ଜାମିଆ ହିଂସା ମାମଲା: ୧୦ ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ଜଣେ ହେଲେ ନାହାନ୍ତି ଛାତ୍ର
ନୂଆଦିଲ୍ଲୀ,୧୭।୧୨: ରାଜଧାନୀ ଦିଲ୍ଲୀର ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟରେ ଉପୁଜିଥିବା ହିଂସା ପରିସ୍ଥିତି ଏପର୍ଯ୍ୟନ୍ତ ଥମି ନାହିଁ। ଏହା ଦେଶର ଅନ୍ୟ ଭାଗକୁ ବ୍ୟାପିଥିବା ଲକ୍ଷ୍ୟ କରାଯାଇଛି। ମଙ୍ଗଳବାର ଦିଲ୍ଲୀ ପୋଲିସ ଏହି ମାମଲାରେ ୧୦ ଜଣଙ୍କୁ ଗିରଫ କରିଥିବା...
ରାହୁଲଙ୍କ ଭାଷଣର ପ୍ରତିଲିପି ମାଗିଲେ ଇସି
ନୂଆଦିଲ୍ଲୀ,୧୭ା୧୨(ପି.ଟି.)-ଏକ ନିର୍ବାଚନୀ ସଭାରେ ‘ରେପ୍ ଇନ୍ ଇଣ୍ଡିଆ’ ମନ୍ତବ୍ୟ ଦେଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାଷଣର ପ୍ରତିଲିପି ନିର୍ବାଚନ କମିଶନ (ଇସି) ଝାଡ଼ଖଣ୍ଡ ନିର୍ବାଚନ ଅଧିକାରୀଙ୍କୁ ମାଗିଛନ୍ତି। ଦେଶରେ ବଳାତ୍କାର ବଢ଼ିଚାଲିଥିବାରୁ କେନ୍ଦ୍ର ସରକାରଙ୍କ ‘ମେକ୍ ଇନ୍ ଇଣ୍ଡିଆ’କୁ...
୩ ମାସରେ ସୂଚନା କମିଶନର ନିଯୁକ୍ତି ନିର୍ଦ୍ଦେଶ
ନୂଆଦିଲ୍ଲୀ,୧୭ା୧୨(ପି.ଟି.)- ୩ ମାସ ମଧ୍ୟରେ କେନ୍ଦ୍ରୀୟ ସୂଚନା ଆୟୋଗ (ସିଆଇସି) ଏବଂ ରାଜ୍ୟ ସୂଚନା ଆୟୋଗ (ଏସ୍ଆଇସି)ଗୁଡ଼ିକରେ ସୂଚନା କମିଶନର ନିଯୁକ୍ତି ଲାଗି ସୁପ୍ରିମକୋର୍ଟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅଧିକାର ଆଇନର ଅପବ୍ୟବହାର...
ସିଏଏରେ ଭାରତୀୟ ପ୍ରଭାବିତ ହେବେନି: ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୧୭ା୧୨-ସଂଶୋଧିତ ନାଗରିକତ୍ୱ ଆଇନ (ସିଏଏ) ଯୋଗୁ ଭାରତୀୟ ନାଗରିକ ପ୍ରଭାବିତ ହେବେନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର କହିଛନ୍ତି। ଆଇନକୁ ବିରୋଧ କରି ହିଂସା ଘଟାଇବା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି। ବିତର୍କ, ଆଲୋଚନା ଓ ମତଭେଦ ଗଣତନ୍ତ୍ରର...
‘ଦେଶବାସୀଙ୍କ ବିରୋଧରେ ଯୁଦ୍ଧାରମ୍ଭ କରିଛନ୍ତି ମୋଦି’
ନୂଆଦିଲ୍ଲୀ,୧୭ା୧୨(ପି.ଟି.): ମୋଦି ସରକାର ଦେଶକୁ ଭାଗ ଭାଗ କରିବା ସହ ଦେଶବାସୀଙ୍କ ବିରୋଧରେ ଯୁଦ୍ଧ ଆରମ୍ଭ କରିଛନ୍ତି ବୋଲି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସୋମବାର କହିଛନ୍ତି। ଜାମିଆ ମିଲିଆ ଇସ୍ଲାମିଆ ବିଶ୍ୱବିଦ୍ୟାଳୟ ଛାତ୍ରଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ପରେ...
‘ବଞ୍ଚିଥିବା ଯାଏ ସିଏଏ ଲାଗୁ କରାଇଦେବିନି’
କୋଲକାତା,୧୭ା୧୨(ପି.ଟି.): ସଂଶୋଧିତ ନାଗରିକତ୍ୱ ଆଇନ (ସିଏଏ) ଏବଂ ଜାତୀୟ ନାଗରିକ ପଞ୍ଜିକା (ଏନ୍ଆର୍ସି) ବିରୋଧରେ ତୃଣମୂଳ କଂଗ୍ରେସ (ଟିଏମ୍ସି) ପକ୍ଷରୁ କୋଲକାତାରେ ବିଶାଳ ରାଲି ଅନୁଷ୍ଠିତ ହୋଇଯାଇଛି। ବଞ୍ଚିଥିବା ଯାଏ ପଶ୍ଚିମବଙ୍ଗରେ ସିଏଏ ଏବଂ ଏନ୍ଆର୍ସି ଲାଗୁ କରାଇଦେବେନି ବୋଲି...
‘ସ୍ବତଃ ମିଳିବନି ଭାରତୀୟ ନାଗରିକତ୍ୱ’
ନୂଆଦିଲ୍ଲୀ,୧୭ା୧୨(ପି.ଟି.): ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରେ ଧର୍ମୀୟ ବିଦ୍ୱେଷର ଶିକାର ହୋଇ ଭାରତରେ ଶରଣ ନେଇଥିବା ହିନ୍ଦୁ, ବୌଦ୍ଧ, ଶିଖ୍, ପାର୍ସୀ, ଜୈନ ଓ ଖ୍ରୀଷ୍ଟିଆନମାନଙ୍କୁ ଆପଣାଛାଏଁ ଭାରତୀୟ ନାଗରିକତ୍ୱ ମିଳିଯିବ ନାହିଁ। ସିଏଏରେ ଏଥିପାଇଁ ସେମାନଙ୍କୁ କେତେଗୁଡ଼ିଏ ଜରୁରୀ...
ଝାଡ଼ଖଣ୍ଡ: ୪ର୍ଥ ପର୍ଯ୍ୟାୟରେ ୬୨% ମତଦାନ
ରାଞ୍ଚତ୍,୧୭ା୧୨(ଆଇଏଏନ୍ଏସ୍): ଝାଡ଼ଖଣ୍ଡରେ ସୋମବାର ଅନୁଷ୍ଠିତ ଚତୁର୍ଥ ପର୍ଯ୍ୟାୟ ଭୋଟରେ ୬୨.୪୬ ପ୍ରତିଶତ ମତଦାନ ହୋଇଛି। ଏହି ପର୍ଯ୍ୟାୟରେ ଦେଓଘର, ଗିରିଡିହ, ବୋକାରୋ ଏବଂ ଧାନବାଦ ଜିଲାର ୧୫ ଆସନ ଲାଗି ଭୋଟଗ୍ରହଣ ହୋଇଥିଲା। ପ୍ରବଳ ଥଣ୍ଡା ସାଙ୍ଗକୁ ମାଓବାଦୀମାନଙ୍କ ଭୋଟ...
ମନୋଜ ମୁକୁନ୍ଦ ହେବେ ସେନାମୁଖ୍ୟ
ନୂଆଦିଲ୍ଲୀ,୧୭ା୧୨-ଲ୍ୟୁଟ୍ନାଣ୍ଟ ଜେନେରାଲ ମନୋଜ ମୁକୁନ୍ଦ ନରଭନେ ଭାରତୀୟ ସେନାର ପରବର୍ତ୍ତୀ ମୁଖ୍ୟ ହେବାକୁ ଯାଉଛନ୍ତି। ସେ ଏବେ ସୈନ୍ୟବାହିନୀରେ ଉପମୁଖ୍ୟ ଅଛନ୍ତି। ବର୍ତ୍ତମାନର ସେନାଧ୍ୟକ୍ଷ ବିପିନ ରାଓ୍ବତ ଡିସେମ୍ବର ୩୧ରେ ଅବସର ଗ୍ରହଣ କରିବେ। ସେନା ଉପମୁଖ୍ୟ ଭାବେ ଗତ...
ବିଭିନ୍ନ ଶିକ୍ଷାନୁଷ୍ଠାନକୁ ବ୍ୟାପିଲା ଛାତ୍ର ଆନ୍ଦୋଳନ
ନୂଆଦିଲ୍ଲୀ,୧୭ା୧୨(ପି.ଟି.): ଜାମିଆ ମିଲିଆ ଇସ୍ଲାମିଆ ବିଶ୍ୱବିଦ୍ୟାଳୟ ଏବଂ ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟ (ଏଏମ୍ୟୁ) ପରିସରରେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ର ସୋମବାର ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଅଧିକାଂଶ ପିଲା ସୋମବାର ପରୀକ୍ଷା ବର୍ଜନ କରିବା...
ଥମୁନି ସିଏଏ, ଏନ୍ଆର୍ସି ତାତି
ନୂଆଦିଲ୍ଲୀ/କୋଲକାତା, ୧୭ା୧୨(ପି.ଟି.): ଦେଶରେ ସଂଶୋଧିତ ନାଗରିକତ୍ୱ ଆଇନ (ସିଏଏ) ଏବଂ ଜାତୀୟ ନାଗରିକ ପଞ୍ଜିକା (ଏନ୍ଆର୍ସି) ବିରୋଧୀ ଆନ୍ଦୋଳନ ଥମିବାର ନାଁ ନେଉନି। ଉତ୍ତରପୂର୍ବାଞ୍ଚଳ ପରେ ଏହି ଆନ୍ଦୋଳନ ପଶ୍ଚିମବଙ୍ଗ, ଦିଲ୍ଲୀ ପ୍ରଭୃତିରେ ଉଗ୍ର ରୂପ ନେଇଥିବାବେଳେ ଅନ୍ୟ କେତେକ...
ଜାମିଆ ହିଂସାକୁ ନେଇ ଦିଲ୍ଲୀ ପୋଲିସର କାର୍ଯ୍ୟାନୁଷ୍ଠାନ
ଦିଲ୍ଲୀର ଜାମିଆ ନଗରଠାରେ ରବିବାର ନାଗରିକତା ସଂଶୋଧନ ଆଇନ ବିରୋଧୀ ପ୍ରତିବାଦ ଉଗ୍ର ହେବାରୁ ଦିଲ୍ଲୀ ପୋଲିସ ଓ ଛାତ୍ରମାନଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଜାମିଆ ଅଞ୍ଚଳରେ ଏବେ ବି ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ସେପଟେ ହିଂସା...
Archives


