୨୦୨୫ରେ ଭାରତର ଏହି ରାଜ୍ୟରେ ବିକ୍ରି ହେଲା ସବୁଠୁ ଅଧିକ ମଦ, ଓଡ଼ିଶାରେ ଆଖିଦୃଶିଆ ଅଭିବୃଦ୍ଧି
ମୁମ୍ବାଇ,୨୮ା୯: ଭାରତରେ ନିର୍ମିତ ବିଦେଶୀ ମଦ (IMFL) ବିକ୍ରିରେ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକ ଆଧିପତ୍ୟ ବଜାୟ ରଖିଛନ୍ତି। ଅର୍ଥନୈତିକ ବର୍ଷ ୨୦୨୫ (FY25)ରେ ଦକ୍ଷିଣ ଭାରତ ସମୁଦାୟ ଦେଶୀୟ ଆୟର ୫୮% ଅଂଶ ଅର୍ଜନ କରିଛି, ଯେଉଁଥିରେ କର୍ଣ୍ଣାଟକ ୧୭% ଅଂଶ…
ଝିଅଙ୍କ ପାଇଁ ଖୁସିଖବର, ଅକ୍ଟୋବର ୧ରୁ ଆକାଉଣ୍ଟକୁ ଆସିବ ଟଙ୍କା, ତେବେ ଜାଣନ୍ତୁ କେଉଁମାନେ ପାଇବେ…
ନୂଆଦିଲ୍ଲୀ,୨୮ା୯: ଝିଅମାନଙ୍କ ପାଇଁ ଏକ ଖୁସି ଖବର ଆଣିଛନ୍ତି। ଦିଲ୍ଲୀ ସରକାର ଘୋଷଣା କରିଛନ୍ତି ଯେ, ‘ଲାଡଲି ଯୋଜନାର’ ପ୍ରାୟ ୪୦୦୦୦ ହିତାଧିକାରୀ ଅକ୍ଟୋବର ୧ରେ ଆକାଉଣ୍ଟକୁ ଟଙ୍କା ଆସିବ। ତାଳକଟୋରା ଷ୍ଟାଡିୟମରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏହି ରାଶି ବଣ୍ଟନ…
ଭାରତର ଏହି ତିନି ରାଜ୍ୟର ଲୋକେ ସପୂର୍ଣ୍ଣ ଶିକ୍ଷିତ, ଜାଣନ୍ତୁ କିପରି ହାସଲ କଲେ ଏହି ସଫଳତା
ନୂଆଦିଲ୍ଲୀ,୨୮।୯: ମିଜୋରାମ, ଗୋଆ ଓ ତ୍ରିପୁରା ଦୀର୍ଘ ବର୍ଷର ସରକାରୀ ଉଦ୍ୟମ, ସମୁଦାୟର ସକ୍ରିୟ ଅଂଶଗ୍ରହଣ ଏବଂ ଆଧୁନିକ ଟେକ୍ନୋଲୋଜି-ଆଧାରିତ ଶିକ୍ଷା କାର୍ଯ୍ୟକ୍ରମ ମାଧ୍ୟମରେ ଉଚ୍ଚ ସାକ୍ଷରତା ହାସଲ କରିଛନ୍ତି। କେନ୍ଦ୍ର ସରକାରଙ୍କ ନୂଆ ଭାରତ ସାକ୍ଷରତା କାର୍ଯ୍ୟକ୍ରମ (ULLAS) ଏହି…
LPG ସିଲିଣ୍ଡର-ରେଲଓ୍ବେ ଟିକେଟରୁ ପେନସନ ଯାଏ, ଅକ୍ଟୋବର ୧ରୁ ବଦଳିଯିବ ନିୟମ, ଲାଗିବ ବଡ଼ ଝଟ୍କା!
ନୂଆଦିଲ୍ଲୀ,୨୮।୯: ମାସ ଆରମ୍ଭରୁ ବଦଳିଯିବ ସବୁକିଛି, ଗ୍ରାହକଙ୍କ ପକେଟକୁ ଲାଗିବ ବଡ଼ ଝଟ୍କା! ପ୍ରତି ମାସର ପ୍ରଥମ ତାରିଖରେ କିଛି ନା କିଛି ପରିବର୍ତ୍ତନ ହୋଥାଏ। କେବେ କିଛି ମହଙ୍ଗା ହୋଇଯାଏ ତ କେବେ ଶସ୍ତା। ତେବେ ଆଉ ୨ଦିନ ପରେ…
ମୃତକଙ୍କ ପରିଜନଙ୍କୁ ୨୦ ଲକ୍ଷ, ଆହତଙ୍କୁ ୨ ଲକ୍ଷ ଲେଖାଏଁ ଦେବେ ବିଜୟ ଥାଲାପତି
କରୁର,୨୮।୯: ତାମିଲନାଡୁର କରୁରରେ ଶନିବାର ବିଜୟଙ୍କ ରାଲିରେ ଦଳାଚକଟା ହୋଇଥିବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା। ଏଥିରେ ଅତି କମରେ ୩୯ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୧୦୦ ରୁ ଅଧିକ ଆହତ ହୋଇଥିଲେ, ଯେଉଁମାନେ ବର୍ତ୍ତମାନ ହସ୍ପିଟାଲରେ ଚିକିତ୍ସାଧୀନ…
୫ ବର୍ଷର ଲିଭ-ଇନ୍, ଶେଷରେ ଶିଳପୁଆରେ ଛେଚି ପ୍ରେମିକଙ୍କୁ ହତ୍ୟା କଲେ ପ୍ରେମିକା
ପାଟନା,୨୮।୯: ପାଟନାରେ ଜଣେ ପ୍ରେମିକା ତାଙ୍କ ପ୍ରେମିକଙ୍କୁ ଶିଳପୁଆରେ ଚାପି ହତ୍ୟା କରିଥିଲେ। ହତ୍ୟା ପରେ, ସେ ପୋଲିସକୁ ଫୋନ କରି ଘଟଣା ବିଷୟରେ ଜଣାଇଥିଲେ। ସେ କହିଥିଲେ, ‘ମୁଁ ମୋ ପ୍ରେମିକଙ୍କୁ ହତ୍ୟା କରିଛି।’ ସୂଚନା ପାଇବା ପରେ ପୋଲିସ…
ନା ଥିଲା ଖାଦ୍ୟ ନା ଥିଲା ପାଣି, ଅପେକ୍ଷାର ଧୈର୍ଯ୍ୟବି ଭାଙ୍ଗି ସାରିଥିଲା…, ତାମିଲନାଡୁ ଦଳଚକଟାକୁ ନେଇ ଏମିତି କହିଲେ ଡିଜିପି
କରୁର,୨୮।୯: ତାମିଲନାଡୁ କରୁରରେ ଶନିବାର ଅଭିନେତାରୁ ନେତା ହୋଇଥିବା ବିଜୟ ଥାଲାପତିଙ୍କ ତାମିଲଗା ଭେଟ୍ରି କାଝାଗମ (ଟିଭିକେ) ଦ୍ୱାରା ଆୟୋଜିତ ଏକ ରାଜନୈତିକ ରାଲିରେ ଦଳାଚକଟା ହୋଇଥିଲା। ଏହି ଘଟଣାରେ ଅତି କମରେ ୩୯ ଜଣଙ୍କର ମୃତ୍ୟୁ ହୋଇଥିଲା। ୧୦୦ ରୁ…
ଶେଷରେ ଧରାହେଲେ ୧୭ ଛାତ୍ରୀଙ୍କୁ ଯୌନ ଶୋଷଣ କରିଥିବା ଅଭିଯୁକ୍ତ ସ୍ବାମୀ ଚୈତନ୍ୟାନନ୍ଦ
ନୂଆଦିଲ୍ଲୀ,୨୮।୯: ଦିଲ୍ଲୀ ପୋଲିସ ବସନ୍ତ କୁଞ୍ଜରେ ୧୭ ଜଣ ଛାତ୍ରୀଙ୍କୁ ଯୌନ ଶୋଷଣ କରିଥିବା ଅଭିଯୁକ୍ତ ସ୍ବାମୀ ଚୈତନ୍ୟାନନ୍ଦଙ୍କୁ ଆଗ୍ରାରୁ ଗିରଫ କରିଛି। ପୋଲିସ ତାଙ୍କୁ ଦିଲ୍ଲୀ ଆଣୁଛି। ଅଭିଯୁକ୍ତ ବାବାଙ୍କ ସ୍ଥାନ ଆରମ୍ଭରୁ ଆଗ୍ରାରେ ଚିହ୍ନଟ କରାଯାଇଛି। ଅଭିଯୁକ୍ତ ବର୍ତ୍ତମାନ…
‘ଆଇ ଲଭ୍ ମହମ୍ମଦ’ ବିବାଦ ପଛର ମୁଖ୍ୟ ଅଭିଯୁକ୍ତ ମୌଲବୀ ଗିରଫ
ବରେଲି,୨୮ା୯(ପି.ଟି.): ଉତ୍ତରପ୍ରଦେଶର ବରେଲିରେ ‘ଆଇ ଲଭ୍ ମହମ୍ମଦ’ ଅଭିଯାନକୁ ସମର୍ଥନ କରି ବିକ୍ଷୋଭ କରିବା ଲାଗି ଆହ୍ବାନ ଦେଇଥିବା ସ୍ଥାନୀୟ ମୌଲବୀ ତଥା ଇତ୍ତେହାଦ-ଇ-ମିଲାତ କାଉନ୍ସିଲ୍ ମୁଖ୍ୟ ତୌକିର ରଜା ଖାନ୍ଙ୍କ ସମେତ ୮ ଜଣଙ୍କୁ ପୋଲିସ ଗିରଫ କରିଛି। ବରେଲିରେ…
ତାମିଲନାଡୁ ଦଳାଚକଟା ଘଟଣାର ରିପୋର୍ଟ ମାଗିଲା କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ, ଅଭିନେତା ବିଜୟଙ୍କୁ ହୋଇପାରେ ପଚରା ଉଚରା
ନୂଆଦିଲ୍ଲୀ,୨୮।୯: ତାମିଲନାଡୁର କରୁରରେ ତାମିଲଗା ଭେଟ୍ରି କାଝାଗାମ (ଟିଭିକେ) ମୁଖ୍ୟ ବିଜୟ ଥାଲାପତିଙ୍କ ନିର୍ବାଚନ ରାଲି ସମୟରେ ହୋଇଥିବା ଦଳାଚକଟା ସମ୍ପର୍କରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଶନିବାର ତାମିଲନାଡୁ ସରକାରଙ୍କଠାରୁ ଏକ ବିସ୍ତୃତ ରିପୋର୍ଟ ମାଗିଛି। ସୂତ୍ର ଅନୁଯାୟୀ, ସ୍ବରାଷ୍ଟ୍ର ମନ୍ତ୍ରଣାଳୟ…
ଡିଜିଟାଲ୍ ପେମେଣ୍ଟରେ ବଦଳୁଛି ଭାରତ: ପ୍ରତି ୧୦୦ ଟଙ୍କାରେ ୭୪ ଟଙ୍କା ଡିଜିଟାଲ୍ କାରବାର
ମୁମ୍ବାଇ,୨୮।୯: ଭାରତର ସହରାଞ୍ଚଳଗୁଡ଼ିକରେ ଡିଜିଟାଲ୍ ପେମେଣ୍ଟର ବ୍ୟବହାର ଦ୍ରୁତଗତିରେ ବୃଦ୍ଧି ପାଇଛି, ଯାହା ଦୈନନ୍ଦିନ କିଣାକିଣିରେ ନଗଦ ଟଙ୍କାର ପ୍ରାଧାନ୍ୟକୁ ପରିବର୍ତ୍ତନ କରୁଛି। ମୁମ୍ବାଇସ୍ଥିତ ସଂସ୍ଥା ‘ନିଓଗ୍ରୋଥ୍’ ଦ୍ୱାରା ପରିଚାଳିତ ‘ନିଓଇନ୍ସାଇଟ୍ସ’ର ନବମ ସଂସ୍କରଣ ‘ହାଓ ଇଣ୍ଡିଆ ପେଜ୍’ ଅନୁସାରେ, ଦେଶର…
ଉତ୍ତରପ୍ରଦେଶରରେ ମୁସଲମାନ ନାବାଳକଙ୍କୁ ବୀଭତ୍ସ ହତ୍ୟା
ଆଜମଗଡ଼,୨୭ା୯: ଉତ୍ତରପ୍ରଦେଶର ଆଜମଗଡ଼ ଅଧୀନ ସିଧାରୀ ସହରରେ ଗୁରୁବାର ଏକ ବୀଭତ୍ସ ହତ୍ୟା କାଣ୍ଡ ସାମ୍ନାକୁ ଆସିଛି। ଜଣେ ୭ ବର୍ଷୀୟ ମୁସଲମାନ ବାଳକଙ୍କୁ ପଡ଼ୋଶୀ ଅତି ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ବାଳକ ବୁଧବାର ଟିଉଶନ ଯାଇ…

