ଜାତୀୟ

ଭାରତରେ କରୋନା ସଂକ୍ରମଣ ହାର ଅଧିକ ନ ଥିଲେ ବି ରହିଛି ବିପଦ ଆଶଙ୍କା: ଡବ୍ଲ୍ୟୁଏଚ୍‌ଓ

ଜେନେଭା/ନୂଆଦିଲ୍ଲୀ, ୬।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ସଙ୍କଟ ସୃଷ୍ଟି କରିଛି। ସରକାର କରୋନା ବିରୋଧରେ ଲଢ଼େଇ ଜୋର୍‌ଦାର କରିଛନ୍ତି। ସରକାରଙ୍କ ଏହି ଉଦ୍ୟମକୁୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ପ୍ରଶଂସା କରାଯାଇଛି। ଭାରତରେ କରୋନା ସଂକ୍ରମଣ ହାର ଅଧିକ ନ…

ଟୁଇଟର ପ୍ରୋଫାଇଲରୁ ଭାଜପା ହଟାଇଲେ ଜ୍ୟୋତିରାଦିତ୍ୟ !

ଭୋପାଳ,୬।୬: କିଛି ମାସ ତଳେ କଂଗ୍ରେସ ଛାଡି ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ନେଇ ଏବେ ପୁଣିଥରେ ରାଜନୀତି ହୋଇଛି ସରଗରମ। ଏବେ ସେ ତାଙ୍କ ଟୁଇଟର ଆକାଉଣ୍ଟରୁ ‘ଭାଜପା’ ହଟାଇ ଦେଇଥିବା କଥା ଆଲୋଚନା ହେଉଛି।…

୭ଦିନରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୬୧ ହଜାର ଟପିଛି, ତରବରିଆ ଭାବେ ନିଆଯାଇଛି ଅନ୍‌ଲକ୍‌-୧ ନିଷ୍ପତ୍ତି: ବିଶେଷଜ୍ଞ

ନୂଆଦିଲ୍ଲୀ, ୬।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଗତ ୭ ଦିନ ମଧ୍ୟରେ ଦେଶରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୧ ହଜାର ଟପିଛି। ଅନ୍‌ଲକ୍‌-୧ ନିଷ୍ପତ୍ତି ସରକାର ତରବରିଆ ଭାବେ ନେଇଥିବାରୁ ଏଭଳି ହୋଇଥିବା ବିଶେଷଜ୍ଞ…

ଅଦାଲତରେ ଅଚଳାବସ୍ଥା

ନୂଆଦିଲ୍ଲୀ,୬ା୬: ମେ ୨୫ ତାରିଖରେ ଭାରତରେ ଇଦ୍‌-ଉଲ୍‌-ଫିତର ପାଳନ କରାଯାଉଥିବାବେଳେ ୧୨ ବର୍ଷୀୟା ତଲ୍‌ହା ଓ ୫ ବର୍ଷୀୟା ମରିଅମ୍‌ ରାତିରେ ସେମାନଙ୍କ ମା’ଙ୍କ ମୋବାଇଲ୍‌ ଫୋନ୍‌ ସହ ଶୋଇଥିଲେ। କରୋନା ଭାଇରସ୍‌ ସଂକ୍ରମଣ ରୋକିବା ପାଇଁ ମାର୍ଚ୍ଚ ୨୫ରୁ ଦେଶବ୍ୟାପୀ…

ଅକ୍ଟୋବର ୪ରେ ସିଭିଲ ସର୍ଭିସ ପ୍ରିଲିମ୍‌

ନୂଆଦିଲ୍ଲୀ,୫ା୬(ପି.ଟି.)-ଚଳିତ ବର୍ଷର ସିଭିଲ୍‌ ସର୍ଭିସ୍‌ ପ୍ରାରମ୍ଭିକ ପରୀକ୍ଷା (ପ୍ରିଲିମ୍‌) ଅକ୍ଟୋବର ୪ରେ ଅନୁଷ୍ଠିତ ହେବ। କେନ୍ଦ୍ର ଜନସେବା ଆୟୋଗ (ୟୁପିଏସ୍‌ସି) ପକ୍ଷରୁ ଶୁକ୍ରବାର ଏହା ଘୋଷଣା କରାଯାଇଛି। ସଂଶୋଧିତ କାର୍ଯ୍ୟସୂଚୀ ଅନୁଯାୟୀ ସିଭିଲ୍‌ ସର୍ଭିସ୍‌ର ମୁଖ୍ୟ ପରୀକ୍ଷା ୨୦୨୧ ଜାନୁୟାରୀ ୮ରୁ…

ମହାରାଷ୍ଟ୍ରରେ ଗତ ୨୪ଘଣ୍ଟାରେ ୧୩୯ମୁଣ୍ଡ ନେଲାଣି କରୋନା

ମୁମ୍ବାଇ,୫।୬: ଦେଶବ୍ୟାପି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଭାରତରେ କରୋନା ଭାଇରସ୍‌ ଯୋଗୁ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ରାଜ୍ୟ ହେଉଛି ମହାରାଷ୍ଟ୍ର। ଗତ ୨୪ ଘଣ୍ଟାରେ ମହାରାଷ୍ଟରେ ୨୪୩୬ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା…

ମାସ୍କ ପିନ୍ଧି ନ ଥିବାରୁ ପୋଲିସ ଭିଆଇଲା ଏଭଳି କାଣ୍ଡ

ଯୋଧପୁର,୫।୬: କିଛି ଦିନ ତଳେ ଆମେରିକାରେ ପୋଲିସର ବର୍ବରତା ଯୋଗୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। କିଛି ପୋଲିସକର୍ମୀ ଜର୍ଜ ଫ୍ଲୋଏଡ୍‌ ନାମକ ବ୍ୟକ୍ତିଙ୍କ ମୁଣ୍ଡକୁ ଆଣ୍ଠୁରେ ଚାପିଦେଇଥିଲେ। ଫଳରେ ଅଣନିଃଶ୍ୱାସୀ ହୋଇ ଜର୍ଜଙ୍କ ମୃତ୍ୟୁ ହୋଇଥିଲା। ତେବେ ଆମେରିକା ଭଳି…

ବିଚ୍‌ ରାସ୍ତାରେ ଅଧିକାରୀଙ୍କୁ ଚପଲରେ ପିଟିଲେ ଭାଜପା ନେତ୍ରୀ

ଚଣ୍ଡିଗଡ଼,୫।୬: ଟିକ୍‌ଟକ୍‌ ଷ୍ଟାର ତଥା ଭାଜପା ନେତ୍ରୀ ସୋନାଲି ଫୋଗାଟ ପ୍ରାୟ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ଚଳିତ ଥର ମଧ୍ୟ ସେ ଏଭଳି ଏକ କାମ କରିଛନ୍ତି ଯାହା ତାଙ୍କୁ ଚର୍ଚ୍ଚାର ପରିସରକୁ ଟାଣିଆଣିଛି। ହରିୟାଣା ହିସାରର ଆଦମପୁର ବିଧାନସଭା ମଣ୍ଡଳୀର…

ବାତ୍ୟା ନିସର୍ଗ: ରାଇଗଡ ପାଇଁ ଶହେ କୋଟି ଟଙ୍କା ଘୋଷଣା କଲେ ଠାକରେ

ମୁମ୍ବାଇ,୫।୬: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଶୁକ୍ରବାର ବାତ୍ୟା ନିସର୍ଗରେ ରାଇଗଡରେ ହୋଇଥିବା କ୍ଷୟକ୍ଷତି ପାଇଁ ଜରୁରୀକାଳୀନ ୧୦୦ କୋଟି ଟଙ୍କାର ରିଲିଫ୍‌ ଘୋଷଣା କରିଛନ୍ତି। ଏହାସହ ନିସର୍ଗ ଯୋଗୁ ହୋଇଥିବା କ୍ଷୟକ୍ଷତିର ଆକଳନ ତୁରନ୍ତ କରିବାକୁ ଠାକରେ ନିର୍ଦ୍ଦେଶ ଦେଇଛନ୍ତି।…

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ: ୧୫ ଦିନ ମଧ୍ୟରେ ଘରେ ପହଞ୍ଚିବେ ସମସ୍ତ ପ୍ରବାସୀ ଶ୍ରମିକ

ନୂଆଦିଲ୍ଲୀ,୫।୬: ପ୍ରବାସୀ ଶ୍ରମିକଙ୍କ ଘର ବାହୁଡାକୁ ନେଇ ସୁପ୍ରିକୋର୍ଟରେ ଶୁକ୍ରବାର ଶୁଣାଣି କରାଯାଇଛି। କୋର୍ଟ କହିଛନ୍ତି ରାଜ୍ୟ ବାହାରେ ଥିବା ସମସ୍ତ ପ୍ରବାସୀ ଶ୍ରମିକଙ୍କୁ ଘରେ ପହଞ୍ଚିବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ୧୫ ଦିନ ସମୟ ଦିଆଯିବ। ଏହାସହ ସମସ୍ତ…

ଯୋଗ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇ ନ ପାରନ୍ତି ମୋଦି

ନୂଆଦିଲ୍ଲୀ,୫।୬: ଜୁନ୍‌ ୨୧ରେ ପାଳନ ହେବାକୁ ଯାଉଛି ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ। ଏହା ପୂର୍ବରୁ ଶୁକ୍ରବାର ଅନ୍ତରାଷ୍ଟ୍ରୀୟ ଭିଡିଓ ବ୍ଲଗ ପ୍ରତିଯୋଗୀତା ‘ମାଇଁ ଲାଇଫ ମାଇଁ ୟୋଗା’ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ରେଡିଓ କାର୍ଯ୍ୟକ୍ରମ ‘ମନ…

କଂଗ୍ରେସରୁ ରାଜ୍ୟସଭା ପ୍ରାର୍ଥୀ ହେଲେ ଖଡଗେ

ନୂଆଦିଲ୍ଲୀ,୫।୬: ରାଜ୍ୟ ସଭା ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ଅନୁମତି ମିଳିବା ପରେ ଶୁକ୍ରବାର କଂଗ୍ରେସ ଦଳ ପକ୍ଷରୁ କର୍ନାଟକ ରାଜ୍ୟସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। କର୍ନାଟକରୁ ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେଙ୍କୁ ରାଜ୍ୟ ସଭା ପଠାଇବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?