ଜାତୀୟ

ବଲିଉଡ୍‌ର ନିଆରା ପ୍ରେମକାହାଣୀ: ଘାତ ପ୍ରତିଘାତ ପରେ ଗୌରୀ ଧରିଥିଲେ ଶାହରୁଖଙ୍କ ହାତ

ମୁମ୍ବାଇ,୮।୧୦: କିଙ୍ଗ୍‌ ଖାଁ ଶାହରୁଖ୍‌ଙ୍କ ସ୍ତ୍ରୀ ଗୌରୀ ଖାଁ ମଙ୍ଗଳବାର ୪୯ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୦ ଅକ୍ଟୋବର ୮ରେ ସେ ନୂଆଦିଲ୍ଲୀରେ ଏକ ପଞ୍ଜାବୀ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ଗୌରୀ ଚିବର ଥିଲା। ତାଙ୍କ…

ଭାରତର ଏହି ୫ ସ୍ଥାନରେ ଅଛି ରାବଣ ମନ୍ଦିର

ସମଗ୍ର ଦେଶରେ ଏବେ ଶାରଦ ପୂଜାର ମାହୋଲ। ଚଳଚଞ୍ଚଳ ଗଁାଠୁ ସହର। ବିଭିନ୍ନ ପୂଜା ମଣ୍ଡପଗୁଡ଼ିକ ସୁନ୍ଦର ସୁନ୍ଦର ଆଲୋକମାଳା ଓ ସୁଉଚ୍ଚ ତୋରଣରେ ଝଲସୁଛି। ତେବେ ଏହି ନବରାତ୍ରିର ମୁଖ୍ୟ ଆକର୍ଷଣୀୟ ହେଉଛି ଦଶହରା। ଅସତ୍ୟ ଉପରେ ସତ୍ୟର ବିଜୟ…

ବେଡ୍‌ ଟି’ ପିଇବା ଅଭ୍ୟାସ ଅଛି କି? ହୋଇଯାଆନ୍ତୁ ସାବଧାନ

ଅନେକଙ୍କ ଅଭ୍ୟାସ ବିନା ବେଡ୍‌ ଟି’ରେ ସକାଳୁ ବିଛଣାରୁ ତଳକୁ ଓହ୍ଲାଇବେ ନାହିଁ। କିନ୍ତୁ ଏହା ଯେ ସ୍ବାସ୍ଥ୍ୟ ପାଇଁ କେତେ ହାନିକାରକ ତାହା ସେମାନେ ସ୍ବପ୍ନରେ ସୁଦ୍ଧା ଭାବି ନ ଥିବେ। ଏକ ଗବେଷଣାରୁ ଜଣାପଡ଼ିଛି, ସକାଳୁ ସକାଳୁ ଉଠି…

କିଡ୍‌ନୀ ଷ୍ଟୋନ୍‌ରୁ ଦୂରେଇ ରଖେ ଏହି ପରିବା…

କିଡ୍‌ନୀ ଷ୍ଟୋନ୍‌ରୁ ଦୂରେଇ ରହିବା ପାଇଁ ଆୟୁର୍ବେଦରେ ଅନେକ ଘରୋଇ ସହଜ ଉପାୟ ସମ୍ପର୍କରେ ବର୍ଣ୍ଣନା କରାଯାଇଛି। ନିୟମିତ କଲରା ଖାଇବା ଦ୍ୱାରା ଅନେକ ଉପକାର ମିଳିଥାଏ। ଏହା ଦ୍ୱାରା ବିଭିନ୍ନ କିଡ୍‌ନୀ ସମସ୍ୟା ଦୂର ହୁଏ । କଲରାରେ ମ୍ୟାଗ୍ନେସିୟମ…

ମନ୍ଦିରର ଦାନ ଅର୍ଥରେ ସରକାରୀ ହସ୍ପିଟାଲର ରୋଗୀଙ୍କୁ ଦିଆଯାଏ ୨ ବେଳା ଖାଦ୍ୟ

ମନ୍ଦିର କହିଲେ ବୁଝାଏ ଦାନ ଦକ୍ଷିଣା, ପୂଜାପାଠ ଆଦିକୁ। ହେଲେ ମହାରାଷ୍ଟ୍ର ପୁଣେର ଦଗଡୁ ସେଠ ହଲଓ୍ବାଇ ଗଣେଶ ମନ୍ଦିର ସବୁଠାରୁ ନିଆରା। କାରଣ ଭକ୍ତଙ୍କ ଦ୍ୱାରା ଏଠାରେ ଦିଆଯାଉଥିବା ଦାନ ଅର୍ଥ ଲୋକଙ୍କ ସେବାରେ ଲାଗିଥାଏ। ଏହା ଦେଶର ଏମିତି…

ରାମବିଳାଶ ପାଶ୍ୱାନ୍‌ ଡାକ୍ତରଖାନାରେ ଭର୍ତ୍ତି

ନୂଆଦିଲ୍ଲୀ, ୭।୧୦: କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ମନ୍ତ୍ରୀ ରାମବିଳାଶ ପାଶ୍ୱାନ୍‌ଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇଯାଇଛି। ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଦିଲ୍ଲୀର ଏସ୍‌କର୍ଟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ସୋମବାର ସକାଳେ…

ଭାରତରେ ପିଆଜ କିଲୋ ୫୦: ଜାଣନ୍ତୁ ବାଂଲାଦେଶ, ପାକିସ୍ତାନରେ କେତେ ରହିଛି ଦାମ୍‌

ନୂଆଦିଲ୍ଲୀ,୭।୧୦: ଗତ କିଛି ଦିନ ଧରି ଅହେତୁକ ଭାବେ ବଢୁଥିବା ପିଆଜ ଦର ଏବେ କିଲୋ ପିଛା ୫୦ ଟଙ୍କା ଟପିଛି। ଫଳରେ ସରକାର ଅନ୍ୟ ଦେଶକୁ ପିଆଜ ରପ୍ତାନି ବନ୍ଦ କରିଦେଇଛନ୍ତି। ଏହାର ପ୍ରଭାବ ପଡୋଶୀ ଦେଶଗୁଡିକ ଉପରେ ପଡିଛି।…

ନଭେମ୍ବର ୧୭ ସୁଦ୍ଧା ରାମମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ:ଭାଜପା ବିଧାୟକ

ଜୟପୁର,୭।୧୦: ଆସନ୍ତା ନଭେମ୍ବର ୧୭ ସୁଦ୍ଧା ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ହେବ ବୋଲି ରାଜସ୍ଥାନ ଭାଜପା ବିଧାୟକ ଗୟାଚାନ୍ଦ ପାରଖ କହିଛନ୍ତି। ସୁପ୍ରିମକୋର୍ଟରେ ଚାଲିଥିବା ଶୁଣାଣି ଅକ୍ଟୋବର ୧୭ ସୁଦ୍ଧା ସରିବ। ତେଣୁ ନଭେମ୍ବର ୧୮ ବେଳକୁ ଏଠାରେ ମନ୍ଦିର ନିର୍ମାଣ…

ଭାରତୀୟ ମୁସଲମାନଙ୍କ ପୂର୍ବଜ ହିନ୍ଦୁ ଥିଲେ:ଭିଏଚ୍‌ପି

କୋଲକାତା,୭।୧୦:ଦୁର୍ଗାପୂଜା ଅବସରରେ କୋଲକାତା ପୂଜା ମଣ୍ଡପରେ ପୂଜା କରିବାକୁ ନେଇ ତୃଣମୂଳ କଂଗ୍ରେସ ଏମ୍‌ପି ନୁଶରତ୍‌ ଜହାଁ ପୁଣି ଚର୍ଚ୍ଚାରେ ଅଛନ୍ତି। ଏହାକୁ ନେଇ ବହୁ ମୁସଲମାନ ସଂଗଠନ ଆପତ୍ତି ଉଠାଇଛନ୍ତି। ଭାରତୀୟ ମୁସଲମାନଙ୍କ ପୂର୍ବଜ ହିନ୍ଦୁ ଥିଲେ ବୋଲି ବିଶ୍ୱ…

ସରକାରଙ୍କୁ ମିଳିଲା ସ୍ବିସ୍‌ ବ୍ୟାଙ୍କ ଜମାକାରୀଙ୍କ ତାଲିକା: ଖୋଲିବ କଳାଧନ କୁବେରଙ୍କ ଗୁମର

ବର୍ନ/ନୂଆଦିଲ୍ଲୀ,୭।୧୦: ବିଦେଶରେ କଳାଧନ ରଖିଥିବା ଜମାକାରୀଙ୍କ ଏକ ତାଲିକା ଭାରତ ସରକାରଙ୍କ ହସ୍ତଗତ ହୋଇଛି। ଏହି ମାମଲାରେ ମୋଦି ସରକାରଙ୍କୁ ଏକ ବଡ଼ ସଫଳତା ମିଳିଥିବା କୁହାଯାଉଛି। ସ୍ବିଜରଲାଣ୍ଡ ସରକାର ଭାରତ ସରକାରଙ୍କୁ ସ୍ବିସ ବ୍ୟାଙ୍କରେ ଅର୍ଥ ଜମା ରଖିଥିବା ଭାରତୀୟଙ୍କର…

ଦୁର୍ଗାମଣ୍ଡପରେ ଆଜାନ ପରିବେଷଣକୁ ନେଇ ଆସିଲା ଅଭିଯୋଗ

କୋଲକାତା,୭।୧୦: କୋଲକାତାରେ ଆମେ ଅଲଗା ନୁହେଁର ଏକ ବାର୍ତ୍ତା ନେଇ ଆୟୋଜକମାନେ ଲୋକଙ୍କ ମଧ୍ୟରେ ସାମ୍ପ୍ରଦାୟିକ ସଦ୍‌ଭାବନା ଜାଗ୍ରତ କରିବା ପାଇଁ ନିଆରା ପଦକ୍ଷେପ ଆପଣାଇଛନ୍ତି। ଉତ୍ତର କୋଲକାତା ୩୩ ପାଲି ଦୁର୍ଗା ମଣ୍ଡପରେ ଏକସଙ୍ଗରେ ମନ୍ଦିର, ମସ୍‌ଜିଦ୍‌ ଓ ଚର୍ଚ୍ଚର…

୩ ଦିନିଆ ଫ୍ରାନ୍ସ ଗସ୍ତରେ ପ୍ରତିରକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ,୭।୧୦: ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ୩ ଦିନିଆ ଫ୍ରାନ୍ସ ଗସ୍ତରେ ସୋମବାର ନୂଆଦିଲ୍ଲୀ ଛାଡିଛନ୍ତି। ସେଠାରେ ରାଫେଲକୁ ନେଇ ଅନୁଷ୍ଠିତ ହେବାକୁ ଥିବା ଆନୁଆଲ ଡିଫେନ୍ସ ଡାଏଲଗ ଆଣ୍ଡ ଦ ଇଣ୍ଡକସନ୍‌ ସେରିମନିରେ ସେ ଯୋଗଦେବେ। ଏବେ ଫ୍ରାନ୍ସ ଓ ଭାରତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri