ଜାତୀୟ

ସଡକ ଦୁର୍ଘଟଣାରେ ଜଣେ ସେନା ଅଧିକାରୀଙ୍କ ସମେତ ୬ ଜଣଙ୍କ ଜୀବନ ଗଲା

ଇନ୍ଦୋର,୨୯।୧୦: ମଧ୍ୟପ୍ରଦେଶର ଇନ୍ଦୋରର ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ତେଜାଜି ନଗର ଅଞ୍ଚଳରେ ଦୁଇଟି କାର୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ...

ମହିଳାଙ୍କୁ କେଜରିଓ୍ବାଲଙ୍କ ଭେଟି: ଆଜିଠାରୁ ମାଗଣା ଯାତ୍ରା

ନୂଆଦିଲ୍ଲୀ,୨୯।୧୦: ଦିଲ୍ଲୀର କେଜରିଓ୍ବାଲ ସରକାର ମହିଳାମାନଙ୍କୁ ଏକ ବିଶେଷ ଉପହାର ପ୍ରଦାନ କରିଛନ୍ତି। ଏଣିକି ମହିଳାମାନେ ଦିଲ୍ଲୀର ଡିଟିସି ବସରେ ମାଗଣାରେ ଯାତ୍ରା କରିପାରିବେ। ସୋମବାର ରାତିରେ ଏନେଇ ନୋଟିଫିକେଶନ ଜାରି କରାଯାଇଥିଲା। ଆଉ ମଙ୍ଗଳବାର ସକାଳୁ ଏହା କାର୍ଯ୍ୟକାରୀ...

ଶେଷରେ ୯୦ ଫୁଟ ତଳେ ଜୀବନ ହାରିଲେ ୨ ବର୍ଷର ଶିଶୁ ସୁଜିତ୍‌

ଚେନ୍ନାଇ,୨୯।୧୦: ଗତ ଶୁକ୍ରବାର ତାମିଲନାଡୁର ତ୍ରିଚିରେ ଏକ ବୋରୱେଲ ଭିତରକୁ ଖସିପଡ଼ିଥିବା ୨ ବର୍ଷର ଶିଶୁ ସୁଜିତ ୱିଲଶନର ମୃତଦେହ ସୋମବାର ବିଳମ୍ବିତ ରାତିରେ ଉଦ୍ଧାର କରାଯାଇଛି। ୯୦ ଫୁଟ ତଳକୁ ଖସିପଡିଥିବା ସୁଜିତଙ୍କୁ ବୋରଓ୍ବେଲରୁ ଉଦ୍ଧାର କରିବା ପାଇଁ...

ଆଣ୍ଠୁଗଣ୍ଠି ସମସ୍ୟାରୁ ମୁକ୍ତି ପାଇଁ…

ଆଗରୁ ବୟସ ବଢିଲେ ଆଣ୍ଠୁଗଣ୍ଠି ସମସ୍ୟା ଦେଖାଯାଉଥିଲା। ହେଲେ ଏବେ ଏହା ଯୁବପିଢିଙ୍କ ପାଖରେ ମଧ୍ୟ ଦେଖିବାକୁ ମିଳିଲାଣି। କେତେ ଗୁଡିଏ ଘରୋଇ ଉପଚାର ମାଧ୍ୟମରେ ସହଜରେ ଏହି ଯନ୍ତ୍ରଣାକୁ ଲାଘବ କରାଯାଇ ପାରିବ ବୋଲି ଆୟୁର୍ବେଦ ବିଶେଷଜ୍ଞମାନେ କହିଛନ୍ତି।...

ହାର୍ଟଆଟାକରୁ ଦୂରେଇ ରହିବା ପାଇଁ ସକାଳେ ଗ୍ଲାସେ ଉଷୁମ ପାଣି ସହିତ ଏଥିରୁ ଖଣ୍ଡେ…

ଅଦା ଅନେକ ଔଷଧୀୟ ଗୁଣରେ ଭରପୁର। ଏହା ନାନା ପ୍ରକାର ରୋଗରୁ ଦୂରେଇ ରଖେ ବୋଲି ଆୟୁର୍ବେଦରେ ଉଲ୍ଲେଖ ଅଛି। ପ୍ରତିଦିନ ସକାଳେ ଖଣ୍ଡେ ଅଦା ଚୋବାଇବା ସହିତ ଗ୍ଲାସେ ଉଷୁମ ପାଣି ପିଇଲେ ଅନେକ ଫାଇଦା ମିଳିଥାଏ। ଏହା...

ଏହି ମନ୍ଦିରରେ ଶୋଇବା ଅବସ୍ଥାରେଥିବା ହନୁମାନଙ୍କୁ କରାଯାଏ ପୂଜା…

ଆହ୍ଲାବାଦରେ ଥିବା ହନୁମାନ ମନ୍ଦିର ଏହାର ସ୍ବତନ୍ତ୍ର ନିର୍ମାଣଶୈଳୀ ପାଇଁ ପ୍ରସିଦ୍ଧ । ଏହା ପୃଥିବୀର ଏକମାତ୍ର ଏପରି ମନ୍ଦିର ଯେଉଁଠି ହନୁମାନଙ୍କ ମୂର୍ତ୍ତି ଶୋଇରହିଥିବା ଅବସ୍ଥାରେ ପୂଜା ପାଉଛନ୍ତି। କୁହାଯାଏ ଏହି ମନ୍ଦିରକୁ ଆସି ହନୁମାନଙ୍କ ଦର୍ଶନ ନ...

ଠିକା ଶ୍ରମିକଙ୍କ ପାଇଁ କେଜରିଓ୍ବାଲଙ୍କ ଉପହାର

ନୂଆଦିଲ୍ଲୀ,୨୮।୧୦: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଗୋଟିଏ ପରେ ଗୋଟିଏ ଉପହାର ଦେଇଚାଲିଛନ୍ତି। ଏବେ ଠିକା ଶ୍ରମିକଙ୍କ ପାରିଶ୍ରମିକ ବୃ୍‌ଦ୍ଧି କରାଯିବ ବୋଲି ସେ ଘୋଷଣା କରିଛନ୍ତି। ଏମାନଙ୍କର ନ୍ୟୁନତମ ପାରିଶ୍ରମିକରେ ବୃଦ୍ଧି କରିବା ଫଳରେ ପାଖାପାଖି ୫୫ଲକ୍ଷ ଠିକା...

ଭାଜପା ସହ ମେଣ୍ଟ ପରେ ବି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲା ଶିବସେନା

ମୁମ୍ବାଇ,୨୮।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପରେ ବି ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଚାଲିଛି ଟଣା ଓଟରା। ଶିବସେନା ଏହି ପଦ ପାଇଁ ଅଡି ବସିଥିବା ବେଳେ ଭାଜପା କିନ୍ତୁ ଚୁପ୍‌ ରହିଛି। ଏହାକୁ ଦେଖି ଶିବସେନା ମୁଖ୍ୟ ଉଦ୍ଧବ...

ଭାରତର ପ୍ରତିରକ୍ଷା କ୍ଷମତା ବୃଦ୍ଧି: ସାମିଲ୍‌ ହେଲା ଫ୍ଲୋଟିଂ ଟେଷ୍ଟ୍‌ ରେଞ୍ଜ୍‌

ନୂଆଦିଲ୍ଲୀ,୨୮।୧୦: ଭାରତର ପ୍ରତିରକ୍ଷା ଶକ୍ତି ବୃଦ୍ଧି ପାଇଛି। ଇତିମଧ୍ୟରେ ଭାସମାନ ପରୀକ୍ଷଣ ରେଞ୍ଜ୍‌(ଫ୍ଲୋଟିଂ ଟେଷ୍ଟ୍‌ ରେଞ୍ଜ୍‌) ପ୍ରତିରକ୍ଷା କ୍ଷେତ୍ରରେ ସାମିଲ୍‌ ହୋଇଛି। ଏହାକୁ ଡିଆର୍‌ଡିଓ ଦ୍ୱାରା ନିର୍ମାଣ କରାଯାଇଛି। ଏହା ୧୦ ହଜାର ଟନ୍‌ ଟଜନ ବିଶିଷ୍ଟ ଏକ ଜାହାଜ।...

ହିଜବୁଲର ୩ ଆତଙ୍କବାଦୀଙ୍କ ପାଇଁ ୩୦ ଲକ୍ଷ ଟଙ୍କା ଘୋଷଣା କଲା ପୋଲିସ

ଜମ୍ମୁ,୨୮।୧୦: ଘାଟିରୁ ଆତଙ୍କବାଦୀ ମୂଳୋତ୍ପାଟନ କରିବାକୁ ସେନା ଓ ଜମ୍ମୁ-କଶ୍ମୀର ପୋଲିସ ଯେମିତି ଏକ ପ୍ରକାର ଶପଥ ନେଇଛି ବୋଲି କୁହାଯାଉଛି ଏହି କ୍ରମରେ ରାଜ୍ୟର କିଶତଓ୍ବୋଡ ପୋଲିସ ହିଜବୁଲ ମୁଜାହୁଦ୍ଦିନ ଆତଙ୍କବାଦୀ ସଂସ୍ଥା ସହ ସମ୍ପୃକ୍ତ ୩ ଜଣଙ୍କ...

ଅକ୍ଟୋବର ୩୧ରୁ ଜମ୍ମୁ-କଶ୍ମୀର ହେବ କେନ୍ଦ୍ରଶାସିତ ଅଞ୍ଚଳ: ରାଜନାଥ ସିଂଙ୍କୁ ଭେଟିଲେ ୩ ସେନା ମୁଖ୍ୟ

ନୂଆଦିଲ୍ଲୀ,୨୮।୧୦: ଅକ୍ଟୋବର ୩୧ରୁ ଜମ୍ମୁ-କଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳ ହେବ। ଏନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ  ସୋମବାର ସେନା ମୁଖ୍ୟ ଜେନେରାଲ ବିପିନ୍‌ ରାଓ୍ବତ୍‌, ନୌସେନା ମୁଖ୍ୟ ଆଡ଼ମିରଲ କରମବୀର ସିଂ ଏବଂ ବାୟୁସେନା ମୁଖ୍ୟ ଆର୍‌.କେ.ଏସ୍‌. ଭଦୌରିୟା ସାକ୍ଷାତ୍‌...

ପାକିସ୍ତାନ ନାଁରେ ଅଭିଯୋଗ ଆଣିଲା ଭାରତ

ନୂଆଦିଲ୍ଲୀ,୨୮।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ସୌଦି ଅରବ ଗସ୍ତ ପାଇଁ ପାକିସ୍ତାନର ଆକାଶପଥ ବ୍ୟବହାର କରିବାକୁ ଭାରତ ଅନୁମତି ମାଗିଥିଲା। ହେଲେ ଏହାକୁ ନ ଦେବା ଲାଗି ପାକିସ୍ତାନ ମନା କରିଦେଇଥିଲା। ଏହାପରେ ଭାରତ ଏହାକୁ ନେଇ ଇଣ୍ଟରନ୍ୟାଶନାଲ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri