ଜାତୀୟ

ଉପମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ଉପରକୁ ଆକ୍ରମଣ

ପାଟନା,୬।୧୧: ବିହାରର ଉପମୁଖ୍ୟମନ୍ତ୍ରୀ ବିଜୟ କୁମାର ସିହ୍ନାଙ୍କ ଗାଡ଼ି ଉପରେ ଲଖିସରାଇରେ ଆକ୍ରମଣ ହୋଇଥିଲା। ସିହ୍ନା ନିର୍ବାଚନ ପ୍ରଚାର ପାଇଁ ସେହି ଅଞ୍ଚଳ ଦେଇ ଯାଉଥିବା ସମୟରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି। ଏହି ସମୟରେ କିଛି ଲୋକ ତାଙ୍କ…

ନଭେମ୍ବର ୧୪ ଦିନ ୧୧ଟାରେ ଘଟିବାକୁ ଯାଉଛି ଏମିତି… ଅମିତ ଶାହା କଲେ ଘୋଷଣା

ପାଟନା,୬।୧୧: ବିହାରର ବେଟିଆରେ ଏକ ଏନଡିଏ ରାଲିକୁ ସମ୍ବୋଧିତ କରି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ବିରୋଧୀଙ୍କୁ କଡ଼ା ଆକ୍ରମଣ କରି ଏନଡିଏର ବିଜୟ ଦାବି କରିଛନ୍ତି। ସେ ଆତ୍ମବିଶ୍ୱାସର ସହିତ ଘୋଷଣା କରିଛନ୍ତି, ୧୪ ତାରିଖ ସକାଳ ୮ଟାରେ…

ମୋଦିଙ୍କୁ ଗ୍ଲୋ କରିବାର କାରଣ ପଚାରିଲା ମହିଳା କ୍ରିକେଟ ଟିମ୍‌, ଉତ୍ତରରେ ସେ କହିଲେ…

ନୂଆଦିଲ୍ଲୀ,୬ା୧୧: ଟିମ୍‌ ଇଣ୍ଡିଆ ପ୍ରଥମ ଥର ପାଇଁ ମହିଳା ବିଶ୍ୱକପ ଜିତିଛି। ଭାରତୀୟ ମହିଳା ଦଳ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିଲା। ଏହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ମହିଳା କ୍ରିକେଟ ଟିମ୍‌କୁ ଭେଟିଛନ୍ତି। ଦଳ ଏହି ସାକ୍ଷାତ…

8th pay commissionକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌: ଏମାନଙ୍କ ଦରମା ହୋଇଯିବ ଦ୍ୱିଗୁଣିତ

ନୂଆଦିଲ୍ଲୀ,୬।୧୧: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀମାନେ ଅଷ୍ଟମ ବେତନ କମିଶନ କାର୍ଯ୍ୟକାରୀ ହେବା ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ସରକାର ଏବେ ଅଷ୍ଟମ ବେତନ କମିଶନ ଗଠନ କରିଛନ୍ତି ଏବଂ ଏହାର ସରକାରୀ ବିଜ୍ଞପ୍ତି ଜାରି କରାଯାଇଛି। ଏହି…

ହରିୟାଣାରେ ୨୫ ଲକ୍ଷ ଜାଲ୍‌ ଭୋଟର: ରାହୁଲ

ନୂଆଦିଲ୍ଲୀ,୬ା୧୧(ପି.ଟି./ଏଜେନ୍ସି): ବିଭିନ୍ନ ରାଜ୍ୟରେ ନିଜ ଦଳର ଦୁର୍ବଳ ପ୍ରଦର୍ଶନ ପାଇଁ ନିର୍ବାଚନ କମିଶନ (ଇସି)ଙ୍କୁ ଦାୟୀ କରିଆସୁଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର ହରିୟାଣା ଭୋଟ ପ୍ରସଙ୍ଗ ଉଠାଇଛନ୍ତି। ବିହାର ବିଧାନସଭା ନିର୍ବାଚନର ଠିକ୍‌ ଦିନକ ପୂର୍ବରୁ ନୂଆଦିଲ୍ଲୀସ୍ଥିତ କଂଗ୍ରେସ…

ଆଜି ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ, ସକାଳ ୭ଟାରୁ ଆରମ୍ଭ ହୋଇଛି ଭୋଟ୍‌

ପାଟନା,୬।୧୧: ବିହାର ବିଧାନସଭାର ନିର୍ବାଚନର ଆଜି ପ୍ରଥମ ପର୍ଯ୍ୟାୟ ଭୋଟ। ଭୋଟ ଦେଇ ନେତା ବାଛିବେ ଜନତା । ପ୍ରଥମ ପର୍ଯ୍ୟାୟରେ ୧୨୧ଟି ଆସନରେ ମତଦାନ ଗ୍ରହଣ ହେବ । କୁହାଯାଉଛି ପ୍ରଥମ ପର୍ଯ୍ୟାୟ ଭୋଟର ଫଳାଫଳ ବିହାର ଜନାଦେଶକୁ ନିର୍ଣ୍ଣାୟକ…

‘ଅପରେସନ୍ ସିନ୍ଦୂର’ର ୬ ମାସ ପରେ ଜାମ୍ମୁ ଓ କାଶ୍ମୀରରେ ଲଶ୍କର ଓ ଜୈଶର ନୂଆ ଆକ୍ରମଣ ଯୋଜନା!

ଶ୍ରୀନଗର/ନୂଆଦିଲ୍ଲୀ,୫।୧୧: ଭାରତର ‘ଅପରେସନ୍ ସିନ୍ଦୂର’ ପରେ ଜାମ୍ମୁ ଓ କାଶ୍ମୀରରେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇଥିବା ନେଇ ଆସିଥିବା ନୂଆ ଗୋଇନ୍ଦା ତଥ୍ୟରୁ ଜଣାପଡ଼ିଛି। ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧରେ ଭାରତ ଦ୍ୱାରା ଆରମ୍ଭ କରାଯାଇଥିବା ସଠିକ୍ ପାଲଟା-ଆତଙ୍କବାଦୀ…

୮ମ ବେତନ କମିଶନ: ଜାଣନ୍ତୁ ୫ଟି ଗୁରୁତ୍ୱପୂର୍ଣ୍ଣ କଥା

ଭୁବନେଶ୍ୱର,୫।୧୧: କେନ୍ଦ୍ର ସରକାର ଅଷ୍ଟମ କେନ୍ଦ୍ରୀୟ ବେତନ ଆୟୋଗ (8th Central Pay Commission- CPC) ଗଠନ କରିବା ପରେ ଦେଶର ପ୍ରାୟ ଏକ କୋଟି କେନ୍ଦ୍ରୀୟ କର୍ମଚାରୀ ଏବଂ ପେନ୍‌ସନ୍‌ଭୋଗୀଙ୍କ ପାଇଁ ଦରମା ବୃଦ୍ଧିର ରାସ୍ତା ଖୋଲିଯାଇଛି। ଆୟୋଗର ସୁପାରିଶ…

ଏହି ସହର ଭାରତର ସବୁଠାରୁ ଅପରିଷ୍କାର ସ୍ଥାନ- ଜାଣନ୍ତୁ ସବୁଠାରୁ ଖରାପ ଏବଂ ସୁନ୍ଦର ସହର ତାଲିକା

ଭୁବନେଶ୍ୱର,୫।୧୧: ଦଶନ୍ଧି ଧରି ‘ସ୍ୱଚ୍ଛ ଭାରତ ମିଶନ’ ଅଭିଯାନ ଚାଲିଥିଲେ ମଧ୍ୟ ସହରୀ ପରିମଳ ବ୍ୟବସ୍ଥାରେ ଗୁରୁତର ତ୍ରୁଟି ରହିଥିବା ‘ସ୍ୱଚ୍ଛ ସର୍ବେକ୍ଷଣ ୨୦୨୫’ ରିପୋର୍ଟରୁ ଜଣାପଡ଼ିଛି। ଜନସଂଖ୍ୟା ଏକ ମିଲିୟନରୁ ଅଧିକ ଥିବା ସହରଗୁଡ଼ିକ ମଧ୍ୟରେ ତାମିଲନାଡୁର ସହରଗୁଡ଼ିକ ସର୍ବାଧିକ…

‘କାହିଁକି କେବେ ଫାଟୁ ନାହିଁ ରାହୁଲଙ୍କ ଆଟମ ବମ’, ଭାଜପାର କଡ଼ା ଟାର୍ଗେଟ

ନୂଆଦିଲ୍ଲୀ,୫।୧୧: କଂଗ୍ରେସ ଏମପି ରାହୁଲ ଗାନ୍ଧୀ ପୁଣି ଥରେ ନିର୍ବାଚନ କମିଶନଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ସେ ବୁଧବାର (ନଭେମ୍ବର ୫) ଏକ ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କରିଛନ୍ତି ଯେ ହରିୟାଣା ନିର୍ବାଚନ ସମୟରେ ଭୋଟର ତାଲିକାରେ ଜାଲିଆତି…

ମହିଳାଙ୍କୁ ନଗଦ ଟଙ୍କା ସହାୟତା ଯୋଜନା: ରାଜ୍ୟ ଉପରେ ବଢୁଛି ଆର୍ଥିକ ଚାପ: ରିପୋର୍ଟ

ନୂଆଦିଲ୍ଲୀ,୫।୧୧: ଅର୍ଥନୈତିକ ଦୁର୍ବଳ ଶ୍ରେଣୀର ମହିଳାମାନଙ୍କୁ ସଶକ୍ତ କରିବା ଲକ୍ଷ୍ୟରେ ବିଭିନ୍ନ ରାଜ୍ୟରେ ଆରମ୍ଭ ହୋଇଥିବା ସର୍ତ୍ତମୁକ୍ତ ନଗଦ ଟ୍ରାନ୍ସଫର ଯୋଜନା ରାଜ୍ୟଗୁଡ଼ିକର ଆର୍ଥିକ ଚାପ ବଢାଉଛି। PRS ଲେଜିସ୍ଲେଟିଭ ରିସର୍ଚ୍ଚର ଏକ ରିପୋର୍ଟରେ ଏହି ତଥ୍ୟ ପ୍ରକାଶ ପାଇଛି। ରିପୋର୍ଟ…

କବାଡ଼ି ଖେଳାଳିଙ୍କୁ ଗୁଳି କରି ହତ୍ୟା, ନିଜକୁ ଦାୟୀ କଲା ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ

ଚଣ୍ଡିଗଡ଼,୫।୧୧: ପଞ୍ଜାବରେ କବାଡି ଖେଳାଳିଙ୍କ ଉପରେ ଆକ୍ରମଣ ବୃଦ୍ଧି ପାଉଛି। ଗତକାଲି ବିଳମ୍ବିତ ରାତିରେ ଲୁଧିଆନା ଜିଲାର ସମରାଲା ବ୍ଲକ ଅନ୍ତର୍ଗତ ମାନକି ଗାଁରେ ଆଉ ଏକ ବଡ଼ ଘଟଣା ଘଟିଛି, ଯେଉଁଠାରେ ୨୩ ବର୍ଷୀୟ କବାଡି ଖେଳାଳି ଗୁରବିନ୍ଦର ସିଂହଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?