ଓ୍ବକ୍ଫ ବିଲ୍କୁ ବିରୋଧ କରି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେଲେ ଆପ୍ ବିଧାୟକ
ନୂଆଦିଲ୍ଲୀ,୫।୪: ଓ୍ବକ୍ଫ ସଂଶୋଧନ ବିଲ୍କୁ ଶୁକ୍ରବାର କଂଗ୍ରେସ ଏବଂ ଏଆଇଏମ୍ଆଇଏମ୍ ନେତା ଅସାଦୁଦ୍ଦିନ ଓଓ୍ବାଇସି ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିବା ବେଳେ ଶନିବାର ଆମ୍ ଆଦ୍ମୀ ପାର୍ଟି (ଆପ୍) ବିଧାୟକ ଅମାନତୁଲ୍ଲା ଖାନ୍ ବିବାଦୀୟ ବିଲ୍କୁ ବିରୋଧ କରି ସର୍ବୋଚ୍ଚ ଅଦାଲତଙ୍କ ଦ୍ୱାରସ୍ଥ…
କମିବ ପେଟ୍ରୋଲ, ଡିଜେଲ ଦର? କ୍ରୁଡ ଅଏଲ ଦାମ କମିବାରୁ ବଢୁଛି ଆଶା
ନୂଆଦିଲ୍ଲୀ,୫।୪: ଏହା ବହୁତ କମ ଘଟେ ଯେ ଗୋଟିଏ ପଟେ ମୁଦ୍ରା ବଜାରରେ ଡଲାର ତୁଳନାରେ ଟଙ୍କା ମଜବୁତ ହେଉଛି ଏବଂ ଅନ୍ୟପଟେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ପାଉଛି। ଶୁକ୍ରବାର ଡଲାର ତୁଳନାରେ ଟଙ୍କା ପାଞ୍ଚ ପଇସା…
ଲାଗୁ ହେଲା ଆୟୁଷ୍ମାନ ଭାରତ ଯୋଜନା, ଜାଣନ୍ତୁ କେତେ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳିମ ମାଗଣା ଚିକିତ୍ସା
ନୂଆଦିଲ୍ଲୀ,୫।୪: ଜାତୀୟ ରାଜଧାନୀ ଦିଲ୍ଲୀରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଆୟୁଷ୍ମାନ ଯୋଜନା) କାର୍ଯ୍ୟକାରୀ କରିବା ପାଇଁ ଭାଜପା ନେତୃତ୍ୱାଧୀନ ଦିଲ୍ଲୀ ସରକାର ଶନିବାର କେନ୍ଦ୍ର ସହିତ ଏକ ବୁଝାମଣାପତ୍ର ସ୍ବାକ୍ଷର କରିଛନ୍ତି। ଏହା ସହିତ, ଦିଲ୍ଲୀ ଏହି…
ଏତେ ଖସିଗଲା ସୁନାଦର, ଜାଣନ୍ତୁ ୧୦ଗ୍ରାମ ସୁନାଦାମ୍ କେତେ…
ନୂଆଦିଲ୍ଲୀ,୫।୪: ସୁନା ଓ ରୂପାର ମୂଲ୍ୟରେ ବଡ଼ ଧରଣର ହ୍ରାସ ଦେଖାଦେଇଛି। ଅର୍ଥନୈତିକ ମାନ୍ଦ୍ୟ ଭୟ ଏବଂ ବିଶ୍ୱବ୍ୟାପୀ ଶେୟାର ବଜାରରେ ହତାଶା ସତ୍ତ୍ୱେ ସୁନା, ଯାହାକୁ ସାଧାରଣତଃ ନିରାପଦ ବିନିଯୋଗ ଭାବେ ବିବେଚନା କରାଯାଏ, ଶୁକ୍ରବାର ସୁନା ପ୍ରାୟ ୧%…
ଚୈତ୍ର ନବରାତ୍ରୀ ସୁଦ୍ଧା ଲାଲ ଆତଙ୍କରୁ ମୁକ୍ତ ହେବ ବସ୍ତର: ଶାହା
ରାଞ୍ଚି,୫।୪: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ବସ୍ତର ପାଣ୍ଡୁମ ମହୋତ୍ସବରେ ଯୋଗଦେବା ପାଇଁ ଛତିଶଗଡ଼ର ଦନ୍ତେୱାଡାରେ ପହଞ୍ଚିଛନ୍ତି। ଏହି ସମୟରେ, ସେ କହିଥିଲେ, ‘ଆଜି ଚୈତ୍ର ନବରାତ୍ରିର ଅଷ୍ଟମୀ ତିଥି। ମୁଁ ମାତା ଦନ୍ତେଶ୍ୱରୀଙ୍କ ଆଶୀର୍ବାଦ ନେଇ ଆସିଛି। ମୁଁ ପ୍ରାର୍ଥନା…
ମୋଦିଙ୍କୁ ଲାଗିବ ଝଟ୍କା! ଓ୍ବକଫ୍କୁ ରଦ୍ଦ କରିବେ ସୁପ୍ରିମକୋର୍ଟ?
ନୂଆଦିଲ୍ଲୀ,୫।୪: ଭାରତରେ ସମ୍ବିଧାନ ଅନୁଯାୟୀ ସୁପ୍ରିମକୋର୍ଟଙ୍କର ଏକ ଗୁରୁତ୍ୱପୂର୍ଣ୍ଣ କ୍ଷମତା ରହିଛି, ଯାହାକୁ “ଜୁଡିସିଆଲ ରିଭ୍ୟୁ” ବା ନ୍ୟାୟିକ ସମୀକ୍ଷା କୁହାଯାଏ। ଏହି କ୍ଷମତା ଅନୁସାରେ ସୁପ୍ରିମକୋର୍ଟ ସଂସଦ ଦ୍ୱାରା ପାରିତ ହୋଇଥିବା କୌଣସି ଆଇନକୁ ସମୀକ୍ଷା କରିପାରିବେ ଏବଂ ଯଦି…
ଶିବରାଜ ସିଂ ଚୌହାନଙ୍କ ରାଲିରେ ଓଲଟିଲା ଗାଡ଼ି, ୩ ଯବାନ ଆହତ
ନୂଆଦିଲ୍ଲୀ,୫।୪: କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ରାଲିରେ ଯାଉଥିବା ଜିଲା ପୋଲିସ ଗାଡ଼ିଟି ଓଲଟି ପଡ଼ିଛି। ଏହି ଦୁର୍ଘଟଣାରେ ତିନି ଜଣ ପୋଲିସ କର୍ମଚାରୀ ଆହତ ହୋଇଥିଲେ, ସେମାନଙ୍କୁ ଚିକିତ୍ସା ପାଇଁ ସେହୋରକୁ ପଠାଯାଇଥିଲା। କେନ୍ଦ୍ରମନ୍ତ୍ରୀ ଭୋପାଳରୁ ଦେବାସ…
ସ୍ନାଇପର ନେଇ ମଇଦାନକୁ ଓହ୍ଲାଇଲେ କିମ ଜୋଙ୍ଗ ଉନ, ଯୁଦ୍ଧର ଦେଲେ ସଙ୍କେତ!
ନୂଆଦିଲ୍ଲୀ,୫।୪: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ପୁଣି ଥରେ ସାମରିକ ଶକ୍ତି ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି। ଏଥର ସେ ନିଜେ ଦାୟିତ୍ୱ ନେଇ ନୂଆ ସ୍ନାଇପର ରାଇଫଲର ପରୀକ୍ଷଣ କରିଛନ୍ତି। କିମ ଏକ ସ୍ବତନ୍ତ୍ର ବାହିନୀ…
Modi SriLanka visit: ପ୍ରଥମ ଥର ପାଇଁ ଜଣେ ବିଦେଶୀ ନେତାଙ୍କୁ ଭବ୍ୟ ସ୍ବାଗତ, ଶ୍ରୀଲାଙ୍କାରେ ରାଜନୀତି ସରଗରମ
କଲମ୍ବୋ,୫।୪: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନି ଦିନିଆ ଗସ୍ତରେ ଶ୍ରୀଲଙ୍କାରେ ପହଞ୍ଚିଛନ୍ତି। ଏହି ଗସ୍ତ ସମୟରେ ଶ୍ରୀଲଙ୍କା ସରକାର ତାଙ୍କୁ ଏକ ଅଭୂତପୂର୍ବ ଓ ଭବ୍ୟ ସ୍ବାଗତ କରିଛନ୍ତି, ଯାହା ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ଗାଢ଼ କରିବାରେ…
ରାମନବମୀରେ ଉଦ୍ଘାଟନ ହେବ ନୂଆ ପାମ୍ବନ ରେଳ ସେତୁ: ମୋଦି କରିବେ ଶିଳାନ୍ୟାସ
ନୂଆଦିଲ୍ଲୀ,୫।୪: ରାମନବମୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାମିଲନାଡୁ ଗସ୍ତ କରି ରାମେଶ୍ୱରମକୁ ମୁଖ୍ୟ ଭୂମି ସହିତ ସଂଯୋଗ କରୁଥିବା ନୂତନ ପାମ୍ବନ ରେଳ ସେତୁ ଉଦଘାଟନ କରିବେ। ପ୍ରଧାନମନ୍ତ୍ରୀ ତାମିଲନାଡୁରେ ୮,୩୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ରେଳ…
ଓ୍ବକ୍ଫ ବିଲ୍କୁ ନେଇ ଜେଡିୟୁରେ ଫାଟ: ଇସ୍ତଫା ଦେଲେଣି ୫ ନେତା
ନୂଆଦିଲ୍ଲୀ,୫।୪:ଓ୍ବକ୍ଫ ସଂଶୋଧନ ବିଲ୍କୁ ସମର୍ଥନ ନେଇ ନୀତୀଶ କୁମାରଙ୍କ ସଂଯୁକ୍ତ ଜନତା ଦଳ (ଜେଡିୟୁ)ରେ ଫାଟ ସୃଷ୍ଟି ହୋଇଛି। ଦଳୀୟ ନିଷ୍ପତ୍ତିରେ ଅସନ୍ତୋଷ ବ୍ୟକ୍ତ କରି ଜେଡିୟୁର ୫ ନେତା ଇସ୍ତଫା ଦେଲେଣି। ଇସ୍ତଫା ଦେଇଥିବା ନେତାମାନେ ହେଲେ ରାଜୁ ନାୟାର,…
‘ମନମୋହନ ସିଂହ ଫେଲୋଶିପ୍’ କାର୍ଯ୍ୟକ୍ରମ ଆରମ୍ଭ କଲା କଂଗ୍ରେସ, ଯୁବନେତାଙ୍କୁ ମିଳିବ…
ନୂଆଦିଲ୍ଲୀ,୪।୪: କଂଗ୍ରେସ ଶୁକ୍ରବାର ଏକ ବଡ଼ ଘୋଷଣା କରିଛି। ଦଳ ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ଅର୍ଥନୀତିଜ୍ଞ ଡକ୍ଟର ମନମୋହନ ସିଂହଙ୍କ ନାମରେ ଏକ ଫେଲୋଶିପ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତିବର୍ଷ ୫୦ ଜଣ ଯୁବକଙ୍କୁ ଚୟନ…
Archives


