ଜାତୀୟ

ଜେଜେପିରେ ବିଦ୍ରୋହ: ଉପାଧ୍ୟକ୍ଷ ପଦରୁ ରାମକୁମାରଙ୍କ ଇସ୍ତଫା

ଚଣ୍ଡିଗଡ଼,୨୬ା୧୨(ପି.ଟି.): ଦୁଷ୍ୟନ୍ତ ଚୌତାଲାଙ୍କ ଜନନାୟକ ଜନତା ପାର୍ଟି (ଜେଜେପି)ରେ ବିଦ୍ରୋହ ଦେଖାଦେଇଛି। ଦଳର ଉପାଧ୍ୟକ୍ଷ ପଦରୁ ବିଧାୟକ ରାମକୁମାର ଗୌତମ ବୁଧବାର ଇସ୍ତଫା ଦେଇଛନ୍ତି। ଦଳର କାର୍ଯ୍ୟକୁ ନେଇ ସେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଦଳୀୟ ବିଧାୟକମାନଙ୍କ ସମର୍ଥନରେ ଦୁଷ୍ୟନ୍ତ...

ଏନ୍‌ପିଆର୍‌ ବିରୋଧରେ କେସିଆର୍‌

ନୂଆଦିଲ୍ଲୀ/ ହାଇଦ୍ରାବାଦ, ୨୬ା୧୨(ଆଇଏଏନ୍‌ଏସ୍‌): ସିଏଏ ଏବଂ ଏନ୍‌ଆର୍‌ସି ପରେ ଏବେ ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନ୍‌ପିଆର୍‌)କୁ ନେଇ ରାଜନୀତି ଜୋର୍‌ ଧରିବା ଆରମ୍ଭ କରିଛି। ଏନ୍‌ପିଆର୍‌ ଏବଂ ଏନ୍‌ଆର୍‌ସି ପ୍ରସଙ୍ଗରେ ସମସ୍ତ ସମଭାବାପନ୍ନ ଦଳଗୁଡ଼ିକୁ ଏକାଠି କରିବା ଲାଗି ତେଲଙ୍ଗାନା...

ସଙ୍କଟରେ ଟେଲିକମ୍‌ ବଜାର

ନୂଆଦିଲ୍ଲୀ,୨୬ା୧୨: ସମୟ ଥିଲା ଦିନେ ଭାରତ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଟେଲିକମ୍‌ ବଜାର ଭାବେ ପରିଗଣିତ ହେଉଥିଲା। ଏବେ ଦେଶର ଟେଲିକମ୍‌ ଶିଳ୍ପ ସଙ୍କଟଜନକ ସ୍ଥିତି ଦେଇ ଗତି କରୁଥିବା ଜଣାପଡିଛି। ସାରା ବିଶ୍ୱରେ ସବୁଠାରୁ ଶସ୍ତାରେ ଟେଲିକମ୍‌ ସେବା...

ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ

ଶ୍ରୀନଗର,୨୫।୧୨: ଅସାମାଜିକ କାର୍ଯ୍ୟରୁ ବାଦ୍‌ପଡୁନି ପାକିସ୍ତାନ। ଲଗାତାର ଭାରତ ସୀମା ନିୟନ୍ତ୍ରଣ ରେଖାରେ(ଏଲ୍‌ଓସି) ଅସ୍ତ୍ରବିରତି ଉଲ୍ଲଂଘନ କରିଚାଲିଛି ପାକିସ୍ତାନ। ବୁଧବାର ପୁଣି ଥରେ ଜମ୍ମୁ-କଶ୍ମୀରର ଉରି ସେକ୍ଟରରେ ପାକିସ୍ତାନ ସେନା ପକ୍ଷରୁ ଗୁଳିଗୋଳା ବର୍ଷଣ କରାଯାଇଛି। ଏହାର ପାଲଟା ଜବାବରେ...

ବାଜପେୟୀଙ୍କ ପ୍ରତିମୂର୍ତ୍ତି ଲୋକାର୍ପଣ କଲେ ମୋଦି

ଲକ୍ଷ୍ନୌ,୨୫।୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଦିନ ଅବସରରେ ବୁଧବାର ଉତ୍ତରପ୍ରଦେଶ ଲକ୍ଷ୍ନୌସ୍ଥିତ ଲୋକ ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ପ୍ରତିମୂର୍ତ୍ତି ଲୋକାର୍ପଣ କରିଛନ୍ତି। ଭାରତ ରତ୍ନରେ ସମ୍ମାନିତ ବାଜପେୟୀଙ୍କ ଏହି ପ୍ରତିମୂର୍ତ୍ତିର ଉଚ୍ଚତା ୨୫ ଫୁଟ...

ବିଏଚ୍‌ୟୁରେ ‘ଭୂତ ବିଦ୍ୟା’ ଉପରେ ଆରମ୍ଭ ହେବ ୬ ମାସିଆ ପାଠ୍ୟକ୍ରମ

ବାରାଣସୀ,୨୫।୧୨: ବିଏଚ୍‌ୟୁରେ ଖୁବ୍‌ ଶୀଘ୍ର ‘ଭୂତ ବିଦ୍ୟା’ ଉପରେ ୬ ମାସିଆ ପାଠ୍ୟକ୍ରମ ଆରମ୍ଭ ହେବ। ଲୋକମାନଙ୍କ ମଧ୍ୟରେ ରହିଥିବା ଅନ୍ଧବିଶ୍ୱାସକୁ କିପରି ଦୂର କରାଯାଇପାରିବ ତାହା ଏହି ପାଠ୍ୟକ୍ରମର ଲକ୍ଷ୍ୟ ବୋଲି କୁହାଯାଉଛି। ଏହି ପାଠ୍ୟକ୍ରମରେ କେଉଁ କେଉଁ...

ଅଯୋଧ୍ୟାରେ ଆକ୍ରମଣ ପାଇଁ ଜୈଶ୍‌ର ଷଡ଼ଯନ୍ତ୍ର: ଧରାପଡ଼ିଲା ମାସୁଦ୍‌ ଅଝାରଙ୍କ ଗୁପ୍ତବାର୍ତ୍ତା

ନୂଆଦିଲ୍ଲୀ,୨୫।୧୨: ଅଯୋଧ୍ୟାରେ ଆକ୍ରମଣ ପାଇଁ ଆତଙ୍କବାଦୀ ସଂଗଠନ ଜୈଶ୍‌-ଇ-ମହମ୍ମଦ୍‌ ଷଡ଼ଯନ୍ତ୍ର ରଚିଛି। ଏନେଇ ଜୈଶ୍‌ ମୁଖ୍ୟ ମାସୁଦ୍‌ ଅଝାରଙ୍କ ଏକ ଗୁପ୍ତବାର୍ତ୍ତା ଭାରତୀୟ ଗୋଇନ୍ଦା ବିଭାଗ ହାତରେ ଧରାପଡ଼ିଛି। ଗୁପ୍ତବାର୍ତ୍ତା ମିଳିବା ପରେ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା...

ସଚିନ ତେନ୍ଦୁଲକର, ସୁନୀଲ ଗାଭାସ୍କରଙ୍କ ସୁରକ୍ଷା ହଟାଇଲା ମହାରାଷ୍ଟ୍ର ସରକାର

ମୁମ୍ବାଇ,୨୫।୧୨: ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକର ଏବଂ ସୁନୀଲ ଗାଭାସ୍କରଙ୍କ ଏକ୍ସ କାଟାଗୋରୀ ସୁରକ୍ଷା ହଟାଇ ଦେଇଛନ୍ତି ମହାରାଷ୍ଟ୍ର ସରକାର। ଏହାସହ ୪୫ ଜଣ ନାମୀଦାମୀ ବ୍ୟକ୍ତିଙ୍କ ସୁରକ୍ଷା ପ୍ରତ୍ୟାହାର କରାଯାଇଥିବା ଜଣାପଡିଛି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ପୁଅ ଆଦିତ୍ୟଙ୍କ...

ମୋଦି-ଶାହ ଆଇନଜୀବୀଙ୍କ ଭଳି କଥା କହିବା ବନ୍ଦ କରନ୍ତୁ: ସିଙ୍ଘଓ୍ବୀ

ନୂଆଦିଲ୍ଲୀ,୨୫।୧୨: ସିଏଏ, ଏନ୍‌ଆର୍‌ସି ଏବଂ ଏନ୍‌ପିଆର୍‌ ନେଇ କଂଗ୍ରେସ ଭାଜପା କୁ ଘେରିବାରେ ଲାଗିଛି। ଏହି ମର୍ମରେ ବରିଷ୍ଠ କଂଗ୍ରେସ ନେତା ଅଭିଷେକ ମନୁ ସିଙ୍ଘଓ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ କଡ଼ା ସମାଲୋଚନା...

ଅଟଳ ଟନେଲ୍‌: ହିମାଚଳପ୍ରଦେଶ ସହିତ ଲଦାଖ୍‌ ଏବଂ ଜମ୍ମୁ-କଶ୍ମୀର ମଧ୍ୟରେ ଯୋଗାଯୋଗ ହେବ ସହଜ

ନୂଆଦିଲ୍ଲୀ,୨୫।୧୨: ମନାଲୀଠାରୁ ଲେହ ପର୍ଯ୍ୟନ୍ତ ନିର୍ମିତ ହେଉଥିବା ରୋହତାଙ୍ଗ ଟନେଲ୍‌କୁ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଟଳ ଟନେଲ୍‌ ଭାବେ ନାମିତ କରିଛନ୍ତି। ୮.୮ କିଲୋମିଟର ଦୀର୍ଘ ବିଶ୍ୱର ଏହି ଉଚ୍ଚତମ ଟନେଲ୍‌ ନିର୍ମାଣ ପାଇଁ ୨୦୦୫ରେ ୪ ହଜାର...

ଐଶ୍ଚର୍ଯ୍ୟାଙ୍କୁ ପ୍ରତି ମାସରେ ୨୨ ହଜାର ଟଙ୍କା ଦେବେ ତେଜପ୍ରତାପ

ପାଟନା,୨୫।୧୨: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତେଜପ୍ରତାପ ଏବଂ ବୋହୂ ଐଶ୍ଚର୍ଯ୍ୟା ରାୟଙ୍କ ମଧ୍ୟରେ ଛାଡପତ୍ର ପ୍ରକ୍ରିୟାର ଶୁଣାଣି ଫ୍ୟାମିଲି କୋର୍ଟରେ ଆରମ୍ଭ ହୋଇଛି। ଭରଣପୋଷଣ ବାବଦରେ ତେଜପ୍ରତାପ ଐଶ୍ଚର୍ଯ୍ୟାଙ୍କୁ ପ୍ରତିମାସରେ ୨୨ ହଜାର ଟଙ୍କା...

ଆରମ୍ଭ ହେଲା ଅଟଳ ଭୂଜଳ ଯୋଜନା: ୮ ହଜାରରୁ ଅଧିକ ଗାଁରେ ପହଞ୍ଚିବ ପିଇବା ପାଣି

ନୂଆଦିଲ୍ଲୀ,୨୫।୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୯୫ତମ ଜୟନ୍ତୀ ଅବସରରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଟଳ ଭୂଜଳ ଯୋଜନା ଆରମ୍ଭ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ଦିଲ୍ଲୀର ବିଜ୍ଞାନ ଭବନରେ ଏହି ଉପଲକ୍ଷେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri