୧୫ ଅଫିସରଙ୍କୁ ଜବରଦସ୍ତି ଅବସର ଦେଲା ସିବିଡିଟି
ନୂଆଦିଲ୍ଲୀ,୨୭।୯: ଭ୍ରଷ୍ଟ ଓ ଦୁର୍ନୀତି ଅଭିଯୋଗରେ କର୍ମଚାରୀଙ୍କ ଉପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କଡ଼ା କାର୍ଯ୍ୟନୁଷ୍ଠାନ ନିଆଯାଇଛି। କେନ୍ଦ୍ରୀୟ ପ୍ରତ୍ୟେକ୍ଷ କର ବୋର୍ଡ(ସିବିଡିଟି) ନିଜର ୧୫ ଜଣ ଅଧିକାରୀଙ୍କୁ ଜବରଦସ୍ତି ଅବସର ଦେଇଥିବା ଜଣାପଡ଼ିଛି। ଏହି ସମସ୍ତ ଅଧିକାରୀ ପ୍ରିନ୍ସିପଲ କମିଶନର,…
ହମିରପୁର ଉପନିର୍ବାଚନରେ ଆସନ ହାତେଇଲା ଭାଜପା
ହମିରପୁର,୨୭।୯: ଉତ୍ତର ପ୍ରଦେଶର ହମୀରପୁର ବିଧାନସଭା ଉପନିର୍ବାଚନରେ ଆସନ ହାତେଇଛି ଭାଜପା। ଭାଜପା ପ୍ରାର୍ଥୀ ଯୁବରାଜ ସିଂହ ସମାଜବାଦୀ ପାର୍ଟି(ଏସ୍ପି)ର ପ୍ରାର୍ଥୀ ମନୋଜ ପ୍ରଜାପତିଙ୍କଠାରୁ ୧୭୭୦୦ ଭୋଟରେ ଜିତି ବିଜୟୀ ହୋଇଛନ୍ତି। ଏହି ବିଜୟ ପରେ ଭାଜପା କାର୍ଯ୍ୟାଳୟରେ ଖୁସୀର ଲହରୀ…
କ୍ୟାନ୍ସର ଚିହ୍ନଟ କରିବ ହୀରା..
କ୍ୟାନ୍ସର ରୋଗୀଙ୍କ ମୃତ୍ୟୁ ମୁଖ୍ୟତଃ ବିଳମ୍ବରେ ରୋଗ ଚିହ୍ନଟ କାରଣରୁ ହୋଇଥାଏ। ହେଲେ ଏବେ ପ୍ରାରମ୍ଭିକ ଅବସ୍ଥାରେ କ୍ୟାନ୍ସରର ଚିହ୍ନଟ ସମ୍ଭବ, ଆଉ ଏହି ଚିହ୍ନଟ କରାଇବ ହୀରା। ଏମ୍ଆର୍ଆଇ ସ୍କାନିଂ ସମୟରେ ହୀରାର ଉପଯୋଗ କରି କ୍ୟାନ୍ସର ଟ୍ୟୁମରର ପ୍ରାରମ୍ଭିକ…
ସବୁଦିନ ଏହି ଶିବମନ୍ଦିର ପ୍ରଦକ୍ଷିଣ କରିଥାନ୍ତି ପକ୍ଷୀଦଳ…
ଶିବମନ୍ଦିରରେ ଶ୍ରଦ୍ଧାଳୁ ୧୦୮ ଥର ପ୍ରଦକ୍ଷିଣ କରିଥାନ୍ତି । ଏହାଦ୍ୱାରା ଶୁଭଫଳ ମିଳିଥାଏ ବୋଲି କେତେକେ କୁହନ୍ତି। ତେବେ ମହେନ୍ଦ୍ରଗିରି ପର୍ବତରେ ଥିବା ଭୀମାଶଙ୍କର ଶିବମନ୍ଦିରରେ ପ୍ରତିଦିନ ପକ୍ଷୀଦଳ ମିଳିତ ଭାବେ ଉଡ଼ି ମନ୍ଦିର ପ୍ରଦକ୍ଷଣ କରିଥାନ୍ତିି। ମନ୍ଦିରରେ ଶଙ୍ଖନାଦ ସହ…
ରାଜସ୍ଥାନରେ ବସ୍-ଜିପ୍ ମୁହାଁମୁହିଁ: ୧୩ ମୃତ
ଯୋଧପୁର,୨୭।୯: ରାଜସ୍ଥାନ ଯୋଧପୁରର ବାଲେସର ଗଁ। ନିକଟରେ ଶୁକ୍ରବାର ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ବସ୍ ଓ ଜିପ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଏଥିରେ ୧୬ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ଶିଶୁ, ୭ ଜଣ ପୁରୁଷ ଓ…
ଚିଫ୍ ଅଫ ଷ୍ଟାଫ୍ କମିଟି ମୁଖ୍ୟ ହେଲେ ବିପିନ ରାୱତ
ନୂଆଦିଲ୍ଲୀ,୨୭।୯: ସ୍ଥଳସେନା ମୁଖ୍ୟ ଜେନେରାଲ ବିପିନ ରାୱତ ଶୁକ୍ରବାର ଚିଫ୍ ଅଫ ଷ୍ଟାଫ୍ କମିଟିର ଅଧ୍ୟକ୍ଷ ପଦ ସମ୍ଭାଳିଛନ୍ତି। ପୂର୍ବରୁ ଏହି ପଦରେ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶଲ ବି.ଏସ୍. ଧନୁଓ୍ବା ଥିବା ବେଳେ ଏବେ ତାଙ୍କ ସ୍ଥାନରେ ବିପିନ…
ଭାରତୀୟ ବାୟୁସେନାର ହ୍ୟାଲିକପ୍ଟର ‘ଚିତା’ ଦୁର୍ଘଟଣାଗ୍ରସ୍ତ
ନୂଆଦିଲ୍ଲ/ଟିମ୍ପୁ,୨୭।୯: ଭାରତୀୟ ବାୟୁସେନାର ଚିତା ହେଲିକପ୍ଟର ଶୁକ୍ରବାର ଭୁଟାନରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଭାରତୀୟ ସେନାର ୨ ପାଇଲଟ ଶହୀଦ ହୋଇଛନ୍ତି। ମୃତ ପାଇଲଟଙ୍କ ଭିତରୁ ଜଣେ ଭାରତୀୟ ସେନାର ପାଇଲଟ ଲ୍ୟୁଟନାଣ୍ଟ କଲୋନେଲ ର଼୍ୟାଙ୍କରେ ଥିବା ବେଳେ ଅନ୍ୟଜଣେ…
କ୍ୟାନସର୍ ରୋଗୀଙ୍କ ପାଇଁ କେଶ ଦାନ କଲେ ମହିଳା ପୋଲିସ ଅଫିସର
ତ୍ରିସୁର,୨୭।୯:କେରଳର ତ୍ରିସୁର ଜିଲାରେ ଜଣେ ପୋଲିସ ଅଫିସର ଅପର୍ଣ୍ଣା ଲଭକୁମାର କ୍ୟାନସର ରୋଗୀଙ୍କ ପାଇଁ ନିଜ କେଶ ଦାନ କରିଦେଇଛନ୍ତି। ଏଭଳି ମହତ୍ କାର୍ଯ୍ୟ ପାଇଁ ତାଙ୍କୁ ସୋସିଆଲ ମିଡିଆରେ ଲୋକେ ପ୍ରଶଂସା କରୁଛନ୍ତି। ଏନେଇ ସେ କହିଛନ୍ତି, ମୁଁ କୌଣସି…
ବାବ୍ରି ମସଜିଦ୍ ମାମଲା: କଲ୍ୟାଣ ସିଂଙ୍କୁ ମିଳିଲା ଜାମିନ
ଲକ୍ଷ୍ନୌ,୨୭।୯:ବାବ୍ରି ମସଜିଦ୍ ଭଙ୍ଗା ମାମଲାରେ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତା କଲ୍ୟାଣ ସିଂଙ୍କୁ ଜାମିନ ମିଳିଛି। ଏହି ମାମଲାରେ କଲ୍ୟାଣ ସିଂଙ୍କ ନାଁରେ ଆଇପିସିର ୧୫୩ଏ, ୧୫୩ବି, ୨୯୫, ୨୯୫ଏ, ୫୦୦ ଧାରାରେ ମାମଲା ରୁଜୁ…
ବ୍ୟାଙ୍କ ଦୁର୍ନୀତି ମାମଲା: ଶରଦ ପାଓ୍ବାରଙ୍କୁ ହାଜର ହେବାକୁ ମନାକଲା ଇଡି
ନୂଆଦିଲ୍ଲୀ,୨୭ା୯: ମହାରାଷ୍ଟ୍ର ରାଜ୍ୟ ସମବାୟ ବ୍ୟାଙ୍କ (ଏମଏସ୍ସିବି) ଦୁର୍ନୀତି ମାମଲାରେ ଫସିଥିବା ଏନସିପି ମୁଖ୍ୟ ଶରଦ ପାଓ୍ବାର ଶୁକ୍ରବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ ହାଜର ହେବାର ଥିଲା। କିନ୍ତୁ ଇଡି ପକ୍ଷରୁ ପାଓ୍ବାରଙ୍କୁ ମେଲ୍ ଯୋଗେ ନ ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ…
ପିଆଜ ପରେ ଏବେ ଟମାଟୋ ପାଳି: କିଲୋ ୬୦ ଟପିଲା
ନୂଆଦିଲ୍ଲୀ,୨୯।୯: ପାର୍ବଣ ଋତୁ ଆସିବା ପୂର୍ବରୁ ପନିପରିବା ଦର ଆକାଶଛୁଆଁ ହୋଇଛି। ରାଜଧାନୀ ଦିଲ୍ଲୀ ଏବଂ ଏହାର ଆଖପାଖ ସହରରେ ପିଆଜ କିଲୋ ପିଛା ୮୦ ଟଙ୍କାରେ ବିକ୍ରି ହେଉଥିବାବେଳେ ଏବେ ଟମାଟୋ କିଲୋ ୬୦ ଟଙ୍କା ଟପିଛି। ଆଗକୁ ଏହି…
ବିକ୍ରମକୁ ପାଇଲାନି ନାସା, ଚେଷ୍ଟା ଜାରି ରଖିବ
ନ୍ୟୁୟର୍କ/ନୂଆଦିଲ୍ଲୀ,୨୭।୯: ମିଶନ ଚନ୍ଦ୍ରଯାନ-୨ରେ ଇସ୍ରୋ ପକ୍ଷରୁ ଚନ୍ଦ୍ରକୁ ପଠାଯାଇଥିବା ଲ୍ୟାଣ୍ଡର ବିକ୍ରମକୁ ଖୋଜି ପାଇଲାନି ଆମେରିକୀୟ ମହାକାଶ ସଂସ୍ଥା ନାସା। ବିକ୍ରମକୁ ଖୋଜିବା ପାଇଁ ଅକ୍ଟୋବରରେ ମଧ୍ୟ ଚେଷ୍ଟା ଜାରି ରହିବ ବୋଲି ନାସା କହିଛି। ଚନ୍ଦ୍ରର ଦକ୍ଷିଣ ମେରୁର ୬୦୦…
Archives


