ଜାତୀୟ

ଆଇଆଇଟି ସ୍ନାତକଙ୍କ ଷ୍ଟାର୍ଟ-ଅପ୍‌ରେ ଚଢ଼ାଉ: ଲିଙ୍ଗ ଚୟନ ପାଇଁ ବିଦେଶ ପଠାଉଥିଲେ

ନୂଆଦିଲ୍ଲୀ,୩ା୧୦ : ଭାରତରେ ପିଲାଛୁଆ ଜନ୍ମ ହେବା ପୂର୍ବରୁ ସେମାନଙ୍କ ଲିଙ୍ଗ ନିରୂପଣ ଓ ଚୟନ ବେଆଇନ ହୋଇଥିବାବେଳେ ବିଦେଶରେ ଏହି କାର୍ଯ୍ୟ କରାଇବା ଲାଗି ଦେଶର ବିଭିନ୍ନ ଭାଗର ଦମ୍ପତିମାନଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ନିଆଯାଉଛି। ଇନ୍‌-ଭିର୍ଟୋ ଫର୍ଟିଲାଇଜେଶନ୍‌ (ଆଇଭିଏଫ୍‌)…

ସାଇନସ୍‌ରୁ ଦୂରେଇ ରଖେ ଏହି ପତ୍ର ରସ…

ସାଇନସ୍‌ରୁ ମୁକ୍ତି ପାଇବା ପାଇଁ ଆୟୁବେର୍ଦରେ ଅନେକ ପ୍ରକାର ପରାମର୍ଶ ଦିଆଯାଇଥାଏ। ଏହି ରୋଗରେ ତୁଳସୀ ପତ୍ର ସକାଳେ ବାଟି ଏହାର ରସ ପିଇଲେ ସୁଫଳ ମିଳିଥାଏ । ଏହି କ୍ଷେତ୍ରରେ ଧଳା ତୁଳସୀ ତୁଳନାରେ କଳା ତୁଳସୀ ଅଧିକ ଉପଯୋଗୀ…

ଜମ୍ମୁ-କଶ୍ମୀରରେ ସନ୍ଦିଗ୍ଧଙ୍କୁ ଦେଖି ଆଲର୍ଟରେ ସୁରକ୍ଷାକର୍ମୀ

ଶ୍ରୀନଗର,୨।୧୦: ଜମ୍ମୁ-କଶ୍ମୀରରେ ଅଶାନ୍ତି ସୃଷ୍ଟି କରିବା ପାଇଁ ଭାରତରେ ଅନୁପ୍ରବେଶ ଲାଗି ଉଦ୍ୟମ ଚଳାଇଛି ପାକିସ୍ତାନ। ବୁଧବାର ଉଧମପୁର ଅଞ୍ଚଳରେ କିଛି ସନ୍ଦିଗ୍ଧଙ୍କୁ ଦେଖିବାକୁ ମିଳିଛି। ଏହାପରେ ସେନା ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେଶନ୍‌କୁ ଜୋରଦାର କରାଯାଇଛି। ତେବେ କେହି…

ହିନ୍ଦୁ ପରାମ୍ପରାରେ ବିବାହ ବନ୍ଧନରେ ବାନ୍ଧି ହେଲେ ଅଷ୍ଟ୍ରେଲିଆ ଦମ୍ପତିି

ଡେରାଡୁନ,୨।୧୦: ବଦ୍ରିନାଥ ଧାମରେ ବୈଦିକ ମନ୍ତ୍ରୋଚ୍ଚାରଣ ସହ ଜଣେ ଅଷ୍ଟ୍ରେଲିଆ ଦମ୍ପତି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଅଷ୍ଟ୍ରେଲିଆର ପର୍ଥ ନିବାସୀ ପାଉଲୋ ଓ କାୟରା ବୁଧବାର ବଦ୍ରିନାଥ ମନ୍ଦିରରେ ହିନ୍ଦୁ ରୀତିନୀତିରେ ବିବାହ କରିଛନ୍ତି। ଏହାପରେ ମନ୍ଦିର ଯାଇ ଭଗବାନ…

ମୋଦିଙ୍କ ଭାଷଣ ପ୍ରସାରଣ ନ କରିବାରୁ ଚେନ୍ନାଇ ଦୂରଦର୍ଶନ ଅଧିକାରୀ ନିଲମ୍ବିତ

ଚେନ୍ନାଇ,୨।୧୦: ପ୍ରସାର ଭାରତୀ ପକ୍ଷରୁ ଚେନ୍ନାଇ ଦୂରଦର୍ଶନ କେନ୍ଦ୍ର ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଆଇଆଇଟି ମାଡ୍ରାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଉଥିବା ଭାଷଣକୁ ଦୂରଦର୍ଶନରେ ପ୍ରସାରଣ ନ କରିବାରୁ ଚେନ୍ନାଇ ଦୂରଦର୍ଶନ କେନ୍ଦ୍ରର ଆସିଷ୍ଟାଣ୍ଟ ନିର୍ଦ୍ଦେଶକ ଆର ବସୁମତିଙ୍କୁ…

ସ୍ତ୍ରୀ,ପୁଅ ସହ ଥାନାକୁ ଗଲେ ଆଜମ ଖାନ

ରାମପୁର,୨।୧୦: ଉତ୍ତରପ୍ରଦେଶ ରାମପୁରରେ ଥିବା ସମାଜବାଦୀ ପାର୍ଟି(ଏସ୍‌ପି)ର ଏମ୍‌ପି ଆଜମ ଖାନ ବୁଧବାର ନିଜର ବୟାନ ରେକର୍ଡ ପାଇଁ ଥାନାରେ ପହଞ୍ଚିଛନ୍ତି। ଥାନାକୁ ଆଜମଙ୍କ ସହ ସ୍ତ୍ରୀ ତଞ୍ଜୀନ ଫାତିମା ଓ ବିଧାୟକ ତଥା ପୁଅ ଅବଦ୍ଦୁଲାହ ଆଜମ ମଧ୍ୟ ପହଞ୍ଚିଥିଲେ।…

ଗାନ୍ଧୀ ଜୟନ୍ତୀରେ ରାଜସ୍ଥାନ ସରକାରଙ୍କ ବଡ଼ ନିଷ୍ପତ୍ତି: ରାଜ୍ୟରେ ତମ୍ବାକୁ ଉପରେ ଲାଗିବ କଟକଣା

ଜୟପୁର,୨।୧୦: ରାଜସ୍ଥାନର ମଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଗାନ୍ଧୀ ଜୟନ୍ତୀ ଅବସରରେ ରାଜ୍ୟରେ ତମ୍ବାକୁ ଉତ୍ପାଦନ ଉପରେ କଟକଣା ନେଇ ଘୋଷଣା କରିଛନ୍ତି। ପୂର୍ବରୁ କଂଗ୍ରେସର ଜନଘୋଷଣା ପତ୍ରରେ ତମ୍ବାକୁ ଉପରେ କଟକଣା ଯିବା ନେଇ ଉଲ୍ଲେଖ ରହିଥିଲା। ଏହାକୁ ଧ୍ୟାନରେ ରଖି…

ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ୧୪୪ ନାବାଳକ ହୋଇଛନ୍ତି ଗିରଫ: ହାଇକୋର୍ଟ ସୁପ୍ରିମ୍‌କୋର୍ଟକୁ ଦେଲେ ସୂଚନା

ନୂଆଦିଲ୍ଲୀ,୨।୧୦: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ୧୪୪ ଜଣା ନାବାଳକଙ୍କୁ ଗିରଫ କରାଯାଇଛି। ଏନେଇ ଜମ୍ମୁ-କଶ୍ମୀର ହାଇକୋର୍ଟର କିଶୋର ନ୍ୟାୟ ସମିତି ପକ୍ଷରୁ ସୁପ୍ରିମ୍‌କୋର୍ଟକୁ ସୂଚନା ଦିଆଯାଇଛି। ଏନେଇ ସମିତି ପକ୍ଷରୁ ଏକ ରିପୋର୍ଟ ସର୍ବୋଚ୍ଚ ନ୍ୟାୟାଳୟରେ ଦାଖଲ କରାଯାଇଛି।…

ଗାନ୍ଧୀ ଜୟନ୍ତୀରେ ଭାଜପାକୁ ଟାର୍ଗେଟ କଲେ ସୋନିଆ: ଗାନ୍ଧୀଙ୍କ ନାମ ନେବା ସହଜ,ତାଙ୍କ ପ୍ରଦର୍ଶିତ ରାସ୍ତାରେ ଚାଲିବା କଷ୍ଟକର

ନୂଆଦିଲ୍ଲୀ୨।୧୦: ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ବୁଧବାର ୧୫୦ତମ ଜୟନ୍ତୀ ପାଳନ କରାଯାଇଛି। ଏହି ଅବସରରେ ସମଗ୍ର ଭାରତରେ ବିଭିନ୍ନ ଦଳ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହି ପରିପ୍ରେକ୍ଷୀରେ କଂଗ୍ରେସ ପକ୍ଷରୁ ଏକ ପଦଯାତ୍ରାରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ…

୬୦ବର୍ଷୀୟା ବୃଦ୍ଧା ୧ ମିନିଟରେ ୬ଟି ଇଡ୍‌ଲୀ ଖାଇ ଜିତିଲେ ପ୍ରତିଯୋଗିତା

ବେଙ୍ଗାଲୁରୁ,୨।୧୦:କର୍ନାଟକ ହୁଲହଲ୍ଲୀରେ ଜଣେ ୬୦ ବର୍ଷୀୟ ବୃଦ୍ଧା ଗୋଟିଏ ମିନିଟ୍‌ରେ ୬ଟି ଇଡ୍‌ଲୀ ଖାଇ ଏକ ଖାଦ୍ୟ ପ୍ରତିଯୋଗିତା ଜିତିଛନ୍ତି। ମହୀଶୂରରେ ଦଶହରା ଉପଲକ୍ଷେ ଏକ ଖାଦ୍ୟ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଖାସ୍‌ ଭାବେ ବୃଦ୍ଧା ମହିଳାଙ୍କ ପାଇଁ ଏହା ରଖାଯାଇଥିଲା।…

ବଦଳି ଯାଇଛି ବାପୁଙ୍କ ଭାରତ; ଚାରିଆଡ଼େ ବ୍ୟାପିଛି ହିଂସା-ଅସହିଷ୍ଣୁତା: କପିଲ ସିବଲ୍‌

ନୂଆଦିଲ୍ଲୀ,୨।୧୦: କଂଗ୍ରେସ ସଦସ୍ୟ କପିଲ୍‌ ସିବଲ୍‌ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ଭାଜପା ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଆଜି ବାପୁଙ୍କ ଭାରତ ଚିତ୍ର ବଦଳି ଯାଇଛି। ପୂର୍ବରୁ ବାପୁଙ୍କ ନିର୍ଦ୍ଦେଶିତ ସତ୍ୟ,ଅହିଂସା, ସହିଷ୍ଣୁତା ଏବଂ ବିବିଧତା ଆଦି ୪ଟି…

ଦିଲ୍ଲୀରେ ରାହୁଲଙ୍କ ପଦଯାତ୍ରା: ଅହିଂସା ହିଁ ପରମ ଶକ୍ତି

ନୂଆଦିଲ୍ଲୀ,୨।୧୦: ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ପଦଯାତ୍ରା ହୋଇଛି। ଦିଲ୍ଲୀର କଂଗ୍ରେସ କାର୍ଯ୍ୟାଳୟରୁ ରାଜଘାଟ ପର୍ଯ୍ୟନ୍ତ ରାହୁଲ ପଦଯାତ୍ରାରେ ଯାଇଛନ୍ତି। ଗାନ୍ଧୀ ଅହିଂସାର ପୂଜାରୀ ଥିଲେ। ସମସ୍ତଙ୍କ ମଧ୍ୟରେ ଏହା ଜାଗ୍ରତ ହେଲେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri