ପାଠପଢ଼ା ନିଶା: ୯୩ ବର୍ଷରେ ମାଷ୍ଟର ଡିଗ୍ରୀ
ନୂଆଦିଲ୍ଲୀ, ୧୯।୨: ପାଠ ପାଇଁ ଯେ କୌଣସି ନିର୍ଦ୍ଦିଷ୍ଟ ବୟସ ନାହିଁ ତାହା ଜଣେ ୯୩ ବର୍ଷ ବୟସ୍କ ବୃଦ୍ଧଙ୍କ କ୍ଷେତ୍ରରେ ପ୍ରମାଣିତ ହୋଇଛି। ଇନ୍ଦିରା ଗାନ୍ଧି ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ(ଇଗ୍ନୋ)ରୁ ସି.ଆଇ. ସିବାସୁବ୍ରମଣ୍ୟନ୍ ନାମକ ଏହି ବୃଦ୍ଧ ଜଣକ ପବ୍ଲିକ୍…
୧୫ ମହଲାରୁ ଡେଇଁ ହୀରା ବ୍ୟବସାୟୀଙ୍କ ଆତ୍ମହତ୍ୟା
ମୁମ୍ବାଇ,୧୯ା୨(ପି.ଟି.): ଦକ୍ଷିଣ ମୁମ୍ବାଇର ଅପେରା ହାଉସ୍ଠାରେ ଜଣେ ୬୧ ବର୍ଷୀୟ ହୀରା ବ୍ୟବସାୟୀ ମଙ୍ଗଳବାର ସକାଳେ ୧୫ ମହଲା କୋଠାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଧୀରେନଭାଇ ଚନ୍ଦ୍ରକାନ୍ତ ଶାହା ନାମକ ଏହି ବ୍ୟବସାୟୀ ପ୍ରସାଦ ଚାମ୍ବର୍ସ ଛାତରୁ ଡେଇଁପଡ଼ିଥିଲେ। ତାଙ୍କୁ ତୁରନ୍ତ…
ଗଡ୍ସେ ନା ଗାନ୍ଧିଜୀଙ୍କ ପକ୍ଷରେ: ନୀତୀଶଙ୍କୁ ପ୍ରଶାନ୍ତ କିଶୋରଙ୍କ ପ୍ରଶ୍ନ
ପାଟନା,୧୯ା୨(ପି.ଟି.): କ୍ଷମତା ପାଇଁ ଭାଜପା ସହ ମେଣ୍ଟ କରିଥିବା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ରାଜନୈତିକ ରଣନୀତିକାର ତଥା ରାଜନେତା ପ୍ରଶାନ୍ତ କିଶୋର କଡ଼ା ସମାଲୋଚନା କରିଛନ୍ତି। ଜେଡିୟୁ ନେତା ଭାବରେ ସେ ନାଥୁରାମ ଗଡ଼୍ସେ ନା ମହାତ୍ମା ଗାନ୍ଧୀଙ୍କ ପକ୍ଷରେ…
ହିନ୍ଦୁ ଆତଙ୍କବାଦ ରୂପ ଦେବାକୁ ହୋଇଥିଲା ଚକ୍ରାନ୍ତ
ମୁମ୍ବାଇ,୧୯ା୨(ପି.ଟି.): ୨୬/୧୧ ମୁମ୍ବାଇ ଆକ୍ରମଣକୁ ହିନ୍ଦୁ ଆତଙ୍କବାଦ ରୂପ ଦେବା ଲାଗି ଲଶ୍କର-ଇ-ତୋଇବା ଯୋଜନା ପ୍ରସ୍ତୁତ କରିଥିଲା ବୋଲି ପୂର୍ବତନ ମୁମ୍ବାଇ ପୋଲିସ କମିଶନର ରାକେଶ ମାରିଆ କହିଛନ୍ତି। ପାକିସ୍ତାନୀ ଆତଙ୍କବାଦୀ ମହମ୍ମଦ ଅଜମଲ କସବଙ୍କୁ ବେଙ୍ଗାଲୁରୁର ସମୀର ଚୌଧ୍ରୀ ପରିଚୟରେ…
ସେନାରେ ଯୋଗଦେବେ ପୁଲ୍ଓ୍ବାମା ଶହୀଦଙ୍କ ସ୍ତ୍ରୀ
ଡେରାଡୁନ୍,୧୯ା୨: ଜମ୍ମୁ-କଶ୍ମୀରର ପୁଲ୍ଓ୍ବାମାରେ ଗତବର୍ଷ ଜୈଶ୍-ଇ-ମହମ୍ମଦ ଆତଙ୍କବାଦୀଙ୍କ ସହ ଗୁଳିବିନିମୟ ବେଳେ ଶହୀଦ ହୋଇଥିବା ମେଜର ବିଭୂତି ଶଙ୍କର ଧୌଣ୍ଡିୟାଙ୍କ ସ୍ତ୍ରୀ ନିକିତା କୌଲ୍ ଖୁବ୍ଶୀଘ୍ର ସେନାରେ ଯୋଗଦେବାକୁ ଯାଉଛନ୍ତି। ସେ ସେନାରେ ଭର୍ତ୍ତି ହେବା ପାଇଁ ସର୍ଟ ସର୍ଭିସ୍ କମିଶନ…
ନାଗରିକତ୍ୱ ପ୍ରମାଣ ମାଗିଲା ୟୁଆଇଡିଏଆଇ
ହାଇଦ୍ରାବାଦ,୧୯ା୨: ଆଧାର କର୍ତ୍ତୃପକ୍ଷ (ୟୁଆଇଡିଏଆଇ) ହାଇଦ୍ରାବାଦର ଜଣେ ୪୦ ବର୍ଷୀୟ ରିକ୍ସାଚାଳକଙ୍କୁ ନାଗରିକତ୍ୱ ପ୍ରମାଣ ଦେବାକୁ କହିବାରୁ ଏହାକୁ ନେଇ ବିବାଦ ମୁଣ୍ଡ ଟେକିଛି। ଉକ୍ତ ରିକ୍ସାଚାଳକଙ୍କ ଆଧାର କାର୍ଡ ଜାଲ୍ ବୋଲି ଅଭିଯୋଗ ହୋଇଥିଲା। ୟୁଆଇଡିଏଆଇର ଉପନିର୍ଦ୍ଦେଶକ ଅମିତା ବିନ୍ଦ୍ରୁ…
ଜ୍ୟୋତିରାଦିତ୍ୟଙ୍କ ବାଟ ଓଗାଳିବାକୁ ପ୍ରିୟଙ୍କାଙ୍କୁ ରାଜ୍ୟ ସଭା ପଠାଇବାକୁ ଚାହୁଁଛନ୍ତି କମଳନାଥ!
ଭୋପାଳ,୧୮।୨: ମଧ୍ୟପ୍ରଦେଶର କଂଗ୍ରେସ ସରକାରରେ ଥିବା ଦୁଇ ନେତାଙ୍କ ମଧ୍ୟରେ ତୁତୁ ମେମେ ଥମିବାର ନାଁ ନେଉନି। ମୁଖ୍ୟମନ୍ତ୍ରୀ କମଳନାଥ ଓ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ମତଭେଦ ଏବେ ନୂଆ ମୋଡ ନେଇଥିବା ଆଲୋଚନା ହେଉଛି। ଶୁଣିବାକୁ ମିଳୁଛି…
ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖରଙ୍କୁ ଲାଗିଲା ଝଟ୍କା
ମୁମ୍ବାଇ,୧୮।୨: ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କୁ ଲାଗିଛି ବଡ ଝଟ୍କା। ଫେବୃୟାରୀ ୨୧ରେ ମୁମ୍ବାଇର ଆଜାଦ ମଇଦାନରେ ସିଏଏ, ଏନ୍ପିଆର୍, ଏନ୍ଆର୍ସି ବିରୋଧରେ ରାଲି କରିବାକୁ ଅନୁମତି ମାଗିଥିଲେ। ହେଲେ ମୁମ୍ବାଇ ପୋଲିସ ଆଇନ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଆଜାଦଙ୍କୁ…
୧୪ ଦିନିଆ ବିଚାର ବିଭାଗୀୟ ରିମାଣ୍ଡରେ ଶରଜିଲ୍
ନୂଆଦିଲ୍ଲୀ,୧୮।୨: ଉତ୍ତେଜନା ମୂଳକ ଭାଷଣ ଦେଉଥିବା ଅଭିଯୋଗରେ ଗିରଫ ହୋଇଥିବା ଶରଜିଲ୍ ଇମାମ୍ଙ୍କୁ ୧୪ ଦିନିଆର ବିଚାର ବିଭାଗୀୟ ରିମାଣ୍ଡରେ ରଖିବାକୁ ଦିଲ୍ଲୀ କୋର୍ଟ ମଙ୍ଗଳବାର ନିର୍ଦ୍ଦେଶ ଦେଇଛନ୍ତି। ଜାମିଆ ମାମଲାରେ ତାଙ୍କୁ ଅଧିକ ପଚରା ଉଚରା କରାଯିବ। ଏହାପୂର୍ବରୁ ତାଙ୍କୁ…
ବାଘ ସଫାରୀରେ ପର୍ଯ୍ୟଟକଙ୍କ ଲୁଗା ଟାଣିଲା ବାଘ: ଭିଡ଼ିଓ ଭାଇରାଲ
ଭୋପାଳ,୧୮।୨: କିଛିଦିନ ତଳେ ଛତିଶଗଡ଼ ରାୟପୁରରେ ଥିବା ନନ୍ଦନବନ ଜଙ୍ଗଲ ସଫାରୀରେ ଏକ ବାଘ ପର୍ଯ୍ୟଟକଙ୍କ ବସର ପିଛା କରିଥିଲା। ଏହାକୁ ନେଇ ବେଶ୍ ଚର୍ଚ୍ଚା ଲାଗିଥିଲା। ଏହାପରେ ବନବିଭାଗ ପକ୍ଷରୁ ଟୁରିଷ୍ଟ ବସର ଡ୍ରାଇଭର ଓମ୍ ପ୍ରକାଶ ଏବଂ ଗାଇଡ୍…
ଅମିତାଭଙ୍କୁ କାହିଁକି କ୍ଷମା ମାଗିଲେ ଅମର ସିଂହ
ନୂଆଦିଲ୍ଲୀ,୧୮।୨: ସମାଜବାଦୀ ପାର୍ଟି(ଏସ୍ପି)ର ପୂର୍ବତନ ନେତା ତଥା ରାଜ୍ୟସଭା ଏମ୍ପି ଅମର ସିଂହଙ୍କ ଖରାପ୍ ସ୍ବାସ୍ଥ୍ୟାବସ୍ଥା ଯୋଗୁ ବର୍ତ୍ତମାନ ସେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। କିଡନୀ ଜନିତ ସମସ୍ୟା ଥିବାରୁ ସେ ସିଙ୍ଗାପୁରର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିବାର ଜଣାପଡ଼ିଛି। ବର୍ତ୍ତମାନ…
ହନୁମାନ ଚାଳିଶା ପରେ ଏବେ ଏଏପି ପାଠ କରିବ ‘ସୁନ୍ଦରାକାଣ୍ଡ’
ନୂଆଦିଲ୍ଲୀ,୧୮।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଆମ ଆଦମୀ ପାର୍ଟି(ଏଏପି) ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ହନୁମାନ ଚାଳିଶା ପାଠକୁ ନେଇ ଆରମ୍ଭ ହୋଇଥିଲା ରାଜନୀତି। ଏବେ ଏହା ଥମି ଯାଇଥିବା ବେଳେ ଶୁଣିବାକୁ ମିଳିଛି କି ଏଏପି…

