କରୋନା ସଂକ୍ରମିତଙ୍କ ଘରେ ପୋଷ୍ଟର ଲଗାଇଲେ ଦିଲ୍ଲୀ ସରକାର: ଦୂରେଇ ରହିବାକୁ ପରାମର୍ଶ
ନୂଆଦିଲ୍ଲୀ,୨୩।୩: କରୋନା ସଂକ୍ରମଣ ରୋକିବା ଲାଗି ଦିଲ୍ଲୀ ସରକାର ସଂକ୍ରମିତଙ୍କ ଘରେ ପୋଷ୍ଟର ଲଗାଯାଇଛି। ଅନ୍ୟ ଲୋକଙ୍କୁ ଏଭଳି ଘରଠାରୁ ଦୂରେଇ ରହିବା ପାଇଁ ପୋଷ୍ଟରରେ ପରାମର୍ଶ ଦିଆଯାଇଛି। ନିର୍ଦ୍ଦେଶ ଅନୁସାରେ ଜିଲା ପ୍ରଶାସନ ଏବଂ ଦିଲ୍ଲୀ ପୋଲିସ ପକ୍ଷରୁ ଏଭଳି…
ଲକ୍ଡାଉନ୍ ନିୟମ ଉଲ୍ଲଂଘନକାରୀଙ୍କୁ କଠୋର ଦଣ୍ଡ: କେନ୍ଦ୍ର ସରକାର
ନୂଆଦିଲ୍ଲୀ,୨୩।୩: ଲକ୍ଡାଉନ୍, କ୍ୱାରାଣ୍ଟାଇନ୍, ଆଇସୋଲେଶନ। ଏବେ ଏହି ୩ ଶବ୍ଦ ସବୁଠି ଶୁଣିବାକୁ ମିଳୁଛି। ଆଉ ଏହାକୁ ପାଳନ କରିବାକୁ ମଧ୍ୟ ସମସ୍ତଙ୍କୁ ଅନୁରୋଧ କରାଯାଇଛି। ଏହି ୩ ଶବ୍ଦ ହିଁ ଆମକୁ କରୋନାଠାରୁ ଦୂରେଇ ରଖିବ ବୋଲି କୁହାଯାଉଛି। କାରଣ…
କାହିଁକି ଆତ୍ମହତ୍ୟା କରିବାକୁ ଚାହୁଁଥିଲେ କନିକା
ଲକ୍ଷ୍ନୌ,୨୩।୩: ବଲିଉଡ୍ ଗାୟିକା କନିକା କପୁର ଏବେ କରୋନା ଭାଇରସରେ ପୀଡ଼ିତ ଥିବା ବେଳେ ତାଙ୍କର କାର୍ଯ୍ୟକଳାପକୁ ନେଇ ଆସିଛନ୍ତି ଚର୍ଚ୍ଚାକୁ। ନିକଟରେ ସେ ଲଣ୍ଡନରୁ ଫେରି ଯେଉଁଭଳି ବିଭିନ୍ନ ପାର୍ଟିରେ ଯୋଗ ଦେଲେ ଓ ପରେ କରୋନାରେ ସଂକ୍ରମିତ ହୋଇଥିବା…
କରୋନା ସହ ଲଢ଼େଇ ପାଇଁ ସାମ୍ନାକୁ ଆସିଲେ ଉଦ୍ୟୋଗପତି
ନୂଆଦିଲ୍ଲୀ,୨୩।୩: ଦେଶରେ କରୋନାର ପ୍ରକୋପ ଜାରି ରହିଛି। କରୋନା ଭାଇରସ୍ ସଂକ୍ରମଣରେ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ୮କୁ ଟପିଛି। ତେବେ କରୋନା ସହ ମୁକାବିଲା ପାଇଁ ବ୍ୟବସାୟ ଓ ଉଦ୍ୟୋଗ ଜଗତ ସହାୟତାର…
ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଛୁଇଁଲା ୪୧୫
ନୂଆଦିଲ୍ଲୀ,୨୩।୩: କରୋନା ଭାଇରସ ଥମିବାର ନାଁ ନେଉନି। ଚାଇନାରୁ ଆରମ୍ଭ ହୋଇଥିବା ଏହି କରୋନା ଏବେ ୧୮୮ ଦେଶକୁ ତା’ କବଳକୁ ନେଇ ସାରିଥିବା ବେଳେ ଭାରତରେ ସୋମବାର ସକାଳ ସୁଦ୍ଧା କରୋନା ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଛି ୪୧୫ରେ। ଇଣ୍ଡିଆନ୍ କାଉନସିଲ୍…
ଲକ୍ଡାଉନ୍କୁ ନେଇ କ୍ଷୋଭ ପ୍ରକାଶ କଲେ ମୋଦି
ନୂଆଦିଲ୍ଲୀ,୨୩।୩: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢି ଚାଲିଛି। ତେବେ କରୋନାର ମୁକାବିଲା କରିବାକୁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଥିବା ବେଳେ ଏହାକୁ କେତେଜଣ ସାଧାରଣ…
ଶହୀଦ ଦିବସରେ ଭଗତ ସିଂ, ସୁକଦେବ, ରାଜଗୁରୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୋଦି
ନୂଆଦିଲ୍ଲୀ,୨୩।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଶହୀଦ ଦିବସ ଅବସରରେ ଭଗତ ସିଂ, ସୁକଦେବ ଓ ରାଜଗୁରୁଙ୍କ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ମୋଦି କହିଛନ୍ତି ଦେଶପ୍ରତି ଥିବା ଏମାନଙ୍କର ଅବଦାନକୁ କେବେ ଭୁଲି ହେବନାହିଁ। ଭାରତ ମାତାର ଏହି ବୀର ସନ୍ତାନଙ୍କୁ ସେ…
କରୋନା ଭାଇରସ: ସଂସଦ ଯିବେନାହିଁ ଶିବସେନା ନେତା
ନୂଆଦିଲ୍ଲୀ,୨୩।୩: କରୋନା ଭାଇରସର ଭୟ ଯୋଗୁ ଶିବସେନା ନେତା ସୋମବାର ରାଜ୍ୟ ସଭା କି ଲୋକ ସଭାରେ ଯୋଗ ଦେବେ ନାହିଁ ବୋଲି କହିଛନ୍ତି। ପୂର୍ବରୁ ତ୍ରୁଣମୂଳ କଂଗ୍ରେସର ନେତାମାନେ ସୋମବାର ସଂସଦ ଆସିବେ ନାହିଁ ବୋଲି କହି ସାରିଥିଲେ। ଏପଟେ…
ଆଜିଠୁ ସ୍ଥଗିତ ରହିପାରେ ପାର୍ଲାମେଣ୍ଟ
ନୂଆଦିଲ୍ଲୀ,୨୩ା୩(ଆଇଏଏନ୍ଏସ୍): କରୋନା ଭାଇରସ୍ ଯୋଗୁ ବିଶ୍ୱବ୍ୟାପୀ ଅଚଳାବସ୍ଥା ଲାଗିରହିଥିବାବେଳେ ଭାରତର ପାର୍ଲାମେଣ୍ଟରେ ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଚାଲୁରହିଛି। ଏହାକୁ ନେଇ ଚାରିଆଡ଼ୁ ସମାଲୋଚିତ ହେବା ପରେ କେନ୍ଦ୍ର ସରକାର ପାର୍ଲାମେଣ୍ଟର ଉଭୟ ଗୃହକୁ ସୋମବାରଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ…
କରୋନା କରିଛି ଅଚଳାବସ୍ଥା
ନୂଆଦିଲ୍ଲୀ,୨୩ା୩: କରୋନା ଭାଇରସ୍ ସଂକ୍ରମଣ ଭୟାବହ ରୂପ ଧାରଣ କରିଛି। ଏହାକୁ ରୋକିବା ଲାଗି ଅନ୍ୟ ରାଜ୍ୟଗୁଡ଼ିକ ଭଳି ଜାତୀୟ ରାଜଧାନୀ ଦିଲ୍ଲୀରେ ବ୍ୟାପକ ପ୍ରତିଷେଧମୂଳକ ପଦକ୍ଷେପ ନିଆଯାଉଛି। ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲକ୍ଡାଉନ୍…
ବ୍ଲିଚିଂ ପାଉଡ଼ରରେ ବି କରିହେବ ଘର, କାର୍ଯ୍ୟାଳୟ ସାନିଟାଇଜ୍
ନୂଆଦିଲ୍ଲୀ,୨୨।୩: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତ ସରକାରଙ୍କ ପକ୍ଷରୁ ଦେଶବ୍ୟାପି ଲୋକଙ୍କ ମଧ୍ୟରେ ସଚେତନତା ବାର୍ତ୍ତା ପ୍ରସାରଣ ଜାରି ରଖିଛନ୍ତି। କରୋନାଠାରୁ ଦୂରେଇ ରହିବା ପାଇଁ ସାନିଟାଇଜେଶନ୍ ଜରୁରୀ। ଘର ଏବଂ କାର୍ଯ୍ୟାଳୟର ପରିମଳ ବ୍ୟବସ୍ଥା ବଜାୟ ରଖିଲେ ଏହି…
କରୋନା ଯୋଦ୍ଧାଙ୍କୁ କୃତଜ୍ଞତା ଜଣାଇଲେ ଦେଶବାସୀ
ନୂଆଦିଲ୍ଲୀ,୨୨।୩: କରୋନା ଭାଇରସ ପ୍ରକୋପରୁ ଦେଶକୁ ରକ୍ଷା କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ କ୍ରମେ ରବିବାର ସାରା ଦେଶରେ ପାଳନ କରାଯାଇଥିଲା ‘ଜନତା କର୍ଫ୍ୟୁ’। ଏହି ସମୟରେ ସାରା ଦେଶ ଏକ ପ୍ରକାର ନିରବ ହୋଇଯାଇଥିବା ବେଳେ ଜରୁରୀ ସେବାରେ…
Archives


