ଜାତୀୟ

ଲକ୍‌ଡାଉନ ନିୟମ ଭାଙ୍ଗି ଗିରଫ ହେଲେ ୧୦,୭୨୯

ମୁମ୍ବାଇ,୧୮।୪: କରୋନା ଭାଇରସ ସଂକ୍ରମଣକୁ ନେଇ ସାରା ଦେଶରେ ଲକ୍‌ଡାଉନ ଚାଲିଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ସମସ୍ତଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଉଛି। ଆବଶ୍ୟକ ନ ଥିଲେ ଘରୁ ବାହାରିବାକୁ ବାରଣ କରାଯାଇଛି। ହେଲେ ଏହି ସମୟରେ ମହାରାଷ୍ଟ୍ରରେ ଲକ୍‌ଡାଉନ ନିୟମ…

ଲକ୍‌ ଡାଉନ୍‌ର ପ୍ରଭାବ: ୧୦ ବର୍ଷ ପଛକୁ ଚାଲିଯିବ ଦେଶ; ସୃଷ୍ଟି ହେବେ ୧୦ କୋଟି ନୂଆ ଗରିବ; ବିପିଏଲ୍‌ ସଂଖ୍ୟା ଛୁଇଁବ ୯୧ କୋଟି

ନୂଆଦିଲ୍ଲୀ,୧୮।୪: କରୋନା ସଂକ୍ରମଣକୁ ଦୂରେଇବା ପାଇଁ ଭାରତ ସରକାର ଦେଶବ୍ୟାପୀ ଲକ୍‌ ଡାଉନ୍‌ ଜାରି କରିଛନ୍ତି। ଏହାଦ୍ୱାରା ଦେଶ ଆର୍ଥିକ ଦୃଷ୍ଟିକୋଣରୁ ୧୦ ବର୍ଷ ପଛକୁ ଚାଲିଯିବ ବୋଲି ୟୁନାଇଟେଡ୍‌ ନେଶନ୍‌ ବିଶ୍ୱବିଦ୍ୟାଳୟ(ୟୁଏନ୍‌ୟୁ) ପକ୍ଷରୁ ହୋଇଥିବା ଏକ ସର୍ଭେ ରିପୋର୍ଟରେ ପ୍ରକାଶ…

କୋଭିଡ-୧୯: ଏସିପି ଅନିଲ କୋହଲିଙ୍କ ପରଲୋକ

ଚଣ୍ଡିଗଡ଼,୧୮।୪: ପଞ୍ଜାବରେ ବେଳକୁ ବେଳ କରୋନା ଭାଇରସ ସଂକ୍ରମଣ ବଢିବାରେ ଲାଗିଛି। ଶନିବାର ଲୁଧିଆନାର ଆସିଷ୍ଟାଣ୍ଡ କମିଶନର ଅଫ୍‌ ପୋଲିସ ଅନିଲ କୋହଲିଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହୋଇଥିବା ଜଣାପଡିଛି। ଏହି ଦୁଃଖଦ ଖବର ସମସ୍ତଙ୍କୁ ସ୍ତମ୍ଭିଭୂତ କରି ଦେଇଛି। କିଛିଦିନ…

ରାଗିଲେ ହେମା

ମୁମ୍ବାଇ,୧୮।୪: କରୋନା ଭାଇରସକୁ ନେଇ ସାରା ଦେଶରେ ଜାରି ରହିଛି ଲକ୍‌ଡାଉନ୍‌। ଆଉ କରୋନାକୁ ହରାଇବାକୁ ଅନେକ ଲୋକ ସେମାନଙ୍କ ଜୀବନକୁ ବାଜି ଲଗାଇ ଦେଇଛନ୍ତି କହିଲେ ଚଳେ। ସେ ଡାକ୍ତର ହୁଅନ୍ତୁ ଅବା ପୋଲିସ। ଏମାନେ ସମସ୍ତେ ଦେଶବାସୀଙ୍କୁ କରୋନା…

୧୪ ଦିନ ପର୍ଯ୍ୟନ୍ତ କରୋନା ପଜିଟିଭ ନ ଆସିଲେ ରେଡ୍‌ ଜୋନ୍‌ ହେବ ଅରେଞ୍ଜ

ନୂଆଦିଲ୍ଲୀ,୧୮।୪: କରୋନା ସଂକ୍ରମଣକୁ ନେଇ ଯେଉଁ ସବୁ ସ୍ଥାନକୁ ରେଡ୍‌ ଜୋନ୍‌ ଘୋଷଣା କରାଯାଇଛି ସେଠାରେ ୧୪ ଦିନ ପର୍ଯ୍ୟନ୍ତ ଯଦି କୌଣସି ସଂକ୍ରମଣର ଘଟଣା ସମାନାକୁ ନ ଆସିଲା ତେବେ ସେହି ଅଞ୍ଚଳକୁ ଅରେଞ୍ଜ ଜୋନ୍‌ ଘୋଷଣା କରି ଦିଆଯିବ।…

ରାବଣ ବଧ ସହ ଶେଷ ହେଲା ରାମାୟଣ: ରବିବାରଠାରୁ ପ୍ରସାରିତ ହେବ ‘ଉତ୍ତର ରାମାୟଣ’

ନୂଆଦିଲ୍ଲୀ,୧୮।୪: ଦେଶରେ ଳକ୍‌ଡାଉନ୍‌ ଯୋଗୁ ଦୂରଦର୍ଶନରେ ରାମାୟଣ, ମହାଭାରତ ଓ ଶକ୍ତିମାନ ଭଳି ଅନେକ ପପୁଲାର ଶୋ’ ପ୍ରସାରିତ ହେଉଛି। ଲୋକମାନେ ଏହାକୁ ବେଶ୍‌ ପସନ୍ଦ ମଧ୍ୟ କରୁଛନ୍ତି। ତେବେ ଶନିବାର ଟେଲିକାଷ୍ଟ ହୋଇଥିବା ଏପିସୋଡ୍‌ରେ ଶ୍ରୀରାମ ରାବଣଙ୍କୁ ବଧ କରି…

ରାଜସ୍ଥାନରେ କରୋନା ର଼୍ୟାପିଡ୍‌ ଟେଷ୍ଟ୍‌ ଆରମ୍ଭ: ପ୍ରଥମ ଦିନରେ ସମସ୍ତ ୫୨ ରିପୋର୍ଟ ନେଗେଟିଭ୍‌

ଜୟପୁର,୧୮।୪: ଦେଶରେ କରୋନା ସଂକ୍ରମଣକୁ ନେଇ ଲକ୍‌ ଡାଉନ୍‌ ଘୋଷଣା କରାଯାଇଛି। ଏପରିସ୍ଥଳେ ହଟ୍‌ ସ୍ପଟ୍‌ ଅଞ୍ଚଳରେ ଶୀଘ୍ର ସଂକ୍ରମିତଙ୍କୁ ଚିହ୍ନଟ କରିବା ଲାଗି ର଼୍ୟାପିଡ୍‌ ଆଣ୍ଟିବଡ଼ି ଟେଷ୍ଟ୍‌ ଆରମ୍ଭ ହୋଇଛି। ପ୍ରଥମ କରି ରାଜସ୍ଥାନର ଜୟପୁରରେ ଏହାର ଆରମ୍ଭ ହୋଇଛି।…

କରୋନାକୁ ହରାଇ ଘରକୁ ଫେରିଲେ ବଲିଉଡ୍‌ ପ୍ରଯୋଜକ

ମୁମ୍ବାଇ,୧୮।୪: ବଲିଉଡ୍‌ ପ୍ରଯୋଜକ କରିମ ମୋରାନି ଓ ତାଙ୍କ ୨ଝିଅ ଶଜା ଓ ଜୋଆ କରୋନା ଭାଇରସ୍‌ରେ ସଂକ୍ରମିତ ହୋଇଥିଲେ। ପୂର୍ବରୁ କରୋନା କବଳରୁ ଶଜା ଓ ଜୋଆ ବାହାରି ଘରକୁ ଫେରିଥିବା ବେଳେ ଏବେ କରିମ କରୋନାକୁ ହରାଇ ସୁସ୍ଥ…

ଦୁଇଦିନ ପୂର୍ବେ ଜନ୍ମନେଇଥିବା ଶିଶୁର ମା’ କରୋନା ପଜିଟିଭ

ରାଞ୍ଚି,୧୮।୪: ଝାଡଖଣ୍ଡ ରାଞ୍ଚିର ସଦର ହସ୍ପିଟାଲରେ ଜଣେ ମହିଳା ୨ ଦିନ ତଳେ ଏକ ସନ୍ତାନ ପ୍ରସବ କରିଥିଲେ। ଏବେ ସେ କରୋନାରେ ସଂକ୍ରମିତ ଥିବା ଜଣାପଡିଛି। ଏହାପରେ ତାଙ୍କର ଶିଶୁକୁ ଆଇସୋଲେଶନ ଓ୍ବାର୍ଡରେ ରଖାଯାଇଛି। ତେବେ ବିଶେଷଜ୍ଞଙ୍କ ପରାମର୍ଶ କମେ…

କରୋନା ଚିକିତ୍ସା ଉପକରଣ ଆଣିବା ଲାଗି ଚାଇନା ଗଲା ଏୟାର ଇଣ୍ଡିଆ ବି-୭୮୭ ବିମାନ

ନୂଆଦିଲ୍ଲୀ,୧୮।୪: ଭାରତରେ କରୋନା ବିରୋଧର ଲଢ଼େଇ ଜାରି ରହିଛି। ଦେଶରେ ଆବଶ୍ୟକ ଚିକିତ୍ସା ଉପକରଣର ଅଭାବ ପୂରଣ କରିବା ଲାଗି ସରକାରଙ୍କ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଛି। ଏହା ଅନ୍ତର୍ଗତ ଏୟାର ଇଣ୍ଡିଆର ବିି-୭୮୭ ବିମାନ ଚାଇନା ଯାତ୍ରା କରିଛି। କରୋନା…

ନିଜ ରେକର୍ଡ ଭାଙ୍ଗିଲା ଦୂରଦର୍ଶନ: ପୁଣିଥରେ ହେଲା ନମ୍ବର ୧

ନୂଆଦିଲ୍ଲୀ,୧୮।୪: କିଛିଦିନ ହେବ ଲୋକେ ବିଭିନ୍ନ ଘରୋଇ ଚ୍ୟାନେଲ ଆଡକୁ ମୁହାଁଇଥିବା ବେଳେ ଏବେ ପୁଣିଥରେ ଦର୍ଶକେ ଦୂରଦର୍ଶନକୁ ଆପଣାର କରି ନେଇଛନ୍ତି। ଏବେ ଦୂରଦର୍ଶନ ନିଜ ରେକର୍ଡକୁ ଭାଙ୍ଗିଛି ବୋଲି କୁହାଯାଉଛି। କରୋନା ଭଇରସ ଯୋଗୁ ଲକ୍‌ଡାଉନ ଥିବାରୁ ପ୍ରାୟ…

ସର୍ବପ୍ରଥମେ ୨ ଜିଲାରୁ ହଟିବ ଲକ୍‌ଡାଉନ!

ନୂଆଦିଲ୍ଲୀ,୧୮।୪: କରୋନା ଭାଇରସର ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାର ସମଗ୍ର ଦେଶରେ ମେ’ ୩ ପର୍ଯ୍ୟନ୍ତ ଲକ୍‌ଡାଉନ ଘୋଷଣା କରିଛନ୍ତି। ପୂର୍ବରୁ ଏହା ଏପ୍ରିଲ ୧୪ ପର୍ଯ୍ୟନ୍ତ ଥିବା ବେଳେ ପରେ ଏହା ମେ’୩କୁ ବୃଦ୍ଧି କରାଯାଇଛି। ଏବେ ସମସ୍ତଙ୍କର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri