ଉତ୍ତରାଖଣ୍ଡରେ ବାଦଲ ଫଟା ବର୍ଷା, ଅନେକ ନିଖୋଜ
ଡେରାଡୁନ୍,୧୮।୮: ଉତ୍ତରାଖଣ୍ଡରେ ପୁଣି ପ୍ରକୃତିର କୋପ। ବାଦଲ ଫଟା ବର୍ଷା ଯୋଗୁ ଉତ୍ତରକାଶୀ ଜିଲାରେ ପାଣିରେ ଜଣେ ତିନି ବର୍ଷର ଶିଶୁ ସହ ଅନେକ ଲୋକ ଭାସି ଯାଇଛନ୍ତି। ସେମାନଙ୍କୁ ଖୋଜିବା ପାଇଁ ଏନଡିଆରଏଫର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଜିଲାର…
ଲତାଙ୍କ ଦୀର୍ଘ ଜୀବନ କାମନା କଲେ ରାଷ୍ଟ୍ରପତି
ମୁମ୍ବାଇ,୧୮।୮: ରାଷ୍ଟ୍ରପତି ରାମନାଥ କୋବିନ୍ଦ ରବିବାର ମୁମ୍ବାଇ ଗସ୍ତ କରିଥିବା ବେଳେ ସେଠାରେ ସେ ବଲିଉଡ୍ର କୋକିଳ କଣ୍ଠି ଗାୟିକା ତଥା ଭାରତ ରତ୍ନ ଲତା ମଙ୍ଗେସକରଙ୍କୁ ଭେଟିଛନ୍ତି। ଲତାଙ୍କ ଘରକୁ ଯାଇ ରାଷ୍ଟ୍ରପତି ତାଙ୍କର ସୁସ୍ଥ ଓ ଦୀର୍ଘ ଜୀବନ…
ଦୃଷ୍ଟିଶକ୍ତି ହରାଇଥିବା ୧୧ ଜଣଙ୍କୁ ପେନ୍ସନ୍ ଦିଅନ୍ତୁ ସରକାର: ଶିବରାଜ
ଭୋପାଳ,୧୮।୮: ନିକଟରେ ମୋତିଆବିନ୍ଦୁ ଅପରେଶନ କରି ମଧ୍ୟପ୍ରଦଶର ୧୧ ଜଣ ବ୍ୟକ୍ତି ଦୃଷ୍ଟିଶକ୍ତି ହରାଇଥିଲେ। ଏଥିରେ ତ୍ରୁଟିଥିବାରୁ ମୁଖ୍ୟମନ୍ତ୍ରୀ କମଳନାଥ ଏମାନଙ୍କ ପାଇଁ ୫୦ ହଜାର ଟଙ୍କାର ସହାୟତା ରାଶି ଘୋଷଣା କରିଥିଲେ। ଏବେ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୀତି।…
ଜେଟଲୀଙ୍କୁ ଦେଖିବାକୁ ଏମ୍ସ ଗଲେ କେଜରିଓ୍ବାଲ
ନୂଆଦିଲ୍ଲୀ,୧୮।୮: ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବା ବେଳେ ରବିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ, ଉପ ମୁଖ୍ୟମନ୍ତ୍ରୀ ମନିଶ ସିସୋଦିଆ, ସ୍ବାସ୍ଥ୍ୟମନ୍ତ୍ରୀ ଅଶ୍ୱିନୀ ଚୌବେ ପ୍ରମୁଖ ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନସେସ୍(ଏମ୍ସ) ଗସ୍ତ କରିଛନ୍ତି।…
ନେତାଜୀଙ୍କ ନିଖୋଜ ରହସ୍ୟ ସମ୍ପର୍କରେ ଜାଣିବାର ଅଧିକାର ଦେଶବାସୀଙ୍କର ରହିଛି: ମମତା
କୋଲକାତା,୧୮।୮: ନେତାଜୀ ସୁଭାଷ ବୋଷଙ୍କର ନିଖୋଜ ରହସ୍ୟ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଥରେ ମନ୍ତବ୍ୟ ଦେଇଛନ୍ତି। ସେ ରବିବାର ଟୁଇଟ୍ କରି କହିଛନ୍ତି ଯେ,ଦେଶବାସୀଙ୍କର ଏ ସମ୍ପର୍କରେ ଜାଣିବାର ଅଧିକାର ରହିଛି। ୭୪ ବର୍ଷ ତଳେ ୧୯୪୫…
କଂଗ୍ରେସରୁ ବାହାରିବେ କି ଶତ୍ରୁଘ୍ନ
ନୂଆଦିଲ୍ଲୀ,୧୮।୮: ଲୋକ ସଭା ନିର୍ବାଚନ ପୂର୍ବରୁ ଭାଜପା ଛାଡି କଂଗ୍ରେସରେ ଯୋଗ ଦେଇଥିବା ବଲିଉଡ୍ ଅଭିନେତା ଶତ୍ରୁଘ୍ନ ସିହ୍ନାଙ୍କ ଅଡୁଆ ଏବେ ବଢିଯାଇଛି। କାରଣ ଗତ ସ୍ବାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ମୋଦି ଲାଲକିଲାରେ ଯେଉଁ ଭାଷଣ ଦେଇଥିଲେ ଶତ୍ରୁଘ୍ନ ଏହାର ଖୁବ୍…
ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ୍ ଷ୍ଟାଫ୍: ଦୌଡ଼ରେ ରାଓ୍ବତ ଆଗରେ; ଧନୋଓ୍ବା ୩ ସେନା ପ୍ରମୁଖଙ୍କ ମଧ୍ୟରେ ବରିଷ୍ଠ
ନୂଆଦିଲ୍ଲୀ,୧୮।୮: ଦେଶ ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ୍ ଷ୍ଟାଫ୍ ପଦବୀରେ କିଏ ବସିବ ସେ ନେଇ ନାନା କଳ୍ପନା ଜଳ୍ପନା ଆରମ୍ଭ ହୋଇଛି। ଦୌଡ଼ରେ ସ୍ଥଳସେନା ପ୍ରମୁଖ ଜେନେରାଲ ବିପିନ୍ ରାଓ୍ବତ ଆଗରେ ରହିଛନ୍ତି। ତେବେ ଭାରତୀୟ ସ୍ଥଳସେନା, ବାୟୁସେନା ତଥା…
ଅଗ୍ନିଶମ ବିଭାଗ ଏନ୍ଓସି ବିନା ଚାଲୁଥିଲା ଏମ୍ସ୍: ଅଗ୍ନିକାଣ୍ଡ ପରେ ଖୋଲିଲା ଗୁମର
ନୂଆଦିଲ୍ଲୀ, ୧୮।୮: ଭାରତର ବଡ଼ ସରକାରୀ ହସ୍ପିଟାଲ ଅଗ୍ନିଶମ ବିଭାଗ ଏନ୍ଓସି ବିନା ଚାଲୁଥିଲା। ଶନିବାର ଏହାର ପୁରାତନ ଟିଚିଂ ବ୍ଲକ୍ ଅଗ୍ନିକାଣ୍ଡ ଘଟିବା ପରେ ଏହାର ଗୁମର ଖୋଲିଛି। ନିୟମ ଅନୁସାରେ ପ୍ରତି ୩ ବର୍ଷରେ ଅଗ୍ନିଶମ ବିଭାଗଠାରୁ ଏନ୍ଓସି…
ବଟର ଫେଷ୍ଟିଭାଲ: ୧୩ହଜାର ଫୁଟ ଉଚ୍ଚରେ ଖେଳାଯାଏ କ୍ଷୀର-ଦହିରେ ହୋଲି
ଡେରାଡୁନ,୧୮।୮: ଉତ୍ତରାଖଣ୍ଡ ଏମିତି ଏକ ରାଜ୍ୟ ଯେଉଁଠି ଅନେକ ଉତ୍ସବକୁ ପ୍ରକୃତି ଓ ଦେବତାଙ୍କ ଉଦ୍ଦେଶ୍ୟରେ ସମର୍ପଣ କରାଯାଇଥାଏ। ଆହୁରି ମଧ୍ୟ ଏଠାରେ ଋତୁ ଅନୁଯାୟୀ ଅନେକ ଉତ୍ସବ ପାଳନ କରାଯାଇଥାଏ। ପ୍ରକୃତିକୁ ସମର୍ପଣ କରାଯାଇଥିବା ସେମିତି ଏକ ଉତ୍ସବ ହେଉଛି…
ବୁଡି ଗଲାଣି ଅଧା ଭାରତ
ନୂଆଦିଲ୍ଲୀ,୧୮।୮: ଲଗାଣ ବର୍ଷାରେ ଦେଶର ଅଧିକାଂଶ ଭାଗରେ ବନ୍ୟା ସୃଷ୍ଟି ହୋଇଛି। ଅଧା ଭାରତ ବନ୍ୟାରେ ବୁଡି ଗଲାଣି କହିଲେ ଚଳେ। ଉତ୍ତରାଖଣ୍ଡରେ ଗଙ୍ଗୋତ୍ରୀ, ୟମୁନୋତ୍ରୀ ବିପଦସଙ୍କେତ ଉପରେ ପ୍ରବାହିତ ହେଉଥିବା ବେଳେ ବଦ୍ରିନାଥ ହାଇଓ୍ବେକୁ ବନ୍ଦ କରି ଦିଆଯାଇଛି। ସେହିପରି…
ବାହାଦୂର ଶାହା ଜାଫରଙ୍କ ବଂଶଜ କହିଲେ ରାମ ମନ୍ଦିର ହେଲେ ପ୍ରଥମେ ଇଟା ସେମାନେ ରଖିବେ
ହାଇଦ୍ରାବାଦ,୧୮।୮: ମୋଗଲ ସମ୍ରାଟଙ୍କ ଶେଷ ଶାସକ ବାହାଦୂର ଶାହା ଜାଫରଙ୍କ ବଂଶଜ ହବିବୁଦ୍ଦିନ ତୁସି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେଉ ବୋଲି ଇଚ୍ଛା ପ୍ରକାଶ କରିଛନ୍ତି। ହବିବୁଦ୍ଦିନ କହିଛନ୍ତି ଯଦି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କରାଯାଏ ତେବେ ସେଠାରେ…
କର୍ନାଟକ ଫୋନ୍ ଟ୍ୟାପିଂ ମାମଲା: ତଦନ୍ତ କରିବ ସିବିଆଇ; ସୂଚନା ଦେଲେ ୟେଦୁରପ୍ପା
ବେଙ୍ଗାଲୁରୁ,୧୮।୮: କର୍ନାଟକରେ ହୋଇଥିବା ଫୋନ୍ ଟ୍ୟାପିଂ ମାମଲାର ତଦନ୍ତ ସିବିଆଇ କରିବ ବୋଲି ମୁଖ୍ୟମନ୍ତ୍ରୀ ବି.ଏସ୍.ୟେଦୁରପ୍ପା ରବିବାର ସୂଚନା ଦେଇଛନ୍ତି। ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ଆଲୋଚନା ସମୟରେ ସେ ଏହା କହିଛନ୍ତି। ଏନେଇ ସୋମବାର ସେ ଚିଠି ଲେଖିବେ। ସମସ୍ତ ରାଜନୈତିକ…
Archives


