ଶାହିନ ବାଗ୍ରେ ପ୍ରଦର୍ଶନ ଶାନ୍ତିପୂର୍ଣ୍ଣ: ପୋଲିସ ଅଯଥା ବନ୍ଦ କରିଛି ରାସ୍ତା; ସୁପ୍ରିମ୍କୋର୍ଟରେ ସତ୍ୟପାଠ ଦାଖଲ
ନୂଆଦିଲ୍ଲୀ,୨୩।୨: ଶାହିନ ବାଗ୍ରେ ୨ ମାସରୁ ଅଧିକ ଦିନ ଧରି ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ପ୍ରଦର୍ଶନ ଜାରି ରହିଛି। ସୁପ୍ରିମ୍କୋର୍ଟଙ୍କ ପକ୍ଷରୁ ପ୍ରଦର୍ଶନକାରୀଙ୍କ ସହିତ କଥାବାର୍ତ୍ତା ହେବା ସହିତ ସମାଧାନର ପଥ ବାହାର କରିବା ପାଇଁ ନିଯୁକ୍ତ କରାଯାଇଥିବା ଓ୍ବଜାହତ୍…
ମନ୍ କି ବାତ୍: ୩୦୦ ଫୁଟ ମାଟି ତଳେ ବାସ କରୁଥିବା ବଡ଼ମାଛ ବିଷୟରେ ସୂଚନା ଦେଲେ ମୋଦି
ନୂଆଦିଲ୍ଲୀ, ୨୩।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୬୨ ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ମେଘାଳୟର ଗୁମ୍ଫାରେ ମିଳୁଥିବା ଏକ ଦୁର୍ଲଭ ପ୍ରଜାତିର ମାଛ ସମ୍ପର୍କରେ ସୂଚନା ଦେଇଛନ୍ତି। ଏହା ସହିତ ଭାରତ ଜୈବ ବିବିଧତା ଉପରେ ଗୁରୁତ୍ୱାରୋପ କରିଛନ୍ତି। କିଛି…
ବାଳିକାଙ୍କ ସର୍ବାଙ୍ଗୀନ ଉନ୍ନତି ହେବାରେ ଲାଗିଛି: ୬୨ ତମ ମନ୍ କି ବାତ୍ରେ କହିଲେ ମୋଦି
ନୂଆଦିଲ୍ଲୀ,୨୩।୨: ଦେଶରେ ବାଳିକାଙ୍କ ସର୍ବାଙ୍ଗୀନ ଉନ୍ନତି ହେବାରେ ଲାଗିଛି। ସମାଜିକ ବାଧାବିଘ୍ନକୁ ଅତିକ୍ରମ କହି ବାଳିକା ପ୍ରତିଟି କ୍ଷେତ୍ରରେ ଶିଖର ଛୁଇଁବାରେ ଲାଗିଛନ୍ତି। ଏହା ଭାରତ ପାଇଁ ଏକ ଗୌରବର ବିଷୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ୬୨ ତମ ମନ୍…
ଆମେରିକା-ତାଲିବାନ୍ ଶାନ୍ତିଚୁକ୍ତି ନେଇ ମୋଦିଙ୍କୁ ଘେରିଲା କଂଗ୍ରେସ: ଭୁଲିଗଲଣି କି କାନ୍ଦାହାର ?
ନୂଆଦିଲ୍ଲୀ,୨୩।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ଭାରତ ଗସ୍ତ ପୂର୍ବରୁ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଘେରିଛି। ଆମେରିକା ଏବଂ ଆତଙ୍କବାଦୀ ସଂଗଠନ ତାଲିବାନ ମଧ୍ୟରେ ଶାନ୍ତିଚୁକ୍ତି ନେଇ କଂଗ୍ରେସ ଏଭଳି କରିଛି। ମୋଦି କାନ୍ଦାହାର ଘଟଣାକୁ ଭୁଲି ଯାଇଛନ୍ତି କି…
୩୦୦୦ ଟନ୍ ସୁନାଖଣି ଖବରକୁ ଜିଏସ୍ଆଇର ଖଣ୍ଡନ
ସୋନଭଦ୍ର,୨୩ା୨(ପି.ଟି.): ଉତ୍ତରପ୍ରଦେଶର ସୋନଭଦ୍ର ଜିଲାରେ ପାଖାପାଖି ୩୦୦୦ ଟନ୍ ସୁନା ଗଚ୍ଛିତ ଥିବା ଖବର ପ୍ରକାଶ ପାଇଥିଲା। ଜିଲା ଖଣି ଅଧିକାରୀଙ୍କ ଏଭଳି ଦାବିକୁ ଭାରତୀୟ ଭୂତାତ୍ତ୍ୱିକ ସର୍ବେକ୍ଷଣ (ଜିଏସ୍ଆଇ) ଶନିବାର ଅସ୍ବୀକାର କରିଛି। ୧୯୯୮ରୁ ୨୦୦୦ ମଧ୍ୟରେ ଉକ୍ତ ଅଞ୍ଚଳରେ…
କଶ୍ମୀରରେ ୨୫୦ ଆତଙ୍କବାଦୀ ସକ୍ରିୟ: ୨ ମାସରେ ୧୨ ଅପରେଶନ, ମଲେଣି ୨୫
ଶ୍ରୀନଗର,୨୨ା୨(ପି.ଟି.): କଶ୍ମୀରରେ ଏବେ ବି ଆଙ୍କବାଦୀମାନେ ସକ୍ରିୟ ଅଛନ୍ତି। ତାଲିକାଭୁକ୍ତ ଆତଙ୍କବାଦୀଙ୍କ ସଂଖ୍ୟା କମି ୨୫୦ରେ ପହଞ୍ଚିଛି। ୨୦୨୦ରେ ଅର୍ଥାତ ଗତ ୨ ମାସ ମଧ୍ୟରେ ସୁରକ୍ଷାକର୍ମୀଙ୍କ ଏକାଧିକ ଅପରେଶନରେ ୨୫ ଆତଙ୍କବାଦୀ ପ୍ରାଣ ହରାଇଥିବା ଜମ୍ମୁ-କଶ୍ମୀର ଡିଜିପି ଦିଲ୍ବାଗ ସିଂ…
ଏନ୍କାଉଣ୍ଟରରେ ୨ ଆତଙ୍କବାଦୀ ନିହତ: ହିଜ୍ବୁଲ କମାଣ୍ଡର ଗିରଫ
ଶ୍ରୀନଗର, ୨୨ା୨(ପି.ଟି.): ଜମ୍ମୁ-କଶ୍ମୀରର ଅନନ୍ତନାଗ ଜିଲାରେ ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରରେ ୨ ଲଶ୍କର-ଇ-ତୋଇବା ଆତଙ୍କବାଦୀ ନିହତ ହୋଇଛନ୍ତି। ମୃତ ଆତଙ୍କବାଦୀ ଦ୍ୱୟ ହେଲେ କୁଲଗାମ୍ ନିବାସୀ ନଭିଦ୍ ଅହମଦ ଓରଫ ଫୁର୍କାନ ଓ ଆକିବ୍ ୟାସିନ୍ ଭଟ୍ଟ। ଖବରଦାତା ସମ୍ମିଳନୀରେ ଏନେଇ ଜମ୍ମୁ-କଶତମୀର…
ସିଙ୍ଗାପୁର ନ ଯିବାକୁ ସରକାରଙ୍କ ପରାମର୍ଶ
ନୂଆଦିଲ୍ଲୀ, ୨୨ା୨(ପି.ଟି.): ଚାଇନାରେ କରୋନା ଭାଇରସ୍ ଆତଙ୍କ ସୃଷ୍ଟି କରିଥିବା ବେଳେ ପଡ଼ୋଶୀ ଭାରତ ଏନେଇ ସତର୍କ ରହିଛି। କରୋନା ସଂକ୍ରମଣ ରୋକିବା ଲାଗି ଭାରତ ଏକାଧିକ ପଦକ୍ଷେପ ଗ୍ରହଣ କରିଛି। ନିହାତି ଆବଶ୍ୟକ ନ ଥିଲେ ସିଙ୍ଗାପୁର ଗସ୍ତ ବାତିଲ…
କରୋନା ଭୟ: ଭାରତୀୟ ବିମାନକୁ ଅନୁମତି ମିଳୁନି, ଯୋଗାଯୋଗ ବିଳମ୍ବକୁ ଦାୟୀକଲା ଚାଇନା
ଉହାନ,୨୨ା୨:ଚାଇନାରେ କରୋନା ଭାଇରସ୍ ଗୋଟାଏ ପରେ ଗୋଟାଏ ମୁଣ୍ଡ ଗଡ଼ାଇ ଚାଲିଥିବା ବେଳେ ପରିସ୍ଥିତି ଅଣାୟତ ହୋଇପଡ଼ିଛି। ଏବେସୁଦ୍ଧା ଚାଇନାରେ କରୋନା ମୃତ୍ୟୁସଂଖ୍ୟା ୨,୩୪୫ରେ ପହଞ୍ଚିଥିବାବେଳେ ପ୍ରାୟ ୭୬ ହଜାର ଲୋକ ଏଥିରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ପ୍ରାୟ ୨୮ ଦେଶର…
ମେଲାନିଆଙ୍କ କାର୍ଯ୍ୟକ୍ରମରୁ କେଜରିଓ୍ବାଲଙ୍କ ନାଁ ହଟାଇବାକୁ ନେଇ ଥରୁର କହିଲେ ଘୃଣ୍ୟ ରାଜନୀତି
ନୂଆଦିଲ୍ଲୀ,୨୨।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହଧର୍ମିଣୀ ମେଲାନିଆ ଟ୍ରମ୍ପ ଭାରତ ଗସ୍ତ ସମୟରେ ଦିଲ୍ଲୀର ଏକ ସରକାରୀ ସ୍କୁଲରେ ହାପିସେନ୍ କ୍ଲାସ କାର୍ଯ୍ୟକ୍ରମରେ ଯୋଗଦେବ। ହେଲେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ନେଇ ଏବେ ରାଜନୀତି ଆରମ୍ଭ ହୋଇଯାଇଛି। ଏହି…
ନିର୍ଭୟା ମାମଲାର ଦୋଷୀ ବିନୟଙ୍କୁ ଲାଗିଲା ଆଉ ଏକ ଝଟ୍କା
ନୂଆଦିଲ୍ଲୀ,୨୨।୨: ଦିର୍ଘ ୭ ବର୍ଷ ଅର୍ଥାତ୍ ୨୦୧୨ ମସିହାର ନିର୍ଭୟା ଗଣବଳାତ୍କାର ମାମଲାର ଅନ୍ୟତମ ଦୋଷୀ ବିନୟ ଶର୍ମାଙ୍କୁ ଲାଗିଛି ଆଉ ଏକ ଝଟ୍କା। ବିନୟ କାନ୍ଥରେ ମୁଣ୍ଡ ବାଡେଇ ଆହତ ହେବା ଓ ସେ ମାନସିକ ରୂପରେ ଅସୁସ୍ଥ ଦର୍ଶାଇ…
ଟ୍ରମ୍ପଙ୍କୁ ୬ଶହ ଗ୍ରାମ ଓଜନର ଚାନ୍ଦିରେ ତିଆରି ଚାବି ଉପହାର ଦେବେ ଆଗ୍ରା ମେୟର
ମଥୁରା,୨୨।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆସନ୍ତା ୨୪ ତାରିଖରେ ଆଗ୍ରା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ଆଗ୍ରାର ମେୟର ନବୀନ ଜୈନ ତାଙ୍କୁ ଆଗ୍ରା ସହରର ଏକ ଚାବି ଉପହାର ଦେବେ ବୋଲି ଜଣାପଡିଛି। ଏହା ଚାନ୍ଦିରେ…
Archives


