ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶା ପାଇଁ ଭାଜପାଠାରୁ କଂଗ୍ରେସ ଅଧିକ ଦାୟୀ: ମାୟାବତୀ
ଲକ୍ଷ୍ନୌ,୨୪।୫: କରୋନା ସଂକ୍ରମଣକୁ ରୋକିବା ପାଇଁ ଦେଶବ୍ୟାପୀ ଲକ୍ଡାଉନ୍ ଜାରି ହୋଇଛି। ଏପରିସ୍ଥଳେ ବିଭିନ୍ନ ସ୍ଥାନରେ ଅଟକି ରହିଥିବା ପ୍ରବାସୀ ଶ୍ରମିକମାନେ ଭିଟାମାଟିକୁ ଫେରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରବାସୀଙ୍କ ଅବସ୍ଥା ନେଇ ବିଏସ୍ପି ରାଷ୍ଟ୍ରୀୟ ଅଧ୍ୟକ୍ଷା ମାୟାବତୀ ଭାଜପା…
ସିଭିଲ୍ ହସ୍ପିଟାଲର ଅବସ୍ଥା କାଳକୋଠରୀଠାରୁ ଅଧିକ ଖରାପ: ଗୁଜରାଟ ହାଇକୋର୍ଟ
ଅହମଦାବାଦ,୨୪।୫: ଗୁଜରାଟରେ କରୋନା ମହାମାରୀ ଯୋଗୁ ପ୍ରତିଦିନ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଦେଶରେ କରୋନା ସଂକ୍ରମଣ ପ୍ରଭାବିତ ରାଜ୍ୟ ତାଲିକାରେ ଗୁଜରାଟ ତୃତୀୟ ସ୍ଥାନରେ ରହିଛି। ଏଠାରେ ଇତିମଧ୍ୟରେ ୧୩ ହଜାରରୁ ଅଧିକ କରୋନା ସଂକ୍ରମିତଙ୍କୁ ଚିହ୍ନଟ…
ରାଜ୍ୟରେ ଆହୁରି ବଢିବ କରୋନାର ପ୍ରକୋପ, ଭୟ କରିବାର ନାହିଁ: ଉଦ୍ଧବ ଠାକରେ
ମୁମ୍ବାଇ,୨୪।୫: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରବିବାର କହିଛନ୍ତି ରାଜ୍ୟରେ ପୂର୍ବରୁ କରୋନା ସଂକ୍ରମଣ ଉଦ୍ବେଗଜନକ ସ୍ଥିତିରେ ରହିଛି। ଆଗାମୀ ଦିନରେ ରାଜ୍ୟରେ କରୋନାର ପ୍ରକୋପ ଆହୁରି ବୃଦ୍ଧି ପାଇବ। ହେଲ ଏହାକୁ ନେଇ ଭୟଭିତ ହେବାର ନାହିଁ। ସମସ୍ତେ ମିଶି…
କରୋନା ସଂକ୍ରମିତ ବ୍ୟବହାର ପରିପାରିବେ ନାହିଁ ମୋବାଇଲ୍ ଫୋନ
ଲକ୍ଷ୍ନୌ,୨୪।୫: ଉତ୍ତରପ୍ରଦେଶରେ କରୋନା ସଂକ୍ରମିତଙ୍କୁ ମୋବାଇଲ ବ୍ୟବହାର କରିବାକୁ ମନା କରାଯିବା ପରେ ଏବେ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୀତି। ସମାଜବାଦୀ ପାର୍ଟି ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଏହାକୁ ନେଇ ଉତ୍ତରପ୍ରଦେଶ ସରକାରଙ୍କୁ ଟାର୍ଗେଟ କରିଛନ୍ତି।…
୪୪ ଡିଗ୍ରୀ ତାପମାତ୍ରାରେ ସିଝୁଛି ରାଜଧାନୀ
ନୂଆଦିଲ୍ଲୀ,୨୪।୫: ରାଜଧାନୀ ଦିଲ୍ଲୀର ତାପମାତ୍ରା ଏବେ ୪୪ ଡିଗ୍ରୀ ଉପରେ ରହୁଥିବା ବେଳେ ସାଧାରଣ ଜୀବନଯାତ୍ରା ଅସ୍ତବ୍ୟସ୍ତ ହୋଇ ପଡିଛି। ଗୋଟିଏ ପଟେ କରୋନା ସଂକ୍ରମଣ ଅନ୍ୟପଟେ ସୂର୍ଯ୍ୟଙ୍କ କୋପରେ ବ୍ୟତିବ୍ୟସ୍ତ ହୋଇଗଲାଣି ରାଜଧାନୀର ଅବସ୍ଥା। ପାଣିପାଗ ବିଶେଷଜ୍ଞଙ୍କ କହିବା କଥା…
ଗତ ୨୪ ଘଣ୍ଟାରେ ୮୭ ପୋଲିସ କରୋନା ପଜିଟିଭ
ମୁମ୍ବାଇ,୨୪।୫: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ସ୍ଥିତି ବେଳକୁ ବେଳ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୮୭ ଜଣ ପୋଲିସ କରୋନାରେ ସଂକ୍ରମିତ ହେବା ଜଣାପଡିବା ପରେ ଚିନ୍ତା ଆହୁରି ବଢିଯାଇଛି। ଏହାକୁ ମିଶାଇ…
ପିଏମ୍ କେୟାର୍ସ ଫଣ୍ଡକୁ ପ୍ରତି ମାସରେ ୫୦ ହଜାର ଟଙ୍କା ଦାନ କରିବେ ସିଡିଏସ୍ ଜେନରାଲ ବିପିନ ରାଓ୍ବତ
ନୂଆଦିଲ୍ଲୀ,୨୪।୫: କୋଭିଡ-୧୯ ମହାମାରୀ ସହ ଲଢିବାକୁ ଗଠନ କରାଯାଇଛି ପିଏମ୍ କେୟାର୍ସ ଫଣ୍ଡ। ଏହି ଫଣ୍ଡକୁ ବିଭିନ୍ନ ଆଡୁ ସହାୟତା ମିଳୁଥିବା ବେଳେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ(ସିଡିଏସ୍) ଜେନେରାଲ ବିପିନ ରାଓ୍ବତ ମଧ୍ୟ ସହଯୋଗର ହାତ ବଢାଇଛନ୍ତି। ପ୍ରତିମାସରେ ସେ…
ଦେଶରେ କରୋନା ସଂକ୍ରମଣ ସଂଖ୍ୟା ଛୁଇଁଲା ୧,୩୧,୮୬୮
ନୂଆଦିଲ୍ଲୀ,୨୪।୫: ଦେଶରେ ଦ୍ରୁତ ଗତିରେ ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୬,୭୬୭ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ସହ ଏବେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୩୧,୮୬୮ରେ ପହଞ୍ଚିଛି ବୋଲି ରବିବାର ସକାଳେ…
୬୦% ପରିବାରର ଆୟ ପ୍ରଭାବିତ
ନୂଆଦିଲ୍ଲୀ,୨୪।୫: କୋଭିଡ୍-୧୯ ମହାମାରୀ ଯୋଗୁ ଭାରତର ପାଖାପାଖି ୬୦ ପ୍ରତିଶତ ପରିବାରର ଆୟ ବାଧାପ୍ରାପ୍ତ ହୋଇଛି। ନିଏଲସେନ୍ ପକ୍ଷରୁ ୧୨ଟି ସହର ଉପରେ କରାଯାଇଥିବା ସର୍ଭେରୁ ଏହା ଜଣାପଡ଼ିଛି। ପ୍ରତି ୧୦ ଜଣରୁ ୮ ଜଣ କହିଛନ୍ତି, ମାର୍ଚ୍ଚରୁ ଜୁନ୍ ମଧ୍ୟରେ…
ସୋମବାର ଇଦ୍
ନୂଆଦିଲ୍ଲୀ,୨୪।୫: ଭାରତରେ ଇଦ୍ ଉଲ୍-ଫିତର ସୋମବାର ପାଳିତ ହେବ। ଶନିବାର ଆକାଶରେ ଚନ୍ଦ୍ର ଦେଖା ନ ଦେବାରୁ ୨୫ରେ ଇଦ୍ ପାଳନ ଲାଗି ଦିଲ୍ଲୀ ଜାମା ମସ୍ଜିଦର ଶାହି ଇମାମ ଅହମଦ ଶାହ ବୁଖାରୀ ଘୋଷଣା କରିଛନ୍ତି। ତେବେ କରୋନା ମହାମାରୀ…
ଦିଲ୍ଲୀର ଅଧା ନିଷିଦ୍ଧାଞ୍ଚଳ ହେଲା ଅରେଞ୍ଜ ଜୋନ୍
ନୂଆଦିଲ୍ଲୀ,୨୪।୫: ଦିଲ୍ଲୀର ୯୨ଟି ନିଷିଦ୍ଧାଞ୍ଚଳ ମଧ୍ୟରୁ ୪୫ଟିରେ ଗତ ୧୪ ଦିନ ମଧ୍ୟରେ ଜଣେ ହେଲେ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ନ ଥିବାରୁ ସେଗୁଡ଼ିକ ଅରେଞ୍ଜ ଜୋନ୍ରେ ପରିଣତ ହୋଇଛି। ଆଗାମୀ ଦୁଇ ସପ୍ତାହରେ ଯଦି ନୂଆ ସଂକ୍ରମିତ…
କରୋନାରେ ଏମ୍ସ ଡାକ୍ତରଙ୍କ ମୃତ୍ୟୁ
ନୂଆଦିଲ୍ଲୀ, ୨୪।୫: ଦିଲ୍ଲୀ ଏମ୍ସର ବରିଷ୍ଠ ଡାକ୍ତର ଜିତେନ୍ଦ୍ର ନାଥ ପାଣ୍ଡେ (୭୮)ଙ୍କର ଶନିବାର କରୋନାରେ ମୃତ୍ୟୁ ଘଟିଛି। ସେ ଏମ୍ସର ପୁଲମୋନୋଲୋଜି ବିଭାଗର ନିର୍ଦ୍ଦେଶକ ଓ ପ୍ରଫେସର ଥିଲେ। ଅନ୍ୟମାନଙ୍କୁ ଉତ୍ତମ ସ୍ବାସ୍ଥ୍ୟ ଯୋଗାଇଦେବା ଲାଗି ଚିକିତ୍ସା ଜଗତର ଏହି…
Archives


