ତୃତୀୟଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ କେଜରିଓ୍ବାଲ
ନୂଆଦିଲ୍ଲୀ,୧୬।୨: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ତୃତୀୟଥର ଲାଗି ରବିବାର ଶପଥ ନେଇଛନ୍ତି ଆମ ଆଦମୀ ପାର୍ଟି(ଏଏପି) ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ। ଉପରାଜ୍ୟପାଳ ଅନିଲ ବେଜଲ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ରାମଲୀଳା ମଇଦାନରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ…
ମଦ୍ୟପଙ୍କୁ ପିଞ୍ଜରାରେ ୨୪ ଘଣ୍ଟା ବନ୍ଦ କରନ୍ତି ଗ୍ରାମବାସୀ
ସାଣନ୍ଦ,୧୬।୨: ମଦ୍ୟପାନ ବିରୋଧରେ ଦେଶରେ ସଚେତନତା ଅଭିଯାନ ଜାରି ରହିଛି। ଗୁଜରାଟ ସାଣନ୍ଦରେ ଲୋକେ ମଦ୍ୟପମାନଙ୍କୁ ସଚେତନ କରାଇବା ପାଇଁ ଏକ ନିଆରା ପଦକ୍ଷେପ ଗ୍ରହଣ କରିଛନ୍ତି। ସେମାନେ ମଦ୍ୟପଙ୍କୁ ଧରି ୨୪ ଘଣ୍ଟା ଲାଗି ପିଞ୍ଜରାରେ ବନ୍ଦ କରି ଦିଅନ୍ତି।…
ରିକ୍ସା ଚାଳକଙ୍କ ଝିଅ ବିବାହରେ ଶୁଭେଚ୍ଛା ବାର୍ତ୍ତା ପଠାଇଲେ ମୋଦି
ବାରାଣସୀ,୧୬।୨: ଉତ୍ତରପ୍ରଦେଶ ବାରାଣସୀର ରିକ୍ସା ଚାଳକ ମଙ୍ଗଳ କେବଟଙ୍କ ଘରେ ଝିଅ ବାହାଘର ପାଇଁ ଖୁସିର ପରିବେଶ ସୃଷ୍ଟି ହୋଇଛି। ଆଉ ଏହି ଖୁସି ଏବେ ଦ୍ୱିଗୁଣା ହୋଇଯାଇଛି। ଏହାର କାରଣ ହେଉଛି ମଙ୍ଗଳଙ୍କ ଝିଅ ବିବାହ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
ବାରାଣସୀ ପହଞ୍ଚିଲେ ମୋଦି
ବାରାଣସୀ,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସକାଳେ ବାରାଣସୀ ପହଞ୍ଚିଛନ୍ତି। ସେଠାରେ ସେ ପ୍ରଥମେ ଜଙ୍ଗମଓ୍ବାଡି ମଠରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି। ଏହି ସମୟରେ ତାଙ୍କ ସହ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ କର୍ନାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପା ପ୍ରମୁଖ…
ଲୁଧିଆନା ଓ୍ବାକ୍ସ ମ୍ୟୁଜିୟମରେ ଲାଗିଲା କେଜରିଓ୍ବାଲଙ୍କ ମହମ ପ୍ରତିମୂର୍ତ୍ତି
ଲୁଧିଆନା,୧୬।୨: ପଞ୍ଜାବର ଲୁଧିଆନାରେ ଥିବା ‘ପ୍ରଭାକର ଓ୍ବାକ୍ସ ମ୍ୟୁଜିୟମ’ରେ ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରିଓ୍ବାଲଙ୍କ ଏକ ମହମ ପ୍ରତିମୂର୍ତ୍ତି ରବିବାର ସ୍ଥାପନ କରାଯାଇଛି। ତୃତୀୟ ଥର ଲାଗି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ କେଜରିଓ୍ବାଲ ଶପଥ ନେବା ପୂର୍ବରୁ ତାଙ୍କର…
ମାନହାନି ମାମଲାରେ ରବିଶଙ୍କରଙ୍କୁ ସମନ
ଥିରୁଭାନନ୍ଥପୁରମ୍,୧୬ା୨(ପି.ଟି.): ଏକ ମାନହାନି ମାମଲାରେ ହାଜର ହେବା ଲାଗି କେନ୍ଦ୍ର ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ଶନିବାର କେରଳର ଏକ ଅଦାଲତ ସମନ ଜାରି କରିଛନ୍ତି। କଂଗ୍ରେସ ନେତା ତଥା ଥିରୁଭାନନ୍ଥପୁରମ୍ ଏମ୍ପି ଶଶୀ ଥରୁର ୨୦୧୮ ଡିସେମ୍ବରରେ କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ମାନହାନି…
ଶାହ ଫୈଜଲଙ୍କ ବିରୋଧରେ ପିଏସ୍ଏରେ ମାମଲା
ଶ୍ରୀନଗର,୧୬ା୨(ପି.ଟି.): ପୂର୍ବତନ ଆଇଏଏସ୍ ଅଫିସରରୁ ରାଜନେତା ହୋଇଥିବା ଶାହ ଫୈଜଲଙ୍କ ବିରୋଧରେ ଜମ୍ମୁ-କଶ୍ମୀର ପ୍ରଶାସନ ସାଧାରଣ ନିରାପତ୍ତା ଆଇନ (ପିଏସ୍ଏ)ରେ ମାମଲା ରୁଜୁ କରିଛି। ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରଠାରୁ ଫୈଜଲ ଅଟକ ରହିଥିଲେ। ଶୁକ୍ରବାର ତାଙ୍କ ବିରୋଧରେ ପିଏସ୍ଏରେ…
ଡିଜେ ଶବ୍ଦରେ ବରଙ୍କ ମୃତ୍ୟୁ
ହାଇଦ୍ରାବାଦ,୧୬ା୨: (ଆଇଏଏନ୍ଏସ୍): ତେଲଙ୍ଗାନାର ନିଜାମାବାଦ ଜିଲା ଅନ୍ତର୍ଗତ ବୋଧନ ସହରରେ ଏକ ବାହାଘର ଶୋଭାଯାତ୍ରାରେ ଉତ୍କଟ ଡିଜେ ଶବ୍ଦରେ ମୂର୍ଚ୍ଛା ଯାଇଥିବା ବରଙ୍କର ମୃତ୍ୟୁ ହୋଇଯାଇଛି। ହାଇଦ୍ରାବାଦଠାରୁ ପ୍ରାୟ ୨୦୦ କିଲୋମିଟର ଦୂରରେ ଏହି ଦୁଃଖଦ ଘଟଣା ଘଟିଛି। ଅତ୍ୟଧିକ ଶବ୍ଦ…
ସିଦ୍ଧାର୍ଥ ଶୁକ୍ଳା ‘ବିଗ୍ ବସ୍ ୧୩’ ବିଜେତା
ମୁମ୍ବାଇ,୧୬ା୨: ବିଗ୍ ବସ୍ ହାଉସ୍ରେ ଦୀର୍ଘ ମାସର ସଂଘର୍ଷ ପରେ ଶନିବାର ଅନୁଷ୍ଠିତ ଗ୍ରାଣ୍ଡ ଫିନାଲେରେ ସିଦ୍ଧାର୍ଥ ଶୁକ୍ଳା ବିଜେତା ଘୋଷିତ ହୋଇଛନ୍ତି। ‘ଦିଲ୍ ସେ ଦିଲ୍ ତକ୍’ର ଅଭିନେତା ଟ୍ରଫି ସହ ୪୦ ଲକ୍ଷ ଟଙ୍କାର ପୁରସ୍କାର ଜିତିଛନ୍ତି। ଚୂଡ଼ାନ୍ତ…
ମୁମ୍ବାଇରେ ସିଏଏ ବିରୋଧରେ ବିଶାଳ ରାଲି
ମୁମ୍ବାଇ,୧୬ା୨: ମୁମ୍ବାଇର ଆଜାଦ ମଇଦାନରେ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ), ଜାତୀୟ ନାଗରିକ ପଞ୍ଜିକା (ଏନ୍ଆର୍ସି) ଏବଂ ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନ୍ପିଆର୍)କୁ ବିରୋଧ କରି ଶନିବାର ବିଶାଳ ରାଲି ଅନୁଷ୍ଠିତ ହୋଇଯାଇଛି। ଏଥିରେ ମହିଳାଙ୍କ ସମେତ ଲକ୍ଷାଧିକ ଲୋକ ସାମିଲ…
କର୍ନାଟକରେ ୩ କଶ୍ମୀରୀ ଛାତ୍ର ଗିରଫ
ବେଙ୍ଗାଲୁରୁ,୧୬ା୨: କର୍ନାଟକରେ ୩ କଶ୍ମୀରୀ ଇଞ୍ଜିନିୟରିଂ ଛାତ୍ରଙ୍କୁ ଗିରଫ କରାଯାଇଛି। ସେମାନେ ପାକିସ୍ତାନ ସପକ୍ଷରେ ସ୍ଲୋଗାନମାନ ଦେଉଥିଲେ। ହୁବାଲ୍ଲି ପୋଲିସ ସେମାନଙ୍କୁ ଗିରଫ କରିବା ସହ ଦେଶଦ୍ରୋହ ମାମଲା ରୁଜୁ କରିଥିବା ଜଣାପଡ଼ିଛି। ଏହି ୩ ଛାତ୍ର କେଏଲ୍ଇ ଟେକ୍ନୋଲୋଜିକାଲ ୟୁନିଭର୍ସିଟିର…
ମଧ୍ୟପ୍ରଦେଶ କଂଗ୍ରେସରେ ଫାଟ
ଭୋପାଳ,୧୬ା୨(ପି.ଟି.): ମଧ୍ୟପ୍ରଦେଶ କଂଗ୍ରେସରେ ଫାଟ ସ୍ପଷ୍ଟ ହୋଇଛି। କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ମଧ୍ୟରେ ରହିଥିବା ବିରୋଧଭାସ ପୁଣିଥରେ ସାମନାକୁ ଆସିଛି। କମଳନାଥଙ୍କ ନେତୃତ୍ୱକୁ ନେଇ ସିନ୍ଧିଆ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ନିର୍ବାଚନ ବେଳେ ଦଳ ପକ୍ଷରୁ…
Archives


