ଜାତୀୟ

ଦେଶ ନିର୍ମାଣରେ ଶିକ୍ଷକଙ୍କର ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା: ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ,୫।୯: ଗୁରୁ ଦିବସ ଅବସରରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଦେଶର ଶିକ୍ଷକଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଦେଶ ନିର୍ମାଣରେ ଶିକ୍ଷକଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା ସୋନିଆ କହିଛନ୍ତି। ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଗଠନରେ ଶିକ୍ଷକ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି। ଛାତ୍ରୀଛାତ୍ରଙ୍କ ମଧ୍ୟରେ…

ଆସାମ ଏନ୍‌ଆର୍‌ସି ସଂଯୋଜକଙ୍କ ବିରୋଧରେ ମାମଲା ଦାଏର: ଜାଣିଶୁଣି ତାଲିକାରୁ ନାମ ବାଦ୍‌ ଦେଇଥିବା ଅଭିଯୋଗ

ଗୁଆହାଟୀ,୫।୯: ଆସାମ ଏନ୍‌ଆର୍‌ସି ସଂଯୋଜକ ପ୍ରତୀକ ହଜେଲାଙ୍କ ବିରୋଧରେ ମାମଲା ୨ଟି ମାମଲା ଦାଏର ହୋଇଛି। ସେ ଜାଣିଶୁଣି ତାଲିକାରୁ ଲୋକଙ୍କ ନାମ ବାଦ୍‌ ଦେଇଥିବା ଅଭିଯୋଗ ହୋଇଛି। ଆସାମ ଗୋରିୟା ମୋରିୟା ଯୁବା ଛାତ୍ର ପରିଷଦ ପକ୍ଷରୁ ପ୍ରଥମ ମାମଲା…

ହାତ ନାହିଁ, ଗୋଡ ଅଚଳ ତଥାପି ନଦୀ ପାର ହୋଇ ଶିକ୍ଷାଦାନ ପାଇଁ ଯାଆନ୍ତି ଏହି ଶିକ୍ଷକ

କୁକାନାର,୫।୯: ଛତିଶଗଡ଼ ସୁକମା ଜିଲା ମାଝିଡିହି ମାଧ୍ୟମିକ ବିଦ୍ୟାାଳୟରେ ଶିକ୍ଷକ ଭାବେ କାମ କରୁଥିବା ସନ୍ଦିପ ଭଦୋରିଆ ସମସ୍ତଙ୍କ ପାଇଁ ଆଦର୍ଶ ପାଲଟି ଯାଇଛନ୍ତି। ଦିନେ ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇ ସନ୍ଦିପଙ୍କୁ ତାଙ୍କ ଡାହାଣ ହାତ ହରାଇବାକୁ ପଡିଥିଲା।…

ସ୍ପେଶାଲ କୋର୍ଟରେ ଚିଦାମ୍ବରମ୍‌ ଏବଂ କାର୍ତ୍ତିଙ୍କ ଆଗୁଆ ଜାମିନ୍‌ ମଞ୍ଜୁର

ନୂଆଦିଲ୍ଲୀ,୫।୯: ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍‌ ଏବଂ ତାଙ୍କ ପୁଅ କାର୍ତ୍ତି ଚିଦାମ୍ବରମ୍‌ଙ୍କ ଆଗୁଆ ଜାମିନ୍‌ ଦିଲ୍ଲୀର ସିବିଆଇ ସ୍ପେଶାଲ କୋର୍ଟ ଗୁରୁବାର ମଞ୍ଜୁର କରିଛନ୍ତି। ଏୟାରସେଲ୍‌-ମ୍ୟାକ୍ସିସ୍‌ ମାମଲାରେ ଇଡ଼ି ଏବଂ ସିବିଆଇ ପକ୍ଷରୁ କରାଯାଇଥିବା ଅଭିଯୋଗରେ ଉଭୟଙ୍କୁ ଜାମିନ୍‌ ମିଳିଛି।…

ଏସବୁ ଉପାୟ ଦ୍ୱାରା ଘରୁ ଦୂରେଇ ରୁହନ୍ତିି ଝିଟିପିଟି…

କେତେକଙ୍କ ଘରେ ଝିଟିପିଟି ରହିଥାନ୍ତି। ଏହାଦ୍ୱାରା ଘର ମଇଳା ହୋଇଥାଏ। ତେବେ ଝିଟିପିଟିଙ୍କୁ ଘରୁ ଦୂରେଇ ରଖିବା ପାଇଁ ଗନ୍ଧ କପୂର ଗୋଲିର ବ୍ୟବହାର କଲେ ସୁଫଳ ମିଳିଥାଏ। ଏହାର ଗନ୍ଧରେ ଝିଟିପିଟି ଘରୁ ପଳାଇଥାନ୍ତି। ସେହିପରି ପିଆଜ, ରସୁଣ ଏବଂ…

ନିୟମ ଉଲ୍ଲଂଘନ କଲେ ପୋଲିସ ଦେବେ ୨ ଗୁଣା ଜରିମାନା

ନୂଆଦିଲ୍ଲୀ,୫।୯: ନୂଆ ମୋଟର ଯାନ ନିୟମ ଅନୁଯାୟୀ ଏବେ ସାଧାରଣ ଜନତା ମୋଟା ଅଙ୍କର ଜରିମାନା ଗଣୁଥିବା ଦେଖିବାକୁ ମିଳିଛି। ହେଲେ ବୁଧବାର ଦିଲ୍ଲୀ ଜଏଣ୍ଟ ଟ୍ରାଫିକ୍‌ ପୋଲିସ କମିଶନର, ମିନୁ ଚୌଧୁରୀ ଏକ ବଡ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶ…

ଏଲଓସି ନିକଟରେ ପାକ୍‌ ସେନା

ଶ୍ରୀନଗର,୫।୯: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ହଟାଯିବା ପରେ ବିଚଳିତ ହୋଇପଡ଼ିଥିବା ପାକିସ୍ତାନ ଭାରତ ବିରୋଧରେ ପ୍ରତ୍ୟକ୍ଷ ଭାବେ କିଛି କରି ପାରୁ ନ ଥିବା ବେଳେ ଏବେ ଆତଙ୍କବାଦୀଙ୍କ ସାହାରା ନେଇଛି। ଗୋଇନ୍ଦା ବିଭାଗରୁ ମିଳିଥିବା ତଥ୍ୟ ଅନୁସାରେ ପାକିସ୍ତାନୀ ସେନା…

ପ୍ରଥମ ଥର ଲାଗି ମୋଦିଙ୍କ ରାଲି ହେବ ଇକୋ ଫ୍ରେଣ୍ଡଲି

ପାନିପଥ,୫।୯: ପ୍ରଥମ ଥର ଲାଗି ହରିୟାଣାର ରୋହତକରେ ଆସନ୍ତା ୮ ତାରିରେ ମୋଦିଙ୍କ ପାଇଁ ଆୟୋଜିତ ହୋଇଥିବା ରାଲି ଇକୋ ଫ୍ରେଣ୍ଡଲି ହେବ ବୋଲି ଜଣାପଡିଛି। ଏଥର ଏହି ରାଲିରେ ପ୍ଲାଷ୍ଟିକ ସ୍ଥାନରେ କପଡାର ଦଳୀୟ ପତାକା ବ୍ୟବହାର କରାଯିବ। ଏହା…

ପରିବାରର ବିପତ୍ତି ସମୟରେ ଚୁଲି ଫୁଙ୍କିବା ଦାୟିତ୍ୱ ୩ ବର୍ଷର ଶିଶୁ କନ୍ୟା ଜ୍ୟୋତି ଉପରେ: ସୋସିଆଲ୍‌ ମିଡ଼ିଆରେ ଫଟୋ ଭାଇରାଲ

ରାୟପୁର,୫।୯: ଜଣେ ୩ ବର୍ଷର ଶିଶୁ କନ୍ୟା ବସି ଚୁଲି ଫୁଙ୍କୁଥିବା ଫଟୋ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହା ହେଉଛି ଛତିଶଗଡ଼ ଦନ୍ତଓ୍ବାଡ଼ା ଜିଲା କଟେକଲ୍ୟାଣ ଅଞ୍ଚଳରେ ଥିବା ବେଙ୍ଗଲୁର୍‌ ଗାଁର। ଫଟୋରେ ଶିଶୁ କନ୍ୟା ଜ୍ୟୋତି…

ଗୁରୁ ଦକ୍ଷିଣା ପାଇଁ ନିଜ ଆଙ୍ଗୁଠି କାଟିଥିଲେ ଏକଲବ୍ୟ

ସମଗ୍ର ଦେଶରେ ଗୁରୁବାର ଗୁରୁ ଦିବସ ବହୁ ଧୁମ୍‌ଧାମ୍‌ରେ ପାଳନ କରାଯାଇଛି। ସ୍କୁଲ, କଲେଜର ଛାତ୍ରୀଛାତ୍ରମାନେ ଏହି ଉପଲକ୍ଷେ ନିଜ ଗୁରୁଙ୍କୁ ପୂଜାର୍ଚ୍ଚନା କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ସେପ୍ଟେମ୍ବର ୫ ଜନ୍ମଦିନ ଅବସରରେ ପ୍ରତିବର୍ଷ ଗୁରୁ ଦିବସ ପାଳନ…

ଗୁରୁଦିବସ ଅବସରରେ ଶିକ୍ଷକଙ୍କୁ ପୁରସ୍କୃତ କଲେ ରାଷ୍ଟ୍ରପତି: ୪୬ଜଣଙ୍କୁ ରାଷ୍ଟ୍ରୀୟ ସମ୍ମାନ

ନୂଆଦିଲ୍ଲୀ,୫।୯: ଶିକ୍ଷାର ମାନ, ଅଭିନବୀକରଣ ଓ ରୋଚକ କରିଥିବା ଦେଶର ୪୬ ଜଣ ଶିକ୍ଷକଙ୍କୁ ଗୁରୁବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ରୀୟ ସମ୍ମାନରେ ସମ୍ମାନୀତ କରିଛନ୍ତି। ଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ଏହି…

ପାକିସ୍ତାନକୁ ପୁଣି ଚେତାବନୀ ଦେଲେ ରାଜନାଥ ସିଂ: ଭାରତ ବି କରିପାରେ ପରମାଣୁ ଆକ୍ରମଣ

ସିଓଲ,୫।୯: ପାକିସ୍ତାନକୁ ପୁଣି ଥରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଚେତାବନୀ ଦେଇଛନ୍ତି। ଆବଶ୍ୟକ ପଡ଼ିଲେ ଭାରତ ମଧ୍ୟ ପରମାଣୁ ଆକ୍ରମଣ କରିବ ବୋଲି ସେ ଦକ୍ଷିଣ କୋରିଆ ଗସ୍ତ କାଳରେ ସୂଚନା ଦେଇଛନ୍ତି। ଭାରତ ପରମାଣୁ ଆକ୍ରମଣ ନ କରିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri