ଜାତୀୟ

ଅଯୋଗ୍ୟ ଘୋଷିତ ୧୭ ବିଧାୟକ ଲଢ଼ିପାରିବେ ନିର୍ବାଚନ: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୧୩।୧୧: କର୍ନାଟକର ଅଯୋଗ୍ୟ ଘୋଷିତ ୧୭ ବିଧାୟକ ନିର୍ବାଚନ ଲଢ଼ିପାରିବେ ବୋଲି ବୁଧବାର ସୁପ୍ରିମ୍‌କୋର୍ଟ ରାୟ ଦେଇଛନ୍ତି। ଏହି ଘଟଣାରେ ବାଚସ୍ପତିଙ୍କ ନିଷ୍ପତ୍ତି ଠିକ୍‌ ଥିବା କୋର୍ଟ କହିଛନ୍ତି। ଫଳରେ ଅଯୋଗ୍ୟ ଘୋଷିତ ବିଧାୟକାମାନେ ଆଶ୍ୱସ୍ତ ହୋଇଛନ୍ତି। କୋର୍ଟଙ୍କ ରାୟ ଅନୁସାରେ…

ରାଜୌରୀରେ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ

ଶ୍ରୀନଗର,୧୩।୧୧: ନିୟନ୍ତ୍ରଣ ରେଖାଠାରେ ଉତ୍ତେଜନା ସୃଷ୍ଟି ଲାଗି ପାକିସ୍ତାନ ଲଗାତାର ପ୍ରୟାସ ଜାରି ରଖିଛି। ବୁଧବାର ପାକିସ୍ତାନ ପୁଣି ଥରେ ରାଜୌରୀରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟଗୁଡ଼ିକରୁ ଲକ୍ଷ୍ୟ କରି ଭାରତୀୟ ପୋଷ୍ଟଗୁଡିକ ଉପରେ ମୋର୍ଟାର ଶେଲିଂ ମାଡ଼…

୧୮ବର୍ଷ ପରେ ଚପଲ ପିନ୍ଧିବେ ଦେବଦାସ

କିଶନଗଞ୍ଜ,୧୩।୧୧: ବିହାରର କିଶନଗଞ୍ଜର ଦେବଦାସ ଏବେ ୧୮ ବର୍ଷ ପରେ ଚପଲ ପିନ୍ଧିବେ। ରାମମନ୍ଦିର ନିର୍ମାଣ ନହେଲେ ସେ ଚପଲ ପିନ୍ଧିବେନି ବୋଲି ୨୦୦୧ରେ ଶପଥ ନେଇଥିଲେ। ସେହିଦିନଠାରୁ ସେ ବିନା ଚପଲରେ ଯିବା ଆସିବା କରୁଥିଲେ। ଏବେ ସୁପ୍ରିମ୍‌କୋର୍ଟଙ୍କ ରାୟ…

ବେଅନ୍ତ ସିଂଙ୍କ ହତ୍ୟାକାରୀ ଆଶ୍ୱସ୍ତ

ନୂଆଦିଲ୍ଲୀ, ୧୩ା୧୧: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ବେଅନ୍ତ ସିଂଙ୍କ ହତ୍ୟାକାରୀ ବଲଓ୍ବନ୍ତ ସିଂ ରାଜୋଆନାଙ୍କ ମୃତ୍ୟୁ ଦଣ୍ଡାଦେଶକୁ ଆଜୀବନ କାରାଦଣ୍ଡାଦେଶରେ ପରିବର୍ତ୍ତିତ କରାଯାଇଛି। ୧୯୯୫ ଅଗଷ୍ଟ ୩୧ରେ ବେଅନ୍ତ ସିଂଙ୍କୁ ହତ୍ୟା କରାଯାଇଥିଲା। ଏହି ମାମଲାରେ ୨୦୦୭ ଅଗଷ୍ଟ ୧ରେ ପଞ୍ଜାବ…

ଇନ୍‌ଫୋସିସ୍‌ ସିଇଓଙ୍କ ବିରୋଧରେ ଅଭିଯୋଗ

ବେଙ୍ଗାଲୁରୁ, ୧୩ା୧୧(ପି.ଟି.): ଗ୍ଲୋବାଲ ସଫ୍ଟଓ୍ବେର୍‌ ମେଜର ଇନ୍‌ଫୋସିସ୍‌ ଲିମିଟେଡ୍‌ର ସମସ୍ୟା ବଢ଼ିବାରେ ଲାଗିଛି। ପ୍ରଥମ ହ୍ବିସିଲ୍‌ବ୍ଲୋୟରଙ୍କ ଅଭିଯୋଗ ଗତ ଅକ୍ଟୋବର ମାସରେ ସାର୍ବଜନୀନ ହେବା ପରେ ଏବେ ଦ୍ୱିତୀୟ ହ୍ବିସିଲବ୍ଲୋୟରଙ୍କ ଅଭିଯୋଗ ଆସିଛି। ହ୍ବିସିଲ୍‌ବ୍ଲୋୟର କମ୍ପାନୀର ଅର୍ଥ ବିଭାଗରେ କାର୍ଯ୍ୟ କରୁଥିବାବେଳେ…

ରାଷ୍ଟ୍ରପତି ଶାସନ ଲାଗୁ ହେବା ସତ୍ତ୍ୱେ: ସରକାର ଗଠନ ଉଦ୍ୟମ ଜାରି

ମୁମ୍ବାଇ,୧୩ା୧୧(ଆଇଏଏନ୍‌ଏସ୍‌): ମହାରାଷ୍ଟ୍ରରେ ମଙ୍ଗଳବାର ରାଷ୍ଟ୍ରପତି ଶାସନ ଜାରି କରାଯିବା ପରେ ସବୁ ରାଜନୈତିକ ଦଳ ବିସ୍ମିତ ହେବା ସତ୍ତ୍ୱେ ସରକାର ଗଠନ ପ୍ରକ୍ରିୟାରୁ ଓହରିନାହାନ୍ତି। ରାଜ୍ୟପାଳ ଭଗତ ସିଂ କୋଶିୟାରୀ ସନ୍ତୁଷ୍ଟ ହେବା ଭଳି ଭିନ୍ନ ଭିନ୍ନ ରାଜନୈତିକ ସମୀକରଣ ସୃଷ୍ଟିକରି…

ସିଜେଆଇ ଅଫିସକୁ ଆର୍‌ଟିଆଇ ଅଧୀନକୁ ଅଣାଯିବା ପ୍ରସଙ୍ଗ: ସୁପ୍ରିମକୋର୍ଟ ରାୟ ଆଜି

ନୂଆଦିଲ୍ଲୀ, ୧୩ା୧୧ (ଆଇଏଏନ୍‌ଏସ୍‌): ଭାରତର ପ୍ରଧାନ ବିଚାରପତି (ସିଜେଆଇ)ଙ୍କ କାର୍ଯ୍ୟାଳୟକୁ ସୂଚନା ଅଧିକାର (ଆର୍‌ଟିଆଇ) ଆଇନ ପରିସରକୁ ଅଣାଯିବ କି ନାହିଁ ସେନେଇ ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ଦାଏର ହୋଇଥିବା ଆବେଦନଗୁଡ଼ିକର ରାୟ ସୁପ୍ରିମକୋର୍ଟରେ ବୁଧବାର ପ୍ରକାଶ ପାଇବ।…

ଡାଇବେଟିସ୍‌ରୁ ଦୂରେଇ ରହିବା ପାଇଁ ଶୀତଦିନେ ଖାଆନ୍ତୁ ଏହି ଶାଗ…

ମୂଳା ଶାଗରେ ଅନେକ ପୋଷକ ତତ୍ତ୍ୱ ରହିଛି। ଏହା ଶରୀର ପାଇଁ ବେଶ୍‌ ଉପକାରୀ। ଶୀତ ଦିନେ ନିୟମିତ ମୂଳା ଶାଗ ଖାଇଲେ ବ୍ଲଡ୍‌ ସୁଗାର୍‌ ଲେଭଲ୍‌ ନିୟନ୍ତ୍ରିତ ହୋଇ ଡାଇବେଟିସ୍‌ ଆଶଙ୍କାରୁ ଦୂର ହୋଇଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି।…

ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଜାରି: ରାମନାଥ କୋବିନ୍ଦ ଦେଲେ ମଞ୍ଜୁରୀ

ମୁମ୍ବାଇ,୧୨।୧୧: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ଶେଷ ହେବାର ୧୮ ଦିନ ପରେ ବି ସରକାର ଗଢ଼ିବା ନେଇ ଚିତ୍ର ଅସ୍ପଷ୍ଟ ହେବାରୁ ଶେଷରେ ସେଠାରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅନୁମୋଦନ ପରେ ରାଜ୍ୟରେ ଏହି ଶାସନ…

ଟାଇଫଏଡ୍‌ ରୋଗୀଙ୍କ ପାଇଁ ଉପକାରୀ ଗାଜର ରସ

ଟାଇଫଏଡ୍‌ ଏକ ବିପଦଜନକ ଜ୍ୱର। ଏପରି ସ୍ଥିତିରେ କିଛି ବିଶେଷ କଥା ଉପରେ ଧ୍ୟାନ ରଖିଲେ ନା କେବଳ ଏଥିରୁ ରକ୍ଷା ପାଇ ପାରିବେ, ଏହାର ପ୍ରଭାବକୁ ମଧ୍ୟ କମେଇପାରିବେ। ଟାଇଫଏଡ୍‌ରୁ ରକ୍ଷା ପାଇବା ପାଇଁ କିଛି ଘରୋଇ ଉପାୟ ଅନୁସରଣ…

ଜମ୍ମୁ-କଶ୍ମୀର ସଡକ ଦୁର୍ଘଟଣାରେ ଗଲା ୧୬ ଜୀବନ

ଶ୍ରୀନଗର,୧୨।୧୧: ଜମ୍ମୁ-କଶ୍ମୀରର ଡୋଡା ଅଞ୍ଚଳରେ ମଙ୍ଗଳବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୧୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୨ଜଣ ଶିଶୁ ଥିବା ଜଣାପଡ଼ିଛି। ସମସ୍ତ ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।…

ଏହି ଦୁଇ ମହିଳା ପୋଲିସଙ୍କୁ ଦେଶ କରୁଛି ସଲାମ

ଗୁଆହାଟୀ,୧୨।୧୧: ଏବେ ଆସାମର ଦୁଇଜଣ ମହିଳା ପୋଲିସ କନ୍‌ଷ୍ଟେବଳଙ୍କ ଫଟୋ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହୋଇଛି। ଫଟୋରେ ଦୁଇ ମହିଳା ହାତରେ କୁନି ଶିଶୁଙ୍କୁ ଧରି କାର୍ଯ୍ୟ କରୁଥିବା ଦେଖାଯାଇଛି। ସୂଚନାଯୋଗ୍ୟ, ଦାରାଙ୍ଗ ଜିଲାରେ ନଭେମ୍ବର ୧୦ରେ ଶିକ୍ଷକ ଯୋଗ୍ୟତା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri