ଆସାମ ଏନ୍ଆର୍ସି ସଂଯୋଜକ ପ୍ରତୀକ ହଜେଲାଙ୍କ ବିରୋଧରେ ମାମଲା ଦାଏର
ଗୁଆହାଟୀ,୩୦।୧୧: ଆସାମ ଏନ୍ଆର୍ସି ସଂଯୋଜକ ପ୍ରତୀକ ହଜେଲାଙ୍କ ବିରୋଧରେ ମାମଲା ଦାଏର କରାଯାଇଛି। ରାଜ୍ୟର ପବ୍ଲିକ୍ ଓ୍ବାର୍କ୍ସ ନାମକ ଏକ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ହଜେଲାଙ୍କ ବିରୋଧରେ ବ୍ୟାପକ ଅର୍ଥ ହେରଫେର୍ ହୋଇଥିବା ଅଭିଯୋଗ କରାଯାଇଛି। ଏହାର ତଦନ୍ତ ପାଇଁ...
ଉଦ୍ଧବ ସରକାରଙ୍କ ଅଗ୍ନିପରୀକ୍ଷା ପୂର୍ବରୁ ଭାଜପା ସହ କଥା ହେଲେ ଅଜିତ
ମୁମ୍ବାଇ,୩୦।୧୧: ଶିବସେନା ନେତା ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ମହାରାଷ୍ଟ୍ରରେ ସରକାର ଗଠନ ହୋଇଛି। ମେଣ୍ଟ କରି ଶିବସେନା ସରକାର ଗଠନ କରିଥିବାରୁ ତା’ମନରେ ସବୁବେଳେ ଦ୍ୱନ୍ଦ୍ୱ ଲାଗି ରହିଛି। ଶନିବାର ମଧ୍ୟାହ୍ନରେ ସେ ବହୁମତ ସାବ୍ୟସ୍ତ କରିବାର କାର୍ଯ୍ୟକ୍ରମ ରହିଛି।...
ଭାଜପାରେ ଯୋଗଦେଲେ ତାମିଲ କଳାକାର
ଚେନ୍ନାଇ,୩୦।୧୧: ତାମିଲ ଫିଲ୍ମ ଓ ଟେଲିଭିଜନ ଜଗତର କଳାକାର ରାଧା ରବି ଶନିବାର ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଛନ୍ତି। ଭାଜପାର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପସ୍ଥିତିରେ ସେ ପଦ୍ମ ଧରିଛନ୍ତି। ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପରେ ଭାଜପା...
ନିରାମିଷ ଖାଦ୍ୟକୁ ପ୍ରୋତ୍ସାହନ ମିଳୁ: ମୋଦିଙ୍କୁ ଚିଠି ଲେଖିଲେ ପାମେଲା
ନୂଆଦିଲ୍ଲୀ: ବଓ୍ବୋଚ୍ ଆଇକନ୍ ତଥା ବିଗ୍ବସ୍ର ପୂର୍ବତନ ଗେଷ୍ଟ ପାମେଲା ଆଣ୍ଡରସନ୍ ନିରାମିଷ ଖାଦ୍ୟକୁ ପ୍ରୋତ୍ସାହନ ଦେବା ପାଇଁ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଏକ ପତ୍ର ଲେଖିଛନ୍ତି। ସମସ୍ତ ସରକାରୀ ବୈଠକ ଓ କାର୍ଯ୍ୟକ୍ରମରେ ନିରାମିଷ ଖାଦ୍ୟ...
ହେଲ୍ମେଟ ପିନ୍ଧି ପିଆଜ ବିକିଲେ ସମବାୟ ସମିତି କର୍ମଚାରୀ
ପାଟନା,୩୦।୧୧: ପିଆଜର ଦର ଏତେ ବଢି ଯାଇଛି ଯେ ଏହାକୁ କିଣିବାକୁ ଗ୍ରାହକ ଭୟ କରୁଥିବା ବେଳେ ଏହାକୁ ବିକ୍ରି କରିବାକୁ ମଧ୍ୟ ଲୋକେ ଡରୁଛନ୍ତି। ଏହାର ଏକ ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି ବିହାରରେ। ମୋବାଇଲ ଭ୍ୟାନ ମାଧ୍ୟମରେ...
ଭାରତ ବିରୋଧରେ ପାକିସ୍ତାନ ଜାରି ରଖିଛି ଆତଙ୍କବାଦ ଛାୟାଯୁଦ୍ଧ: ରାଜନାଥ
ପୁଣେ,୩୦।୧୧: ଭାରତ ବିରୋଧରେ ପାକିସ୍ତାନ ଆତଙ୍କବାଦ ଛାୟାଯୁଦ୍ଧ ଜାରି ରଖିଛି। ଆତଙ୍କବାଦୀଙ୍କୁ ଭାରତରେ ଅନୁପ୍ରବେଶ କରାଇବା ଲାଗି ପାକିସ୍ତାନ ଉଦ୍ୟମ ଅବ୍ୟାହତ ରଖିଥିବା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି। ଏନ୍ଡିଏର ୧୩୭ତମ ପାସିଙ୍ଗ୍ ଆଉଟ୍ ପରେଡ ଉତ୍ସବରେ ଯୋଗଦେଇ...
ଜାମିନ ନ ଦେବାରୁ ମହିଳା ଜଜ୍ଙ୍କୁ ଧମକ
ଥିରୁଭାନନ୍ଥପୁରମ୍: ଜଣେ ମାଜିଷ୍ଟ୍ରେଟ୍ ଏକ ମାମଲାରେ ଅଭିଯୁକ୍ତଙ୍କୁ ଜାମିନ ଦେବାକୁ ମନା କରିବାରୁ ଓକିଲ ତାଙ୍କୁ ମାଡ଼ ମାରିବାର ଧମକ ଦେଇଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ଜଜ୍ଙ୍କୁ ଧମକ ଦେବା ଅପରାଧରେ ୧୨ ଓକିଲଙ୍କ ବିରୋଧରେ ମାମଲା ରୁଜୁ...
ଇଂରାଜୀର ଗୋଟିଏ ପାରାଗ୍ରାଫ ପଢିପାରିଲେନି ଶିକ୍ଷକ
ଲକ୍ଷ୍ନୌ,୩୦।୧୧: ଉତ୍ତର ପ୍ରଦେଶ ଶିକ୍ଷା ବ୍ୟବସ୍ଥାର ସ୍ଥିତି ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇଛି। ଉନ୍ନାଓ ଜିଲା ସିକନ୍ଦରପୁର ସରଉସିରେ ଥିବା ସରକାରୀ ବିଦ୍ୟାଳୟର ସ୍ଥିତିକୁ ଦେଖି ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ କଥା। ଗତ ୨୮ ତାରିଖରେ ଜିଲାପାଳ...
ଛୁଟି ପାଇଁ ମିଛ
ନୂଆଦିଲ୍ଲୀ: କାର୍ଯ୍ୟକ୍ଷେତ୍ରରେ ଛୁଟି ପାଇଁ ଅନେକେ କରିଥାନ୍ତି ବାହାନା। ଏହା ଭାରତ ଭଳି ଦେଶରେ ସାଧାରଣ କଥା। ହେଲେ ଏକଥା ଜାଣି ଆଶ୍ଚର୍ଯ୍ୟ ହେବେ ବିଶ୍ୱର ଅନ୍ୟତମ ବିକାଶିତ ରାଷ୍ଟ୍ର ବ୍ରିଟେନ ମଧ୍ୟ ଏଥିରୁ ବାଦ୍ ପଡ଼ିନି। ଏଠାକାର କର୍ମଚାରୀମାନେ...
ଏମ୍ସ୍ ବ୍ୟାଙ୍କ ଖାତାରୁ ୧୨ କୋଟି ଚୋରି: ପୁଣି ୨୯ କୋଟି ଲୁଟ୍ ଉଦ୍ୟମ ବିଫଳ
ନୂଆଦିଲ୍ଲୀ,୩୦।୧୧: ଏମ୍ସ୍ର ବ୍ୟାଙ୍କ ଖାତାରୁ ୧୨ କୋଟିରୁ ଅଧିକ ଟଙ୍କା ଚୋରି ହୋଇଛି। ଅପରାଧୀମାନେ ପୁଣି ଥରେ ଏହି ଖାତାରୁ ୨୯ କୋଟି ଟଙ୍କା ଲୁଟିବାର ଯୋଜନା କରିଥିଲେ। ତେବେ ତାହା ବିଫଳ ହୋଇଥିବା କୁହାଯାଉଛି। ଗତ ଏକ ମାସ...
ସାଇକେଲ ସଜଡା ବିଳମ୍ବ ହେବାରୁ ପୋଲିସକୁ ପତ୍ର ଲେଖିଲେ ୧୦ ବର୍ଷର ବାଳକ
ଥିରୁଭାନନ୍ତପୁରମ,୩୦।୧୧: କେରଳର ୧୦ ବର୍ଷର ଜଣେ ବାଳକ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। କୋଜିକୋଡେର ୫ମ ଶ୍ରେଣୀର ଛାତ୍ର ଅବିନ ନିଜର ଓ ତାଙ୍କ ଭାଇଙ୍କ ସାଇକେଲ କିଛିଦିନ ହେବ ସଜଡା ନ ହୋଇ ପାରିବାରୁ ପୋଲିସକୁ ଚିଠି...
ମତଦାନକୁ ବିରୋଧ: ବିସ୍ଫୋରଣରେ ପୋଲ ଉଡ଼ାଇଲେ ମାଓବାଦୀ
ରାଞ୍ଚି,୩୦।୧୧: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଶନିବାର ୬ଟି ଜିଲାରେ ପ୍ରଥମ ପ୍ରର୍ଯ୍ୟାୟରେ ୧୩ଟି ଆସନ ଲାଗି ମତଦାନ ଜାରି ରହିଛି। ତେବେ ମତଦାନକୁ ବିରୋଧ କରି ମାଓବାଦୀମାନେ ଗୁମଲା ଜିଲାରେ ବିସ୍ଫୋରଣ କରିଛନ୍ତି। ସ୍ଥାନୀୟ ବିଷ୍ଣୁପୁର ବିଧାନସଭା ଅଞ୍ଚଳରେ...
Archives


