କରୋନାଭାଇରସ: ଜାପାନ ଜାହାଜରେ ଫସି ରହିଛନ୍ତି ଅନେକ ଭାରତୀୟ
ନୂଆଦିଲ୍ଲୀ,୮।୨: ଚାଇନାରେ କରୋନାଭାଇରସରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ଏବେ ସେଠାରେ ମୃତ୍ୟୁସଂଖ୍ୟା ୭୧୯ରେ ପହଞ୍ଚିଲାଣି। ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ଚାଇନାରେ କରୋନାଭାଇରସର ଭୟାବହତାକୁ ଦେଖି ବିଶ୍ୱର ପ୍ରାୟ ସମସ୍ତ ଦେଶ ସେମାନଙ୍କ ନାଗରିକଙ୍କୁ ଫେରାଇ ନେଉଛନ୍ତି। ଭାରତ…
ପୋଲିଂ ବୁଥ୍ରେ ଏଏପି କର୍ମୀଙ୍କୁ ଚାପୁଡ଼ା ମାରିବା ଉଦ୍ୟମ କଲେ ଅଳକା ଲାମ୍ବା: ଭିଡ଼ିଓ ଭାଇରାଲ
ନୂଆଦିଲ୍ଲୀ,୮।୨: ଶନିବାର ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମତଦାନ ଜାରି ରହିଛି। କଂଗ୍ରେସ ପ୍ରାର୍ଥୀ ଅଳକା ଲାମ୍ବା ଆମ୍ ଆଦ୍ମୀ ପାର୍ଟି (ଏଏପି) କର୍ମୀଙ୍କୁ ପୋଲିଂ ବୁଥ୍ରେ ଚାପୁଡ଼ା ମାରିବା ଉଦ୍ୟମ କରିଥିବା କୁହାଯାଉଛି। ତେବେ ଉପସ୍ଥିତ ଲୋକଙ୍କ ଅନୁସାରେ ଚାପୁଡ଼ା…
ମତଦାନ ସାବ୍ୟସ୍ତ କଲେ ଦିଲ୍ଲୀର ୧୧୦ ବର୍ଷୀୟା ଭୋଟର
ନୂଆଦିଲ୍ଲୀ,୮।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଶନିବାର ସକାଳୁ ମତଦାନ ଆରମ୍ଭ ହୋଇଯାଇଛି। ଏଥିରେ ନୂଆ ଭୋଟରଙ୍କ ଉତ୍ସାହ ଦେଖିବାକୁ ମିଳିଛି। ତେବେ ଗ୍ରେଟର କୈଳାଶର ଚିତ୍ତରଞ୍ଜନ ପାର୍କ ନିକଟରେ ଥିବା ଏସ୍ଡିଏମ୍ସି ପ୍ରାଇମେରୀ ସ୍କୁଲରେ ୧୧୦ ବର୍ଷୀୟା କାଲିତରା ମଣ୍ଡଳ…
ଦେଶର ପ୍ରଥମ ନାଗରିକ ସସ୍ତ୍ରୀକ ମତଦାନ ଅଧିକାର ସାବ୍ୟସ୍ତ କଲେ
ନୂଆଦିଲ୍ଲୀ,୮।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଶନିବାର ମତଦାନ ଜାରି ରହିଛି। ଏହି ଅବସରରେ ଦେଶର ପ୍ରଥମ ନାଗରିକ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସସ୍ତ୍ରୀକ ନିଜର ନାଗରିକତ୍ୱ ଅଧିକାର ସାବ୍ୟସ୍ତ କରିଛନ୍ତି। ସେ ସ୍ତ୍ରୀ ସବିତା କୋବିନ୍ଦଙ୍କ ସହିତ ପ୍ରେସିଡେଣ୍ଟ୍ ଇଷ୍ଟେଟ୍…
ସେନା ମେଜର ପ୍ରସ୍ତୁତ କଲେ ପ୍ରଥମ ବୁଲେଟ୍ ପ୍ରୁଫ୍ ହେଲ୍ମେଟ: ଭେଦ କରିପାରିବନି ଏକେ-୪୭ର ଗୁଳି
ନୂଆଦିଲ୍ଲୀ,୮।୨: ଜମ୍ମୁ-କଶ୍ମୀର ସୀମାରେ ବିଶେଷ କରି ପାକିସ୍ତାନ ପକ୍ଷରୁ ଭାରତୀୟ ସେନାଙ୍କୁ ଲକ୍ଷ୍ୟ କରି ଗୁଳି ଚାଳନା କରାଯାଉଛି। ସେହିଭଳି ଉକ୍ତ ଅଞ୍ଚଳରେ ଆତଙ୍କବାଦୀଙ୍କ ବିରୋଧରେ ଅପରେଶନ ସମୟରେ ସେନାଙ୍କ ସୁରକ୍ଷା ସବୁଠାରୁ ବଡ ଚିନ୍ତା ପାଲଟିଯାଉଛି। ଏହାକୁ ଦୃଷ୍ଟିରେ ରଖି…
ବାବରପୁର ମତଦାନ କେନ୍ଦ୍ରରେ ଡ୍ୟୁଟିରେ ଥିବା ନିର୍ବାଚନ ଅଧିକାରୀଙ୍କ ମୃତ୍ୟୁ
ନୂଆଦିଲ୍ଲୀ,୮।୨: ଶନିବାର ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମତଦାନ ସକାଳ ୮ଟାଠାରୁ ଜାରି ରହିଛି। ଉତ୍ତର ପୂର୍ବ ଦିଲ୍ଲୀର ବାବରପୁର ପ୍ରାଇମେରୀ ସ୍କୁଲ ମତଦାନ କେନ୍ଦ୍ରରେ ଡ୍ୟୁଟିରେ ଥିବା ନିର୍ବାଚନ ଅଧିକାରୀ ଉଦାମ ସିଂଙ୍କ ମୃତ୍ୟୁ ଘଟିଛି। ସେ ଚେତା ହରାଇ…
ଏଏପି ଟୋପି ପିନ୍ଧି ସ୍ତ୍ରୀଙ୍କ ସହିତ ମତଦାନ କେନ୍ଦ୍ରରେ ପହଞ୍ଚିଲେ ଉପମୁଖ୍ୟମନ୍ତ୍ରୀ ମନିଶ ସିସୋଦିଆ
ନୂଆଦିଲ୍ଲୀ,୮।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ଅବସରରେ ଉପମୁଖ୍ୟମନ୍ତ୍ରୀ ମନିଶ ସିସୋଦିଆ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି। ସେ ପାଣ୍ଡବ ନଗରର ଏମ୍ସିଡି ସ୍କୁଲସ୍ଥିତ ମତଦାନ କେନ୍ଦ୍ରରେ ସ୍ତ୍ରୀ ସୀମା ସିସୋଦିଆଙ୍କ ସହିତ ମୁଣ୍ଡରେ ଏଏପି ଟୋପି ପିନ୍ଧି ପହଞ୍ଚି ଭୋଟ…
ବିବାହ ପୂର୍ବରୁ ଭୋଟ ଗ୍ରହଣ କେନ୍ଦ୍ରରେ ପହଞ୍ଚିଲେ ବରଯାତ୍ରୀ ସହ ବର
ନୂଆଦିଲ୍ଲୀ,୮।୨: ଦିଲ୍ଲୀ ବିଧାନସଭା ପାଇଁ ଶନିବାର ସକାଳୁ ଭୋଟ ଗ୍ରହଣ ଆରମ୍ଭ କରାଯାଇଛି। ଏଥିରେ ବହୁ ସଂଖ୍ୟାରେ ଭୋଟର ନିଜର ମତଦାନ ସାବ୍ୟସ୍ତ କରିଥିବା ଦେଖିବାକୁ ମିଳିଛି। ତେବେ ଶଙ୍କରପୁରରେ ଥିବା ଏମ୍ସିଡି ପ୍ରାଇମେରୀ ସ୍କୁଲରେ ହୋଇଥିବା ମତଦାନ କେନ୍ଦ୍ରରେ ଏକ…
ମାତା-ପିତାଙ୍କ ଆଶୀର୍ବାଦ ନେଇ ଭୋଟ ଦେଲେ କେଜରିଓ୍ବାଲ
ନୂଆଦିଲ୍ଲୀ,୮।୨: ଦିଲ୍ଲୀର ୭୦ ବିଧାନସଭା ଆସନ ପାଇଁ ଭୋଟିଂ ଜାରି ରହିଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ମାତା ଗୀତା ଦେବୀ ଏବଂ ପିତା ଗୋବିନ୍ଦରାମ କେଜରିଓ୍ବାଲଙ୍କ ପାଦଛୁଇଁ ଆଶୀର୍ବାଦ ନେଇ ଭୋଟ ଦେଇଛନ୍ତି। ସେ ସପରିବାର ସିଭିଲ୍ ଲାଇନ୍ସ୍ର ଏକ ମତଦାନ…
ନଭି ମୁମ୍ବାଇର ସୁଉଚ୍ଚ ଅଟ୍ଟାଳିକାରେ ଲାଗିଲା ନିଆଁ
ମୁମ୍ବାଇ,୮।୨: ନଭି ମୁମ୍ବାଇର ସେକ୍ଟର ୪୪ରେ ନେରୁଲ ସିଉଡ୍ସରେ ଥିବା ଏକ ଆପାର୍ଟମେଣ୍ଟରେ ଶନିବାର ସକାଳୁ ନିଆଁ ଲାଗିଯାଇଛି। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଆପାର୍ଟମେଣ୍ଟର ଉପର ମହଲାରେ ନିଆଁ ଲାଗିଥିବା ବେଳେ ଘଟଣାସ୍ଥଳରେ…
୭୦ ବିଧାନସଭା ଆସନ ପାଇଁ ଦିଲ୍ଲୀରେ ମତଦାନ ଜାରି: ଶାହିନ ବାଗ୍ରେ ଭୋଟରଙ୍କ ଲମ୍ବା ଲାଇନ୍
ନୂଆଦିଲ୍ଲୀ,୮।୨: ଦିଲ୍ଲୀ ବିଧାନସଭାର ୭୦ ଆସନ ପାଇଁ ଶନିବାର ସକାଳ ୮ଟାଠାରୁ ମତଦାନ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଜାରି ରହିଛି। ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟି ଗ୍ରହଣ କରାଯିବ। ପୂର୍ବ ଦିଲ୍ଲୀରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ୬୭୨…
ଟ୍ରଷ୍ଟରୁ ବାଦ୍ ପଡ଼ିବାରୁ ନୃତ୍ୟଗୋପାଳ କ୍ଷୁବ୍ଧ
ଅଯୋଧ୍ୟା,୮ା୨(ପି.ଟି.): ରାମ ଜନ୍ମଭୂମି ନ୍ୟାସ ଅଧ୍ୟକ୍ଷ ମହନ୍ତ ନୃତ୍ୟଗୋପାଳ ଦାସ ନବଗଠିତ ରାମମନ୍ଦିର ଟ୍ରଷ୍ଟରୁ ବାଦ୍ ପଡ଼ିବା ପରେ କ୍ଷୁବ୍ଧ ହୋଇଛନ୍ତି। ତାଙ୍କୁ ମନାଇବା ପାଇଁ ଭାଜପା ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଏଥିପାଇଁ ଭାଜପା ନେତା ତଥା ଅଯୋଧ୍ୟା ବିଧାୟକ…
Archives


