ଜାତୀୟ

ସ୍କୁଲ ଛୁଟି ଘୋଷଣା କଲେ ସରକାର: ଜାଣନ୍ତୁ କେଉଁ ରାଜ୍ୟରେ କେତେ ଦିନ…

ନୂଆଦିଲ୍ଲୀ,୧୪ା୧୦: ଅକ୍ଟୋବର ମାସଟି ଭାରତରେ ପାର୍ବଣର ଋତୁ ଆଣିଥାଏ। ଚଳିତ ବର୍ଷ ବିଭିନ୍ନ ରାଜ୍ୟରେ ସ୍କୁଲ ଛୁଟି ଘୋଷଣା କରାଯାଇଛି। ତେବେ ଜାଣନ୍ତୁ କେଉଁ ରାଜ୍ୟରେ ସ୍କୁଲ କେବେ ବନ୍ଦ ରହିବ… ଏବର୍ଷ ଦୀପାବଳି ଏବଂ ଅନ୍ୟାନ୍ୟ ପର୍ବପର୍ବାଣି ଯୋଗୁ ରାଜସ୍ଥାନରେ…

‘ଟଣାଓଟରା କଲେ, ଫୋନ ଛଡାଇନେଲେ ତା’ପରେ…’ ସେହି କାଳ ରାତିର କଥା ବଖାଣିଲେ ପଶ୍ଚିମବଙ୍ଗ ବଳାତ୍କାର ପୀଡିତା

କୋଲକାତା, ୧୪।୧୦: ପଶ୍ଚିମବଙ୍ଗର ଦୁର୍ଗାପୁରର ଏକ ଘରୋଇ ମେଡିକାଲ କଲେଜ ନିକଟରେ ଦ୍ୱିତୀୟ ବର୍ଷର ଡାକ୍ତରୀ ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ ଘଟଣା ସାରା ରାଜ୍ୟରେ ବ୍ୟାପକ କ୍ରୋଧ ଏବଂ ରାଜନୈତିକ ଝଡ଼ ସୃଷ୍ଟି କରିଛି। ଏହି ଘଟଣା ପରେ ପୋଲିସ ତୁରନ୍ତ…

ଭାଜପାର ପ୍ରାର୍ଥୀ ତାଲିକା ଘୋଷଣା: ଜାଣନ୍ତୁ କାହାକୁ ମିଳିଲା ଟିକେଟ୍‌

ନୂଆଦିଲ୍ଲୀ,୧୪।୧୦: ଭାରତୀୟ ଜନତା ପାର୍ଟି ମଙ୍ଗଳବାର ବିହାର ନିର୍ବାଚନ ପାଇଁ ପ୍ରଥମ ତାଲିକା ପ୍ରକାଶ କରିଛି। ତାଲିକା ଅନୁଯାୟୀ ନନ୍ଦ କିଶୋର ଯାଦବଙ୍କ ଟିକେଟ ଦିଆଯାଇନାହିଁ। ଏହି ତାଲିକାରେ ମୋଟ ୭୧ ଜଣ ପ୍ରାର୍ଥୀ ନାମିତ ହୋଇଛନ୍ତି। ଏନଡିଏ ଆସନ ବଣ୍ଟନ…

Google CEO ସୁନ୍ଦର ପିଚାଇଙ୍କ ବଡ଼ ଘୋଷଣା: ଭାରତରେ ହେବ…

ନୂଆଦିଲ୍ଲୀ,୧୪।୧୦: ଗୁଗଲ ସିଇଓ ସୁନ୍ଦର ପିଚାଇ ମଙ୍ଗଳବାର ଏକ ବଡ଼ ଘୋଷଣା କରି ଭାରତରେ ଏକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ହବ୍‌ ପ୍ରତିଷ୍ଠା ଘୋଷଣା କରିଛନ୍ତି। ଏହି ପଦକ୍ଷେପ ପାଇଁ କମ୍ପାନୀ ୧୫ ବିଲିୟନ ଡଲାର ନିବେଶ କରିବ। ପିଚାଇ କହିଛନ୍ତି,…

କୋର୍ଟ ପରିସରରେ ଓକିଲଙ୍କୁ ମରଣାନ୍ତକ ଆକ୍ରମଣ, ଲୋକେ ଭୟଭୀତ

ପିଲଭୀତ,୧୪।୧୦: ଉତ୍ତର ପ୍ରଦେଶର ପିଲିଭୀତ କୋର୍ଟ ପରିସରରେ ମଙ୍ଗଳବାର ସକାଳେ ଜଣେ ଓକିଲଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିଲା। ତାଙ୍କୁ ରକ୍ଷା କରିବାକୁ ଆସିଥିବା ଇନ୍ସପେକ୍ଟର ମଧ୍ୟ ଏଥିରେ ଆହତ ହୋଇଥିଲେ। ଆହତମାନଙ୍କୁ ଜିଲା ହସ୍ପିଟାଲକୁ ନିଆଯାଇଥିଲା। ଆକ୍ରମଣରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ…

ଏମାନଙ୍କ ଖାତାକୁ ଆସିବନି ପିଏମ୍‌ କିଷାନର ୨୧ତମ କିସ୍ତି, ଲିଷ୍ଟରେ ଆପଣଙ୍କ ନାଁ ଅଛି କି? ଏମିତି କରନ୍ତୁ ଚେକ୍‌

ନୂଆଦିଲ୍ଲୀ,୧୪।୧୦: ଦେଶରେ ଲକ୍ଷ ଲକ୍ଷ ଚାଷୀ ବାସ କରନ୍ତି। କିନ୍ତୁ, ସେମାନଙ୍କ ମଧ୍ୟରୁ ଅନେକ ଚାଷ କରି ବହୁତ ରୋଜଗାର କରିପାରନ୍ତି ନାହିଁ। ଏହି ଚାଷୀମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ, ଭାରତ ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି…

ରାହୁଲଙ୍କୁ ବଡ଼ ଆଶ୍ୱସ୍ତି, ସେନା ଉପରେ ଦେଇଥିବା ମନ୍ତବ୍ୟ ମାମଲାରେ ଲକ୍ଷ୍ନୌ କୋର୍ଟର ଶୁଣାଣି ଉପରେ ରହିତାଦେଶ ବୃଦ୍ଧି କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୪।୧୦: ସେନା ବିରୋଧରେ ଅପମାନଜନକ ମନ୍ତବ୍ୟ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଚାଲିଥିବା ଶୁଣାଣି ଉପରେ ସୁପ୍ରିମକୋର୍ଟ ନଭେମ୍ବର ୨୦ ପର୍ଯ୍ୟନ୍ତ ସ୍ଥଗିତାଦେଶ ବୃଦ୍ଧି କରିଛନ୍ତି। ଏହି ମାମଲା ୨୦୨୨ ମସିହାରେ କଂଗ୍ରେସ ଦଳର ଭାରତ ଯୋଡୋ ଯାତ୍ରା…

ଏହି ୩ କଫ୍‌ ସିରପ୍‌ ବିଷ ସଦୃଶ: ଚେତାବନୀ ଜାରି କଲା WHO

ନୂଆଦିଲ୍ଲୀ,୧୪।୧୦: ଭାରତରେ ବିଷାକ୍ତ କଫ ସିରପ ଯୋଗୁ ୨୦ରୁ ଅଧିକ ଶିଶୁଙ୍କ ମୃତ୍ୟୁୁ ହୋଇଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (WHO) ଏହି ବିଷୟକୁ ଧ୍ୟାନ ଦେଇଛି। କୋଲଡରିଫ ସମେତ ତିନୋଟି ଔଷଧ କମ୍ପାନୀକୁ ସେମାନଙ୍କର କଫ ସିରପ ସମ୍ପର୍କରେ ଚେତାବନୀ ଜାରି…

ବିହାରର ସବୁ ଆସନରେ ଗୋରକ୍ଷକଙ୍କୁ ପ୍ରାର୍ଥୀ କରିବେ ଶଙ୍କରାଚାର୍ଯ୍ୟ

ପାଟନା, ୧୪।୧୦: ବିହାରର ସମସ୍ତ ୨୪୩ ବିଧାନସଭା ଆସନରେ ଗୋରକ୍ଷକଙ୍କୁ ପ୍ରାର୍ଥୀ କରିବାକୁ ଉତ୍ତରାଖଣ୍ଡର ଜ୍ୟୋତିର୍ମଠ ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ବତୀ ସୋମବାର ଘୋଷଣା କରିଛନ୍ତି। ତେବେ ନାମାଙ୍କନ ପ୍ରକ୍ରିୟା ସମାପ୍ତ ହେବା ପରେ ଯାଇ ସେ ନିର୍ବାଚନରେ ଲଢ଼ୁଥିବା ସମସ୍ତ ଗୋରକ୍ଷକଙ୍କ…

ତ୍ରିପୁରାରେ ୧୪ ମାସର ଶିଶୁକନ୍ୟାଙ୍କୁ ବଳାତ୍କାର ପରେ ହତ୍ୟା

ଅଗରତାଲା, ୧୪ା୧୦: ତ୍ରିପୁରାର ପନିସାଗର ଅଞ୍ଚଳରେ ଶନିବାର ଏକ ୧୪ ମାସର ଶିଶୁକନ୍ୟାଙ୍କୁ ଜଣେ ଦିନ ମଜୁରିଆ ଶ୍ରମିକ ବଳାତ୍କାର କରି ହତ୍ୟା କରିଛନ୍ତି। ଶିଶୁକନ୍ୟାର ମୃତଦେହ ଏକ ଧାନ କ୍ଷେତ ମଧ୍ୟରେ ପୋତା ଯାଇଥିବା ଅବସ୍ଥାରେ ଉଦ୍ଧାର ହୋଇଛି। ଅଭିଯୁକ୍ତ…

ସୁନାକୁ ପଛରେ ପକାଇଲା ରୁପା, ବିଶେଷଜ୍ଞମାନେ କହୁଛନ୍ତି, ଏଥିରେ ନିବେଶ କଲେ ଭଲ

ନୂଆଦିଲ୍ଲୀ,୧୩।୧୦: ମୂଲ୍ୟବାନ ଧାତୁରେ ନିବେଶ କରିବାକୁ ଚାହୁଁଥିବା ନିବେଶକମାନେ ସୁନାକୁ ଛାଡ଼ି ରୂପାକୁ ଅଧିକ ପସନ୍ଦ କରୁଛନ୍ତି। ରୂପାର ମୂଲ୍ୟ ସୁନାଠାରୁ ଦ୍ରୁତଗତିରେ ବୃଦ୍ଧି ପାଇ ଅଧିକ ଲାଭ ଦେଉଛି। ଗତ ୯ ମାସରେ ରୂପାର ମୂଲ୍ୟ ଦୁଇଗୁଣ ହୋଇଛି, ଯାହା…

ଚାଇନାର ବିଶାଳ ଡ୍ୟାମ ଯୋଜନାକୁ ଟକ୍କର ଦେବ ଭାରତର ୭୭ ବିଲିୟନ ଡଲାରର ଜଳବିଦ୍ୟୁତ ଯୋଜନା

ନୂଆଦିଲ୍ଲୀ,୧୩।୧୦: ବିଦ୍ୟୁତ ଆବଶ୍ୟକତା ବୃଦ୍ଧି ପାଇଁ ଭାରତ ବ୍ରହ୍ମପୁତ୍ର ନଦୀ ଅବବାହିକାରେ ୭୬ ଗିଗାୱାଟରୁ ଅଧିକ ଜଳବିଦ୍ୟୁତ ଉତ୍ପାଦନ ପାଇଁ ୬.୪ ଲକ୍ଷ କୋଟି ଟଙ୍କା (୭୭ ବିଲିୟନ ଡଲାର)ର ଯୋଜନା ପ୍ରସ୍ତୁତ କରିଛି। କେନ୍ଦ୍ରୀୟ ବିଦ୍ୟୁତ କର୍ତ୍ତୃପକ୍ଷ (ସିଇଏ) ସୋମବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?