ମୋଦିଙ୍କ ବିଜୟରେ ଦୁଃଖ ପ୍ରକାଶ କଲେ ଏହି ବଲିଉଡ୍ ଅଭିନେତ୍ରୀ
ମୁମ୍ବାଇ,୨୫।୫: ଲୋକ ସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଜୟରେ ଦେଶ ବିଦେଶରୁ ଶୁଭେଚ୍ଛା ବାର୍ତ୍ତା ଛୁଟିଛି। ଏଥିରେ ବଲିଉଡ୍ କଳାକାର ମଧ୍ୟ ସାମିଲ ଅଛନ୍ତି। ତେବେ ବଲିଉଡ୍ ଅଭିନେତ୍ରୀ ପୂର୍ଣ୍ଣା ଜଗନ୍ନାଥନ୍ ମୋଦିଙ୍କ ବିଜୟରେ ଦୁଃଖ ପ୍ରକାଶ କରିଛନ୍ତି। ମୋଦିଙ୍କ…
୫ ମହଲା ହୋଟେଲରେ ଅଗ୍ନିକାଣ୍ଡ: ନିଆଁ ଘେରରେ କେତେକ ପରିବାର
ଲକ୍ଷ୍ନୌ, ୨୫।୫: ଉତ୍ତରପ୍ରଦେଶ କାନପୁରରେ ଏକ ୫ ମହଲା ହୋଟେଲ ଅଗ୍ନିକାଣ୍ଡ ଘଟିଛି। ସ୍ଥାନୀୟ କଲେକ୍ଟରଗଞ୍ଜ ଥାନା ଅଞ୍ଚଳରେ ଥିବା ଲକି ହୋଟେଲରେ କେତେକ ପରିବାର ନିଆଁ ଘେରରେ ରହିଥିବା କୁହାଯାଉଛି। ସେମାନେ ବୁଲିବା ପାଇଁ ଏଠାକୁ ଆସି ହୋଟେଲରେ ରହିଥିଲେ।…
ପ୍ରତିନିଧିତ୍ୱ କରିବେ ୭୮ ମହିଳା
ନୂଆଦିଲ୍ଲୀ,୨୫ା୫(ପି.ଟି.): ୨୦୧୯ ସାଧାରଣ ନିର୍ବାଚନ ଶେଷ ହୋଇ ଫଳ ପ୍ରକାଶ ପାଇଛି। ଜୁନ୍ ୩ ପୂର୍ବରୁ ଗଠନ ହେବାକୁ ଥିବା ସପ୍ତଦଶ ଲୋକ ସଭାକୁ ଦେଶର ବିଭିନ୍ନ ଭାଗରୁ ଭିନ୍ନ ଭିନ୍ନ ରାଜନୈତିକ ଦଳର ୭୮ ମହିଳାଙ୍କୁ ମତଦାତା ନିର୍ବାଚିତ କରିଛନ୍ତି।…
ନିଜ ହେଲିକପ୍ଟରକୁ ଖସାଇଥିଲା ଆଇଏଏଫ୍
ନୂଆଦିଲ୍ଲୀ,୨୫ା୫: ପୁଲ୍ଓ୍ବାମା ଆକ୍ରମଣ ପରେ ପାକିସ୍ତାନର ବାଲାକୋଟ୍ ଶିବିରରେ ଭାରତୀୟ ବାୟୁସେନା (ଆଇଏଏଫ୍) ପକ୍ଷରୁ କରାଯାଇଥିବା ଏୟାର୍ଷ୍ଟ୍ରାଇକ୍ରେ ୩୫୦ରୁ ଊର୍ଦ୍ଧ୍ୱ ଆତଙ୍କବାଦୀ ନିହତ ହୋଇଥିବା ଦାବି କରାଯାଇଥିଲା। ଏହାର ସତ୍ୟାସତ୍ୟ ଅଦ୍ୟାବଧି ସାମ୍ନାକୁ ଆସି ନ ଥିବାବେଳେ କେତେକ ଜାତୀୟ ଗଣମାଧ୍ୟମରେ…
ବିବାଦ ସତ୍ତ୍ୱେ ବିଜୟୀ
ନୂଆଦିଲ୍ଲୀ,୨୫ା୫(ପି.ଟି.):ନିର୍ବାଚନ ପ୍ରଚାର ବେଳେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ଭାଜପା ପ୍ରାର୍ଥୀ ପ୍ରଜ୍ଞାସିଂ ଠାକୁର ଏବଂ ସମାଜବାଦୀ ପାର୍ଟି ନେତା ଆଜମ୍ ଖାନ୍ ସେମାନଙ୍କ ଆସନରୁ ବିଜୟୀ ହୋଇଛନ୍ତି। ବିବାଦୀୟ ମନ୍ତବ୍ୟ ଏବଂ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ…
ଆସନ ବଞ୍ଚାଇପାରିଲେ ୧୯୭ ଏମ୍ପି
ନୂଆଦିଲ୍ଲୀ,୨୫ା୫(ପି.ଟି.): ୨୦୧୪ରେ ନିର୍ବାଚିତ ହୋଇଥିବା ଏମ୍ପିଙ୍କ ମଧ୍ୟରୁ ଏଥର ସାଧାରଣ ନିର୍ବାଚନରେ ୧୯୭ ଜଣ ନିଜ ଆସନ ବଞ୍ଚାଇପାରିଛନ୍ତି। ସେମାନଙ୍କ ମଧ୍ୟରେ ୨୭ ମହିଳା ଏମ୍ପି ଅଛନ୍ତି। ୭ ପର୍ଯ୍ୟାୟ ଲୋକ ସଭା ନିର୍ବାଚନର ୫୪୨ ଆସନରେ ଭୋଟଗ୍ରହଣ କରାଯାଇଥିଲା। ଫଳାଫଳ…
ରାଷ୍ଟ୍ରପତିଙ୍କୁ ଭେଟି ଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀ ମୋଦି: ଲୋକ ସଭା ଭଙ୍ଗ ପାଇଁ ପ୍ରସ୍ତାବ ଗୃହୀତ
ନୂଆଦିଲ୍ଲୀ,୨୪।୫: ଚଳିତ ଲୋକ ସଭା ନିର୍ବାଚନରେ ଭାଜପା ବହୁମତରେ ବିଜୟୀ ହୋଇଛି। ବହୁମତ ପାଇବା ପରେ ଶୁକ୍ରବାର ସାରେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏଥିସହ ସମସ୍ତ ମନ୍ତ୍ରିପରିଷଦ ସଦସ୍ୟ ମଧ୍ୟ…
ସୁରଟର କୋଚିଂ ସେଣ୍ଟରରେ ଭୟାବହ ଅଗ୍ନିକାଣ୍ଡ
ସୁରଟ,୨୪।୫: ଗୁଜରାଟରେ ହୀରା ସହର କୁହାଯାଉଥିବା ସୁରଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଶୁକ୍ରବାର ସରଥାନା ଅଞ୍ଚଳରେ ଥିବା ତକ୍ଷଶୀଳା କମପ୍ଲେକ୍ସରେ ଅଗ୍ନିକାଣ୍ଡ ଘଟିଛି। ସେଠାରେ ଥିବା ଏକ କୋଚିଂ ସେଣ୍ଟରରେ ନିଅଁ। ଲାଗିଯାଇ ଧୀରେ ଧୀରେ ଚାରିଆଡେ ବ୍ୟାପିଯାଇଥିଲା। ଏହି ଅଗ୍ନିକାଣ୍ଡରେ…
ପରଦାକୁ ଆସିଲା ମୋଦିଙ୍କ ବାୟୋପିକ
ମୁମ୍ବାଇ,୨୪।୫: ବହୁ ବାଦ ବିବାଦ ପରେ ଶୁକ୍ରବାର ପରଦାରେ ରିଲିଜ୍ ହୋଇଛି ମୋଦିଙ୍କ ବାୟୋପିକ ‘ପିଏମ୍ ମୋଦି’। ଏହି ଫିଲ୍ମକୁ ଦର୍ଶକଙ୍କ ଭଲ ରେସପନ୍ସ ମିଳିଥିବା ଜଣାପଡ଼ିଛି। ଗୋଟିଏ ପଟେ ମୋଦିଙ୍କ ଦ୍ୱିତୀୟ ବିଜୟକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ଭରି…
ମୋଦିଙ୍କ ଶୁଭେଚ୍ଛା ଜଣାଇ ଟ୍ରଲ ହେଲେ ଶବାନା
ମୁମ୍ବାଇ,୨୪।୫: ଲୋକ ସଭା ନିର୍ବାଚନ ଫଳାଫଳ ଆସିବା ପରେ ସୋସିଆଲ ମିଡିଆରେ ମୋଦିଙ୍କ ସମର୍ଥକ ଓ ବିରୋଧୀଙ୍କ ପକ୍ଷରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ଭଲ ପ୍ରଦର୍ଶନ ଦେଖାଇ ବିଜୟ ହାସଲ କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବଲିଉଡ୍ରୁ ମଧ୍ୟ ଶୁଭେଚ୍ଛାର…
ନିର୍ବାଚନ ସରୁ ସରୁ ରବର୍ଟଙ୍କ ବଢ଼ିଲା ସମସ୍ୟା: ଅନ୍ତରୀଣ ଜାମିନ ରଦ୍ଦ ପାଇଁ ହାଇକୋର୍ଟରେ ପହଞ୍ଚିଲା ଇଡି
ନୂଆଦିଲ୍ଲୀ,୨୪।୫: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସ୍ବାମୀ ରବର୍ଟ ଭଦ୍ରାଙ୍କ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି। ଲୋକ ସଭା ନିର୍ବାନରେ କଂଗ୍ରେସକୁ ମିଳିଥିବା ଶୋଚନୀୟ ପରାଜୟ ପରେ ଗାନ୍ଧୀ ପରିବାରକୁ ଆଉ ଏକ ଝଟକା ଲାଗିଛି। ବହୁ ଚର୍ଚ୍ଚିତ ମନି…
ମାତ୍ର ୧୮୧ ଖଣ୍ଡ ଭୋଟରେ ହାରିଗଲେ ପ୍ରାର୍ଥୀ
ଲକ୍ଷ୍ମୌ, ୨୪।୫: ରାଜନୀତିରେ ବିଜୟ-ପରାଜୟ ତ ଲାଗିରହିଛି, କିନ୍ତୁ ଯଦି ଅଳ୍ପ ବ୍ୟବଧାନରେ ପରାଜୟ ଭୋଗିବାକୁ ପଡେ ତେବେ ମନ କଷ୍ଟ ହେବ ନିଶ୍ଚୟ। ସେମିତି ଏକ ଦୃଶ୍ୟ ଉତ୍ତର ପ୍ରଦେଶରେ ଦେଖିବାକୁ ମିଳିଛି। ଏଠାରେ ବହୁଜନ ସମାଜ ପାର୍ଟି ପକ୍ଷରୁ…
Archives


