୨୭ରେ ଟିଏମ୍ସିର ସିଏଏ ବିରୋଧୀ ସଂକଳ୍ପନାମା
କୋଲକାତା,୨୨ା୧(ପି.ଟି.): ପଶ୍ଚିମବଙ୍ଗର ଶାସକ ତୃଣମୂଳ କଂଗ୍ରେସ (ଟିଏମ୍ସି) ବିଧାନସଭାରେ ସିଏଏ ବିରୋଧୀ ସଂକଳ୍ପନାମା ଆଣିବ। ନୂଆ ନାଗରିକତ୍ୱ ଆଇନ ବିରୋଧରେ ଜାନୁୟାରୀ ୨୭ରେ ଗୃହରେ ପ୍ରସ୍ତାବ ଆଗତ କରାଯିବ ବୋଲି ଦଳ ପକ୍ଷରୁ ମଙ୍ଗଳବାର ସ୍ପଷ୍ଟ କରାଯାଇଛି। କେରଳ ଓ ପଞ୍ଜାବ…
ବାଚସ୍ପତିଙ୍କ କ୍ଷମତାର ସମୀକ୍ଷା ହେଉ
ନୂଆଦିଲ୍ଲୀ,୨୨ା୧(ଆଇଏଏନ୍ଏସ୍):ବିଧାନସଭା ଓ ଲୋକ ସଭାର ବାଚସ୍ପତି ବି କୌଣସି ଏକ ଦଳରୁ ଆସିଥାନ୍ତି। ତେଣୁ ଦଳବଦଳ ଆଇନାନୁସାରେ ସେ ଗୃହର କୌଣସି ସଦସ୍ୟଙ୍କୁ ଅଯୋଗ୍ୟ ଘୋଷଣା କରିପାରିବେ କି? ଏହା ଉପରେ ପାର୍ଲାମେଣ୍ଟ ବିଚାର କରୁ। ବିଧାୟକ ଏବଂ ଏମ୍ପିମାନଙ୍କ ସଦସ୍ୟତା…
ଉପରାଜ୍ୟପାଳଙ୍କୁ ଭେଟିଲେ ବିକ୍ଷୋଭକାରୀ ମହିଳା ପ୍ରତିନିଧି ଦଳ
ନୂଆଦିଲ୍ଲୀ,୨୧।୧: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ବିରୋଧରେ ଦିଲ୍ଲୀର ଶାହିନ ବାଗ୍ରେ ବିଶେଷ କରି ମହିଳାଙ୍କ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ଦୀର୍ଘ ୩୬ ଦିନ ଧରି ବିକ୍ଷୋଭକାରୀମାନେ ଶାହିନ ବାଗ୍ରେ ଧାରଣାରେ ବସିଥିବାରୁ ଦିଲ୍ଲୀ ଓ ନୋଏଡାକୁ ସଂଯୋଗକାରୀ ମୁଖ୍ୟ ରାସ୍ତା…
ଏଏପି ଛାଡିଲେ ଦିଲ୍ଲୀ କାଣ୍ଟର ବିଧାୟକ
ନୂଆଦିଲ୍ଲୀ,୨୧।୧: ଦିଲ୍ଲୀ ବିଧାନସଭା ନିର୍ବାଚନର ନାମାଙ୍କନ ପତ୍ର ଦାଖଲର ଶେଷ ଦିନରେ ଆମ ଆଦମୀ ପାର୍ଟି(ଏଏପି)କୁ ବଡ଼ ଝଟ୍କା ଲାଗିଛି। କାଣ୍ଟର ବିଧାୟକ କମାଣ୍ଡୋ ସୁରେନ୍ଦ୍ର ସିଂହ ମଙ୍ଗଳବାର ଏଏପିରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି। ଏଏପିରୁ ଇସ୍ତଫା ଦେବା ନେଇ ସେ…
କ୍ଷମା ମାଗିବେ ନାହିଁ ରଜନୀକାନ୍ତ
ନୂଆଦିଲ୍ଲୀ,୨୧।୧: ତାମିଲ ସୁପରଷ୍ଟାର ତଥା ରାଜନେତା ରଜନୀକାନ୍ତ ଇଭି ରାମସାମୀ ପେରିୟରଙ୍କୁ ନେଇ ଏକ ବିବାଦୀୟ ବୟାନ ଦେଇଥିଲେ। ଏହାକୁ ନେଇ ତାଙ୍କ ନାଁରେ ଅଭିଯୋଗ ମଧ୍ୟ ହୋଇଛି। ହେଲେ ଏହାକୁ ନେଇ ରଜନୀକାନ୍ତ ଦୁଃଖ ପ୍ରକାଶ କରି ନାହାନ୍ତି। ଏହାସହ…
ଦିଲ୍ଲୀ ଆସିବାକୁ ଭୀମ ଆର୍ମି ମୁଖ୍ୟଙ୍କୁ ମିଳିଲା ସର୍ତ୍ତମୂଳକ ଅନୁମତି
ନୂଆଦିଲ୍ଲୀ,୨୧।୧: ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କୁ ରାଜଧାନୀକୁ ଆସିବା ପାଇଁ ଅନୁମତି ମିଳିଛି। କିନ୍ତୁ ଏହି ଅନୁମତି ତାଙ୍କୁ ସର୍ତ୍ତମୂଳକ ଦିଆଯାଇଥିବା ଜଣାପଡ଼ିଛି। ମଙ୍ଗଳବାର ତିସ ହଜାରି କୋର୍ଟ ଭୀମ ଆର୍ମି ମୁଖ୍ୟଙ୍କ ମାମଲାର ଶୁଣାଣି କରି ତାଙ୍କୁ ଦିଲ୍ଲୀ…
ଅଣ ମୁସଲମାନ୍ଙ୍କ ପାଇଁ ଖୋଲିଲା ମୋଦି ମସଜିଦ୍
ବଙ୍ଗୋଲୁରୁ,୨୧।୧: କର୍ନାଟକର ବେଙ୍ଗାଲୁରୁର ଟସ୍କର ଟାଉନରେ ଥିବା ମୋଦି ଅବଦୁଲ୍ ଗଫୁର ମସଜିଦ୍କୁ ଅଣ ମୁସଲମାନଙ୍କ ପାଇଁ ଖୋଲା ଯାଇଛି। ୧୭୦ ବର୍ଷ ମଧ୍ୟରେ ପ୍ରଥମ କରି ମସଜିଦ୍ରେ ଅଣ ମୁସଲମାନ ପ୍ରବେଶ କରିଛନ୍ତି। ରବିବାର ଏହା ଖୋଲା ଯାଇଥିଲା। ପ୍ରଥମ…
ଦିଲ୍ଲୀ ବିଧାନସଭା ନିର୍ବାଚନରେ ଲଢିବ ନାହିଁ ଜେଜେପି
ଚଣ୍ଡିଗଡ଼,୨୧।୧: ହରିୟାଣାର ଉପ ମୁଖ୍ୟମନ୍ତ୍ରୀ ତଥା ଜନନାୟକ ଜନତା ପାର୍ଟି(ଜେଜେପି)ର ମୁଖ୍ୟ ଦୁଷ୍ୟନ୍ତ ଚୌତାଲା କହିଛନ୍ତି ଚଳିତ ଦିଲ୍ଲୀ ବିଧାନସଭା ନିର୍ବାଚନରେ ତାଙ୍କ ଦଳ ଲଢିବ ନାହିଁ। ହରିୟାଣାରେ ଭାରତୀୟ ଜନତା ପାର୍ଟି(ଭାଜପା) ସହ ମେଣ୍ଟ କରି ସରକାର ଗଢିଥିବା ଜେଜେପି…
୧୧କି.ମି. ଦୌଡ଼ି ବିବାହ କରିବାକୁ ପହଞ୍ଚିଲେ ବର
ଇନ୍ଦୋର,୨୧।୧: ବର୍ତ୍ତମାନର ଖାଦ୍ୟପେୟ ଓ ଦୂଷିତ ପରିବେଶକୁ ଆଖି ଆଗରେ ରଖି ଶରୀରକୁ ସୁସ୍ଥ ରଖିବା ପାଇଁ ଲୋକମାନେ ଏବେ ସଜାଗ ହେଲେଣି। ନିଜକୁ ଫିଟ୍ ରଖିବା ପାଇଁ ଲୋକେ ବିଭିନ୍ନ ପ୍ରକାରର ଯୋଗ ସହ ଜିମ୍ ଯାଉଥିବା ବେଳେ ଲଗାତାର…
ଫସିଲେ କେଜରିଓ୍ବାଲ: ଟିକେଟ ନମ୍ବର ୪୫
ନୂଆଦିଲ୍ଲୀ,୨୧।୧: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ମଙ୍ଗଳବାର ନାମାଙ୍କନ ଦାଖଲ କରିବାକୁ ଜାମନଗର ହାଉସ ପହଞ୍ଚିବା ପରେ ଏବେ ଫସି ଯାଇଛନ୍ତି। କାହିଁକିନା ସେଠାରେ ତାଙ୍କୁ ଲମ୍ବା ଲାଇନରେ ଅପେକ୍ଷା କରିବାକୁ ପଡିଛି। ଟୁଇଟ୍ କରି ନିଜେ କେଜରିଓ୍ବାଲ ଏହା ଜଣାଇଛନ୍ତି।…
ହିମାୟତ୍ ଯୋଜନାରେ ୧୨ ହଜାର ଯୁବବର୍ଗଙ୍କ ମିଳିଛି ତାଲିମ: ନକ୍ଭୀ
ଶ୍ରୀନଗର,୨୧।୧: ଜମ୍ମୁ-କଶ୍ମୀରରେ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ହିମାୟତ୍ ଯୋଜନାରେ ଇତିମଧ୍ୟରେ ୧୨ ହଜାର ଯୁବବର୍ଗଙ୍କୁ ଆବଶ୍ୟକ ତାଲିମ୍ ଯୋଗାଇ ଦିଆଯାଇଛି। ଏଥିରେ ୧୬ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ସେହିପରି ଜମ୍ମୁ-କଶ୍ମୀରର ବିକାଶ ପାଇଁ ସାମ୍ବା ଏବଂ ଅଓ୍ବନ୍ତିପୋରାରେ ଏମ୍ସ୍…
ଅଓ୍ବନ୍ତିପୋରା ଏନ୍କାଉଣ୍ଟରରେ ୨ଆତଙ୍କବାଦୀ ନିହତ
ଶ୍ରୀନଗର,୨୧।୧: ଜମ୍ମୁ-କଶ୍ମୀର ଅଓ୍ବନ୍ତିପୋରାରେ ମଙ୍ଗଳବାର ଏନ୍କାଉଣ୍ଟର ହୋଇଛି। ଏହି ଏନ୍କାଉଣ୍ଟରରେ ୨ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଜଣେ ଯବାନ ଶହୀଦ ଓ ୨ଯବାନ ଆହତ ହୋଇଛନ୍ତି। ସୂଚନାଯୋଗ୍ୟ, ଦକ୍ଷିଣ କଶ୍ମୀର ଅଓ୍ବନ୍ତିପୋରାରେ ଆତଙ୍କବାଦୀ ଲୁଚିରହିଥିବା ଖବର ବିଶ୍ୱସ୍ତ ସୂତ୍ରରୁ ପାଇବା…
Archives


