ଜାତୀୟ

ଟ୍ରମ୍ପଙ୍କୁ ୬ଶହ ଗ୍ରାମ ଓଜନର ଚାନ୍ଦିରେ ତିଆରି ଚାବି ଉପହାର ଦେବେ ଆଗ୍ରା ମେୟର

ମଥୁରା,୨୨।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆସନ୍ତା ୨୪ ତାରିଖରେ ଆଗ୍ରା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ଆଗ୍ରାର ମେୟର ନବୀନ ଜୈନ ତାଙ୍କୁ ଆଗ୍ରା ସହରର ଏକ ଚାବି ଉପହାର ଦେବେ ବୋଲି ଜଣାପଡିଛି। ଏହା ଚାନ୍ଦିରେ…

ଗୋଲ୍ଡ, ସିଲ୍‌ଭର ପ୍ଲେଟେଡ୍‌ ବାସନରେ ଟ୍ରମ୍ପ ଦମ୍ପତିଙ୍କୁ ପରସା ଯିବ ଖାଦ୍ୟ

ନୂଆଦିଲ୍ଲୀ,୨୨।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ସହଧର୍ମିଣୀ ମେଲାନିଆ ଟ୍ରମ୍ପ ଆସନ୍ତା ୨୪-୨୫ ତାରିଖରେ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ଏହି ଗସ୍ତକୁ ନେଇ ସବୁଠି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଦିଲ୍ଲୀ ଗସ୍ତ ସମୟରେ ଏମାନଙ୍କୁ ଖାଦ୍ୟ…

ଟ୍ରମ୍ପ୍‌ଙ୍କ ଗସ୍ତ ପାଇଁ ସରକାର କେତେ କରୁଛନ୍ତି ଖର୍ଚ୍ଚ: ପ୍ରିୟଙ୍କା

ନୂଆଦିଲ୍ଲୀ,୨୨।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଗସ୍ତ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର କେତେ ଖର୍ଚ୍ଚ କରୁଛନ୍ତି ସେ ନେଇ କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପ୍ରଶ୍ନ କରିଛନ୍ତି। ଟ୍ରମ୍ପ୍‌ଙ୍କ ଗସ୍ତ ପାଇଁ ସମସ୍ତ ଖର୍ଚ୍ଚ ଡୋନାଲ୍ଡ…

ସୁନା ଭଣ୍ଡାରରେ ବହୁ ବିଷାକ୍ତ ସାପ !

ଲକ୍ଷ୍ନୌ,୨୨।୨: ଉତ୍ତରପ୍ରଦେଶ ସୋନଭଦ୍ରର ପାହାଡ଼ର ମାଟି ତଳେ ସୁନା ଭଣ୍ଡାର ସହିତ ଟନ୍‌ ଟନ୍‌ ୟୁରାନିୟମ ଗଚ୍ଛିତ ଥିବା ଜିଓଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି। ଏଠାରେ ୧୨ ଲକ୍ଷ କୋଟି ଟଙ୍କାର ସୁନା ଗଚ୍ଛିତ ଥିବା ଅନୁମାନ…

ମୌର୍ଯ୍ୟ ହୋଟେଲରେ ଟ୍ରମ୍ପ୍‌ଙ୍କ ରହଣୀ: ଗୋଟିଏ ରାତିର ରୁମ୍‌ ଭଡ଼ା ୮ ଲକ୍ଷ

ନୂଆଦିଲ୍ଲୀ,୨୨।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ୨ ଦିନିଆ ଗସ୍ତରେ ଭାରତ ଆସୁଛନ୍ତି। ତାଙ୍କ ଭାରତ ଗସ୍ତକୁ ସ୍ମୃତି ବହୁଳ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଉଦ୍ୟମ ଜାରି ରଖିଛନ୍ତି। ଟ୍ରମ୍ପ୍‌ ଦିଲ୍ଲୀର ମୌର୍ଯ୍ୟ ହୋଟେଲରେ ରହିବେ। ଏଠାରେ…

ଭାରତୀୟ ସେନାର କଡ଼ା ଜବାବ: ୬ ପାକିସ୍ତାନୀ ଫରଓ୍ବାର୍ଡ ପୋଷ୍ଟ ଧ୍ୱଂସ

ଶ୍ରୀନଗର,୨୨।୨: ଜମ୍ମୁ-କଶ୍ମୀରର ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଉତ୍ତେଜନା ଲାଗି ରହିଛି। ପାକିସ୍ତାନ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ ଜାରି ରଖିଛି। ତେବେ ଭାରତୀୟ ସେନା ଏହାର କଡ଼ା ଜବାବ ଦେଇଛି। ଭାରତୀୟ ସେନାର ପାଲଟା ଆକ୍ରମଣରେ ୩ ଜଣ ପାକିସ୍ତାନୀ ସୈନ୍ୟଙ୍କ ମୃତ୍ୟୁ…

ଟ୍ରମ୍ପଙ୍କ ଆଗ୍ରା ଗସ୍ତ ସମୟରେ ସୁରକ୍ଷା ବ୍ୟବସ୍ଥା ହେବ କଡାକଡି

ମଥୁରା,୨୨।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଗ୍ରା ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ତେବେ ଟ୍ରମ୍ପ ଓ ତାଙ୍କ ପରିବାରଙ୍କ ସୁରକ୍ଷା ଦାୟିତ୍ୱ ଆମେରିକା ସିକ୍ରେଟ ସର୍ଭିସ ପାଖରେ ରହିଛି। ହେଲେ ବାହାରର ସୁରକ୍ଷା ଦାୟିତ୍ୱ ଏନ୍‌ଏସ୍‌ଜି ଓ…

ଥରୁରଙ୍କୁ ବିଦେଶ ଯିବାକୁ ମିଳିଲା ଅନୁମତି

ନୂଆଦିଲ୍ଲୀ,୨୨।୨: ଦିଲ୍ଲୀର ରାଉଜ ଏଭିନ୍ୟୁ କୋର୍ଟ ଶନିବାର କଂଗ୍ରେସ ନେତା ଶଶି ଥରୁରଙ୍କୁ ବିଦେଶ ଗସ୍ତ ପାଇଁ ଅନୁମତି ପ୍ରଦାନ କରିଛନ୍ତି। ସେ ଫେବୃୟାରୀରୁ ମେ ୨୦୨୦ ମଧ୍ୟରେ ୟୁନାଇଟେଡ ଆରବ ଏମିରେଟ୍ସ(ୟୁଏଇ), ଫ୍ୟାନ୍ସ ଓ ନରଓ୍ବେ ଯାତ୍ରା କରିପାରିବେ। ସୂଚନାଯୋଗ୍ୟ,…

୧୨ ସର୍ଚ୍ଚ ଅପରେଶନ୍‌ରେ ୨୫ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି: ଡିଜିପି ଦିଲ୍‌ବାଗ୍‌ ସିଂ

ଶ୍ରୀନଗର,୨୨।୨: ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ଜମ୍ମୁ-କଶ୍ମୀରରେ ହୋଇଥିବା ୧୨ଟି ସଫଳ ସର୍ଚ୍ଚ ଅପରେଶନରେ ୨୫ ଜଣ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି। ଏନେଇ ଜମ୍ମୁ-କଶ୍ମୀର ଡିଜିପି ଦିଲ୍‌ବାଗ୍‌ ସିଂ ଶନିବାର ସୂଚନା ଦେଇଛନ୍ତି। ଶୁକ୍ରବାର ବିଳମ୍ବିିତ ରାତିରେ ୨ ଜଣ ଆତଙ୍କବାଦୀଙ୍କର…

ଚମକିଲା ସୋନଭଦ୍ର ଭାଗ୍ୟ: ସୁନା ପରେ ଏବେ ମାଟି ତଳେ ୟୁରାନିୟମ୍‌ ଭଣ୍ଡାର ଥିବାର ମିଳିଲା ସୂଚନା

ଲକ୍ଷ୍ନୌ,୨୨।୨: ଉତ୍ତରପ୍ରଦେଶର ସୋନଭଦ୍ର ଅଞ୍ଚଳ ଭାଗ୍ୟ ଚମକିବାରେ ଲାଗିଛି। ଦୁଇଦିନ ତଳେ ଏହି ଅଞ୍ଚଳର ମାଟି ତଳେ ହଜାର ହଜାର ଟନ୍‌ ସୁନା ପଥର ଥିବା ଜିଓଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆ ପକ୍ଷରୁ କୁହାଯାଇଥିଲା। ଏବେ ସ୍ଥାନୀୟ ମୋୟରପୁର ବ୍ଲକ୍‌ର କୁଦରି…

ବିହାର ବିଧାନସଭା ନିର୍ବାଚନ ପାଇଁ ଭାଜପାର ଶଙ୍ଖନାଦ: ମାସ ବି ଘୋଷଣା କଲେ ନଡ୍ଡା

ପାଟନା,୨୨।୨: ବିହାର ବିଧାନସଭା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଶନିବାର ଶଙ୍ଖନାଦ କରାଯାଇଛି। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା ଆୟୋଜିତ ଏକ ସଭାରେ ଏନେଇ ସୂଚନା ଦେଇଛନ୍ତି। ସେ ନିର୍ବାଚନ ମାସ ସମ୍ପର୍କରେ ମଧ୍ୟ ଘୋଷଣା କରିଛନ୍ତି। ନଡ୍ଡା କହିଛନ୍ତି ଆସନ୍ତା…

ମଧ୍ୟପ୍ରଦେଶ କଂଗ୍ରେସରେ ବଢୁଛି ଫାଟ: ଜ୍ୟୋତିରାଦିତ୍ୟ ଗଢ଼ିବେ କି ନୂଆ ଦଳ !

ଭୋପାଳ,୨୨।୨: ମଧ୍ୟପ୍ରଦେଶ କଂଗ୍ରେସରେ ଫାଟ ବଢିବାରେ ଲାଗିଛି। ମୁଖ୍ୟମନ୍ତ୍ରୀ କମଳନାଥ, ଦିଗବିଜୟ ସିଂ ଏବଂ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମଧ୍ୟରେ ସହମତି ପ୍ରକାଶ ନ ପାଇବାରୁ ଏଭଳି ହେଉଥିବା କୁହାଯାଉଛି। କ୍ଷମତାକୁ ନେଇ ଜ୍ୟୋତିରାଦିତ୍ୟ ହାଇକମାଣ୍ଡଙ୍କ ଉପରେ ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ହେଉଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri