ଆରମ୍ଭ ହେଲା ବଦ୍ରିନାଥ କବାଟ ବନ୍ଦ ପ୍ରକ୍ରିୟା
ଡେରାଡୁନ,୧୩।୧୧: ପଞ୍ଚ ପୂଜା ସହ ବଦ୍ରିନାଥ ଧାମର କବାଟ ବନ୍ଦ ହେବା ପ୍ରକ୍ରିୟା ବୁଧବାରଠାରୁ ଆରମ୍ଭ ହୋଇଛି। ଗଣେଶ ପୂଜାର୍ଚ୍ଚନା ସହ ସନ୍ଧ୍ୟାରେ ଗଣେଶ ମନ୍ଦିରର କବାଟ ବନ୍ଦ ହେବ ବୋଲି ଜଣାପଡ଼ିଛି। ଦ୍ୱିତୀୟ ଦିନରେ ଆଦି କେଦାରେଶ୍ୱରଙ୍କ କବାଟ ବନ୍ଦ…
ଗୁରୁବାର ଭାଜପାରେ ସାମିଲ୍ ହେବେ ୧୭ ଅଯୋଗ୍ୟ ଘୋଷିତ ବିଧାୟକ
ବେଙ୍ଗାଲୁରୁ,୧୩।୧୧: ଗୁରୁବାର ଭାଜପାରେ କର୍ନାଟକ ବିଧାନସଭାର ଅଯୋଗ୍ୟ ଘୋଷିତ ୧୭ ବିଧାୟକ ସାମିଲ୍ ହେବେ। ସେମାନେ ଡିସେମ୍ବର ୫ରେ ହେବାକୁଥିବା ଉପନିର୍ବାଚନରେ ଲଢ଼ିପାରିବା ନେଇ ବୁଧବାର ସୁପ୍ରିମ୍କୋର୍ଟଙ୍କ ରାୟ ପରେ ବିଧାୟକମାନେ ଭାଜପାରେ ସାମିଲ୍ ହେବାକୁ ଯୋଜନା କରିଛନ୍ତି। ସେମାନଙ୍କ ମଧ୍ୟରେ…
ଶିଶୁ କଲ୍ୟାଣ ଅଧିକାରୀଙ୍କୁ ପିଟିଲେ ଅନ୍ତେବାସୀ
ରାଏବରେଲୀ,୧୩।୧୧: ସାଧାରଣତଃ ପ୍ରାୟ ସମୟରେ ଶିକ୍ଷକଙ୍କ ଦ୍ୱାରା ଛାତ୍ରୀଛାତ୍ର ନିର୍ଯାତନାର ଶିକାର ହୋଇଥିବା ଭିଡିଓ ଭାଇରାଲ ହୋଇଥାଏ। କିନ୍ତୁ ଉତ୍ତରପ୍ରଦେଶ ରାଏବରେଲୀରେ ଏହାର ଓଲଟା ଦୃଶ୍ୟ ସାମ୍ନାକୁ ଆସିଛି। ସେଠାକାର ଛାତ୍ରମାନେ ମହିଳା ଶିଶୁ କଲ୍ୟାଣ ଅଧିକାରୀଙ୍କୁ ନିସ୍ତୁକ ମାଡ ମାରିଥିବା…
ସୀମାରେ ଭାରତୀୟ ସେନାଙ୍କ ଶକ୍ତି ପ୍ରଦର୍ଶନ: ଯୁଦ୍ଧାଭ୍ୟାସ ସୁଦର୍ଶନ-୭
ଜୟପୁର,୧୩।୧୧: ନିୟନ୍ତ୍ରଣ ରେଖାରେ ପାକିସ୍ତାନ ବାରମ୍ବାର ଅସ୍ତ୍ରବିରତି ଜାରି ରଖିଛି। ଏହାକୁ ଦୃଷ୍ଟିରେ ରଖି ରାଜସ୍ଥାନର ବାଡ଼ମେର୍ ଏବଂ ଜୟସେଲ୍ମେର୍ରେ ଭାରତୀୟ ସେନା ପକ୍ଷରୁ ବଡ଼ ଧରଣର ଯୁଦ୍ଧାଭ୍ୟାସ ସୁଦର୍ଶନ-୭ର ଅୟୋଜନ କରାଯାଇଛି। ଏଥିରେ ୪୦ ହଜାର ସୈନ୍ୟ ଯୋଗାଦେବେ। ଏଥିରେ…
୯୭ ବର୍ଷ ହେବ ବଢିନି ଏହି ଗାଁର ଜନସଂଖ୍ୟା
ଦେଶରେ ଜନସଂଖ୍ୟା ହୁ ହୁ ହୋଇ ବଢୁଛି। ଏହାକୁ ନେଇ ସରକାର ଚିନ୍ତାପ୍ରକଟ କରୁଥିବାବେଳେ ମଧ୍ୟପ୍ରଦେଶରେ ଏକ ଏମିତି ଗାଁ ଅଛି, ଯେଉଁଠି ଗତ ୯୭ ବର୍ଷ ହେବ ଜନସଂଖ୍ୟା ବଢୁନି। ବୈତୁଲ ଜିଲାର ଧନୋରା ଗ୍ରାମରେ ୯୭ ବର୍ଷ ହେବ…
ସୁପ୍ରିମ୍କୋର୍ଟ ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ ଆର୍ଟିଆଇ ପରିସରଭୁକ୍ତ ହେବ
ନୂଆଦିଲ୍ଲୀ,୧୩।୧୧: ସୁପ୍ରିମ୍କୋର୍ଟ ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ ସୂଚନା ଅଧିକାର (ଆର୍ଟିଆଇ) ପରିସର ଭୁକ୍ତ ହେବ। ଏନେଇ ବୁଧବାର ସୁପ୍ରିମ୍କୋର୍ଟ ରାୟ ଦେଇଛନ୍ତି। ତେବେ ଏଥିରେ କେତେକ ସର୍ତ୍ତ ରହିବ ବୋଲି ସୁପ୍ରିମ୍କୋର୍ଟ କହିଛନ୍ତି। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ଗଠିତ…
ମଦ୍ରାସାରେ ଦିଆଯିବ ଏନ୍ସିସି ଏବଂ ଏନ୍ଏସ୍ଏସ୍ ପ୍ରଶିକ୍ଷଣ
ଲକ୍ଷ୍ନୌ,୧୩।୧୧: ଏଣିକି ଉତ୍ତରପ୍ରଦେଶର ସମସ୍ତ ମଦ୍ରାସାରେ ଏନ୍ସିସି ଏବଂ ଏନ୍ଏସ୍ଏସ୍ ପ୍ରଶିକ୍ଷଣ ଦିଆଯିବ। ଏନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି। ଏହାଦ୍ୱାରା ମଦ୍ରାସା ଶିକ୍ଷାର୍ଥୀଙ୍କୁ ସାମାଜିକ କାର୍ଯ୍ୟରେ ନିୟୋଜିତ କରାଯାଇପାରିବ। ଏନେଇ ବୁଧବାର ରାଜ୍ୟ ମଦ୍ରାସା ବୋର୍ଡ ରେଜିଷ୍ଟାର ରାଘବେନ୍ଦ୍ର…
ଶିବସେନା-ଏନ୍ସିପି-କଂଗ୍ରେସ ମେଣ୍ଟ ସରକାର ଗଠନ ହେବ: ସଞ୍ଜୟ ରାଉତ
ମୁମ୍ବାଇ,୧୩।୧୧: ମହାରାଷ୍ଟ୍ରରେ ଶିବସେନା-ଏନ୍ସିପି-କଂଗ୍ରେସ ମେଣ୍ଟ ସରକାର ଗଠନ ହେବ। ଏନେଇ ଆଲୋଚନା ଜାରି ରହିଛି ବୋଲି ଶିବସେନା ପ୍ରବକ୍ତା ସଞ୍ଜୟ ରାଉତ ହସ୍ପିଟାଲରୁ ବାହାରିବା ପରେ ସୂଚନା ଦେଇଛନ୍ତି। ରାଜ୍ୟରେ ଆଉ ୬ ମାସ ପରେ ବିଧାନସଭା ନିର୍ବାଚନ ହେବ ନାହିଁ।…
ମର୍ମନ୍ତୁଦ ସଡକ ଦୁର୍ଘଟଣା: ୫ ଜଣଙ୍କ ଜୀବନ ଗଲା, ୨ ଗୁରୁତର
ନାଳନ୍ଦା,୧୩।୧୧: ବିହାରର ନାଳନ୍ଦାରେ ବୁଧବାର ସକାଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଗିରିୟକ ଥାନା ଅଞ୍ଚଳରେ ଏକ ଟ୍ରକ୍ ଅଟୋକୁ ଧକ୍କା ଦେବାରୁ ୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨ ଗୁରୁତର ଆହତ ହୋଇଛନ୍ତି। ସୂଚନାଯୋଗ୍ୟ, ଟ୍ରକ୍ଟି ସନ୍ତୁଳନ ହରାଇ…
ଏବେ ବି ଆଇସିୟୁରେ ଅଛନ୍ତି ସୁରସମ୍ରାଜ୍ଞୀ ଲତା ମଙ୍ଗେସ୍କର, ଆରୋଗ୍ୟ କାମନା କଲେ ପ୍ରଶଂସକ
ମୁମ୍ବାଇ: ଭାରତରତ୍ନ ତଥା ସୁରସମ୍ରାଜ୍ଞୀ ଲତା ମଙ୍ଗେସକର ଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଆଇସିୟୁରେ ରଖାଯାଇଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଧୀରେ ଧୀରେ ସୁଧୁରୁଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି। ୯୦ ବର୍ଷ ବୟସ୍କ ମଙ୍ଗେସକର ସୋମବାର ବ୍ରିଚ କ୍ୟାଣ୍ଡି…
ଗୁରୁବାର ସାବରିମାଲା ଓ ରାଫାଲର ଚୂଡ଼ାନ୍ତ ରାୟ
ନୂଆଦିଲ୍ଲୀ,୧୩।୧୧: ସୁପ୍ରିମ୍କୋର୍ଟ ଗୁରୁବାର ସାବରିମାଲା ଓ ରାଫାଲର ଚୂଡ଼ାନ୍ତ ରାୟ ଦେବେ। ଏହି ଦୁଇ ମାମଲାର ପୁନର୍ବିଚାର ପାଇଁ ଆବେଦନ ଦାଖଲ କରାଯାଇଥିଲା। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହାର ରାୟ ଦେବେ। ଫ୍ରାନ୍ସର ରାଫାଲ ଯୁଦ୍ଧ…
ଉପନିର୍ବାଚନ ଫଳାଫଳ ପରେ ବହୁମତ ପାଇଁ ୟେଦୁରପ୍ପା ସରକାର ଆବଶ୍ୟକ କରିବେ ୬ ବିଧାୟକଙ୍କ ସମର୍ଥନ
ବେଙ୍ଗାଲୁରୁ,୧୩।୧୧: କର୍ନାଟକର ୧୫ଟି ବିଧାନସଭା ଆସନରେ ଡିସେମ୍ବର ୫ରେ ଉପନିର୍ବାଚନ ହେବ। ସମ୍ପ୍ରତି କର୍ନାଟକରେ ମୋଟ ବିଧାୟକ ସଂଖ୍ୟା ୨୦୭ ରହିଛି। ସରକାର ଗଠନ ପାଇଁ ଆବଶ୍ୟକ କୁହୁକ ସଂଖ୍ୟା ୧୦୪ ଥିବାବେଳେ ମୁଖ୍ୟମନ୍ତ୍ରୀ ବି.ଏସ୍.ୟେଦୁରପ୍ପାଙ୍କ ପାଖରେ ୧୦୬ ବିଧାୟକଙ୍କ ସମର୍ଥନ…
Archives


