ଆଣ୍ଡାମାନ ଡିଜିପି କରୋନାରେ ଆକ୍ରାନ୍ତ
ପୋର୍ଟବ୍ଲେୟାର,୧୫।୬: ଆଣ୍ଡାମାନ ଓ ନିକୋବର ଦ୍ୱୀପର ମହାନିର୍ଦ୍ଦେଶକ(ଡିଜିପି) ଦେପେନ୍ଦ୍ର ପାଠକ ସୋମବାର କରୋନା ପଜିଟିଭ୍ ହୋଇଥିବା ଜଣାପଡ଼ିଛି। ତାଙ୍କ ସହ ଅନ୍ୟ ୨ଜଣ ଅଧିକାରୀ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ ଡିଜିପି ଦେପେନ୍ଦ୍ର ଟୁଇଟ କରି ସମସ୍ତଙ୍କୁ ଜଣାଇଛନ୍ତି।…
କରୋନା ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୧୫।୬: ଅନ୍ଲକ୍-୧ ମଧ୍ୟରେ କରୋନା ସ୍ଥିତିକୁ ନେଇ ମଙ୍ଗଳବାର ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲେଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ମୋଦି ଏହି ମହାମାରୀକୁ ରୋକିବା ଓ ବର୍ତ୍ତମାନର ସ୍ଥିତି ସମ୍ପର୍କରେ ୨…
ଅତିବେଶିରେ ଜୁନ୍ ୩୦ ପର୍ଯ୍ୟନ୍ତ ରହିପାରେ ଲକ୍ଡାଉନ କଟକଣା: ପଲାନିସ୍ବାମୀ
ଚେନ୍ନାଇ,୧୫।୬: ଗୋଟିଏ ପଟେ ଦେଶରେ ଲାଗୁ କରାଯାଇଥିବା ଲକ୍ଡାଉନକୁ ନେଇ ଦେଶର ଆର୍ଥିକ ସ୍ଥିତି ଖରାପ ହୋଇ ଯାଇଥିବା ବେଳେ ଏପଟେ କିନ୍ତୁ କରୋନା ସଂକ୍ରମଣ କମିବାର ନାଁ ନେଉନି। ଅଧିକାଂଶ ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ…
ଅମରନାଥ ଯାତ୍ରୀଙ୍କ ପାଇଁ ଖୁସିଖବର: ଜୁଲାଇ ୫ରେ ହେବ ଛଡ଼ି ମୁବାରକର ପ୍ରଥମ ପୂଜା
ଅନନ୍ତନାଗ,୧୫।୬: ଜମ୍ମୁ-କଶ୍ମୀରରେ ଥିବା ଅମରମନାଥଙ୍କ ଦର୍ଶନ ପାଇଁ ପ୍ରତିବର୍ଷ ଏଠାରେ ଭକ୍ତଙ୍କ ଲାଗି ଯାତ୍ରା ଅନୁଷ୍ଠିତ ହୋଇଥାଏ। କିନ୍ତୁ ଚଳିତବର୍ଷ କରୋନା ସଂକ୍ରମଣ ଯୋଗୁ ଏହି ଯାତ୍ରାର ଅବଧିକୁ କମ୍ କରିଦିଆଯାଇଛି। ତେବେ କରୋନା ସଙ୍କଟ ମଧ୍ୟରେ ଭକ୍ତଙ୍କ ପାଇଁ ଖୁସିଖବର…
ନିରାଡମ୍ବର ଭାବେ ବିବାହ କଲେ ମୁଖ୍ୟମନ୍ତ୍ରୀଙ୍କ ଝିଅ
ଥିରୁଭାନନ୍ତପୁରମ,୧୫।୬: କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ଝିଅ ବିଣାଙ୍କର ବିବାହ ହୋଇଛି। ସୋମବାର ସକାଳେ ମାକର୍ସବାଦୀ କମ୍ୟୁନିଷ୍ଟ ପାର୍ଟି ଯୁବଦଳର ନେତା ମହମ୍ମଦ ରିୟାସଙ୍କ ସହ ସୋମବାର ସକାଳେ ଏହି ବିବାହ ସମ୍ପନ୍ନ କରାଯାଇଛି। ତେବେ ବିବାହ ସମୟରେ କୋଭିଡ-୧୯ ନିୟମକୁ…
ଭାରତ-ଚାଇନା ସୀମା ବିବାଦ: ବ୍ରିଗେଡିୟର, କର୍ନେଲ ସ୍ତରରେ କଥାବାର୍ତ୍ତା
ନୂଆଦିଲ୍ଲୀ,୧୫।୬: ଭାରତ-ଚାଇନା ସୀମା ବିବାଦର ସମାଧାନ କରିବାକୁ ଏବେ ବ୍ରିଗେଡିୟର ଓ କର୍ନେଲ ସ୍ତରରେ କଥାବାର୍ତ୍ତା ଆରମ୍ଭ ହୋଇଛି। ଦୁଇ ଦେଶ ମଧ୍ୟରେ ପୂର୍ବ ଲଦ୍ଦାଖର ଗଲଓ୍ବା ନଦୀ ଓ ହଟ୍ ସ୍ପ୍ରିଙ୍ଗରେ ଚାଲିଥିବା ପ୍ରବେଶ ଉଦ୍ୟମକୁ ନେଇ କଥାବାର୍ତ୍ତା ମାଧ୍ୟମରେ…
୨୪ଘଣ୍ଟାରେ ଦ୍ୱିତୀୟ ଥର ପାଇଁ ଥରିଲା ଗୁଜରାଟ
ଅହମଦାବାଦ,୧୫।୬: ଗୁଜରାଟରେ ୨୪ ଘଣ୍ଟାରେ ଦ୍ୱିତୀୟ ଥର ପାଇଁ ଅନୁଭୂତ ହେଲା ଭୂକମ୍ପ। ସୋମବାର ଗୁଜରାଟର କଚ୍ଛରେ ମଧ୍ୟାହ୍ନ ୧୨ଟା ୫୭ ମିନିଟ୍ରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୪.୫ ରହିଛି। ଭୂକମ୍ପର କେନ୍ଦ୍ରସ୍ଥଳ କଚ୍ଛରୁ…
ନିକଟରେ ଲକ୍ଡାଉନ ପାଇଁ ନାହିଁ କୌଣସି ଯୋଜନା: କେଜରିଓ୍ବାଲ
ନୂଆଦିଲ୍ଲୀ,୧୫।୬: ରାଜଧାନୀ ଦିଲ୍ଲୀରେ ବେଳକୁ ବେଳ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଏହାକୁ ନେଇ ଅନେକ କଥା ଶୁଣିବାକୁ ମିଳୁଛି। ଅନୁମାନ କରାଯାଉଥିଲା କି କରୋନା ସଂକ୍ରମଣକୁ ଦେଖି ସରକାର ପୁଣିଥରେ ଦିଲ୍ଲୀରେ ଲକ୍ଡାଉନ ଘୋଷଣା କରି ପାରନ୍ତି। ହେଲେ…
୭୬ ଦିନ ମଧ୍ୟରେ ଭାରତରେ କରୋନା ସଂକ୍ରମଣ ଶୀର୍ଷରେ ପହଞ୍ଚିବ: ଆଇସିଏମ୍ଆର୍
ନୂଆଦିଲ୍ଲୀ,୧୫।୬: କରୋନା ସଂକ୍ରମଣ ଯୋଗୁ ଭାରତରେ ସ୍ଥିତି କ୍ରମଶଃ ସଙ୍କଟ ଜେନକ ହେବାରେ ଲାଗିଛି। ଏପରିସ୍ଥଳେ ଆଇସିଏମ୍ଆର୍ ପକ୍ଷରୁ ପ୍ରକାଶିତ ଏକ ସର୍ଭେ ରିପୋର୍ଟରେ ଉଲ୍ଲେଖ ହୋଇଛି। ଏଥିରେ କୁହାଯାଇଛି ଯେ, ଦେଶରେ କରୋନା ସଂକ୍ରମଣ ୩୪ ଦିନରୁ ୭୬ ଦିନ…
ଅହଂକାର ଅଜ୍ଞାନତାଠାରୁ ଅଧିକ ଭୟଙ୍କର: ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ,୧୫।୬: କରୋନା ସଂକ୍ରମଣରୁ ଦୂରେଇ ରହିବା ଲାଗି ଦେଶରେ ଲକ୍ଡାଉନ ଜାରି ରହିଛି। ଏପରିସ୍ଥଳେ କଂଗ୍ରେସ ପକ୍ଷରୁ ଲଗାତାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଘେରିବାର ଉଦ୍ୟମ କରାଯାଉଛି। ସୋମବାର ରାହୁଲ ଗାନ୍ଧୀ ସରକାରଙ୍କ କରୋନା ଲଢ଼େଇ ବିରୋଧରେ ମନ୍ତବ୍ୟ ଦେଇଛନ୍ତି।…
ଅନ୍ତିମ ସଂସ୍କାର ପୂର୍ବରୁ ସୁଶାନ୍ତଙ୍କର ହେବ କରୋନା ଟେଷ୍ଟ
ମୁମ୍ବାଇ, ୧୫।୬: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ସୋମବାର ମୁମ୍ବାଇ ସ୍ଥିତ ପବନ ହଂସ ଶ୍ମଶାନ ନିକଟ ଭିଲେ ପାର୍ଲେରେ ଅନ୍ତିମ ସଂସ୍କାର କରାଯିବ। ବିହାର ପାଟନାରୁ ଶୁଶାନ୍ତଙ୍କ ବାପା ମୁମ୍ବାଇ ପହଞ୍ଚିବା ପରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ…
ସର୍ବଦୀଳୟ ବୈଠକରେ କଂଗ୍ରେସର ଦାବି: ସମସ୍ତଙ୍କର ହେଉ କରୋନା ଟେଷ୍ଟ
ନୂଆଦିଲ୍ଲୀ,୧୫।୬: କରୋନା ସଂକ୍ରମଣକୁ ରୋକିବା ପାଇଁ ଦିଲ୍ଲୀରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ନେତୃତ୍ୱରେ ସୋମବାର ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଭାଜପା, କଂଗ୍ରେସ ଓ ଆମ୍ ଆଦମୀ ପାର୍ଟି (ଏଏପି)ର ନେତାମାନେ ସାମିଲ ହୋଇଥିଲେ। ଏହି ବୈଠକରେ କରୋନା…

