ବୁଲେଟପ୍ରୁଫ୍ ମନ୍ଦିରକୁ ସ୍ଥାନାନ୍ତର ହେବେ ରାମଲାଲା
ନୂଆଦିଲ୍ଲୀ,୯ା୩: ଆଗାମୀ ୨୫ରେ ଭକ୍ତମାନେ ରାମଲାଲାଙ୍କୁ ଦର୍ଶନ କରିବାକୁ ଗଲେ ସେମାନେ ଖୁବ୍ ପାଖରୁ ତାଙ୍କୁ ଦେଖିବାର ସୁଯୋଗ ପାଇବେ। କାରଣ ରାମଲାଲାଙ୍କୁ ସେଠାରେ ଥିବା ଏକ ବୁଲେଟପ୍ରୁଫ୍ ମନ୍ଦିରକୁ ସ୍ଥାନାନ୍ତର କରାଯାଉଥିବା ବିଶ୍ୱ ହନ୍ଦୁ ପରିଷଦ (ଭିଏଚ୍ପି) ନେତା ବିନୋଦ…
ଚାକିରି ମାଗିବାରୁ ଲାଠିମାଡ଼
ପଟିଆଲା,୯ା୩(ଆଇଏଏନ୍ଏସ୍): ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାର ରାଜ୍ୟର ଯୁବତୀଯୁବକଙ୍କୁ ନିଯୁକ୍ତି ଦେବାରେ ବିଫଳ ହୋଇଥିବା ଦର୍ଶାଇ ରବିବାର ପଟିଆଲାସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ବାହାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ନିଯୁକ୍ତି ଦାବିରେ ବହୁସଂଖ୍ୟକ ଯୁବତୀଯୁବକ ବିକ୍ଷୋଭ କରୁଥିବାବେଳେ ସେମାନଙ୍କ…
ହଂସରାଜ ଭରଦ୍ୱାଜଙ୍କ ପରଲୋକ
ନୂଆଦିଲ୍ଲୀ,୯ା୩(ପି.ଟି.): ପୂର୍ବତନ ଆଇନମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ହଂସରାଜ ଭରଦ୍ୱାଜ(୮୩)ଙ୍କ ହୃଦ୍ଘାତରେ ପରଲୋକ ହୋଇଛି। ରବିବାର ସନ୍ଧ୍ୟା ୬ଟା ୩୦ରେ ଦିଲ୍ଲୀର ସାକେତସ୍ଥିତ ମାକ୍ସ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। କିଡ୍ନୀ ଜନିତ ରୋଗରେ ପୀଡ଼ିତ ଥିବା…
୭୦୦ ମାମଲା, ୨୪୦୦ ଗିରଫ
ନୂଆଦିଲ୍ଲୀ,୯ା୩(ପି.ଟି.): ଦିଲ୍ଲୀରେ ନିକଟରେ ସିଏଏକୁ ନେଇ ସୃଷ୍ଟି ହୋଇଥିବା ସାମ୍ପ୍ରଦାୟିକ ଦଙ୍ଗାରେ ୭୦୨ ମାମଲା ଦାଏର କରାଯାଇଛି। ସେଥିରୁ ୪୯ ହେଉଛି ବେଆଇନ ଭାବେ ଅସ୍ତ୍ରଶସ୍ତ୍ର ରଖିବା ମାମଲା। ଏହାସହ ହିଂସାକାଣ୍ଡ ଭିଆଇବା ଅଭିଯୋଗରେ ବିଭିନ୍ନ ସ୍ଥାନରୁ ୨,୪୦୦ ଜଣଙ୍କୁ ଅଟକ…
କରୋନା: ବିଦେଶୀଙ୍କୁ ଅରୁଣାଚଳ ମନା
ଥିରୁଭାନନ୍ଥପୁରମ୍,୯ା୩(ପି.ଟି.): କେରଳରୁ ଆଉ ୫ ଜଣଙ୍କଠାରେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଦେଶରେ ରୋଗୀସଂଖ୍ୟା ୩୯କୁ ବୃଦ୍ଧି ପାଇଛି। କେରଳର ପଥନାମଥିଟ୍ଟା ଜିଲାରୁ ଚିହ୍ନଟ ୫ ରୋଗୀଙ୍କ ମଧ୍ୟରୁ ୩ ଜଣ ଫେବୃୟାରୀ ୨୯ରେ ଇଟାଲୀରୁ ଫେରିଥିଲେ। ଅନ୍ୟ ଦୁଇଜଣ…
ଗାନ୍ଧୀ ପରିବାର ସହ ରାଣାଙ୍କ ସମ୍ପର୍କ
ନୂଆଦିଲ୍ଲୀ,୯ା୩: ମନିଲଣ୍ଡରିଂ ନିବାରଣ ଆଇନ ବଳରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ରବିବାର ଭୋର ୩ଟାରେ ଗିରଫ ହୋଇଥିବା ୟେସ ବ୍ୟାଙ୍କ ପ୍ରତିଷ୍ଠାତା ରାଣା କପୁରଙ୍କୁ ନେଇ ଅନେକ ରୋଚକ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ରାଣା କଂଗ୍ରେସ ସାଧାରଣ ସମ୍ପାଦକ…
ଗଙ୍ଗାଘାଟରେ ନିର୍ଭୟା ଦୋଷୀଙ୍କୁ ଫାଶୀ !
ବାରାଣାସୀ, ୮।୩: ନିର୍ଭୟା ଦୋଷୀଙ୍କ ପାଇଁ ନୂଆ ଡେଥ୍ ଓ୍ବାରେଣ୍ଟ ଜାରି ହୋଇଛି। ୪ ଦୋଷୀଙ୍କ ଫାଶୀ ଦିନ ଘୁଞ୍ଚିବାରେ ଲାଗିଥିବାରୁ ଏହାକୁ ବିରୋଧ କରି ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରବିବାର ବାରାଣାସୀର ଗଙ୍ଗାଘାଟରେ ସେମାନଙ୍କ ପୁତ୍ତଳିକାକୁ ଫାଶୀ ଦିଆଯାଇଛି।…
କୁମ୍ଭୀର କାନ୍ଦଣା କାନ୍ଦି ଗରିବଙ୍କ ପକେଟ ଖାଲି କରୁଛନ୍ତି ମୋଦି ସରକାର: କଂଗ୍ରେସ ପ୍ରବକ୍ତା
ନୂଆଦିଲ୍ଲୀ,୮।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ କଂଗ୍ରେସ ପୁଣିଥରେ ଟାଗେର୍ଟ କରିଛି। ଏବେ କଂଗ୍ରେସ ପ୍ରବକ୍ତା ଅଭିଷେକ ମନୁ ସିଙ୍ଗଭୀ କହିଛନ୍ତି ଯେ, ବାହନ ବୀମା ଏବଂ ଜୀବନ ବୀମା ପ୍ରମିୟମ୍ ବୃଦ୍ଧି ପାଇଁ ମୋଦି ସରକାର ପ୍ରସ୍ତାବ ଦେଇଛନ୍ତି। ଏପରି…
ମିଶନ ଆଦିତ୍ୟ: ଦେଢ଼ ନିୟୁତ କିମି ଅତିକ୍ରମ କରିବ ଆଦିତ୍ୟ ଏଲ୍-୧
ନୂଆଦିଲ୍ଲୀ,୮।୩: ଭାରତ ସରକାର ସୂର୍ଯ୍ୟ ସମ୍ପର୍କରେ ଅଧିକ ତଥ୍ୟ ହାସଲ ପାଇଁ ମିଶନ ଆଦିତ୍ୟ ଆରମ୍ଭ କରିଛନ୍ତି। ଏନେଇ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଲୋକ ସଭାରେ ୭.୦୧ କୋଟିର ଅନୁଦାନ ଉପସ୍ଥାପନ କରିଛନ୍ତି। ଏହା ସହିତ ସେମି କାୟୋଜେନିକ ଇଞ୍ଜିନ୍…
ଶାହିନ ବାଗ୍ ପ୍ରଦର୍ଶନର ଆଇଏସ୍ଆଇ ଲିଙ୍କ୍: ସନ୍ଦିଗ୍ଧ ଦମ୍ପତି ଅଟକ
ନୂଆଦିଲ୍ଲୀ,୮।୩: ଦିଲ୍ଲୀର ଶାହିନବାଗ୍ଠାରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ବିରୋଧ ପ୍ରଦର୍ଶନ ଜାରି ରହିଛି। ତେବେ ଏହାପଛରେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇର ହାତ ଥିବା କୁହାଯାଉଛି। ଏନେଇ ଦିଲ୍ଲୀ ପୋଲିସ ପକ୍ଷରୁ ଓଖଲାଠାରୁ ସନ୍ଦିଗ୍ଧ ଦମ୍ପତିଙ୍କୁ ଅଟକ ରଖି ପଚରାଉଚରା…
ମନ୍ଦିର, ବିବାହ ମଣ୍ଡପ, ମୁଖ୍ୟମନ୍ତ୍ରୀଙ୍କ ଘରୁ ଫୁଲ ସଂଗ୍ରହ କରି ମହିଳା ତିଆରି କରିଛନ୍ତି ପ୍ରାକୃତିକ ରଙ୍ଗ
ରାୟପୁର,୮।୩: ଛତିଶଗଡ଼ ସରକାରଙ୍କ ‘ବିହାନ’ ଯୋଜନାରେ ସେରିଖେଡିଠାରେ ଥିବା ଏକ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ହୋଲି ପର୍ବ ପାଇଁ ଫୁଲରେ ତିଆରି କରିଛନ୍ତି ପ୍ରାକୃତିକ ରଙ୍ଗ। ଏମାନେ ଏସବୁ ଫୁଲ ମନ୍ଦିର, ବିବାହ ମଣ୍ଡପ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ଘରେ…
ସ୍କୁଲରେ ଆରମ୍ଭ କରାଗଲା ‘କରୋ ନା କ୍ଲାସ’
ବାରାଣସୀ,୮।୩: କରୋନା ଭାଇରସର ଭୟାବହତାକୁ ଦେଖି ଏବେ ଏହାକୁ ନେଇ ସବୁଠି ସଚେତନା କରାଯାଉଛି। ବାରାଣସୀର ଏକ ଘରୋଇ ସ୍କୁଲରେ ମଧ୍ୟ କରୋନା ଭାଇରସ ସମ୍ପର୍କିତ ସଚେତନତା ଦେଖିବାକୁ ମିଳିଛି। ପିଲାମାନଙ୍କୁ କ’ଣ କରିବା କ’ଣ ନ କରିବା ଏସମ୍ପର୍କରେ ସୂଚନା…
Archives


