ଜାତୀୟ

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ ସମୟରେ ଡଙ୍ଗା ସହ ନଦୀରେ ବୁଡ଼ିଗଲେ ଭାଜପା ଏମ୍‌ପି

ପାଟନା,୩।୧୦: ବିହାର ପାଟନା ପାଟଳିପୁତ୍ରର ଭାଜପା ଏମ୍‌ପି ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରାମକ୍ରିପାଲ ଯାଦବ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ବୁଧବାର ଗାନ୍ଧୀ ଜୟନ୍ତୀ ଅବସରରେ ଯାଦବଙ୍କ ନିର୍ବାଚନ ମଣ୍ଡଳୀରେ ‘ଗାନ୍ଧୀ ସଂକଳ୍ପ ଯାତ୍ରା’ କାର୍ଯ୍ୟକ୍ରମ ଆୟୋଜନ ହେବାର…

ନିର୍ବାଚନରେ ଠାକ୍‌ରେ ପରିବାରର ଡେବ୍ୟୁ: ପ୍ରାର୍ଥୀପତ୍ର ଦାଖଲ କଲେ ଆଦିତ୍ୟ

ମୁମ୍ବାଇ,୩।୧୦: ମହାରାଷ୍ଟ୍ରରେ ବହୁ ବର୍ଷର ପରମ୍ପରା ଭାଙ୍ଗିଛି। ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେଙ୍କ ପୁଅ ତଥା ଯୁବାବର୍ଗର ଅଧ୍ୟକ୍ଷ ଆଦିତ୍ୟ ଠାକରେ ମହାରାଷ୍ଟ୍ର ବିଧାନସଭା ପାଇଁ ନିର୍ବାଚନକୁ ଓହ୍ଲାଇଛନ୍ତି। ପ୍ରଥମ ଥର ଠାକରେ ପରିବାରରୁ ଆଦିତ୍ୟ ପ୍ରତ୍ୟେକ୍ଷଭାବେ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି।…

ଦୂର୍ଗାପୂଜାରେ ହେବନାହିଁ ପ୍ଲାଷ୍ଟିକର ବ୍ୟବହାର

ଶିଲଂ,୩।୧୦: ଚଳିତ ବର୍ଷ ଦୁର୍ଗାପୂଜାରେ ମେଘାଳୟରେ ପ୍ଲାଷ୍ଟିକର ବ୍ୟବହାର କରାଯିବ ନାହିଁ ବୋଲି ଜଣାପଡିଛି। ତେବେ ମେଘାଳୟ କେନ୍ଦ୍ରୀୟ ପୂଜା କମିଟି ଦ୍ୱାରା ରାଜ୍ୟର ସମସ୍ତ କମିଟି ପାଇଁ ଏହାକୁ ନେଇ ଏକ ଆଡଭାଇଜରି ଜାରି କରାଯାଇଛି। ଅଧିକାରୀଙ୍କର କହିବା କଥା…

୨୦୨୨ ଅଗଷ୍ଟ ୧୫ ସୁଦ୍ଧା କଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଚଳାଚଳ କରିବ ଟ୍ରେନ୍‌: ରେଳମନ୍ତ୍ରୀ

ନୂଆଦିଲ୍ଲୀ,୩।୧୦: ଆସନ୍ତା ୨୦୨୦ ଅଗଷ୍ଟ ୧୫ ସୁଦ୍ଧା କଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଟ୍ରେନ୍‌ ଚଳାଚଳ କରିବ। ସେହିପରି କାମରୂପଠାରୁ କଚ୍ଛ ପର୍ଯ୍ୟନ୍ତ ମଧ୍ୟ ଟ୍ରେନ୍‌ ଯାତ୍ରା ଆରମ୍ଭ ହେବ ବୋଲି ରେଳମନ୍ତ୍ରୀ ପୀୟୂଷ ଗୋୟଲ ଗୁରୁବାର ସୂଚନା ଦେଇଛନ୍ତି। ଜମ୍ମୁ-କଶ୍ମୀରର କେତେକ…

ହରିୟାଣା ବିଧାନସଭା ନିର୍ବାଚନ ପାଇଁ ୪ର୍ଥ ତାଲିକା ପ୍ରକାଶ କଲା ଜେଜେପି: କରନାଲରୁ ତେଜ ବାହାଦୁର

ଚଣ୍ଡିଗଡ଼,୩।୧୦: ହରିୟାଣା ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବାଜିଛି। ହରିୟାଣା ଆସନ ପାଇଁ ଜନନାୟକ ଜନତା ପାର୍ଟି (ଜେଜେପି)ଗୁରୁବାର ଆଶାୟୀ ପ୍ରାର୍ଥୀଙ୍କ ୪ର୍ଥ ତାଲିକା ଜାରି କରିଛି। ନିଲମ୍ବିତ ବିଏସ୍‌ଏଫ ଯବାନ ତେଜ ବାହାଦୁରଙ୍କୁ ଦଳ ପକ୍ଷରୁ ଟିକେଟ ଦିଆଯାଇଛି। ତେଜ…

ହରିୟାଣା କଂଗ୍ରେସରେ ସିଦ୍ଧୁଙ୍କ ବିରୋଧରେ ବିଦ୍ରୋହ

ଚଣ୍ଡିଗଡ଼,୩।୧୦: ପଞ୍ଜାବର ପୂର୍ବ କ୍ୟାବିନେଟ ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁଙ୍କ ବିରୋଧରେ ସ୍ବର ଉତ୍ତୋଳନ ତେଜିବାରେ ଲାଗିଛି। ହରିୟାଣା କଂଗ୍ରେସର ବହୁ ତୁଙ୍ଗ ନେତା ସିଦ୍ଧୁ ନିର୍ବାଚନ ପ୍ରଚାର କରନ୍ତୁ ବୋଲି ଚାହୁଁ ନାହାନ୍ତି। କାରଣ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ…

ଗାନ୍ଧୀଙ୍କ ମୂର୍ତ୍ତି ସମ୍ମୁଖରେ ଭୋ ଭୋ କାନ୍ଦିଲେ ସମାଜବାଦୀ ପାର୍ଟି ନେତା: ଭିଡ଼ିଓ ଭାଇରାଲ

ଲକ୍ଷ୍ନୌ,୩।୧୦: ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀରେ ସମାଜବାଦୀ ପାର୍ଟି ନେତା ଫିରୋଜ ଖାଁ ଭୋ ଭୋ ହୋଇ କାନ୍ଦିଛନ୍ତି। ଭାଜପା ଦେଶରେ ନାଟକ କରୁଛି ବୋଲି ସେ ଅଭିଯୋଗ କରିଛନ୍ତି। ଭାଜପା ନାଥୁରାମ ଗଡ୍‌ସେଙ୍କର ଅବା ଜାତିର ପିତା ମହାତ୍ମା ଗାନ୍ଧୀଙ୍କର…

ସ୍ବଚ୍ଛତା ଅଭିଯାନ ଜନକଙ୍କୁ ଭୁଲି ଗଲେ ମୋଦି ସରକାର

ମୁମ୍ବାଇ,୩।୧୦: କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର କ୍ଷମତାକୁ ଆସିବା ପରେ ସ୍ବଚ୍ଛ ଭାରତ ଅଭିଯାନ ଆରମ୍ଭ କରିଛନ୍ତି। ତେବେ କେନ୍ଦ୍ର ସରକାର ସ୍ବଚ୍ଛତା ଅଭିଯାନ ଜନକଙ୍କୁ ଭୁଲି ଯାଇଛନ୍ତି ବୋଲି ଅଭିଯୋଗ ହେଉଛି। ଏନେଇ ଅନ୍ତର୍ଜାତୀୟ ସହଯୋଗ ସଂଗଠନର ରାଷ୍ଟ୍ରୀୟ…

ଆଇଏସ୍‌ଆଇ ଇସାରାରେ ଜୈଶ୍‌-ଲଶ୍କର ଓ ଅଲ୍‌-ଉମର ଭାରତରେ ଆକ୍ରମଣ ପାଇଁ ରଚିଛନ୍ତି ଷଡ଼ଯନ୍ତ୍ର: ଆଇବି ରିପୋର୍ଟ

ନୂଆଦିଲ୍ଲୀ,୩।୧୦: ଭାରତରେ ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ପକ୍ଷରୁ ଷଡ଼ଯନ୍ତ୍ର ରଚାଯାଇଛି। ଦେଶର ପ୍ରମୁଖ ସହର ଉପରେ ଆକ୍ରମଣ ପାଇଁ ଆଇଏସ୍‌ଆଇ ଇସାରାରେ ଜୈଶ୍‌-ଇ-ମହମ୍ମଦ୍‌, ଲଶ୍କର-ଇ-ତୋଏବା ଓ ଅଲ୍‌-ଉମର-ମୁଜାହିଦ୍ଦିନ୍‌ ଆଦି ସଂଗଠନ ପକ୍ଷରୁ ଆତ୍ମଘାତୀ ଷଡ଼ଯନ୍ତ୍ର ରଚାଯାଇଛି।…

ସଲ୍‌ମାନଙ୍କ ଫିଟ୍‌ ଇଣ୍ଡିଆ ବାର୍ତ୍ତା

ନୂଆଦିଲ୍ଲୀ: ଅକ୍ଟୋବର ୨ରେ ସାରା ଦେଶରେ ଗାନ୍ଧିଜୀଙ୍କ ୧୫୦ତମ ଜୟନ୍ତୀ ପାଳନ କରାଯାଇଛି। ଏହି ଉପଲକ୍ଷେ ବଲିଉଡ୍‌ ସୁପରଷ୍ଟାର ସଲମାନ୍‌ ଖାନ୍‌ ନିଜ ଫ୍ୟାନ୍ସଙ୍କୁ ଦେଇଛନ୍ତି ଏକ ସ୍ବତନ୍ତ୍ର ବାର୍ତ୍ତା। ଏକ ଭିଡିଓ ଶେୟାର କରି ଫ୍ୟାନ୍ସଙ୍କୁ ଗାନ୍ଧୀ ଜୟନ୍ତୀର ଶୁଭକାମନା…

ପାଟନା ପାଇଁ ହ୍ରିତିକ୍‌ଙ୍କ ସମବେଦନା

ନୂଆଦିଲ୍ଲୀ: କ୍ରମାଗତ ବର୍ଷା ଓ ବନ୍ୟା ଯୋଗୁ ବିହାରର ୧୬ ଜିଲାରେ ବନ୍ୟା ସ୍ଥିତି ଉପୁଜିିଛି। ତେବେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ରାଜଧାନୀ ପାଟନା। ଏଭଳି ସ୍ଥିତିରେ ବଲିଉଡ୍‌ ଅଭିନେତା ହ୍ରିତିକ୍‌ ରୋଶନ୍‌ ଚିନ୍ତା ପ୍ରକଟ କରି ନିଜ ଅଫିସିଆଲ…

ରେଳମନ୍ତ୍ରୀଙ୍କ ଘରୁ ଚୋରି

ମୁମ୍ବାଇ,୩।୧୦: କେନ୍ଦ୍ର ରେଳ ମନ୍ତ୍ରୀ ପିୟୁଷ ଗୋଏଲଙ୍କ ଘରୁ ଚୋରି ହୋଇଯାଇଛି। ତାଙ୍କ ମୁମ୍ବାଇସ୍ଥିତ ବାସଭବନରୁ ଚୋରି ହୋଇଥିବା ସେ ପୋଲିସରେ ଅଭିଯୋଗ କରିଥିଲେ। ପୋଲିସ ଏହି ଘଟଣାରେ ଘରର ଚାରଙ୍କୁ ଦିଲ୍ଲୀରୁ ଗିରଫ କରିଛି। ସୂଚନାଯୋଗ୍ୟ, ମୁମ୍ବାଇର ନେୟେନ୍ସି ରୋଡରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?