଏହାଦ୍ୱାରା ରକ୍ତ ସଞ୍ଚାଳନ ସ୍ବାଭାବିକ ହୋଇ ହାର୍ଟ ଆଟାକ୍‌ରୁ ମୁକ୍ତି ମିଳେ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ଏହା ଇନସୁଲିନ୍‌ କ୍ଷରଣକୁ ସ୍ବାଭାବିକ କରିଥାଏ। ଫଳରେ…

ତିହାର ଜେଲ୍‌ ଗଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି.ଚିଦାମ୍ବରମ୍‌

ନୂଆଦିଲ୍ଲୀ: ଆଇଏନ୍‌ଏକ୍ସ ମିଡିଆ ମାମଲାରେ ଗିରଫ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମ୍‌ଙ୍କୁ ଦିଲ୍ଲୀର ସ୍ବତନ୍ତ୍ର ସିବିଆଇ କୋର୍ଟ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ତିହାରର ସେଣ୍ଟ୍ରାଲ ଜେଲ୍‌କୁ ପଠାଇ ଦେଇଛନ୍ତି। ତିହାର ଜେଲରେ ଚିଦାମ୍ବରମ୍‌ଙ୍କୁ କେଉଁସବୁ ସୁବିଧା…

ବଲିଉଡ୍‌ ଫେଷ୍ଟିଭାଲରେ ସମ୍ମାନିତ ହେବେ ବୋମନ ଇରାନୀ

ମୁମ୍ବାଇ: ବଲିଉଡ୍‌ ଅଭିନେତା ବୋମନ ଇରାନୀଙ୍କୁ ଭାରତୀୟ ଫିଲ୍ମରେ ତାଙ୍କର ଉଲ୍ଲେଖନୀୟ ଅବଦାନ ଯୋଗୁ ନରଓ୍ବେରେ ଆୟୋଜିତ ହେଉଥିବା ୧୭ତମ ବଲିଉଡ୍‌ ଫେଷ୍ଟିଭାଲରେ ସମ୍ମାନିତ କରାଯିବ। ଏହି ସମାରୋହ ସେପ୍ଟେମ୍ବର ୬ରେ ଅସ୍‌ଲୋରେ ଆୟୋଜିତ ହେବ। ଏଥିରେ ବୋମନ ୧ହଜାରକୁ ଊର୍ଦ୍ଧ୍ୱ…

ସ୍କୁଲର ମାସିକ ବିଦ୍ୟୁତ୍‌ ବିଲ୍‌ ୬୧୮.୫ କୋଟି ଟଙ୍କା, ଶିକ୍ଷକ ଦେଖି ହେଲେ ଆଶ୍ଚର୍ଯ୍ୟ

ବାରାଣସୀ,୫।୯: ଉତ୍ତର ପ୍ରଦେଶର ବାରାଣସୀର ବିନାୟକା ସହରରେ ଥିବା ଓ-ଗ୍ରେଭ ପବ୍ଲିକ ସ୍କୁଲରେ ବିଦ୍ୟୁତ୍‌ ବିଭାଗ ପକ୍ଷରୁ ଏକ ବିଲ୍‌ ପଠାଯାଇଛି। ଯାହାକୁ ଦେଖି ସ୍କୁଲ କର୍ତ୍ତୃପକ୍ଷ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କାରଣ ବିଲ୍‌ ୬୧୮.୫ କୋଟି ଟଙ୍କାର ଆସିଛି। ସେପ୍ଟେମ୍ବର ୭…

ଅହମ୍ମଦାଦରେ ଭୁଶୁଡିଲା ୩ମହଲା କୋଠା

ଅହମ୍ମଦାବାଦ,୫।୯: ଗୁଜରାଟ ଅହମ୍ମଦାବାଦ ଅମରାଇଓ୍ବାଡିରେ ଗୁରୁବାର ଦ୍ୱିପହରରେ ଏକ ୩ମହଲା ବିଶିଷ୍ଟ କୋଠା ଘର ଭୁଶୁଡିପଡ଼ିଛି। ଘରର କାନ୍ଥ ପଡ଼ିବାରୁ ଏହାର ଭଗ୍ନାବଶେଷ ତଳେ ବହୁ ଲୋକ ଫଶିରହିଛନ୍ତି। ଘଟଣାସ୍ଥଳରେ ପୋଲିସ ଓ ଦମକଳ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri