ଜାତୀୟ

ଏଏପିର ୫ ବିଦ୍ରୋହୀ ପ୍ରାର୍ଥୀ କେଜ୍‌ରିଓ୍ବାଲଙ୍କ ମୁଖ୍ୟ ସମସ୍ୟା

ନୂଆଦିଲ୍ଲୀ,୨୩।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଭିନ୍ନ ଦଳ ମଧ୍ୟରେ ପ୍ରଚାର ପ୍ରତିଦ୍ୱନ୍ଦ୍ୱିତା ଆରମ୍ଭ ହୋଇଛି। ଆମ୍‌ ଆଦ୍‌ମୀ ପାର୍ଟି ଚଳିତ ଥର ୧୫ ଜଣ ବିଧାୟକଙ୍କୁ ଟିକଟ ଦେବାକୁ ମନା କରିଥିଲା। ସେଥିମଧ୍ୟରୁ ୫ ବିଧାୟକ ବିଦ୍ରୋହୀ ପ୍ରାର୍ଥୀ ଭାବେ…

ଗଡ଼ ବିଜୟ ପାଇଁ ଭାଜପାର ନୂଆ ରଣନୀତି: ଛୋଟ ସଭାକୁ ଗୁରୁତ୍ୱ

ନୂଆଦିଲ୍ଲୀ,୨୩।୧: ଆଗକୁ ଦିଲ୍ଲୀ ବିଧାନସଭା ନିର୍ବାଚନ। ଏନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରଚାର ଜୋର୍‌ସୋର୍‌ ଆରମ୍ଭ ହୋଇଛି। ଭାଜପା ଚଳିତ ଥର ଗଡ଼ ବିଜୟ ଲକ୍ଷ୍ୟ ନେଇ କେତେକ ନୂଆ ରଣନୀତି ଆପଣେଇଛି। ଭାଜପା ପକ୍ଷରୁ ନିର୍ବାଚନ ପ୍ରଚାର ସମୟରେ…

ଶାହିନ୍‌ ବାଗ୍‌ ପ୍ରଦର୍ଶନ ପଛରେ ୨ ଯାଆଁଳା ଭାଇ କେଜ୍‌ରିଓ୍ବାଲ-ରାହୁଲ: ଭାଜପା

ନୂଆଦିଲ୍ଲୀ,୨୩।୧: ଦିଲ୍ଲୀର ଶାହିନ୍‌ ବାଗ୍‌ଠାରେ ଦୀର୍ଘ ଦିନ ହେଲା ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ବିରୋଧରେ ପ୍ରଦର୍ଶନ ଜାରି ରହିଛି। ଏନେଇ ଭାଜପା ପକ୍ଷରୁ ଆମ୍‌ ଆଦ୍‌ମୀ ପାର୍ଟି(ଏଏପି) ଏବଂ କଂଗ୍ରେସକୁ କଡ଼ା ସମାଲୋଚନା କରାଯାଇଛି। ଏହି ପ୍ରଦର୍ଶନ ପଛରେ ୨ ଯାଆଁଳା…

ପୂର୍ବାହ୍ନ ୧୧ଟା ବଦଳରେ ସନ୍ଧ୍ୟା ୬ଟାରେ ପ୍ରଧାନମନ୍ତ୍ରୀ ଖୋଲି କହିବେ ‘ମନ୍‌ କି ବାତ୍‌’

ନୂଆଦିଲ୍ଲୀ,୨୩।୧: ଚଳିତ ଜାନୁୟାରୀ ୨୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମରେ ପରିବର୍ତ୍ତନ ଅଣାଯାଇଛି। ରବିବାର ପ୍ରଧାନମନ୍ତ୍ରୀ ପୂର୍ବାହ୍ନ ୧୧ଟା ବଦଳରେ ସନ୍ଧ୍ୟା ୬ଟାରେ ନିଜର ମନର କଥା ଖୋଲି କହିବେ। ଏହି ଦିନ ସାଧାରଣତନ୍ତ୍ର ଦିବସ ପଡୁଥିବାରୁ…

ଚଳିତ ଆର୍ଥିକ ବର୍ଷରେ ୬୨ ଲକ୍ଷରୁ ଅଧିକଙ୍କୁ ମିଳିଛି ନିଯୁକ୍ତି: ଇପିଏଫ୍‌ଓ

ନୂଆଦିଲ୍ଲୀ,୨୩।୧: ଚଳିତ ୨୦୧୯-୨୦ ଆର୍ଥିକ ବର୍ଷର ନଭେମ୍ବର ସୁଦ୍ଧା ୬୨ ଲକ୍ଷ ୩୮ ହଜାରଙ୍କୁ ନୂତନ ନିଯୁକ୍ତି ମିଳିଛି। ୨୦୧୮-୧୯ରେ ଏହା ୬୧ ଲକ୍ଷ ୧୨ ହଜାର ଥିଲା ବୋଲି କର୍ମଚାରୀ ଭବିଷ୍ୟନିଧି ସଂଗଠନ(ଇପିଏଫ୍‌ଓ) ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ପ୍ରକାଶ…

ସିଏଏ-ଏନ୍‌ଆର୍‌ସି ଯୋଗୁ ସ୍ବାଧୀନତାର ୭୩ ବର୍ଷ ପରେ ମଧ୍ୟ ଭାରତୀୟଙ୍କୁ ପ୍ରମାଣିତ କରିବାକୁ ପଡ଼ିବ ଭାରତୀୟତା: ନନ୍ଦିତା

ଜୟପୁର,୨୩।୧: ସିଏଏ ଏବଂ ଏନ୍‌ଆର୍‌ସି ବିରୋଧରେ ବଲିଉଡ୍‌ ଅଭିନେତ୍ରୀ ନନ୍ଦିତା ଦାସଙ୍କ ମନ୍ତବ୍ୟ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ନନ୍ଦିତା ରାଜସ୍ତାନ ଜୟପୁରରେ ଏକ ଗଣମାଧ୍ୟମ ସମ୍ମିଳନୀରେ ଯୋଗଦେଇ ସିଏଏ ଏବଂ ଏନ୍‌ଆର୍‌ସିକୁ କଡ଼ା ସମାଲୋଚନା କରିଛନ୍ତି। ସିଏଏ-ଏନ୍‌ଆର୍‌ସି ମଧ୍ୟରେ ଥିବା…

୭୦ ବର୍ଷରେ ହୋଇ ନ ଥିବା କାମ ୮ ମାସରେ କରିଛନ୍ତି ମୋଦି: ନଡ୍ଡା

ଆଗ୍ରା, ୨୩।୧: ଦେଶରେ ଗତ ୭୦ ବର୍ଷ ମଧ୍ୟରେ ହୋଇପାରି ନ ଥିବା କାମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାତ୍ର ୮ ମାସରେ କରି ଦେଖାଇଛନ୍ତି। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଦାୟିତ୍ୱ ସମ୍ଭାଳିବା ପରେ କେ.ପି.ନଡ୍ଡା ଆଗ୍ରାଠାରେ ନାଗରିକତ୍ୱ ସଂଶୋଧନ…

ଡେଥ୍‌ ଓ୍ବାରେଣ୍ଟ୍‌ ଜାରି କରିଥିବା ବିଚାରପତିଙ୍କ ବଦଳି

ନୂଆଦିଲ୍ଲୀ,୨୩।୧: ନିର୍ଭୟା ମାମଲାରେ ଦୋଷୀଙ୍କ ଲାଗି ଡେଥ୍‌ ଓ୍ବାରେଣ୍ଟ୍‌ ଜାରି କରିଥିବା ବିଚାରପତିଙ୍କ ବଦଳି କରାଯାଇଛି। ବିଚାରପତି ସତୀଶ ଆରୋରା ଏଣିପି ପାଟିଆଳା ହାଉସ୍‌ କୋର୍ଟ ପରିବର୍ତ୍ତେ ସୁପ୍ରିମ୍‌କୋର୍ଟରେ ଦାୟିତ୍ୱ ସମ୍ଭାଭାଳିବେ। ଗୋଟିଏ ମାସରେ ସେ ନିର୍ଭୟା ଦୋଷୀଙ୍କୁ ୨ ଥର…

ଲୋକଙ୍କ ସ୍ବାଧୀନତା ଛଡ଼ାଇ ନେଇଛନ୍ତି ଯୋଗୀ ସରକାର: ବିଏସ୍‌ପି ପ୍ରବକ୍ତା

ଲକ୍ଷ୍ନୌ,୨୩।୧: ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଶାସନରେ ଗଣତନ୍ତ୍ରର ହତ୍ୟା ହୋଇଛି। ସରକାର ଲୋକଙ୍କ ସ୍ବାଧୀନତା ଛଡ଼ାଇ ନେଇଛନ୍ତି। ଗୁରୁବାର ବିଏସ୍‌ପିର ରାଷ୍ଟ୍ରୀୟ ପ୍ରବକ୍ତା ସୁଧିନ୍ଦ୍ର ଭଦୋରିୟା ଏପରି କହି ଯୋଗୀ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀ ଭାରତୀୟ ସମ୍ବିଧାନ…

ଦଳକୁ ଭଲପାଉଥିବା ବ୍ୟକ୍ତି ପୁଅର ନାଁ ରଖିଲେ କଂଗ୍ରେସ

ଜୟପୁର,୨୩।୧: ଘରେ ପିଲାଟିଏ ଜନ୍ମନେଲେ ତା’ର ନାମକରଣ କରିବାକୁ ମାତାପିତାଙ୍କଠାରୁ ଆରମ୍ଭ କରି ବନ୍ଧୁ ପରିଜନ କିଏ କେତେ କ’ଣ ନାଁ ବାଛି ଥାଆନ୍ତି। ହେଲେ ରାଜସ୍ଥାନର ଏକ ଘଟଣା ଏବେ ଚର୍ଚ୍ଚାକୁ ଆସିଛି। ଏଠାରେ ଜଣେ କଂଗ୍ରେସ କର୍ମୀଙ୍କ ପାର୍ଟି…

ନିମିଷକେ ଭୁଶୁଡ଼ିଲା ପାଣିଟାଙ୍କି: ଭିଡ଼ିଓ ଭାଇରାଲ

କୋଲକତା,୨୩।୧: ସୋସିଆଲ୍‌ ମିଡ଼ିଆରେ ଗୁରୁବାର ଏକ ପାଣିଟାଙ୍କି ଭୁଶୁଡ଼ିବାର ଭିଡ଼ିଓ ଶେୟାର କରାଯାଇଛି। ଏହା ବେଶ୍‌ ଭାଇରାଲ ହେବାରେ ଲାଗିଛି। ଏହି ଭିଡ଼ିଓଟି ପଶ୍ଚିମବଙ୍ଗ ବାଙ୍କୁରା ଜିଲାର ବୋଲି କୁହାଯାଉଛି। ସ୍ଥାନୀୟ ସେରେଙ୍ଗା ଗାଁରେ ଥିବା ଏହି ପାଣିଟାଙ୍କିଟି ବୁଧବାର ଅପରାହ୍ନ…

ଏକ୍ସପ୍ରେସ୍‌ଓ୍ବେରେ ବିମାନର ଜରୁରୀ ଅବତରଣ

ଗାଜିଆବାଦ,୨୩।୧: ଉତ୍ତରପ୍ରଦେଶ ଗାଜିଆବାଦର ସହରପୁର ଗାଁ ନିକଟରେ ଇଷ୍ଟର୍ଣ୍ଣ ପେରିଫେରାଲ ଏକ୍ସପ୍ରେସ୍‌ଓ୍ବେରେ ଗୁରୁବାର ଏକ ବିମାନକୁ ଜରୁରୀ ଅବତରଣ କରାଯାଇଛି। ତେବେ ବିମାନରେ ଯାନ୍ତ୍ରୀକ ତୃଟି ପରିଲକ୍ଷିତ ହେବାରୁ ରାସ୍ତା ଉପରେ ବିମାନଟିକୁ ଅବତରଣ କରାଯାଇଥିବା ସୂଚନା ମିଳିଛି। ଏହା ଏକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri