ଜାତୀୟ

ଫାଟିଲା ବାଦଲ: ଅନେକ ଲୋକଙ୍କ ମୃତ୍ୟୁ ଆଶଙ୍କା

ଶ୍ରୀନଗର,୧୪।୮: ଜମ୍ମୁର କିସ୍ତୱାରର ଚାଶୋଟି ଅଞ୍ଚଳରେ ବାଦଲ ଫାଟିବାର ଏକ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାରେ ପ୍ରବଳ କ୍ଷତି ହେବାର ସମ୍ଭାବନା ରହିଛି। ଉଦ୍ଧାର ଦଳ ଘଟଣାସ୍ଥଳକୁ ଯାଇଛନ୍ତି। ଏହି ଘଟଣାରେ ଅନେକ ଲୋକଙ୍କ ମୃତ୍ୟୁ ଆଶଙ୍କା କରାଯାଉଛି। ବାଦଲ…

8th Pay Commissionକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌: କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ମିଳିବ…

ନୂଆଦିଲ୍ଲୀ,୧୪।୮: ସାରା ଦେଶରେ ଲକ୍ଷ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀ ଦୀର୍ଘ ଦିନ ଧରି ଅଷ୍ଟମ ବେତନ କମିଶନ ଗଠନ ପାଇଁ ଅପେକ୍ଷା କରିଛନ୍ତି। କିନ୍ତୁ, ଏହି ସରକାରୀ ବିଜ୍ଞପ୍ତି ଏପର୍ଯ୍ୟନ୍ତ ଜାରି କରାଯାଇ ନାହିଁ। ଏବେ କେନ୍ଦ୍ର…

ପାହାଡ଼ରେ ପ୍ରଳୟ, ଭାସିଗଲା ଗାଡ଼ି, ଘର ପେଟ୍ରୋଲ ପମ୍ପ, ଦେଖନ୍ତୁ ଛାତିଥରା ଭିଡ଼ିଓ

ଶିମଲା,୧୪।୮: ବନ୍ୟା ଏବଂ ବର୍ଷା ଯୋଗୁ ହିମାଚଳର ପରିସ୍ଥିତି ସଙ୍ଗିନ ହୋଇପଡିଛି। ଗୁରୁବାର ଜାରି ହୋଇଥିବା ଏକ ସରକାରୀ ବିବୃତ୍ତିରେ କୁହାଯାଇଛି ଯେ ହିମାଚଳ ପ୍ରଦେଶର କିଛି ସ୍ଥାନରେ ହଠାତ ବନ୍ୟା ଆସିବା ପରେ ଭାରତୀୟ ସେନା ଜଣେ ଆହତ ବ୍ୟକ୍ତିଙ୍କ…

ଏହି ୨ କାରଣ ପାଇଁ ଭାରତ ଉପରେ ରାଗିଛନ୍ତି ଟ୍ରମ୍ପ: ପଦାକୁ ଆସିଗଲା ପ୍ରକୃତ ସତ

ନୂଆଦିଲ୍ଲୀ,୧୪।୮: ଆମେରିକା ଏବଂ ପାକିସ୍ତାନ ମଧ୍ୟରେ ନୂତନ ବନ୍ଧୁତା ଖବରରେ ଅଛି। ଆଜିକାଲି ଭାରତଠାରୁ ଦୂରତା ବୃଦ୍ଧି ପରେ, ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପାକିସ୍ତାନର ନିକଟତର ହେଉଛନ୍ତି। ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଏବଂ ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନିର…

ଓଡ଼ିଶାର ୨ ଜଣଙ୍କୁ ମିଳିବ ରାଷ୍ଟ୍ରପତି ପଦକ

ଭୁବନେଶ୍ୱର,୧୪ା୮: ସ୍ୱାଧୀନତା ଦିବସ ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ପୋଲିସ, ଅଗ୍ନିଶମ, ଗୃହରକ୍ଷୀ, ସିଭିଲ ଡିଫେନ୍ସ (HG &CD) ଏବଂ କରେକ୍ସନାଲ୍ ସେବାର ମୋଟ ୧୦୯୦ ଜଣ କର୍ମଚାରୀଙ୍କୁ ସାହସିକତା ଏବଂ ସେବା ପଦକରେ ସମ୍ମାନିତ କରାଯିବ। ଓଡ଼ିଶାର…

କିଏ ଏହି ସାନିଆ ଚାନ୍ଦୋକ, ଅର୍ଜୁନ ତେନ୍ଦୁଲକରଙ୍କଠାରୁ କେତେ ଧନୀ, ଜାଣନ୍ତୁ…

ନୂଆଦିଲ୍ଲୀ,୧୪।୮: କ୍ରିକେଟର ଅର୍ଜୁନ ତେନ୍ଦୁଲକର ଆଜିକାଲି ଖବରର ଶିରୋନାମାରେ ଅଛନ୍ତି। କିନ୍ତୁ, ଏଥର ସଚିନ ତେନ୍ଦୁଲକରଙ୍କ ପୁଅ କ୍ରିକେଟ ପାଇଁ ନୁହେଁ, ବରଂ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ। ୨୫ ବର୍ଷୀୟ ଅର୍ଜୁନ ତେନ୍ଦୁଲକରଙ୍କର ଅଗଷ୍ଟ ୧୩ ତାରିଖରେ ନିର୍ବନ୍ଧ ହୋଇଛି।…

ଅନିଲ ଅମ୍ବାନୀଙ୍କ ପାଇଁ ‘ଖୁସି ଖବର’, ରିଲଏନ୍ସ ଇନଫ୍ରାକୁ ମିଳିଲା ୫୨୬ କୋଟିର ପୁରସ୍କାର

ମୁମ୍ବାଇ,୧୪।୮: ଅନିଲ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଇନଫ୍ରା (ଆରଇନଫ୍ରା) ପାଇଁ ଏକ ଖୁସି ଖବର ଅଛି। କମ୍ପାନୀ ବୁଧବାର ସୂଚନା ଦେଇଛି ଯେ ଏହା ଆରାବଲି ପ୍ରାଇଭେଟ ଲିମିଟେଡ ବିରୁଦ୍ଧରେ ୫୨୬କୋଟି ଟଙ୍କାର ମଧ୍ୟସ୍ଥତା ପୁରସ୍କାର ପାଇଛି। କମ୍ପାନୀ ଏକ୍ସଚେଞ୍ଜ ଫାଇଲିଂରେ…

‘ଟ୍ରମ୍ପଙ୍କୁ ନୋବେଲ ପୁରସ୍କାର ଦେବାକୁ ୨ଥର ପ୍ରସ୍ତାବ ଦିଅନ୍ତୁ ମୋଦି’, କାହିଁକି ଏମିତି କହିଲେ ଆମେରିକାର ପୂର୍ବତନ NSA? ଜାଣନ୍ତୁ…

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୪।୮: ଆମେରିକାର ପୂର୍ବତନ ଜାତୀୟ ସୁରକ୍ଷା ପରାମର୍ଶଦାତା ବା NSA ଜନ ବୋଲ୍ଟନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଉପରେ ଶୁଳ୍କ ନୀତିକୁ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ଭାରତ ଉପରେ ଲାଗୁ ହୋଇଥିବା ଭାରୀ ଶୁଳ୍କ ଦ୍ୱିପାକ୍ଷିକ…

AIIMSରେ ରୋଗୀଙ୍କ ଚିକିତ୍ସାରେ ହେବ ଆହୁରି ବିଳମ୍ବ! ଚାକିରି ଛାଡୁଛନ୍ତି ଶହ ଶହ ଡାକ୍ତର, ଚମକାଇଦେବ ଏହା ପଛର କାରଣ

ନୂଆଦିଲ୍ଲୀ,୧୪।୮: ଦେଶବ୍ୟାପୀ ଅଖିଳ ଭାରତୀୟ ଚିକିତ୍ସା ବିଜ୍ଞାନ ସଂସ୍ଥାନ (ଏମ୍ସ)ରୁ ଡାକ୍ତରଙ୍କ ଇସ୍ତଫା ଜାରି ରହିଛି। ସରକାରଙ୍କ ଦ୍ୱାରା ସଂସଦରେ ଶେୟାର କରାଯାଇଥିବା ତଥ୍ୟରୁ ଜଣାପଡିଛି ଯେ ୨୦୨୨ ରୁ ୨୦୨୪ ପର୍ଯ୍ୟନ୍ତ ୨୦ଟି ପ୍ରତିଷ୍ଠାନରୁ ପ୍ରାୟ ୪୨୯ ଜଣ ଡାକ୍ତର…

କେବିସିରେ ସୋଫିଆ, ବ୍ୟୋମିକା

ନୂଆଦିଲ୍ଲୀ, ୧୪ା୮: ଲୋକପ୍ରିୟ ଟିଭି ରିଆଲିଟି ଶୋ’ ‘କୋନ୍‌ ବନେଗା କରୋଡ୍‌ପତି’ରେ ଶୁକ୍ରବାର ସ୍ବାଧୀନତା ଦିବସ ଉପଲକ୍ଷେ ଏକ ସ୍ବତନ୍ତ୍ର ଏପିସୋଡ୍‌ ପ୍ରସାରିତ ହେବ। ଭାରତର ଆତଙ୍କବାଦ ବିରୋଧୀ ଅପରେଶନ ସିନ୍ଦୂର ସମ୍ପର୍କରେ ଦେଶବାସୀଙ୍କୁ ଖବରଦାତା ସମ୍ମିଳନୀ କରି ସୂଚନା ଦେଇଥିବା…

ଫସିଲେ ସୁରେଶ ରାଇନା, ୯ ଘଣ୍ଟା ଯାଏ ପଚରାଉଚରା କଲା ED, ଜାଣନ୍ତୁ…

ନୂଆଦିଲ୍ଲୀ,୧୩ା୮: ଭାରତର ପୂର୍ବତନ କ୍ରିକେଟର ସୁରେଶ ରାଇନା ବୁଧବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) କାର୍ଯ୍ୟାଳୟରେ ହାଜର ହୋଇଛନ୍ତି। ତାଙ୍କୁ ବେଆଇନ ବେଟିଂ ଆପ୍‌ ସହ ଜଡ଼ିତ ଟଙ୍କା ହେର୍‌ଫେର୍‌ ମାମଲାରେ ପଚରାଉଚରା ପାଇଁ ଇଡି ପକ୍ଷରୁ ସମନ ଜାରି କରାଯାଇଥିଲା। ସୂତ୍ରରୁ ମିଳିଥିବା…

ଗ୍ରାହକଙ୍କୁ ବଡ଼ ଝଟ୍‌କା ଦେଲା SBI,ଏବେ ଅନଲାଇନ୍‌ ଟଙ୍କା ଟ୍ରାନ୍ସଫର କଲେ…

ନୂଆଦିଲ୍ଲୀ,୧୩।୮: ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ଗ୍ରାହକଙ୍କୁ ଏକ ବଡ଼ ଝଟ୍‌କା ଦେଇଛି। ବ୍ୟାଙ୍କ ଇମିଡିଏଟ ପେମେଣ୍ଟ ସର୍ଭିସ (ଆଇଏମ୍‌ପିଏସ୍‌) ଟ୍ରାନଜାକସନ ଉପରେ ଲାଗୁ ହେଉଥିବା ଶୁଳ୍କରେ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି। ଏହା ଅନଲାଇନ ଓ ଶାଖା (ବ୍ରାଞ୍ଚ) ଚ୍ୟାନେଲରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri