ଜାତୀୟ

ଶାସ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଏକାଠି ପହଞ୍ଚିଲେ ମୋଦି, କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨।୧୦: ସାରା ଦେଶରେ ଆଜି ଜାତିର ପିତା ମହାତ୍ମା ଗାନ୍ଧୀ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ କରୁଛି। ଏହାସହ ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ମଧ୍ୟ ୧୧୬ତମ ଜୟନ୍ତୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜଘାଟରେ…

ଜଣଙ୍କ ମୃତଦେହ ନେବା ପାଇଁ ଅଡି ବସିଲେ ୭ ସ୍ତ୍ରୀ

ହରିଦ୍ୱାର,୨।୧୦: ଧର୍ମନଗରୀ ହରିଦ୍ୱାରରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତିଙ୍କ ମୃତଦେହ ନେବା ପାଇଁ ଅଡି ବସିଛନ୍ତି ତାଙ୍କ ୭ ସ୍ତ୍ରୀ। ଘଟଣାକୁ ନେଇ ପୋଲିସର ମୁଣ୍ଡବିନ୍ଧା ବଢିଛି। ସୂଚନାଯୋଗ୍ୟ, ରବିବାର ହରିଦ୍ୱାରରେ ପବନ କୁମାର(୪୦) ନାମକ ଜଣେ…

ସଂକଳ୍ପ ଯାତ୍ରାର ଶୁଭାରମ୍ଭ କଲେ ଶାହ: ସ୍ବଚ୍ଛତାକୁ ଜନଆନ୍ଦୋଳନର ରୂପ ଦେଇଛନ୍ତି ମୋଦି

ନୂଆଦିଲ୍ଲୀ,୨।୧୦: ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଉପଲକ୍ଷେ ଦେଶବ୍ୟାପି ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି ଅବସରରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସଂକଳ୍ପ ଯାତ୍ରାର ଶୁଭାରମ୍ଭ କରିଛନ୍ତି। ସେ କହିଛନ୍ତି ଯେ, ମହାତ୍ମାଙ୍କର ସ୍ବଚ୍ଛତା ପ୍ରତି ଆଗ୍ରହଥିଲା। ଭାରତ ସ୍ବାଧୀନତା…

ବିହାର ବନ୍ୟା: ନୀତିଶଙ୍କୁ ଘେରିଲା ଭାଜପା

ପାଟନା,୨।୧୦: ବିହାରରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟା ନେଇ ଭାଜପା ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଘେରିଛି। ଏନେଇ ଭାଜପା ପକ୍ଷରୁ ସଞ୍ଜୟ ଜାୟସଓ୍ବାଲ୍‌ କହିଛନ୍ତି ଯେ,ରାଜ୍ୟରେ ପ୍ରଶାସନିକ ଅବହେଳା ଯୋଗୁ ଏଭଳି ସ୍ଥିତି ଉତ୍ପନ୍ନ ହୋଇଛି। ସଞ୍ଜୟ ନିଜର ଫେସବୁକ୍‌ ପୋଷ୍ଟରେ ଏଭଳି…

ଗାଈ ଗୋବରରୁ ସାବୁନ ତିଆରି: ଦାମ୍‌ ୧୨୫ ଟଙ୍କା

ନୂଆଦିଲ୍ଲୀ,୨।୧୦: ଭାରତ ସରକାରଙ୍କ ଖଦୀ ଓ ଗ୍ରାମୋଦ୍ୟୋଗ ବିଭାଗ ପକ୍ଷରୁ ଗାଈ ଗୋବରରୁ ସାବୁନ ତିଆରି କରାଯାଇଛି। ଆୟୋଜିତ ଏକ ଉତ୍ସବରେ ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ ଏହାର ବଜାର ପ୍ରବେଶ କରାଇଛନ୍ତି। ସାଧାରଣ ସାବୁନର ଦାମ୍‌ ୩୦-୪୦ ଟଙ୍କା…

ଜମ୍ମୁ-କଶ୍ମୀର: ଗାନ୍ଧୀ ଜୟନ୍ତୀରେ କିଛି ନେତାଙ୍କ ଉପରୁ ହଟିଲା ନଜର ବନ୍ଦୀ

ଶ୍ରୀନଗର,୨।୧୦: ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ସୁରକ୍ଷା ଦୃଷ୍ଟିରୁ କେତେକ ରାଜନେତାଙ୍କୁ ନଜର ବନ୍ଦୀ କରାଯାଇଥିଲା। ତେବେ ଏବେ କିଛି ନେତାଙ୍କ ଉପରୁ ଏହାକୁ ଉଠାଇ…

ମହାତ୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା ଏୟାର ଇଣ୍ଡିଆ: ଏ-୩୨୦ ଏୟାର ବସ୍‌ରେ ଗାନ୍ଧୀଙ୍କ ଛବି

ନୂଆଦିଲ୍ଲୀ,୨।୧୦: ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ଏୟାର ଇଣ୍ଡିଆ ଶ୍ରଦ୍ଧାଞ୍ଜଳି ଦେଇଛି। ଦିଲ୍ଲୀ ସ୍ଥିତ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଏହାର ଏୟାର ବସ୍‌ ଏ-୩୨୦ରେ ଗାନ୍ଧୀଙ୍କ ଛବି ଲଗାଯାଇଛି। ଏ-୩୨୦ ଏୟାର ବସ୍‌ର ଟେଲ୍‌ରେ ଗାନ୍ଧୀଙ୍କ ଠିଆ…

ଗାନ୍ଧୀ ଜୟନ୍ତୀରେ ସ୍ବତନ୍ତ୍ର ବାର୍ତ୍ତା ଦେଲେ ସଲମାନ୍‌: ସୋସିଆଲ୍‌ ମିଡ଼ିଆରେ ଭାଇରାଲ; ଦେଖିଲେଣି ୮ ଲକ୍ଷରୁ ଅଧିକ

ମୁମ୍ବାଇ,୨।୧୦: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ଅବସରରେ ବଲିଉଡ୍‌ ଅଭିନେତା ସଲମାନ୍‌ ଖାଁ ସ୍ବତନ୍ତ୍ର ବାର୍ତ୍ତା ଦେଇଛନ୍ତି। ସେ ସ୍ବଚ୍ଛ ଭାରତ ଅଭିଯାନ ଜାରି ରଖିବା ସହିତ ସମସ୍ତଙ୍କୁ ଫିଟ୍‌ ରହିବାକୁ ଅନୁରୋଧ କରିଛନ୍ତି। ଏହାର ଭିଡ଼ିଓ…

ଭାରତ ଆସିବେ ଚୀନ ରାଷ୍ଟ୍ରପତି ଶି. ଜିନପିଙ୍ଗ୍‌

ଚେନ୍ନାଇ,୨।୧୦: ଅକ୍ଟୋବର ଦ୍ୱିତୀୟ ସପ୍ତାହରେ ଚୀନ ରାଷ୍ଟ୍ରପତି ଶି. ଜିନପିଙ୍ଗ୍‌ ଭାରତ ଗ୍ରସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଚେନ୍ନାଇର ମହାବଳୀପୁରମ ଗସ୍ତ କରିବେ ବୋଲି ସୂଚନା ମିଳିଛି। ଏହି ଦୁଇନେତାଙ୍କ ସ୍ବାଗତ ପାଇଁ ସେଠାରେ…

ଇସ୍ରୋ ବୈଜ୍ଞାନିକଙ୍କ ସନ୍ଦେହ ଜନକ ମୃତ୍ୟୁ: ତଦନ୍ତ ଜାରି

ହାଇଦ୍ରାବାଦ୍‌,୨।୧୦: ଇସ୍ରୋ ବୈଜ୍ଞାନିକ ଏସ୍‌.ଆର୍‌. ସୁରେଶ କୁମାରଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଛି। ଆମେରପେଟ୍‌ ସ୍ଥିତ ନିଜ ବାସ ଭବନରୁ ସୁରେଶଙ୍କ ମୃତ୍ୟୁ ଦେହକୁ ଉଦ୍ଧାର କରାଯାଇଛି। ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ ପଠାଯାଇଛି। ସୁରେଶ ଇସ୍ରୋର ନ୍ୟାସନାଲ ରିମୋଟ…

ବିଜୟଘାଟରେ ଶାସ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ,୨।୧୦: ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୂର ଶାସ୍ତ୍ରୀଙ୍କ ୧୧୫ ତମ ଜୟନ୍ତୀ ଅବସରରେ ବିଜୟଘାଟରେ ବରିଷ୍ଠ ନେତାମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଏବଂ ଅନ୍ୟ ନେତାମାନେ ଏହି ଅବସରରେ ବିଜୟଘାଟ ଯାଇଛନ୍ତି।…

ନମସ୍ତେ ବାପୁ କହି ଗାନ୍ଧୀଙ୍କ ଛାତିରେ ୩ଟି ଗୁଳି ଚଳାଇଥିଲେ ଗଡସେ

ନୂଆଦିଲ୍ଲୀ,୨।୧୦:ଅକ୍ଟୋବର ୨ ତାରିଖ। ଜାତିର ଜନକ ମହାତ୍ମା ଗାନ୍ଧିଙ୍କ ଜନ୍ମଦିନ। ଏବର୍ଷ ସାରା ଦେଶ ପାଳନ କରୁଛି ମହାତ୍ମାଙ୍କ ୧୫୦ ତମ ପୁଣ୍ୟତିଥି। ଏହି ପରିପ୍ରେକ୍ଷୀରେ ସବୁଠି ଚାଲିଛି ଗାନ୍ଧିସ୍ମୃତିର ରୋମନ୍ଥନ। ଏଇ ପରିପ୍ରେକ୍ଷୀରେ ମନେ ପଡେ ସେଦିନର କଥା ଯେଉଁଦିନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri