ଜାତୀୟ

ବିଜୟ ପୂର୍ବରୁ ଭାଜପା କାର୍ଯ୍ୟାଳୟରେ ଲଡୁ ପ୍ରସ୍ତୁତ

ମୁମ୍ବାଇ,୨୪।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଗଣତି ପରେ ଉତ୍ସାହିତ ହୋଇ ପଡିଛି ଭାରତୀୟ ଜନତା ପାର୍ଟି(ଭାଜପା)। ବିଜୟକୁ ଦୃଷ୍ଟିରେ ରଖି ଭାଜପା ପକ୍ଷରୁ ବିଜୟ ଉତ୍ସବ ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ଗଲାଣି। ଭାଜପା ନେତା ତଥା କର୍ମୀମାନେ...

କମଲେଶଙ୍କୁ ୧୫ ଥର ଛୁରି ଭୁସିଥିଲେ ହତ୍ୟାକାରୀ

ଲକ୍ଷ୍ନୌ,୨୪ା୧୦(ପି.ଟି.): ହିନ୍ଦୁବାଦୀ ନେତା କମଳେଶ ତିଓ୍ବାରୀଙ୍କୁ ହତ୍ୟାକାରୀ ୧୫ ଥର ଛୁରି ଭୁସିବା ସହ ମୁହଁକୁ ଗୁଳି କରିଥିଲେ। ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଏହା ଜଣାପଡିଛି। ତିଓ୍ବାରୀଙ୍କ ଗାଲ ତଳେ ଗୁଳି ଅଟକି ରହିଥିବାବେଳେ ୧୫ ସ୍ଥାନରେ ଛୁରିଭୁସା ଓ...

୩ ଆତଙ୍କବାଦୀଙ୍କୁ ଧରାଇଲେ ୩୦ ଲକ୍ଷ

ଜମ୍ମୁ,୨୪ା୧୦(ପି.ଟି.): ୩ ହିଜ୍‌ବୁଲ ମୁଜାହିଦ୍ଦିନ ଆତଙ୍କବାଦୀଙ୍କୁ ଧରାଇଦେଲେ ୩୦ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ ବୋଲି ବୁଧବାର ଜମ୍ମୁ-କଶ୍ମୀର ପୋଲିସ ପକ୍ଷରୁ ଘୋଷଣା କରାଯାଇଛି। ସେମାନେ ହେଲେ ମହମ୍ମଦ ଆମିନ ଓରଫ ଜହଁାଙ୍ଗିର୍‌ ସରୁରୀ ଏବଂ ତାଙ୍କ ଦୁଇ ଘନିଷ୍ଠ...

ହରିୟାଣାରେ କଂଗ୍ରେସ ଗଢିବ ସରକାର: ହୁଡ୍ଡା

ରୋହତକ,୨୪।୧୦: ହିରିୟାଣାର ୯୦ ବିଧାନସଭା ଆସନ ପାଇଁ ସୋମବାର ଭୋଟ ଗ୍ରହଣ କରାଯାଇଥିବା ବେଳେ ଗୁରୁବାର ଏହାର ଗଣତି ଆରମ୍ଭ ହୋଇଯାଇଛି। ଏଥିରେ ଅଧିକାଂଶ ସ୍ଥାନରେ ଭାଜପା ଆଗରେ ଥିବା ସୂଚନା ମିଳିଛି। କିନ୍ତୁ ଇତିମଧ୍ୟରେ କଂଗ୍ରେସ ନେତା ଭୁପିନ୍ଦର...

୪୦ ଲକ୍ଷଙ୍କୁ ମିଳିବ ମାଲିକାନା ଅଧିକାର

ନୂଆଦିଲ୍ଲୀ,୨୪ା୧୦(ପି.ଟି.): ଦିଲ୍ଲୀର ଅନଧିକୃତ କଲୋନିଗୁଡ଼ିକରେ ରହୁଥିବା ୪୦ ଲକ୍ଷ ଲୋକଙ୍କୁ ମାଲିକାନା ଅଧିକାର ମିଳିବ। ବୁଧବାର କେନ୍ଦ୍ର କ୍ୟାବିନେଟ ବୈଠକରେ ଏଭଳି ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିବା ମନ୍ତ୍ରୀ ପ୍ରକାଶ ଜାଭଡେକର ସୂଚନା ଦେଇଛନ୍ତି। ଜାତୀୟ ରାଜଧାନୀରେ ଅନଧିକୃତ କଲୋନିଗୁଡିକରେ ରହୁଥିବା...

ଜାଲ୍‌ ସାର୍ଟିଫିକେଟରେ ଚାକିରି ହଡ଼ପ

ନୂଆଦିଲ୍ଲୀ,୨୪ା୧୦(ଆଇଏଏନ୍‌ଏସ୍‌): ଉତ୍ତରପ୍ରଦେଶରେ ଅନୁସୂଚିତ ଜନଜାତିଙ୍କ ଲାଗି ସଂରକ୍ଷିତ ହଜାର ହଜାର ସରକାରୀ ଚାକିରି ହଡ଼ପ ହୋଇଛି। ଜିଲାପାଳଙ୍କଠାରୁ ଆରମ୍ଭ କରି ସ୍ଥାନୀୟ ପ୍ରଶାସନର ଜ୍ଞାତସାରରେ ଚାଲିଥିଲା ଏଭଳି ଦୁର୍ନୀତି। ଅନୁସୂଚିତ ଜନଜାତି ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ଚାକିରି ପାଇବା ପାଇଁ...

ସିଆର୍‌ପିଏଫ୍‌ କ୍ୟାମ୍ପ୍‌ ଉପରେ ଗ୍ରେନେଡ୍‌ ମାଡ଼

ଶ୍ରୀନଗର,୨୪।୧୦: ଜମ୍ମୁ-କଶ୍ମୀର କୁଲଗାମ୍‌ରେ ଥିବା ସିଆର୍‌ପିଏଫ୍‌ କ୍ୟାମ୍ପ୍‌ ଉପରେ ଗ୍ରେନେଡ୍‌ ମାଡ଼ ହୋଇଛି। ଏଥିରେ ଜଣେ ଯବାନ ଆହତ ହୋଇଛନ୍ତି। ସୁରକ୍ଷାକର୍ମୀ ଘଟଣାସ୍ଥଳକୁ ଘେରି ରହିବା ସହିତ ଏହାର ତଦନ୍ତ ଜାରି ରହିଛି। ସୂଚନାଯୋଗ୍ୟ, ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ...

ଦିନକୁ ୮ ଘଣ୍ଟା ପରିଶ୍ରମ କରୁଛନ୍ତି ୯୧ ବର୍ଷୀୟ କୃଷକ

କଲାବୁରାଗି,୨୪।୧୦: କର୍ନାଟକ କଲାବୁରାଗିର ୯୧ ବର୍ଷୀୟ କୃଷକ ବଶଭାନପ୍ପା ପାଟିଲ ଦିନକୁ ୮ ଘଣ୍ଟା ତାଙ୍କ ଫାର୍ମରେ ପରିଶ୍ରମ କରୁଥିବା କୁହନ୍ତି। ଆଉ ଆଜିବି ସେ ପୂର୍ବଭଳି ସୁସ୍ଥ ରହିଛନ୍ତି। ସକାଳ ୧୦ଟାରୁ ୬ଟା ପର୍ଯ୍ୟନ୍ତ ସେ ତାଙ୍କ ଫାର୍ମରେ...

ଆଗରେ ଖଟ୍ଟର

ହରିୟାଣା,୨୪।୧୦:ହରିୟାଣା ବିଧାନସଭା ନିର୍ବାଚନର ଫଳଫଳ ପାଇଁ ଗୁରୁବାର ଭୋଟ ଗଣତି ସକାଳ ୮ଟାରୁ ଆରମ୍ଭ ହୋଇଯାଇଛି। ତେବେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ପ୍ରଥମ ପର୍ଯ୍ୟାୟ ଗଣତି ସୁଦ୍ଧା ୪୫୮୮ ଖଣ୍ଡ ଭୋଟରେ ଆଗରେ ଥିବା ସୂଚନା ମିଳିଛି।...

ହରିୟାଣାରେ ତ୍ରିଶଙ୍କୁ ସରକାର ସମ୍ଭାବନା: ଛୋଟ ଦଳ ସାଜିବେ କିଙ୍ଗ୍‌ ମେକର

ଚଣ୍ଡିଗଡ଼,୨୪।୧୦: ହରିୟାଣା ବିଧାନସଭା ନିର୍ବାଚନ ଫଳାଫଳ ପାଇଁ ଭୋଟ ଗଣତି ଜାରି ରହିଛି। ପ୍ରାରମ୍ଭିକ ପର୍ଯ୍ୟାୟରୁ ଏଠାରେ ତ୍ରିଶଙ୍କୁ ସରକାର ଗଠନର ସମ୍ଭାବନା ସୃଷ୍ଟି ହୋଇଛି। ଭାଜପା ସହିତ କଂଗ୍ରେସ କଡ଼ା ମୁକାବିଲା କରୁଥିବାବେଳେ ସରକାର ଗଠନ ପାଇଁ ଛୋଟ...

ରାମପୁର ଉପନିର୍ବାଚନ:ଏସ୍‌ପି ଆଗୁଆ

ଲକ୍ଷ୍ନୌ,୨୪।୧୦: ଉତ୍ତରପ୍ରଦେଶ ରାମପୁର ଆସନରେ ହୋଇଥିବା ଉପନିର୍ବାଚନ ଭୋଟ ଗଣତି ଗୁରୁବାର ଆରମ୍ଭ ହୋଇଛି। ଭାଜପା ପ୍ରାର୍ଥୀ ଭାରତ ଭୁଷଣ ଗୁପ୍ତା ଏସ୍‌ପି ପ୍ରାର୍ଥୀ ତଞ୍ଜିନ୍‌ ଫାତିମାଙ୍କଠାରୁ ପଛୁଆ ରହିଛନ୍ତି। ଫାତିମା ସକାଳ ୯ଟା ସୁଦ୍ଧା୧୬୩୫ ଭୋଟରେ ଆଗୁଆ ରହିଛନ୍ତି।

ମହାରାଷ୍ଟ୍ରରେ ଏନ୍‌ଡିଏ ବହୁମତ ହାସଲ ଲକ୍ଷ୍ୟରେ: ହରିୟାଣାରେ କଂଗ୍ରେସର କଡ଼ା ମୁକାବିଲା

ଚଣ୍ଡିଗଡ଼/ମୁମ୍ବାଇ,୨୪।୧୦: ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନ ଭୋଟ ଗଣତି ଗୁରୁବାର ଆରମ୍ଭ ହୋଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ମହାରାଷ୍ଟ୍ରରେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ବହୁମତ ଲକ୍ଷ୍ୟ ହାସଲ କରିବାର ଜଣାପଡୁଥିବାବେଳେ ହରିୟାଣାରେ ପ୍ରତିଘଣ୍ଟାରେ ସ୍ଥିତି ବଦଳିବାରେ ଲାଗିଛି। ଏଠାରେ ଶାସକ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri