ଅନୁଚ୍ଛେଦ ୩୭୦ର ବୈଧତାକୁ ଚ୍ୟାଲେଞ୍ଜ୍ କରୁଥିବା ଜନସ୍ବାର୍ଥ ମାମଲା ଶୁଣାଣି ପାଇଁ ସୁପ୍ରିମ୍କୋର୍ଟ ରାଜି ହେଲେ
ନୂଆଦିଲ୍ଲୀ,୧୦।୭: ଅନୁଚ୍ଛେଦ ୩୭୦ର ବୈଧତାକୁ ନେଇ ଚ୍ୟାଲେଞ୍ଜ୍ କରାଯାଥିବା ଏକ ଜନସ୍ବାର୍ଥ ମାମଲାକୁ ସୁପ୍ରିମ୍କୋର୍ଟ ଗ୍ରହଣ କରିବା ସହିତ ଏହାର ଶୁଣାଣି ପାଇଁ ରାଜି ହୋଇଛନ୍ତି। ଏହି ଅନୁଚ୍ଛେଦ ଅନ୍ତର୍ଗତ ଜମ୍ମୁ-କଶ୍ମୀରକୁ ବିଶେଷ ଅଧିକାର ଦିଆଯାଇଛି। ଖୁବ୍ ଶୀଘ୍ର ଏହା ଉପରେ…
ଭାରତୀୟ କ୍ରିକେଟ ଦଳକୁ ଶୁଭକାମନା ଜଣାଇ ଫଶିଗଲେ ଜେଡିୟୁ ନେତା
ପାଟନା, ୧୦।୭: ଆଇସିସି ବିଶ୍ୱକପରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ସେମିଫାଇନାଲ ଖେଳାଯାଉଛି। ଭାରତର ବିଜୟ କାମନା କରି ଦେଶର ବିଭିନ୍ନ ସ୍ଥାନରେ ଯଜ୍ଞ, ପୂଜାର୍ଚ୍ଚନା କରାଯାଉଥିଲାବେଳେ ବିହାରର ଜେଡିୟୁ ନେତା ଅଜୟ ଆଲୋକ ଭାରତୀୟ ଦଳକୁ ଶୁଭକାମନା ଦେବା ଚକ୍କରରେ…
ସ୍ବାମୀଙ୍କୁ ଜେଲ୍ ପଠାଇବା ପାଇଁ ଫିଲ୍ମ ଷ୍ଟାଇଲ୍ରେ ମିଛ ଆତ୍ମହତ୍ୟା କଲେ ସ୍ତ୍ରୀ; ବେଙ୍ଗାଲୁର୍ରୁ ଗିରଫ କଲା ପୋଲିସ
ନୂଆଦିଲ୍ଲୀ,୧୦।୭: ସ୍ବାମୀଙ୍କୁ ଜେଲ୍ ପଠାଇବା ପାଇଁ ଜଣେ ସ୍ତ୍ରୀ ଫିଲ୍ମ ଷ୍ଟାଇଲ୍ରେ ମିଛ ଆତ୍ମହତ୍ୟା କରିଥିଲେ। ତେବେ ପରେ ପୋଲିସ ତାଙ୍କୁ ବେଙ୍ଗାଲୁର୍ରୁ ଜୀବିତ ଅବସ୍ଥାରେ ଗିରଫ କରିଛି। ଜୁଲାଇ ୫ରୁ ଦିଲ୍ଲୀର ଜଣେ ମହିଳା କୋମଲ ନିଖୋଜ ଥିବା ନେଇ…
ଖଣି ଦୁର୍ନୀତିରେ ବୁଲନ୍ଦ ସହରର ଡିଏମ୍ଙ୍କ ଘରେ ଚଢ଼ାଉ
ଭୋପାଳ,୧୦।୭: ଉତ୍ତରପ୍ରଦେଶର ବହୁଚର୍ଚ୍ଚିତ ଖଣି ଦୁର୍ନୀତି ମାମଲା ନେଇ ବୁଧବାର ସିବିଆଇ ପକ୍ଷରୁ ଚଢ଼ାଉ କରାଯାଇଛି। ବୁଲନ୍ଦ ସହରର ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ(ଡିଏମ୍) ଅଭୟ କୁମାର ସିଂହଙ୍କ ଘରେ ସିବିଆଇ ଚଢ଼ାଉ କରିଛି। ତାଙ୍କ ବାସଭବନରୁ ବିପୁଳ ପରିମାଣର ନଗଦ ଟଙ୍କା ଜବତ…
ମାଓବାଦୀଙ୍କ ଜୀବନ କାହାଣୀ: ପୋଲିସ ବିଭାଗ ପକ୍ଷରୁ ନିର୍ମିତ ହେଉଛି ଫିଲ୍ମ; ମୁଖ୍ୟ ଭୂମିକାରେ ଏସ୍ପି
ବିଳାସପୁର,୧୦।୭: ମାଓବାଦୀଙ୍କ ଜୀବନ କାହାଣୀ ଉପରେ ଛତିଶଗଡ଼ ପୋଲିସ ପକ୍ଷରୁ ଏକ କ୍ଷୁଦ୍ର ଫିଲ୍ମ ନିର୍ମାଣ କରାଯିବା ଯୋଜନା କରାଯାଇଛି। ଏଥିରେ ଏସ୍ପି ଡ. ଅଭିଷେକ ପଲ୍ଲବ ମୁଖ୍ୟ ଭୂମିକାରେ ଅଭିନୟ କରିବେ ବୋଲି କୁହାଯାଉଛି। ଫିଲ୍ମରେ ଶହେରୁ ଅଧିକ ପୋଲିସ…
ବିଧାୟକଙ୍କୁ ଭେଟିବା ପାଇଁ ଅଡି ବସିଲେ ଶିବକୁମାର: ମୁମ୍ବାଇ ହୋଟେଲ ଆଗରେ ଲାଗିଲା ୧୪୪ ଧାରା
ମୁମ୍ବାଇ, ୧୦।୭: କର୍ନାଟକ ରାଜନୈତିକ ସଙ୍କଟ ଏବେ ବେଙ୍ଗାଲୁରୁ ଛାଡି ମୁମ୍ବାଇରେ ପହଞ୍ଚିଛି। ମେଣ୍ଟ ସରକାରରୁ ଇସ୍ତଫା ଦେବାପରେ କଂଗ୍ରେସ ଓ ଜେଡିଏସ ୧୦ ବିଧାୟକ ମୁମ୍ବାଇର ଏକ ୫ ଷ୍ଟାର ହୋଟେଲରେ ରହୁଛନ୍ତି। ବୁଧବାର ତାଙ୍କୁ ମନାଇବାକୁ କଂଗ୍ରେସ ନେତା…
ଯୌତୁକ ପାଇଁ ଅନ୍ୟ ଜଣେ ମହିଳାଙ୍କ ସହ ସ୍ବାମୀଙ୍କ ବିବାହ କରାଇଲେ ସ୍ତ୍ରୀ
ପାଟନା, ୧୦।୭: ସ୍ତ୍ରୀ ନିଜ ସ୍ବାମୀଙ୍କ ବିବାହ ପ୍ରସ୍ତାବ ନେଇ ଅନ୍ୟ ଜଣେ ମହିଳାଙ୍କ ଘରକୁ ଯିବା କଥା କେବେ ଶୁଣିଛନ୍ତି କି? ମାତ୍ର ୧୩ ଲକ୍ଷ ଟଙ୍କା ପାଇଁ ଏଭଳି ଆଶ୍ଚର୍ଯ୍ୟକର ଘଟଣା ଘଟିଛି ବିହାରରେ। ଘଟଣାର ପର୍ଦ୍ଦାଫାଶ ହେବା…
କୁମାରସ୍ବାମୀଙ୍କ ଇସ୍ତଫା ଦାବିରେ ଧାରଣାରେ ବସିଲେ ୟେଦୁରପ୍ପା
ବେଙ୍ଗାଲୁରୁ, ୧୦।୭: କର୍ନାଟକରେ କଂଗ୍ରେସ-ଜେଡିଏସ ମେଣ୍ଟର ୧୩ ଜଣ ବିଧାୟକଙ୍କ ଇସ୍ତଫାପତ୍ର ଦେବା ପରେ ସେଠାକାର ରାଜନୀତି ସମ୍ପୂର୍ଣ୍ଣ ବଦଳି ଯାଇଛି। କଂଗ୍ରେସ-ଜେଡିଏସ ମେଣ୍ଟ ବଞ୍ଚାଇବା ପାଇଁ ଚାଲିଛି କସରତ। ଏପଟେ କର୍ନାଟକ ବିଧାନସଭା ଆଗରେ ଧାରଣାରେ ବସିଛନ୍ତି ଭାଜପାର ବରିଷ୍ଠ…
ଅଲ୍ କାଏଦା ଆତଙ୍କବାଦୀ ଜଓ୍ବାହିରିଙ୍କ ଧମକପୂର୍ଣ୍ଣ ଲେଖା: କଶ୍ମୀରକୁ ଭୁଲ ନାହିଁ
ନୂଆଦିଲ୍ଲୀ,୧୦।୭: ଅଲ୍ କାଏଦା ଆତଙ୍କବାଦୀ ଅଲ୍ ଜଓ୍ବାହିରିଙ୍କ ଏକ ଧମକପୂର୍ଣ୍ଣ ଲେଖା ଜାରି ହୋଇଛି। ଏଥିରେ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇଁ କୁହାଯାଇଛି। କଶ୍ମୀରକୁ ଭୁଲ ନାହିଁ ବୋଲି ଜଓ୍ବାହିରି ଆତଙ୍କବାଦୀ ସଂଗଠନ ସଦସ୍ୟଙ୍କୁ ଆହ୍ବାନ ଦେଇଛନ୍ତି। ଏହି ଧମକପୂର୍ଣ୍ଣ…
ମା’ଙ୍କ ବିକଳ କାନ୍ଦରେ ବ୍ରେନ୍ ଡେଡ୍ ପୁଅ ଆଖିରୁ ବୋହିଲା ଲୁହ
ହାଇଦ୍ରାବାଦ୍,୧୦।୭: ମା’ ଏବଂ ସନ୍ତାନ ସମ୍ପର୍କ ଅତି ନିବିଡ଼। ମା’ ସନ୍ତାନ ପାଇଁ ଜୀବନକୁ ବାଜି ଲଗାଇ ପାରେ। ମା’ର ସ୍ନେହ ଡାକରେ ରହିଛି ଚମତ୍କାର। ଏହାର ସଦ୍ୟତମ ଉଦାହରଣ ତେଲେଙ୍ଗାନା ସୂର୍ଯ୍ୟାପେଟ୍ ଜିଲାରେ ଦେଖିବାକୁ ମିଳିଛି। ସ୍ଥାନୀୟ ପିଲ୍ଲାଲମେରୀ ଗାଁରେ…
ଚାଷୀଙ୍କ ପାଇଁ ହଜାରେ କୋଟିର କଲ୍ୟାଣ ପାଣ୍ଠି ଘୋଷଣା କଲେ ଗେହଲଟ୍ ସରକାର
ଜୟପୁର,୧୦।୭: ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ସରକାର ଚାଷୀଙ୍କ ପାଇଁ ହଜାରେ କୋଟି ଟଙ୍କାର କଲ୍ୟାଣ ପାଣ୍ଠି ଗଠନ ସମ୍ପର୍କରେ ଘୋଷଣା କରିଛନ୍ତି। ବୁଧବାର ରାଜ୍ୟ ବିଧାନସଭାରେ ବଜେଟ୍ ଉପସ୍ଥାପନ ହୋଇଛି। ବଜେଟ୍ ଚାଷୀଙ୍କ ଆର୍ଥିକ ସୁରକ୍ଷା ପାଇଁ କଲ୍ୟାଣ ପାଣ୍ଠି…
୩ହଜାର ୩ଶହ ୫୦ କୋର୍ଟରେ ଲାଗିବ ନ୍ୟାୟିକ ଘଣ୍ଟା: ଖର୍ଚ୍ଚ ହେବ ୪ଶହ ୩୬ କୋଟି
ନୂଆଦିଲ୍ଲୀ,୧୦।୭: ଦେଶର ୩ହଜାର ୩ଶହ ୫୦ କୋର୍ଟରେ ନ୍ୟାୟିକ ଘଣ୍ଟା ଲାଗିବ ବୋଲି କେନ୍ଦ୍ର ସରକାର ଯୋଜନା କରିଛନ୍ତି। ଏସମ୍ପର୍କିତ ପ୍ରସ୍ତାବ ୧୫ତମ ଅର୍ଥ କମିଶନଙ୍କ ନିକଟରେ ଦାଖଲ କରାଯାଇଛି। ଏହାଦ୍ୱାରା ଦେଶର ବିଭିନ୍ନ କୋର୍ଟର ତାଲିକା ସୂଚି ଏଲ୍ଇଡି ଡିସପ୍ଲେରେ…
Archives


