ଜାତୀୟ

ମୃତ ପୁଅର ପ୍ରେମିକାଙ୍କୁ ବିବାହ ଦେଲେ ମା’

ମିରଠ,୮।୧୨: ଉତ୍ତର ପ୍ରଦେଶ ମିରଠରୁ ଏମିତି ଏକ ଘଟଣା ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପୁଅ ମରିଯିବା ପରେ ତାଙ୍କ ପ୍ରେମିକାକୁ ଝିଅ ଭାବେ ଗ୍ରହଣ କରି କନ୍ୟାଦାନ କରିଛନ୍ତି ଜଣେ ବିଧବା ମା’। ମିରଠର ମଓ୍ବାନା ନିବାସୀ ବିମରବତୀ…

ସୋମବାର ଲୋକସଭାରେ ଆଗତ ହୋଇପାରେ ନାଗରିକତା ସଂଶୋଧନ ବିଲ୍‌

ନୂଆଦିଲ୍ଲୀ,୮।୧୨: ନାଗରିକତା ସଂଶୋଧନ ବିଲ୍‌କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍‌ ଗତ ସପ୍ତାହରେ ମଞ୍ଜୁରୀ ଦେଇଛି। ଏବେ ଏହା ସଂସଦର ଉଭୟ ଗୃହରେ ଉପସ୍ଥାପିତ ହେବ। ସୋମବାର ଏହି ବିଲ୍‌କୁ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଲୋକସଭାରେ ଆଗତ କରାଇବେ ବୋଲି…

ମାଲଗାଡ଼ି ଦୁର୍ଘଟଣା ଗ୍ରସ୍ତ: ୭ ବଗି ଲାଇନଚ୍ୟୁତ

ଦିବ୍ରୁଗଡ଼,୮।୧୨: ଆସାମରେ ଏକ ମାଲଗାଡ଼ି ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏହାର ୭ ବଗି ଲାଇନଚ୍ୟୁତ ହୋଇଛି। ସ୍ଥାନୀୟ ଦିବ୍ରୁଗଡ଼ରେ ଥିବା ନାହାରକାଟିଆ ରେଳଷ୍ଟେଶନ ନିକଟରେ ଏହା ଘଟିଛି। ତେବେ ଏଥିରେ କେହି ହତାହତ ହୋଇ ନାହାଁନ୍ତି। ଖବର ପାଇ ରେଳ ବିଭାଗ…

ମହିଳାଙ୍କ ସୁରକ୍ଷାକୁ ନେଇ ଟୁଇଟ୍‌ କଲେ ଶିଳ୍ପା

ମୁମ୍ବାଇ,୮।୧୨: ଦେଶରେ ମହିଳାଙ୍କ ଉପରେ ବଢିଚାଲିଥିବା ଅପରାଧକୁ ଦେଖି ଏବେ ସୋସିଆଲ ମିଡିଆରେ ନିଜର ମତ ରଖିଛନ୍ତି ବଲିଉଡ୍‌ ଫିଟ୍‌ କୁଇନ୍‌ ଶିଳ୍ପା ସେଟ୍ଟି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବେଟି ବଚାଓ ଅଭିଯାନକୁ ନେଇ ସେ କହିଛନ୍ତି ଏହା ଖାଲି ଅଭିଯାନରେ…

ରେକର୍ଡ କଲା ପିଆଜ

ମଦୁରାଇ,୮।୧୨: ଦେଶର ବିଭିନ୍ନ ଭାଗରେ ପିଆଜ ସେଞ୍ଚୁରି ମାରିଥିବା ବେଳେ ତାମିଲନାଡୁର ମଦୁରାଇରେ କିନ୍ତୁ ଏହା ରେକର୍ଡ କରିଛି। ରବିବାର ଏଠାରେ ପିଆଜର କିଲୋଗ୍ରାମ୍‌ ପ୍ରତି ଦାମ୍‌ ୨ଶହ ଟଙ୍କା ଥିବା ବେଳେ ଖୁଚୁରା ବଜାରରେ ଏହା କିଲୋପ୍ରତି ଦର ୨୫୦…

ସୌନ୍ଦର୍ଯ୍ୟକୁ ଦୀର୍ଘସ୍ଥାୟୀ କରିବା ପାଇଁ ସପ୍ତାହରେ ଥରେ ଏହି ବାଥ୍‌ …

ନୂଆଦିଲ୍ଲୀ: ପରିବେଶ ପ୍ରଦୂଷଣର ପ୍ରଭାବ ତ୍ୱଚା ଉପରେ ପଡ଼ିଥାଏ। ଶରୀରର ଲୋମଛିଦ୍ର ଏହା ଦ୍ୱାରା ବନ୍ଦ ହୋଇଯାଇଥାଏ। ତେବେ ସପ୍ତାହରେ ଥରେ ସୋନା ବାଥ୍‌ ନେଲେ ଏସବୁ ସମସ୍ୟାରୁ ମୁକ୍ତି ମିଳିବା ସହିତ ସୌନ୍ଦର୍ଯ୍ୟ ଦୀର୍ଘସ୍ଥାୟୀ ରହିଥାଏ। ସୋନା ବାଥ୍‌ରେ ଚଟାଣରେ…

ସଚେତନତା ଦ୍ୱାରା ମହିଳାଙ୍କ ଉପରେ ହେଉଥିବା ଅପରାଧର ଅନ୍ତ ଘଟିିବ: ଭେଙ୍କିୟା ନାଇଡୁ

ପୁଣେ,୮।୧୨: ଦେଶରେ ମହିଳାଙ୍କ ଉପରେ ଅପରାଧ ବୃଦ୍ଧି ପାଉଥିବା ନେଇ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ କ୍ଷୋଭ ପ୍ରକାଶ କରିଛନ୍ତି। ଲୋକଙ୍କ ମଧ୍ୟରେ ସଚେତନତା ଦ୍ୱାରା ହିଁ ଏଭଳି ଆପରାଧୀକ ଘଟଣାର ଅନ୍ତ ଘଟିବ ବୋଲି ପୁଣେଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ…

ଉନ୍ନାଓ ପୀଡିତାଙ୍କ ପରିବାରର ସମସ୍ତ ଦାବି ପୂରଣ କରାଯିବ: ଲକ୍ଷ୍ନୌ କମିଶନର

ଲକ୍ଷ୍ନୌ,୮।୧୨: ଉନ୍ନାଓ ପୀଡିତାଙ୍କ ପରିବାର ଯେଉଁସବୁ ଦାବି କରିଥିଲେ ତାହା ପୂରଣ କରାଯିବ ବୋଲି ଶନିବାର କଥା ଦେଇଛନ୍ତି ଉତ୍ତର ପ୍ରଦେଶ ପ୍ରଶାସନ। ଲକ୍ଷ୍ନୌ ଡିଭିଜନାଲ କମିଶନର ମୁକେଶ ମେଶରାମ ଖବରଦାତାମାନଙ୍କୁ ସୂଚନା ଦେଇ କହିଛନ୍ତି, ସେ ପୀଡିତାଙ୍କ ପରିବାର ସହ…

ତୃତୀୟ ମହଲାରେ ନିଦରେ ଶୋଇଥିଲେ ଲୋକେ: ନିଆଁ ତ ଲିଭିଲା; ଭାଙ୍ଗିଲାନି ମହାନିଦ୍ରା

ନୂଆଦିଲ୍ଲୀ,୮।୧୨: ଉପହାର ସିନେମା ହଲ୍‌ରେ ୨୨ ବର୍ଷ ତଳେ ଘଟିଥିବା ଅଗ୍ନିକାଣ୍ଡ ଘଟଣାକୁ ପୁଣି ଥରେ ଦିଲ୍ଲୀବାସୀଙ୍କୁ ମନେ ପକାଇ ଦେଇଛି ରବିବାରର ଘଟଣା। ରାଣୀ ଝାନ୍ସୀ ରୋଡ୍‌ ନିକଟରେ ଥିବା ଖାଦ୍ୟଶସ୍ୟ ମଣ୍ଡିର ତୃତୀୟ ମହଲାରେ ଅଗ୍ନିକାଣ୍ଡ ଘଟି ୪୩…

ସ୍ବାତୀ ମାଲିଓ୍ବାଲଙ୍କ ଅନଶନ ଜାରି: କମିଲା ୩ କିଲୋ ଓଜନ

ନୂଆଦିଲ୍ଲୀ,୮।୧୨: ବଳାତ୍କାର ମାମଲାରେ ୬ ମାସ ମଧ୍ୟରେ ଫାଶି ଦଣ୍ଡାଦେଶ ସହ ଆହୁରି କିଛି ଦାବି ନେଇ ନୂଆଦିଲ୍ଲୀର ରାଜଘାଟ ନିକଟ ସମତା ସ୍ଥଳରେ ଅନଶନରେ ବସିଛନ୍ତି ଢ଼ହିଳା ଆୟୋଗର ଅଧ୍ୟକ୍ଷ ସ୍ବାତୀ ମାଲିଓ୍ବାଲ। ସ୍ବାତୀଙ୍କ ଅନଶନ ପଞ୍ଚମ ଦିନରେ ପହଞ୍ଚିଥିବା…

ଦିଲ୍ଲୀ ଅଗ୍ନିକାଣ୍ଡ: ଫାୟାର ମ୍ୟାନ୍‌ ରାଜେଶ ଶୁକ୍ଳା ନିଆଁ ଭିତରୁ ୧୧ ଜଣଙ୍କ ଜୀବନ ବଞ୍ଚାଇଲେ

ନୂଆଦିଲ୍ଲୀ,୮।୧୨: ଦିଲ୍ଲୀର ଝାନ୍ସୀ ରୋଡଠାରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୪୩ ଲୋକଙ୍କ ମୃତ୍ୟୁ ଘଟିଛି। ଏଥିରେ ୫୬ ଜଣ ଆହତ ହୋଇଛନ୍ତି। ଏହି ଘଟଣାରେ ନିଜ ଜୀବନକୁ ଭୟ ନ କରି ନିଆଁ ଭିତରୁ ୧୧ ଜଣଙ୍କୁ ବଞ୍ଚାଇଛନ୍ତି ଫାୟାର ମ୍ୟାନ୍‌…

ଡିସେମ୍ବର ୨୧ରେ ଭାରତ-ଚାଇନା ସୀମା ଆଲୋଚନା

ନୂଆଦିଲ୍ଲୀ,୮।୧୨: ଭାରତ-ଚାଇନା ସୀମା ସମସ୍ୟା ସମ୍ପର୍କିତ ଆଲୋଚନା ଡିସେମ୍ବର ୨୧ରେ ସମ୍ପନ୍ନ ହେବ ବୋଲି ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଆୟୋଜିତ ଆଲୋଚନାରେ ଭାରତୀୟ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍‌ ଡୋଭାଲ୍‌ ଏବଂ ଚାଇନା ବହିର୍ବ୍ୟାପାର ମନ୍ତ୍ରୀ ଓ୍ବାଙ୍ଗ୍‌ ଓ୍ବି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri